ଅନ୍ତର୍ଜାତୀୟ

ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା, ଶରୀରରୁ ଅଲଗା କରିଦେଲେ ମୁଣ୍ଡ

ଆମେରିକା,୧୨।୯: ଆମେରିକାର ଡାଲାସ ମୋଟେଲରେ ବୁଧବାର ଏକ ଭୟଙ୍କର ହତ୍ୟାକାଣ୍ଡରେ ୫୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରମୌଳି ନାଗାମଲ୍ଲୟାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ତାଙ୍କ ସ୍ତ୍ରୀ ଓ ପୁତ୍ରଙ୍କ ସାମନାରେ ତାଙ୍କୁ ମାଚେଟ ଆକ୍ରମଣରେ ଶିରଚ୍ଛେଦ…

ଆମେରିକାର ପ୍ରିୟ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ୨୭ ବର୍ଷ ଜେଲ୍‌ ଦଣ୍ଡ

ବ୍ରାଜିଲ,୧୨।୯: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ସୁପ୍ରିମ୍‌ କୋର୍ଟ ୨୭ ବର୍ଷ ଓ ୩ ମାସର କାରାଦଣ୍ଡ ଶୁଣାଇଛି। ୨୦୨୨ ନିର୍ବାଚନରେ ଲୁଇଜ୍ ଇନାସିଓ ଲୁଲା ଡା ସିଲ୍ଭାଙ୍କଠାରୁ ହାରିବା ପରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ…

ଖୁବ୍‌ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି କିମ୍‌ ଜୋଙ୍ଗ୍‌ ଉନ୍‌, ଏହି ନାଁ କହିଦେଲା ଗପ୍ତଚର ସଂସ୍ଥା…

ସିଓଲ,୧୨ା୯: ଉତ୍ତର କୋରିଆର ସୁପ୍ରିମ ଲିଡର କିମ୍‌ ଜୋଙ୍ଗ୍‌ ଉନ୍‌ ଝିଅ କିମ୍‌ ଜୁ ଏ’ଙ୍କୁ ଖୁବ୍‌ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି। ଏନେଇ ଦକ୍ଷିଣ କୋରିଆର ଏକ ଗୁପ୍ତଚର ସଂସ୍ଥା ଗୁରୁବାର ଦାବି କରିଛି। ନିକଟରେ କିମ୍‌ଙ୍କ ବେଜିଂ ଗସ୍ତ…

ଆମେରିକାର ୟୁଟର୍ନ! ଭାରତର ଗୁଣଗାନ କରୁଛନ୍ତି ଟ୍ରମ୍ପଙ୍କ ନିକଟତମ ସହଯୋଗୀ, କହିଦେଲେ…

ଓ୍ବାଶିଂଟନ,୧୧।୯: ଭାରତର ପ୍ରଶଂସାରେ ଶତମୁଖ ହୋଇଛି ଆମେରିକା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତମ ସହଯୋଗୀ ସର୍ଜିଓ ଗୋର ଗୁରୁବାର ଭାରତକୁ ଏକ ଗୁରୁତ୍ୱପୂର୍ଣ୍ଣ ପାର୍ଟନର ବୋଲି କହିଛନ୍ତି। ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ସହଭାଗିତାରେ ଆମେରିକାର ହିତଗୁଡ଼ିକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ…

ଭାରତକୁ ପୁଣି ଧମକ ଦେଲା ଆମେରିକା, ମୋଦି ଶୁଣିଲେ ହୋଇଯିବେ ନିଆଁ!

ଓ୍‌ବାଶିଂଟନ୍‌,୧୧।୯: ଆମେରିକାର ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ ପୁଣିଥରେ ଦୋହରାଇଛନ୍ତି ଯେ ଭାରତକୁ ରୁଷୀୟ ତେଲ କିଣିବା ବନ୍ଦ କରିବାକୁ ପଡିବ, ତା’ହେଲେ ସେତେବେଳେ ଯାଇ ଉଚ୍ଚ ଟାରିଫ୍‌ ଏବଂ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇପାରିବ। ଲୁଟନିକ କହିଛନ୍ତି ଯେ…

ଗ୍ରାଜୁଏସନ୍‌ ପାସ୍‌ କରିନାହାନ୍ତି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି: ସଂଘର୍ଷର କାହାଣୀ ଜାଣିଲେ ଉଡ଼ିଯିବ ହୋଶ୍‌

ନୂଆଦିଲ୍ଲୀ,୧୧।୯: ବିଶ୍ୱ ବିଲିୟନେୟାରଙ୍କ ରାଙ୍କିଂରେ ଏକ ବଡ଼ ପରିବର୍ତ୍ତନ ଆସିଛି। ଦୀର୍ଘ ସମୟ ଧରି ଟେସଲା ଏବଂ ସ୍ପେସଏକ୍ସ ମାଲିକ ଏଲନ ମସ୍କଙ୍କୁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ବିବେଚନା କରାଯାଉଥିଲା, କିନ୍ତୁ ବର୍ତ୍ତମାନ ୮୧ ବର୍ଷୀୟ ଟେକ ଜାଏଣ୍ଟ…

