ଅନ୍ତର୍ଜାତୀୟ

୫୦୦୦ କିଲୋମିଟର ଦୂରରୁ ଆସୁଛି ମା’ କ୍ଷୀର, କାରଣ ଜାଣିଲେ ତରଳିଯିବ ହୃଦୟ

ନ୍ୟୁୟର୍କ,୧୫ା୧୦: ମଣିଷ ପଶୁମାନଙ୍କଠାରୁ ଭିନ୍ନ ବୋଲି ବିବେଚନା କରାଯାଏ। ଏହାର ଏକମାତ୍ର କାରଣ ହେଉଛି, ମଣିଷ ଭାବନାକୁ ବୁଝିଥାଏ। ସେହି ଆଧାରରେ ସବୁକିଛି ସ୍ଥିର କରିଥାଏ। ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବାର ଦେଖିବା ପରେ ଏହି...

ଅଲଜଜିରା ନ୍ୟୁଜ ସଂସ୍ଥା ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଇସ୍ରାଏଲ ସଞ୍ଚାର ମନ୍ତ୍ରୀ ଶ୍ଲୋମୋ କରହ

ଜେରୁଜେଲମ,୧୫।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆଜିକୁ ୯ଦିନ ଧରି ଯୁଦ୍ଧ ଜାରି ରହିଛି। ସେପଟେ ରବିବାର ଇସ୍ରାଏଲର ସଞ୍ଚାର ମନ୍ତ୍ରୀ ଅଲଜଜିରା ନ୍ୟୁଜ ଚ୍ୟାନେଲ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମନ୍ତ୍ରୀ ସ୍ଥାନୀୟ ବ୍ୟୁରୋକୁ ବନ୍ଦ କରିବାକୁ ଦାବି...

ଆମେରିକାରେ ଉଦ୍‌ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି

ଓ୍ବାଶିଂଟନ୍‌,୧୫।୧୦: ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ...

ଇସ୍ରାଏଲକୁ ଇରାନର ଧମକ: ଆକ୍ରମଣ ବନ୍ଦ ନ ହେଲେ ଘଟିବ ବିପର୍ଯ୍ୟୟ…

ତେହେରାନ,୧୫।୧୦ : (୦୧) ଇରାନ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣ ନ କରିବାକୁ ଚେତାବନୀ ଦେଉଛି। ଇରାନ ଆରବ ଦେଶଗୁଡ଼ିକୁ ଏକଜୁଟ କରିବାରେ ନିୟୋଜିତ ଅଛି। ଯଦି ଇସ୍ରାଏଲ ‘ଯୁଦ୍ଧ ଅପରାଧ’ ବନ୍ଦ ନ କରେ ତେବେ ଏହାର ଭୟଙ୍କର...

ବାଇଡେନଙ୍କ ଭାଷଣକୁ ବିରୋଧ

ଗାଜା,୧୫ା୧୦: ମାନବିକ ଅଧିକାର ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାଷଣ ଦେଉଥିବା ବେଳେ ପାଲେଷ୍ଟାଇନ ସମର୍ଥକ ତାଙ୍କୁ ବାଧା ଦେଇଥିଲେ। କହିଥିଲେ, ‘ଗାଜାକୁ ବଞ୍ଚିବାକୁ ଦିଅ’। ଏବଂ ଅସ୍ତ୍ରବିରତି ବନ୍ଦ କର। ଏହା ପରେ ବାଇଡେନ କହିଥିଲେ, ମୁଁ...

ଇସ୍ରାଏଲ-ହମାସ ଯୁଦ୍ଧରେ ଝାସ ଦେବ ଇରାନ, ହମାସ ନେତାଙ୍କୁ ଇସମାଇଲଙ୍କୁ ଭେଟିଲେ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ

ଜେରୁଜେଲମ,୧୫।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ବିଶ୍ୱର ବିନାଶକାରୀ ଦିଗକୁ ଗତି କରୁଛି। ତେବେ ଇରାନ ମଧ୍ୟ ଏହି ଯୁଦ୍ଧର ନିଆଁରେ ଝାସ ଦେଇପାରେ ବୋଲି ଅନୁମାନ କରାଯାଉଛି। ଶନିବାର ରାତିରେ କତାରରେ ଇରାନର ବୈଦେଶିକ ମନ୍ତ୍ରୀ ହୁସେନ...

ସାଉଦି ରାଜକୁମାରଙ୍କୁ ଭେଟିଲେ ଆମେରିକା ବୈଦେଶିକ ସଚିବ

ଓ୍ବାଶିଂଟନ,୧୫ା୧୦: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ମଧ୍ୟ ପୂର୍ବର ଏକ ସଙ୍କଟ ଗସ୍ତରେ ରବିବାର ସାଉଦି ଆରବର ରାଜକୁମାରଙ୍କୁ ଭେଟି ଇସ୍ରାଏଲ ସହିତ ସ୍ବାଭାବିକତା ବଜାୟ ରଖିଛନ୍ତି। ବ୍ଲିଙ୍କେନ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ରିୟାଦସ୍ଥିତ ତାଙ୍କ ପ୍ରାସାଦରେ...

