ବ୍ରିଟିଶ୍ ସଂସଦରେ କୃଷକ ଆନ୍ଦୋଳନ ଚର୍ଚ୍ଚା: ଭାରତ ପକ୍ଷରୁ ବିରୋଧ
ନୂଆଦିଲ୍ଲୀ/ଲଣ୍ଡନ,୯।୩: କୃଷି ଆଇନ ବିରୋଧରେ ଭାରତରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ବ୍ରିଟିଶ୍ ସଂସଦରେ ଆଲୋଚନା କରାଯାଇଛି। ଏଭଳି ଆଲୋଚନାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଲଣ୍ଡନରେ ଅବସ୍ଥାପିତ ଥିବା ଭାରତୀୟ ଉଚ୍ଚାୟୁକ୍ତ ଏହାର...
ଛଟେଇ ହେଉଛନ୍ତି ଗର୍ଭବତୀ
ଓ୍ବାଶିଂଟନ୍, ୯ା୩: କରୋନା ମହାମାରୀ ଯୋଗୁ ଅନେକ ଦେଶରେ ଲିଙ୍ଗଗତ ଅସମାନତା ବୃଦ୍ଧି ପାଇଛି। ମହିଳା ହିଂସା ବଢ଼ିବା ସହ ମାତ୍ର ୩ ଚତୁର୍ଥାଂଶ ମହିଳାଙ୍କ ପାଖରେ ଆଇନଗତ ଅଧିକାର ରହିଛି ବୋଲି ବିଶ୍ୱ ବ୍ୟାଙ୍କର ପ୍ରମୁଖ ଅର୍ଥନୀତିଜ୍ଞ କାର୍ମେନ...
ଶିକ୍ଷକଙ୍କୁ ବିବାହ କଲେ ସ୍କଟ୍
ଓ୍ବାଶିଂଟନ୍, ୯ା୩: ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ୍ ମାରିସ୍(୫୦) ପୁଣି ବିବାହ କରିଛନ୍ତି। ୫୩.୫ ବିଲିୟନ ଡଲାର ସମ୍ପତ୍ତି ଥିବା ବିଶ୍ୱର ୨୨ତମ ଧନୀ ସ୍କଟ୍ ବିଜ୍ଞାନ ଶିକ୍ଷକ ଡେନ୍ ଜିଓ୍ବେଟଙ୍କ...
ମରିବାକୁ ଚାହୁଁଥିଲେ ମେଘାନ
ଲସ୍ ଏଞ୍ଜେଲ୍ସ, ୯ା୩: ପ୍ରିନ୍ସ ହ୍ୟାରିଙ୍କୁ ବିବାହ କରି ବ୍ରିଟେନ ରାଜ ପରିବାରର ସଦସ୍ୟ ହେବା ପରେ ମେଘାନ ମର୍କେଲଙ୍କୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା। ଏପରିକି ଅନେକ ଥର ସେ ଆତ୍ମହତ୍ୟା କରିବାକୁ ଇଚ୍ଛା କରିଥିଲେ ବୋଲି ଆମେରିକାର...
ବିବାହ କଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ପୂର୍ବତନ ସ୍ତ୍ରୀ
ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି। ଆମେରିକାର ସିଏଟଲରେ ରହୁଥିବା ବିଜ୍ଞାନ ଶିକ୍ଷକ ଡନ ଜାଓ୍ବେଟଙ୍କୁ ନିଜ ଜୀବନସାଥୀ ଭାବେ ବାଛିଛନ୍ତି। ମ୍ୟାକେଞ୍ଜି...
ବୁର୍ଖା ପିନ୍ଧିବା ନେଇ କଟକଣା
ଜୁରିଚ୍,୮।୩: ସ୍ବିଜରଲାଣ୍ଡରେ ବୁର୍ଖା ପିନ୍ଧିବା ନେଇ କଟକଣା ଲଗାଯିବାକୁ ହୋଇଥିବା ଜନମତ ସଂଗ୍ରହରେ ୫୧ ପ୍ରତିଶତ ସହମତି ମିଳିଛି। ସର୍ବସାଧାରଣ ସ୍ଥଳରେ ବୁର୍ଖା ପିନ୍ଧିବା କିମ୍ବା ମୁହଁକୁ ଢାଙ୍କିବା ବିରୋଧରେ ରବିବାର ଜନମତ ସଂଗ୍ରହ ହୋଇଥିଲା। ଜନମତ ଆଧାରରେ ସରକାରଙ୍କ...