ପାକିସ୍ତାନ ବିଶ୍ୱର ନୂଆ ଅଫିମ ରାଜଧାନୀ: ଭାରତ ପାଇଁ ବଢିଲା ଚିନ୍ତା

ବାଲୁଚିସ୍ତାନ,୧୧ା୯: ଆଫଗାନିସ୍ତାନରେ ୨୦୨୨ରେ ତାଲିବାନ ଅଫିମ ଚାଷ ଉପରେ କଟକଣା ପରେ ପାକିସ୍ତାନ ବିଶ୍ୱର ନୂଆ ଅଫିମ କେନ୍ଦ୍ର ଭାବେ ଉଭା ହୋଇଛି। ଦି ଟେଲିଗ୍ରାଫ ରିପୋର୍ଟ ଅନୁସାରେ, ବାଲୁଚିସ୍ତାନରେ ବିସ୍ତୀର୍ଣ୍ଣ ପୋପି କ୍ଷେତ୍ର ଦେଖାଯାଇଛି, ଯାହା ପୂର୍ବରୁ ଆଫଗାନିସ୍ତାନର ୮୦%…

ଭାରତ ଆଗରେ ମୁଣ୍ଡ ନୁଆଁଇଲା ଆମେରିକା! ଦେଲା ବଡ଼ ଉପହାର

ଓ୍ବାଶିଂଟନ୍‌,୧୧।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମତ ନରମ ହେବା ପରେ, ଆମେରିକୀୟ କମ୍ପାନୀ GE HALକୁ ତୃତୀୟ ବିମାନ ଇଞ୍ଜିନ (F-404) ପ୍ରଦାନ କରିଛି। ଏହି ମାସ ଶେଷ ସୁଦ୍ଧା ଚତୁର୍ଥ ଇଞ୍ଜିନ ମଧ୍ୟ ଭାରତ ଆସିପାରେ। ଗତ ମାସରେ…

ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀଙ୍କୁ ଗୁଳିକରି ହତ୍ୟା, ଜାତୀୟ ଶୋକ ଘୋଷଣା କରି କହିଲେ ମୁଁ…

ଓ୍ବାଶିଂଟନ,୧୧ା୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ସହଯୋଗୀ ଚାର୍ଲି କିର୍କଙ୍କୁ ଗୁରୁବାର ଗୁଳି କରି ହତ୍ୟା କରାଯାଇଛି। ସେ ଉଟା ଭ୍ୟାଲି ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ଚାର୍ଲି କିର୍କଙ୍କ ହତ୍ୟା ନେଇ ଦୁଃଖ ପ୍ରକାଶ…

ତେଜିଲା ମାକ୍‌ରଁ ବିରୋଧୀ ଆନ୍ଦୋଳନ

ସୋସିଆଲ ମିଡିଆ ନିଷିଦ୍ଧ ଭଳି କେତେକ ଜନବିରୋଧୀ ସରକାରୀ ପଦକ୍ଷେପ ପାଇଁ ନେପାଳରେ ଯୁବ, ଛାତ୍ର ଗୋଷ୍ଠୀ ଯେଭଳି ବ୍ୟାପକ ହିଂସା ଘଟାଇ ଶାସନ ପରିବର୍ତ୍ତନ ନିମନ୍ତେ ପରିବେଶ ସୃଷ୍ଟି କରିଛନ୍ତି, ସେଭଳି ସ୍ଥିତି ବୁଧବାର ୟୁରୋପୀୟ ଦେଶ ଫ୍ରାନ୍ସରେ ଘଟିଛି।…

ମେଲୋନିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି, ଏସବୁ ପ୍ରସଙ୍ଗରେ ହେଲା ଆଲୋଚନା

ନୂଆଦିଲ୍ଲୀ,୧୦ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ଫୋନ୍‌ରେ ଆଲୋଚନା କରି ଭାରତ-ୟୁରୋପୀୟ ସଂଘ (EU) ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ଏବଂ ଇଉକ୍ରେନ ସଂଘର୍ଷ ନିରସନ ଉପାୟ ସହ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ…

ପୂର୍ବତନ ମୁଖ୍ୟ ବିଚାରପତି ହୋଇ ପାରନ୍ତି ନେପାଳରେ ନୂଆ ସରକାର ମୁଖ୍ୟ

ନୂଆଦିଲ୍ଲୀ,୧୦।୮: ନେପାଳର ଯୁବ ପିଢ଼ି ଜେନ୍‌ ଜି’ର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କୀଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନେତୃତ୍ୱ ପାଇଁ ପସନ୍ଦ କରିଛନ୍ତି। ବୁଧବାର ଏକ ଭର୍ଚ୍ଚୁଆଲ ବୈଠକରେ ୫,୦୦୦ରୁ ଅଧିକ ଲୋକ ଯୋଗ ଦେଇ ଦେଶର ପରବର୍ତ୍ତୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri