ଅନ୍ତର୍ଜାତୀୟ

ବୃହତ୍‌ ବିଜୟ ଦିଗରେ ଆର୍‌ଏସ୍‌ପି: ୬ ମାସ ପରେ…

କାଠମାଣ୍ଡୁ,୭ା୩(ପି.ଟି.):ଗତବର୍ଷ ସେପ୍ଟେମ୍ବରରେ ନେପାଳରେ ହିଂସାତ୍ମକ ଜେନ୍‌ ଜି ଆନ୍ଦୋଳନ ଯୋଗୁ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରର ପତନ ଘଟିଥିଲା। ଏହାର ୬ ମାସ ପରେ ସେଠାରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ରାପର୍‌ରୁ ରାଜନେତା ହୋଇଥିବା ବଳେନ୍ଦ୍ର…

ଇରାନ୍‌ର ଆତ୍ମସମର୍ପଣ ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌/ଦୁବାଇ,୭ା୩: ଇରାନ୍‌ ବିରୋଧୀ ଯୁଦ୍ଧ ଦ୍ୱିତୀୟ ସପ୍ତାହରେ ପ୍ରବେଶ କରିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଶୁକ୍ରବାର ଇରାନ୍‌ର ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି। ତେହରାନ୍‌ ଆତ୍ମସମର୍ପଣ ନ କଲେ ଯୁଦ୍ଧର ପରିସମାପ୍ତି ପାଇଁ ଆଲୋଚନା କରାଯାଇପାରିବ ନାହିଁ ବୋଲି ସେ…

ଇରାନକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ବିନା ସର୍ତ୍ତରେ ଆତ୍ମସମର୍ପଣ କର, ନଚେତ୍…

ୱାଶିଂଟନ/ତେହେରାନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଚାଲିଥିବା ଯୁଦ୍ଧକୁ ନେଇ ବଡ଼ ବୟାନ ଦେଇଛନ୍ତି। ଶୁକ୍ରବାର ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ’ଟ୍ରୁଥ ସୋସିଆଲ’ (Truth Social) ରେ ଏକ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ, ଯେପର୍ଯ୍ୟନ୍ତ…

ଆସିଲା ବଡ ଖବର; ସୋମବାରଠୁ ପେଟ୍ରୋଲ ପମ୍ପରେ ଆଉ ମିଳିବନି ତେଲ!

ଇସଲାମାବାଦ୍,୬ା୩: ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଆରବ ଦେଶଗୁଡ଼ିକୁ ଆଉ ଏକ ବଡ଼ ଝଟକା ଲାଗିଛି। ପେଟ୍ରୋଲ-ଡିଜେଲକୁ ନେଇ ସବୁଠି ଦେଖା ଦେଇଛି ବଡ ସଙ୍କଟ। ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ ଖବର। ଇରାନ ଉପରେ ଆକ୍ରମଣ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ବିପଦ, ବଙ୍ଗୋପସାଗରରୁ ହୋଇପାରେ ଆଟାକ୍‌!

ନୂଆଦିଲ୍ଲୀ,୬।୩: ତାଇୱାନ ଉପରେ ଆକ୍ରମଣ କରିବା ପୂର୍ୱରୁ, ଚାଇନା କ’ଣ ଭାରତକୁ ବହୁମୁଖୀ ମୋର୍ଚ୍ଚାରେ ସାମିଲ କରିବାକୁ ଚାହୁଁଛି? କାରଣ ଚାଇନା ଜାଣେ ଯେ ତାଇୱାନ ଉପରେ ଆକ୍ରମଣ ହେଲେ ତା’ ପାଇଁ ସବୁଠାରୁ ବଡ଼ ବିପଦ ଭାରତଠାରୁ ଆସିବ। ଚାଇନା…

ଧ୍ୱଂସ ହୋଇଯିବ ବିଶ୍ୱ! ଇସ୍ରାଏଲରେ ଏକ ଲାଲ ବାଛୁରୀ ଜନ୍ମ ହେବା ପରେ ଆତଙ୍କ ସୃଷ୍ଟି, ଭବିଷ୍ୟବାଣୀ କରିଥିଲେ…

ଇତିହାସରେ, ବିଶ୍ୱର ଶେଷ ବିଷୟରେ ଅନେକ ଭବିଷ୍ୟବାଣୀ କରାଯାଇଛି, ଯାହା ମଧ୍ୟରୁ ଅଧିକାଂଶ ସମ୍ପୂର୍ଣ୍ଣ ଭିତ୍ତିହୀନ। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ୨୦୧୨ରେ ଥିଲା, ଯେତେବେଳେ ଦାବି କରାଯାଇଥିଲା ଯେ ବିଶ୍ୱ ଶେଷ ହେବାକୁ ଯାଉଛି, କାରଣ ମାୟା କ୍ୟାଲେଣ୍ଡର ସେହି…

ଯୁଦ୍ଧ ବନ୍ଦ କରିବାକୁ ଇରାନ ବାରମ୍ବାର କରୁଛି ଫୋନ, ହେଲେ ରାଜି ହେଉନାହାଁନ୍ତି ଟ୍ରମ୍ପ! ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି…

