Earthquake: ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ, ସୁନାମୀ…
ଟୋକିଓ,୬ା୧:ମଙ୍ଗଳବାର ଜାପାନରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏହି ଭୂମିକମ୍ପଗୁଡ଼ିକ ପଶ୍ଚିମ ଚୁଗୋକୁ ଅଞ୍ଚଳରେ ହୋଇଥିଲା। ଏହା ପରେ ମଧ୍ୟ ବହୁତ ସମୟ ଧରି ମୃଦୁ ଏବଂ ମଧ୍ୟମ…
ଆମେରିକା ଉପରାଷ୍ଟ୍ରପତିଙ୍କ ଘର ଉପରେ ଆକ୍ରମଣ
ଓ୍ବାଶିଂଟନ,୬ା୧: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସିନ୍ସିନାଟିସ୍ଥିତ ଘର ଉପରେ ରାତିରେ ଆକ୍ରମଣ ହୋଇଛି। ଘରର ଅନେକ ଝରକା ଭାଙ୍ଗିଯାଇଛି। ଆକ୍ରମଣ ଖବର ପାଇ ଆମେରିକା ସିକ୍ରେଟ ସର୍ଭିସ୍ ଏଜେଣ୍ଟମାନେ ସୋମବାର ଭୋର ସମୟରେ ଭାନ୍ସଙ୍କ ଇଷ୍ଟ ଓ୍ବାଲନଟ୍ ହିଲ୍ସ ବାସଭବନରେ…
‘ମୁଁ ନିର୍ଦ୍ଦୋଷ, ମୋତେ ଅପହରଣ କରାଯାଇଛି’: ଆମେରିକା କୋର୍ଟରେ ଚାଞ୍ଚଲ୍ୟ
ନୂଆଦିଲ୍ଲୀ,୫।୧: ଭେନେଜୁଏଲାର କ୍ଷମତାଚ୍ୟୁତ ଶାସକ ନିକୋଲାସ ମାଦୁରୋ ସୋମବାର ପ୍ରଥମ କରି ଆମେରିକାର ଏକ କୋର୍ଟରେ ହାଜର ହୋଇଛନ୍ତି। ନାର୍କୋ-ଟେରରିଜିମ୍ (ମାଦକ ଦ୍ରବ୍ୟ କାରବାର ଓ ଆତଙ୍କବାଦ) ଅଭିଯୋଗରେ ଗିରଫ ହୋଇଥିବା ମାଦୁରୋ କୋର୍ଟରେ ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିବା…
ଭୋର୍ ୪ ଟା’ରେ ଟ୍ରମ୍ପଙ୍କୁ କଲ୍ କଲେ ସାମ୍ବାଦିକ, ସବୁ ପ୍ରଶ୍ନର ଉତ୍ତର ଦେଲେ ଆମେରିକା ରାଷ୍ଟ୍ରପତି
ନୂଆଦିଲ୍ଲୀ,୫।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ଅଜବ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚାରେ। ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ୍ ମାଦୁରୋଙ୍କୁ ଆମେରିକା ସେନା ଗିରଫ କରିବା ପରେ, ଭୋର୍ ସମୟରେ ଜଣେ ସାମ୍ବାଦିକଙ୍କ ଫୋନ୍ କଲ୍ ଉଠାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି…
ବାଂଲାଦେଶରେ କାନ୍ଦୁଛନ୍ତି ହିନ୍ଦୁ: ଆଉ ଜଣଙ୍କୁ ଗୁଳି କରି ହତ୍ୟା, ନୀରବ ଦ୍ରଷ୍ଟା ସାଜିଛନ୍ତି ୟୁନୁସ ସରକାର
ଢାକା,୫।୧: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋମବାର ଅପରାହ୍ନରେ (ଜାନୁଆରୀ ୫, ୨୦୨୬) ଜେସୋର ଜିଲାର ମୋନିରାମପୁରରେ ଏହି ଘଟଣା ଘଟିଛି, ଯେତେବେଳେ ଉଗ୍ରବାଦୀମାନେ ରାଣା ପ୍ରତାପ ବୈରାଗୀ ନାମକ ଜଣେ ୪୫ ବର୍ଷୀୟ…
ବାଂଲାଦେଶରେ ହିନ୍ଦୁ ବିଧବା ମହିଳାଙ୍କୁ ଗଣବଳାତ୍କାର, ଗଛରେ ବାନ୍ଧି…ଆଶ୍ଚର୍ଯ୍ୟ କରିବ ପୂରା ଘଟଣା
ଢାକା,୫।୧: ବାଂଲାଦେଶରେ ହିନ୍ଦୁମାନଙ୍କ ପ୍ରତି ନିଷ୍ଠୁରତାର ଘଟଣା ପ୍ରତିଦିନ ଭୟଙ୍କର ହେବାରେ ଲାଗିଛି। ହିନ୍ଦୁମାନଙ୍କୁ ନିର୍ମମ ହତ୍ୟା ପରେ, ଏବେ ଜଣେ ମହିଳାଙ୍କ ସହିତ ଜଡିତ ଏକ ନୃଶଂସ ଘଟଣା ସାମ୍ନାକୁ ଆସିଛି। ବାଂଲାଦେଶର ଝିନାଇଦା ଜିଲାର କାଳିଗଞ୍ଜ ଅଞ୍ଚଳରେ, ଜଣେ…
ନିଜର ସ୍ଥିତି ଭୁଲିଗଲା ପାକିସ୍ତାନ, ଭାରତକୁ ପୁଣିଦେଲା ଧମକ
