ଭାରତର ଆର୍ଥିକ ନୀତିକୁ ପ୍ରଶଂସା କଲେ ଆଇଏମ୍ଏଫ୍ ମୁଖ୍ୟ
ୱାଶିଂଟନ,୧୫।୧: କରୋନା ଭାଇରସ ସମୟରେ ଭାରତର ଆର୍ଥିକ ନୀତିକୁ ପ୍ରଶଂସା କରିଛନ୍ତି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ମୁଖ୍ୟ ଖ୍ରୀଷ୍ଟିନା ଜର୍ଜିଆଭା। କରୋନା ଏବଂ ଏହାର ଅର୍ଥନୈତିକ ପ୍ରଭାବକୁ ମୁକାବିଲା କରିବା ପାଇଁ ଭାରତ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି ବୋଲି ସେ...
ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ: ଲେଡି ଗାଗା ଗାଇବେ ଜାତୀୟ ସଙ୍ଗୀତ
ନ୍ୟୁୟର୍କ,୧୫।୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜୋ ବାଇଡେନ୍ ଜାନୁଆରୀ ୨୦ରେ ଶପଥ ନେବେ। ସୁପରଷ୍ଟାର ଆମେରିକୀୟ ଗାୟିକା ଲେଡି ଗାଗା ଶପଥ ଗ୍ରହଣ ସମାରୋହରେ ଜାତୀୟ ସଙ୍ଗୀତ ପରିବେଶଣ କରିବେ। ହଲିଉଡ୍ ଷ୍ଟାର୍ ଜେନିଫର ଲୋପେଜ୍ ମଧ୍ୟ ଏଥିରେ...
ଚାଇନା ତିଆରି କରୁଛି ଏମିତି ଟେଲିସ୍କୋପ, ଯାହା ଦେବ ଏଲିଅନ୍ଙ୍କ ବିଷୟରେ ଖବର
ବେଜିଂ,୧୫।୧: ମହାକାଶରେ ଏଲିଅନ୍, ଏଷ୍ଟରୟେଡ୍ସ ଏବଂ ମେଟିୟୋର୍ସ ଖବର ଦେବା ପାଇଁ ଥିବା ଆର୍ସିବୋ ଟେଲିସ୍କୋପ ଭାଙ୍ଗିଯିବା ପରେ ଚାଇନା ବିଶ୍ୱ ପାଇଁ ନୂଆ ଟେଲିସ୍କୋପ ତିଆରି କରୁଛି। ଚାଇନାର ବଡ଼ ଟେଲିସ୍କୋପ ଦୁନିଆର ସବୁଠୁ ବଡ଼। ନ୍ୟାଶନାଲ ଆଷ୍ଟ୍ରୋନମିକାଲ...
ବିଶ୍ୱର ସର୍ବଶ୍ରେଷ୍ଠ ଧନୀଙ୍କୁ ଏମିତି ନିବେଦନ କଲେ ଟ୍ରମ୍ପଙ୍କ ପୁଅ
ଓ୍ବାଶିଂଟନ୍,୧୫।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରଙ୍କଙ୍କ ପୁଅ ଜୁନିୟର୍ ଟ୍ରମ୍ପ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ଏଲନ ମସ୍କଙ୍କ ନିକଟରେ ଏକ ନିବେଦନ କରିଛନ୍ତି। ସେ କହିଛନ୍ତି, ଆପଣ ଏମିତି ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରସ୍ତୁତ କରନ୍ତୁ ଯେଉଁଥିରେ ମୋ...
‘ସିନେଟ୍ରେ ଦେଖିନେବି’
ଓ୍ବାଶିଂଟନ,୧୫ା୧:୨୦୨୦ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ରିପବ୍ଲିକାନ୍ ପାର୍ଟିରେ ଏକଚ୍ଛତ୍ରବାଦୀ ନେତା ଥିଲେ। ହ୍ବାଇଟ୍ ହାଉସ୍କୁ ଦ୍ୱିତୀୟ ଥର ଯିବା ପାଇଁ ଦଳରେ ସେ ଏକମାତ୍ର ପ୍ରାର୍ଥୀ ଥିବାବେଳେ ଡେମୋକ୍ରାଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ଙ୍କୁ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍...
୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍ ହେଲେ ବ୍ୟକ୍ତି, ଆଉ ତା’ ପରେ …
ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ୧୫୭ ଥର ଫେଲ୍ ହୋଇଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ହାର ମାନି...