ଓ୍ବାଶିଂଟନ,୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରବଳ ସାମରିକ କ୍ଷତି ସହିବା ପରେ, ଇରାନ ଏବେ ଆଲୋଚନା କରିବାକୁ ଚାହୁଁଛି। ସେ ଏହା ମଧ୍ୟ କହିଛନ୍ତି ଯେ ଆମେରିକା ଏବଂ ଇସ୍ରାଏଲୀ ସେନା ତେହେରାନର କ୍ଷେପଣାସ୍ତ୍ର ଏବଂ ଡ୍ରୋନ…

ଖାମେନେଇଙ୍କ ମୃତ୍ୟୁକୁ ନେଇ ଆସିଲା ଆଶ୍ଚର୍ଯ୍ୟଜନକ ଖବର, ୩ ମାସ ପୂର୍ବରୁ ଏମିତି ଯୋଜନା କରିଥିଲା ଇସ୍ରାଏଲ

ଜେରୁଜେଲମ,୬।୩: ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟ୍ଜ ଶୁକ୍ରବାର ଏକ ସାକ୍ଷାତକାରରେ ବହୁ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଇରାନର ସର୍ବୋଚ୍ଚ ନେତା ଅଲି ଖାମେନେଇଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ବହୁ ପୂର୍ବରୁ ରଚନା କରାଯାଇଥିଲା। ଗତ…

ଭାରତ ପାଇଁ ହୃଦୟ ଖୋଲିଦେଲେ ଟ୍ରମ୍ପ, କଲେ ବଡ଼ ଘୋଷଣା: ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ୍‌,୬।୩: ଆମେରିକା ରୁଷୀୟ ଜଳସୀମାରେ ଫସି ରହିଥିବା ତୈଳ ଜାହାଜଗୁଡ଼ିକୁ ଭାରତ ପଠାଇବାକୁ ଅନୁମତି ଦେଇଛି। ଏହା କେବଳ ୩୦ ଦିନ ପାଇଁ ଏକ ଅସ୍ଥାୟୀ ଛାଡ। ଦୁଇ ବରିଷ୍ଠ ଆମେରିକୀୟ ଅଧିକାରୀ କହିଛନ୍ତି, ଏହି ନିଷ୍ପତ୍ତି ବିଶ୍ୱ ତୈଳ ବଜାର…

ଭାରତ ପାଇଁ ବନ୍ଦ ହେବନି ହୋର୍ମୁଜ୍‌ ଷ୍ଟ୍ରେଟ, ୯.୫ ନିୟୁତ ବ୍ୟାରେଲ୍‌ ତୈଳ ଯୋଗାଇବ ରୁଷିଆ

ତେହରାନ୍‌,୬।୩: ଇରାନ-ଆମେରିକା ଯୁଦ୍ଧ ଗୁରୁବାରକୁ ୬ ଦିନ ପୂରିଛି । ଯୁଦ୍ଧର ପ୍ରଭାବ ବେଳକୁ ବେଳ ବିଭିନ୍ନ ଦେଶକୁ ବ୍ୟାପିବା ସହ ତୀବ୍ର ହେବାରେ ଲାଗିଛି। ଏହାମଧ୍ୟରେ ଇରାନ ବିଶ୍ୱର ସର୍ବବୃହତ୍‌ ଏନର୍ଜି କରିଡର ରୂପେ ପରିଚିତ ହୋର୍ମୁଜ୍‌ ଷ୍ଟ୍ରେଟ୍‌ ସାମୁଦ୍ରିକ…

ନୂଆ ପ୍ରଧାନମନ୍ତ୍ରୀ ବାଛିଲା ନେପାଳ

କାଠମାଣ୍ଡୁ,୬।୩(ପି.ଟି.): ଗତବର୍ଷ ସେପ୍ଟେମ୍ବରରେ ନେପାଳରେ ଜେନ୍‌ ଜି ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ କେ.ପି. ଶର୍ମା ଓଲିଙ୍କ ନେତୃତ୍ୱାଧୀନ ମେଣ୍ଟ ସରକରର ପତନ ଘଟିଥିଲା। ୬ ମାସ ପରେ ସେଠାରେ ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚନ ଲାଗି ଗୁରୁବାର ମତଦାନ ହୋଇଛି।…

ଭାରତ ମହାସାଗରକୁ ଛୁଇଁଲା ମଧ୍ୟପ୍ରାଚ୍ୟ ଯୁଦ୍ଧ: ଲୋକେ ଭୟଭୀତ

କଲମ୍ବୋ/ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୬ା୩(ରଏଟର୍ସ/ଅଲ୍‌ଜଜିରା/ପିଟି):ଇସ୍‌ଲାମିକ୍‌ ସାଧାରଣତନ୍ତ୍ର ଇରାନ୍‌ ବିରୋଧରେ ଆମେରିକା ଓ ଇସ୍ରାଏଲ୍‌ର ଘମାଘୋଟ ଯୁଦ୍ଧ ଜାରି ରହିଛି। ତେବେ ବର୍ତ୍ତମାନ ଏହା ମଧ୍ୟପ୍ରାଚ୍ୟରେ ସୀମିତ ନ ରହି ଅନ୍ୟ ଭୂଖଣ୍ଡକୁ ବ୍ୟାପିବା ଆରମ୍ଭ ହୋଇଛି। ବୁଧବାର ଭାରତୀୟମାନେ ହୋଲି ଖେଳିବାରେ ବ୍ୟସ୍ତ ଥିବାବେଳେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?