ପ୍ରାକୃତିକ ବିିପର୍ଯ୍ୟୟ ଯୋଗୁ ଚାଷୀଙ୍କର ୩୧୬ ଲକ୍ଷ କୋଟିରୁ ଅଧିକ କ୍ଷତି, ଏସିଆରେ ସର୍ବାଧିକ…

ଓ୍ବାଶିଂଟନ,୧୫।୧୦ : (୦୧) ଗତ ତିନି ଦଶନ୍ଧି ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ କୃଷକମାନେ ପ୍ରାୟ ୩୧୬.୪ ଲକ୍ଷ କୋଟି ଟଙ୍କା କ୍ଷତି ସହିଛନ୍ତି। କୃଷକମାନେ ଫସଲ ଏବଂ ଗୃହପାଳିତ ପ୍ରାଣୀ ଆଦିକୁ ନେଇ ପ୍ରତିବର୍ଷ ହାରାହାରି ୧୦.୨୪ ଲକ୍ଷ...

ଇସ୍ରାଏଲକୁ ଦ୍ୱିତୀୟ ଥର ଏୟାରକ୍ରାଫ୍ଟ ପଠାଇଲା ଆମେରିକା

ଓ୍ବାଶିଂଟନ୍‌,୧୫।୧୦: ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୯ଦିନରେ ପହଞ୍ଚିଛି। ଯୁଦ୍ଧରେ ଇସ୍ରାଏଲକୁ ସମର୍ଥନ କରି ଆମେରିକା ଅନ୍ୟ ଏକ ଏୟାରକ୍ରାଫ୍ଟ କ୍ୟାରିଅର ଷ୍ଟ୍ରାଇକକୁ ଭୂ-ମଧ୍ୟ ସାଗରକୁ ପଠାଇଛି। ଏନେଇ ଆମେରିକାର ପ୍ରତିରକ୍ଷା ସଚିବ ଓଲିଉଡ ଅଷ୍ଟିନ ସୂଚନା ଦେଇଛନ୍ତି।...

ମାନବୀୟ ସହାୟତା ଯୋଗାଇ ଦେବାକୁ ଇସ୍ରାଏଲ ପାଲେଷ୍ଟାଇନ ଶୀର୍ଷ ନେତାଙ୍କ ସହ ଆଲୋଚନା କଲେ ବାଇଡେନ…

ଓ୍ବାଶିଂଟନ,୧୫।୧୦ : (୦୧) ଗାଜା ଅଞ୍ଚଳରେ ଇସ୍ରାଏଲର ଆକ୍ରମଣ ତୀବ୍ର ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏବଂ ପାଲେଷ୍ଟାଇନ ରାଷ୍ଟ୍ରପତି ମହମୁଦ ଅବ୍ବାସଙ୍କ ସହ କଥାବାର୍ତ୍ତା କରିଛନ୍ତି। ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ...

ବନ୍ଧକ ରଖାଯାଇଥିବା ଲୋକଙ୍କ ଅବସ୍ଥା ଦୟନୀୟ: ତୁରନ୍ତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଦାବି…

ଜେରୁଜେଲମ,୧୫।୧୦: (୦୧) ହମାସ ଦ୍ୱାରା ବନ୍ଧକ ରଖାଯାଇଥିବା ଶତାଧିକ ଇସ୍ରାଏଲ ଏବଂ ଅନ୍ୟ ଦେଶର ନାଗରିକଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ‘ହୋଷ୍ଟେଜ ଏବଂ ନିଖୋଜ ପରିବାର ଫୋରମ’ର ମେଡିକାଲ ଟିମର ମୁଖ୍ୟ ହାଗାଇ ଲେଭିନ ଅନ୍ତର୍ଜାତୀୟ...

ପୁଣି ଥରିଲା ଆଫଗାନିସ୍ତାନ

କାବୁଲ,୧୫।୧୦: ପୁଣି ଥରେ ଥରିଛି ପଶ୍ଚିମ ଆଫଗାନିସ୍ତାନ। ରବିବାର ସକାଳେ ଆଫଗାନିସ୍ତାନର ପଶ୍ଚିମ ଇଲାକାରେ ଭୂକମ୍ପ ଝଟ୍‌କା ଲାଗିଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରହିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରେ କୁହାଯାଇଛି, ଗତ କିଛି ସପ୍ତାହ ମଧ୍ୟରେ ଲଗାତାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri