ପାକିସ୍ତାନ ସୈନ୍ୟ ବାହିନୀ-ଆଇଏସ୍ଆଇର ଶକ୍ତି ହେବ ବୃଦ୍ଧି
ଇସଲାମାବାଦ୍,୨୫।୧୧: ପାକିସ୍ତାନରେ ସୈନ୍ୟ ବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍ଆଇର ଶକ୍ତିରେ ଏବେ ବୃଦ୍ଧି ଘଟିବ। ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ନ୍ୟାଶନାଲ ଇଣ୍ଟେଲଜେନ୍ସ୍ କୋର୍ଡିନେଶନ କମିଟି ଗଠନ ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛନ୍ତି। ସରକାରଙ୍କ ସ୍ବୀକୃତି ମିଳିବା ପରେ ଏବେ...
ବଳାତ୍କାରୀଙ୍କୁ କରାଯିବ ନପୁଂସକ: କଡ଼ା ଆଇନକୁ ମଞ୍ଜୁରୀ !
ଇସଲାମାବାଦ୍,୨୫।୧୧: ଏବେ ବଳାତ୍କାରୀଙ୍କୁ କଡ଼ା ଦଣ୍ଡ ମିଳିବ। ସେମାନଙ୍କୁ ନପୁଂସକ କରି ଦିଆଯିବ। ଏନେଇ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କ ସରକାର ନୂଆ ଆଇନକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ଏଭଳି ମାମଲାର ଶୁଣାଣି ଶୀଘ୍ର କରାଯିବା ଲାଗି ସରକାର ନିର୍ଦ୍ଦେଶ...
କ୍ଷମତା ହସ୍ତାନ୍ତର ପାଇଁ ଟ୍ରମ୍ପ୍ ରାଜି
ଓ୍ବାଶିଂଟନ,୨୫ା୧୧(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶେଷରେ ପ୍ରେସିଡେଣ୍ଟ ଇଲେକ୍ଟ ଜୋ ବାଇଡେନ୍ଙ୍କୁ କ୍ଷମତା ହସ୍ତାନ୍ତର ପାଇଁ ରାଜି ହୋଇଛନ୍ତି। ମିଶିଗାନ୍ ଷ୍ଟେଟ୍ ନିର୍ବାଚିତ ରାଷ୍ଟ୍ରପତି ବାଇଡେନ୍ଙ୍କୁ ବିଜୟୀ ଘୋଷଣା କରିବା ପରେ ଏହି ବରିଷ୍ଠ ଡେମୋକ୍ରାଟ୍ଙ୍କ ଶପଥ ଗ୍ରହଣ...
ସମ୍ପର୍କ ଲୁଚାଇବାକୁ ୫୦ କୋଟି
ଲଣ୍ଡନ,୨୫ା୧୧: ୪୬ ବର୍ଷୀୟା ପ୍ରିନ୍ସେସ୍ ହୟା ବିଣ୍ଟ ହୁସେନ୍ ହେଉଛନ୍ତି ଜୋର୍ଡାନ୍ ରାଜା ହୁସେନ ଓ ତାଙ୍କ ତୃତୀୟ ସ୍ତ୍ରୀ କ୍ୱିନ୍ ଆଲିଆଙ୍କ ଝିଅ ତଥା କିଙ୍ଗ୍ ଅବ୍ଦୁଲ୍ଲା ଦ୍ୱିତୀୟଙ୍କ ସାବତ ଭଉଣୀ। ୧୯୭୪ ଜୁଲାଇ ୧୫ରେ ଜନ୍ମିତ ହୟା...
ସ୍ତ୍ରୀ-ସ୍ବାମୀଙ୍କ ସାଙ୍ଗିଆ ସମାନ ରହିବ ନାହିଁ
ଟୋକିଓ,୨୪।୧୧: ଜାପାନରେ ଏକ ଅଜବ ନିୟମ ଲାଗୁ ହେବାକୁ ଯାଉଛି। ନିୟମ ଅନୁଯାୟୀ ସ୍ତ୍ରୀ-ସ୍ବାମୀଙ୍କର ସମାନ ସାଙ୍ଗିଆ ରହିବ ନାହିଁ। ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦା ସୁଗା ପୂର୍ବ ନିୟମ ବଦଳାଇ ଖୁବ୍ଶୀଘ୍ର ନୂଆ ନିୟମ ଲାଗୁ କରିବା ସପକ୍ଷରେ ଅଛନ୍ତି।...
ରୁଷିଆ କରୋନା ଟିକା ‘ସ୍ପୁଟନିକ ଭି’ ୯୫% ଫଳପ୍ରଦ ଦାବି
ମସ୍କୋ,୨୪।୧୧: ବିଶ୍ୱର ଅନେକ ଦେଶ ଏବେ କରୋନା ଟିକା ପ୍ରସ୍ତୁତିରେ ଲାଗିପଡିଛନ୍ତି। ରୁଷିଆ ମଧ୍ୟ ନିଜ ଦେଶରେ ପ୍ରସ୍ତୁତ କରୋନା ଟିକା ‘ସ୍ପୁଟନିକ ଭି’ ନେଇ ବେଶ୍ ଆଶାବାଦୀ ରହିଛି। ଋଷିଆର ସ୍ବାସ୍ଥ୍ୟ ମନ୍ତ୍ରଣାାଳୟ ପକ୍ଷରୁ କୁହାଯାଇଛି ଯେ ‘ସ୍ପୁଟନିକ...