ଇସଲାମାବାଦ,୫।୧: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ରାଜନୈତିକ ପରିବର୍ତ୍ତନ ମଧ୍ୟରେ, ପାକିସ୍ତାନ ସହିତ ଏହାର ଘନିଷ୍ଠତା କ୍ରମଶଃ ଦୃଶ୍ୟମାନ ହେଉଛି। ଏହି ପରିପ୍ରେକ୍ଷୀରେ, ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ଜଣେ ନେତାଙ୍କ ଏକ ବୟାନ ଆଲୋଡ଼ନ ସୃଷ୍ଟି କରିଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ…
ଭେନେଜୁଏଲାରେ ଆମେରିକା ସେନା କାର୍ଯ୍ୟାନୁଷ୍ଠାନରେ ୩୨ ଅଧିକାରୀ ମୃତ; ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ବିବୃତ୍ତି ଜାରି କଲେ କ୍ୟୁବା ସରକାର
ହାଭାନା,୫।୧: ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନରେ ୩୨ କ୍ୟୁବା ସାମରିକ ଏବଂ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। କ୍ୟୁବା ସରକାର ରବିବାର (ଜାନୁଆରୀ ୪, ୨୦୨୬) ଏହାକୁ ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି। ଭେନେଜୁଏଲାରେ ଆମେରିକାର ଆକ୍ରମଣ ପରେ କ୍ୟୁବା ଦ୍ୱାରା…
ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ,‘ପ୍ରଧାନମନ୍ତ୍ରୀ ମୋଦି ମୋତେ ଖୁସି କରିବା ଆବଶ୍ୟକ…’
ଓ୍ବାଶିଂଟନ,୫।୧: ଭେନେଜୁଏଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଖବରର ଶିରୋନାମାରେ ଅଛନ୍ତି। ଏହି ସମୟରେ, ସେ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଭାରତକୁ ଚେତାବନୀ ଦେଇଛନ୍ତି ଯେ ଶୁଳ୍କ ଆହୁରି ବୃଦ୍ଧି…
‘ଆମେରିକାର ସର୍ତ୍ତ ନ ମାନିଲେ ଭୋଗିବାକୁ ପଡ଼ିବ ମାଦୁରୋଙ୍କ ଭଳି ପରିଣାମ’, ଭେନେଜୁଏଲା ଉପରାଷ୍ଟ୍ରପତିଙ୍କୁ ଟ୍ରମ୍ପଙ୍କ ଧମକ
ଓ୍ବାଶିଂଟନ,୫।୧: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିବା ପରେ ମଧ୍ୟ, ଟ୍ରମ୍ପ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ପରି ମନେ ହେଉଛି। ଏବେ, ସେ ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜଙ୍କୁ ଧମକ ଦେଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଯଦି…
ପରବର୍ତ୍ତୀ ଟାର୍ଗେଟ କ୍ୟୁବା, ମେକ୍ସିକୋ, କଲମ୍ବିଆ: ଟ୍ରମ୍ପ୍
ଓ୍ବାଶିଂଟନ,୫ା୧: ଆମେରିକା ଭେନେଜୁଏଲା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ସ୍ତ୍ରୀ ସିଲିଆ ଫ୍ଲୋରେସ୍ଙ୍କୁ ନାର୍କୋ ଟେରରିଜମ୍ ଅଭିଯୋଗର ବିଚାର ପାଇଁ ନିଜ ଦେଶକୁ ନେଇଯାଇଛି। ମାଦୁରୋଙ୍କୁ କ୍ଷମତାଚ୍ୟୁତ କରାଯାଇଥିବା ଆମେରିକା ଦାବି କରିଛି। ଏବେ…
ନାଇଜେରିଆରେ ବଡ଼ ଆକ୍ରମଣ, ଗୁଳି ମାଡ଼ରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ
ଅବୁଜା,୪।୧ : ନାଇଜେରିଆର ଏକ ଗାଁକୁ ବନ୍ଧୁକଧାରୀମାନେ ପୁଣି ଥରେ ଟାର୍ଗେଟ କରିଛନ୍ତି । ରିପୋର୍ଟ ଅନୁଯାୟୀ ଅତି କମରେ ୩୦ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଅନ୍ୟପଟେ ଅନେକଙ୍କୁ ଅପହରଣ କରାଯାଇଥିବା ଜଣାପଡିଛି । ଗତ କିଛି…
Archives