ଫ୍ରାନ୍ସର ଅରବ ପତି ତଥା ରାଜନେତା ଓଲିବିୟରଙ୍କ ପରଲୋକ: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି
ପ୍ୟାରିସ,୮ ।୩: ଫ୍ରାନ୍ସର ଅରବପତି ତଥା ସଂସଦର ସଦସ୍ୟ ରାଜନେତା ଓଲିବିୟର ହସଲ୍ଟଙ୍କ ଏକ ହେକ୍କପ୍ଟର ଦୁର୍ଘଟଣାରେ ପରଲୋକ ହୋଇଛି । ଏହି ସୂଚନା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ ଟୁଇଟ୍ କରି ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି...
ହିନ୍ଦୁ ପରିବାରର ୫ ଜଣଙ୍କୁ ହତ୍ୟା
ଇସଲାମାବାଦ୍, ୮ା୩: ପାକିସ୍ତାନରେ ଏକ ହିନ୍ଦୁ ପରିବାରର ୫ ସଦସ୍ୟଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଜବତ କରାଯାଇଛି। ମୃତକଙ୍କ ତଣ୍ଟିକୁ କୌଣସି ଧାରୁଆ ଅସ୍ତ୍ରରେ କଟାଯାଇଥିବା ଜଣାଯାଇଛି। ରହିମ ୟାର ଖାନ୍ ସହରରୁ ୧୫ କିମି ଦୂର ଆବୁ ଧାବି...
ୟେମେନ ସଂଘର୍ଷରେ ଶହେ ମୃତ
ସାନା, ୮ା୩: ୟେମେନ ସେନା ଏବଂ ହୁତି ଗ୍ରୁପ୍ ମଧ୍ୟରେ ସଂଘର୍ଷ ଘଟି ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଶହେ ଜଣଙ୍କ ମୃତ୍ୟୁ ଘଟିଛି। ଦେଶର ଦକ୍ଷିଣ-ପଶ୍ଚିମ ପ୍ରାନ୍ତ ତାଇଜ୍ ସହ ମାରିବ୍ର ବିଭିନ୍ନ ସ୍ଥାନରେ ଶନିବାର ସଂଘର୍ଷ...
ଯୁଦ୍ଧରେ ଶାନ୍ତିର ନାୟିକା
ଆଫଗାନିସ୍ତାନକୁ ସ୍ତବ୍ଧ କରିଦେଇଛି ୩ ମହିଳା ଗଣମାଧ୍ୟମ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା। ତେଣୁ ତାଲିବାନ ଓ ଆମେରିକା ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିରେ ଆଫ୍ଗାନ ମହିଳାଙ୍କ ଅଧିକାର ସୁରକ୍ଷା ପାଇଁ ବ୍ୟବସ୍ଥା ନାହିଁ ବୋଲି ଏମ୍ପି...
ଆଫ୍ରିଦୀଙ୍କ ଝିଅକୁ ବିବାହ କରିବେ ଶାହିନ
କରାଚୀ, ୮ା୩ (ପି.ଟି.)- ପାକିସ୍ତାନର ପୂର୍ବତନ କ୍ରିକେଟ ଅଧିନାୟକ ଶାହିଦ ଆଫ୍ରିଦୀଙ୍କ ଝିଅକୁ ବିବାହ କରିବେ ବର୍ତ୍ତମାନ ଜାତୀୟ ଦଳର ପେସ୍ ବୋଲର ଶାହିନ ଶାହ ଆଫ୍ରିଦୀ। ଆଫ୍ରିଦୀ କହିଛନ୍ତି ଶାହିନଙ୍କ ପରିବାର ତାଙ୍କ ଝିଅକୁ ବୋହୂ କରି ନେବାଲାଗି...
କମ୍ୟୁନିଷ୍ଟ ପାର୍ଟିର ଦାୟିତ୍ୱ ରିଷି କଟେଲଙ୍କୁ ଦେଲେ ସୁପ୍ରିମକୋର୍ଟ
କାଠମାଣ୍ଡୁ,୭।୩: ନେପାଳରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ରବିବାର ନେପାଳର ସୁପ୍ରିମକୋର୍ଟ କମ୍ୟୁନିଷ୍ଟ ପାର୍ଟିର ଦାୟିତ୍ୱ ରିଷି କଟେଲଙ୍କୁ ଦେଇଛନ୍ତି। ୨୦୧୮ରେ ସିପିଏନ୍-ୟୁଏମ୍ଏଲ୍ ଏବଂ ମାଓବାଦୀ (କେନ୍ଦ୍ର) ମଧ୍ୟରେ ମିଶ୍ରଣ ପରେ କଟେଲ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଆଇନ...
Archives