ପାକିସ୍ତାନରେ ହିନ୍ଦୁ ମନ୍ଦିର ଭଙ୍ଗା ଘଟଣା: ୧୨ ପୋଲିସ କର୍ମୀ ନିଲମ୍ବିତ
ପେଶାଓ୍ବର,୧୪ା୧- ଖାଇବର ପାଖତୁନଖ୍ବା ପ୍ରଦେଶ ସରକାର ହିନ୍ଦୁ ମନ୍ଦିର ଭଙ୍ଗା ଘଟଣାରେ ୧୨ ଜଣ ପୋଲିସକର୍ମୀଙ୍କୁ ନିଲମ୍ବିତ କରିଛି। ଘଟଣାର ତଦନ୍ତ ରିପୋର୍ଟରେ ନିଲମ୍ବିତ ପୋଲିସକର୍ମୀଙ୍କ ବିରୋଧରେ ନିଜ କାର୍ଯ୍ୟରେ ଅବହେଳା କରିଥିବା ପ୍ରମାଣ ମିଳିଛି। ଉକ୍ତ ମନ୍ଦିରକୁ ସୁରକ୍ଷା...
କ୍ୱାରାଣ୍ଟାଇନ୍ରେ ୧୦ ଜଣିଆ ଡବ୍ଲ୍ୟୁଏଚ୍ଓ ଅନୁସନ୍ଧାନକାରୀ ଟିମ୍
ଉହାନ,୧୪।୧: କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାର ଉହାନ ସହରରେ ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ୧୦ ଜଣିଆ ଅନୁସନ୍ଧାନକାରୀ ଟିମ୍ ପହଞ୍ଚିଛନ୍ତି। ସେମାନେ କରୋନା ଉତ୍ପତ୍ତି ସମ୍ପର୍କରେ ଏଠାରେ ଅନୁସନ୍ଧାନ କରିବେ। କରୋନା ମହାମାରୀ ଭୂତାଣୁ ସମ୍ପର୍କରେ ଅଧିକ...
ଡବ୍ଲୁଏଚ୍ଓର ଚେତାବନୀ: ଆହୁରି କଠିନ ହେବ କରୋନା
ଜେନେଭା,୧୪।୧: ସାରା ବିଶ୍ୱ କରୋନାଠାରୁ ମୁକ୍ତି ଚାହୁଁଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ) ଏକ ଚେତାବନୀ ଦେଇଛି। କରୋନା ମହାମାରୀର ଦ୍ୱିତୀୟ ଅବଧି ପ୍ରଥମ ବର୍ଷ ଅପେକ୍ଷା ଅଧିକ କଷ୍ଟସାଧ୍ୟ ହୋଇପାରେ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଜରୁରୀକାଳୀନ କାର୍ଯ୍ୟକ୍ରମର...
ମହିଳା ଅପରାଧୀଙ୍କୁ ଫାଶୀ
ଓ୍ବାଶିଂଟନ୍,୧୪ା୧: ଜଣେ ଗର୍ଭବତୀଙ୍କୁ ହତ୍ୟା କରିବା ଅଭିଯୋଗରେ ଆମେରିକାର ସୁପ୍ରିମକୋର୍ଟ ଲିସା ମଣ୍ଟଗୋମୋରି (୫୨)ଙ୍କୁ ଫାଶୀ ଦିଆଯାଇଛି। ପ୍ରାୟ ସାତ ଦଶନ୍ଧିରେ ଆମେରିକା ଇତିହାସରେ ଜଣେ ମହିଳାଙ୍କୁ ଫାଶୀ ଦିଆଯିବା ଘଟଣା ପ୍ରଥମ। କୋର୍ଟ ଲିସାଙ୍କୁ ଦୋଷୀ ସାବ୍ୟସ୍ତ କରିବା...
ଟ୍ରମ୍ପ୍ଙ୍କ ବିରୋଧରେ ନିମ୍ନ ସଦନ
ଓ୍ବାଶିଂଟନ୍, ୧୪ା୧: ପରାଜୟ ପରେ ବି କ୍ଷମତାମୋହ ଯୋଗୁ ଦଙ୍ଗା ଉସୁକାଇବା ରିପବ୍ଲିକାନ୍ ନେତା ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ମହଙ୍ଗା ପଡ଼ିଛି। ତାଙ୍କ ବିରୋଧରେ ଆଗତ ମହାଭିଯୋଗ ପ୍ରସ୍ତାବକୁ ନେଇ ବୁଧବାର ନିମ୍ନ ସଦନ ଅର୍ଥାତ ପ୍ରତିନିଧି ସଭାରେ ମତଦାନ ହୋଇଛି।...
ସ୍ବାମୀଙ୍କୁ କୁକୁର ବେଲ୍ଟରେ ବାନ୍ଧି ବୁଲାଇବାକୁ ନେଲେ ସ୍ତ୍ରୀ, କାରଣ ଜାଣିଲେ…
ଜଣେ ମହିଳା କରୋନା କଟକଣାରୁ ରକ୍ଷା ପାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ। ମହିଳା ଜଣକ ସ୍ବାମୀଙ୍କୁ କୁକୁର ପରି ବାନ୍ଧି ବୁଲିବାକୁ ନେଇଗଲେ। ପରେ ତେବେ ଧରାପଡବାରୁ ଏହି ଦମ୍ପତିଙ୍କୁ ୧ ଲକ୍ଷ ୭୫ ହଜାର...
Archives