ଓବାମାଙ୍କ ରାଷ୍ଟ୍ରପତି ପଦ ଯିବା ପରେ ସବୁଠୁ ଅଧିକ ଖୁସି ହୋଇଥିଲେ ସ୍ତ୍ରୀ, ଜାଣନ୍ତୁ କାହିଁକି
ଓ୍ବାଶିଟନ୍,୨୪।୧୧:ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ନିଜ ପୁସ୍ତକ ଏ ପ୍ରମିଜଡ୍ ଲ୍ୟାଣ୍ଡ୍କୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଏକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଛାଡିବା ପରେ ତାଙ୍କ ସ୍ତ୍ରୀ...
୧୦ଡଲାରରୁ କମ୍ରେ ମିଳିବ ସ୍ପୁଟନିକ୍-ଭି ଭାକ୍ସିନ
ମସ୍କୋ,୨୪।୧୧: ବିଶ୍ୱରେ କରୋନା ଭାଇରସ୍ ସଂକ୍ରମଣ ଲଗାତର ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ଏଯାଏଁ ଔଷଧ ପ୍ରସ୍ତୁତ ହୋଇ ନ ଥିବା ବେଳେ ସମସ୍ତଙ୍କର ଆଶା ଭାକ୍ସିନ ଉପରେ ରହିଛି। ତେବେ କରୋନାର ଭାକ୍ସିନ...
ରାଷ୍ଟ୍ରପତି ପଦ ଛାଡିବାକୁ ପ୍ରସ୍ତୁତ ହେଲେଣି ଟ୍ରମ୍ପ!
ୱାଶିଂଟନ,୨୪ ।୧୧: ଶେଷରେ ଆମେରିକା ରାଷ୍ଟ୍ରପତି ପଦ ଓ ହ୍ୱାଇଟ ହାଉସ ଛାଡିବାକୁ ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଥିବା ସୂଚନା ମିଳିଛି । ସୋମବାର ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପାଇଁ ସରକାର ଗଠନ କରିବାକୁ ଯାଉଥିବା...
କରୋନା କାରଣରୁ ବନ୍ଦ ହେବାକୁ ଯାଉଥିଲା ରେଷ୍ଟାରାଣ୍ଟ: ଶେଷ ବ୍ୟକ୍ତି ଦେଇଥିଲେ ୨ ଲକ୍ଷ ଟିପ୍ସ
ଆମେରିକା ସମେତ ସମଗ୍ର ବିଶ୍ୱରେ ପୁଣିଥରେ କରୋନା ଭାଇରସ ବ୍ୟାକ୍ କରିଛି। ଯେଉଥିପାଇଁ ସରକାରଙ୍କୁ ପୁଣିଥରେ ଲକ୍ଡାଉନ୍ ଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି। ଆମେରିକାରେ କରୋନା ବୃଦ୍ଧି ପାଉଥିବାରୁ ଏକ ରେଷ୍ଟୁରାଣ୍ଟ ମାଲିକ ସ୍ବେଚ୍ଛାକୃତ ଭାବେ ନିଜ ରେଷ୍ଟୁରାଣ୍ଟକୁ...
ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍: ୬ ତାଲିବାନ୍ ଆତଙ୍କବାଦୀ ମୃତ
କାବୁଲ,୨୪।୧୧: ଆଫଗାନିସ୍ତାନର ଉତ୍ତର ବଲଖା ପ୍ରଦେଶରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ୬ ତାଲିବାନ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୪ରୁ ଅଧିକ ଆତଙ୍କବାଦୀ ଆହତ ହୋଇଥିବା ଆଫଗାନିସ୍ତାନ ଏୟାର ଫୋର୍ସ ପକ୍ଷରୁ କୁହାଯାଇଛି। ଜାରି ଜିଲାରେ ଥିବା ତାଲିବାନ ଆତଙ୍କବାଦୀ...
ବାଇଡେନ୍ଙ୍କ ନୂଆ କ୍ୟାବିନେଟ ଘୋଷଣା
ୱାଶିଂଟନ,୨୪ ।୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କର ନୂଆ କ୍ୟାବିନେଟ ଘୋଷଣା କରିଛନ୍ତି । ଆସନ୍ତା ଜାନୁୟାରୀ ୨୦ରେ ବାଇଡେନ୍ କାର୍ଯ୍ୟଭାର ଗ୍ରହଣ କରିବାକୁ ଥିଲେ ସୁଦ୍ଧା ଏବେଠାରୁ ସେ କ୍ୟାବିନେଟର ରୂପରେଖ ପ୍ରସ୍ତୁତି ଆରମ୍ଭ କରି...
Archives


