ଅନ୍ତର୍ଜାତୀୟ

ଗୋଟିଏ ମିନିଟ୍‌ ମଧ୍ୟରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ୩ ଭାଇ

ଅଲଜିୟର୍‌ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍‌ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି। ସବୁଠୁ ରୋଚକ କଥା ହେଉଛି, ଛାଡପତ୍ର ପାଇଁ ପୂର୍ବରୁ କୌଣସି ପ୍ରକାରର ଆଇନଗତ ଲଢେଇ…

ସ୍କୁଲ ଉପରେ ଖସି ପଡ଼ିଲା ଫାଇଟର ଜେଟ୍‌

ତେହରାନ,୨୧।୨: ଉତ୍ତରପୂର୍ବାଞ୍ଚଳ ସହର ଜାବ୍ରିଜର ସ୍କୁଲ ଉପରେ ସୋମବାର ଇରାନର ଏକ ଏଫ୍‌-୫ ଫାଇଟର ଜେଟ୍‌ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ବିମାନର ୨ କ୍ରୁ ମେମ୍ବର ଓ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ କହିଛନ୍ତି। “ଭାଗ୍ୟବଶତଃ କୋଭିଡ୍‌-୧୯…

ଆମେରିକା ପାଇଁ ନେପାଳରେ ହିଂସା

କାଠମାଣ୍ଡୁ,୨୧।୨: ନେପାଳକୁ ଆମେରିକାର ୫୦୦ ନିୟୁତ ଡଲାର ସହାୟତା ଚୁକ୍ତିନାମାକୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ନେପାଳ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭକାରୀମାନେ ପୋଡ଼ାଜଳା କରିବା ସହ ଜବରଦସ୍ତ ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରିବାରୁ ପୋଲିସ ସହ ସଂଘର୍ଷ…

ଟଳିପାରେ ଯୁଦ୍ଧ ଆଶଙ୍କା

ମସ୍କୋ,୨୧ା୨: ୟୁରୋପ ଉପରୁ ଯୁଦ୍ଧ ଆଶଙ୍କା ଟଳିପାରେ। ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ ଆଲୋଚନା କରିବା ପରେ ଶାନ୍ତିର ବାଟ ଫିଟିଛି । ଏହାସହ ଆମେରିକା ରାଷ୍ଟ୍ରପତି…

କାମ ଦେଲାନି ଚାଇନାର ଧମକ, ନେପାଳ ସଂସଦରେ ଆମେରିକା ଏମ୍‌ସିସି ପରିଯୋଜନା…

କାଠମାଣ୍ଡୁ,୨୧।୨ : ଚାଇନାର ଧମକ କାମ ଦେଇନି। ନେପାଳ ସଂସଦରେ ଆମେରିକା ଏମ୍‌ସିସି ପରିଯୋଜନା ବିଲ୍‌ ଆଗତ ହୋଇଛି। ଆମେରିକାର ଉଚ୍ଚାଭିଳାଷୀ ପ୍ରକଳ୍ପ ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେଶନ (ଏମ୍‌ସିସି)କୁ ନେପାଳର ସଂସଦରେ ଉପସ୍ଥାପିତ କରାଯାଇଛି। ପ୍ରାୟ ତିନିବର୍ଷ ଧରି ଏହି ପ୍ରକଳ୍ପ…

ରାଜି ହେଲେ ବାଇଡେନ-ପୁଟିନ

ୱାଶିଂଟନ,୨୧ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏଡାଇବାକୁ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଇତିମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଅଲ ମୌକ୍ରୋଙ୍କର ବିଶେଷ ଭୂମିକା ରହିଛି । ଫ୍ରାନ୍ସର ରାଷ୍ଟ୍ରପତି ଭବନ ଏଲସି ପ୍ୟାଲେସ ପକ୍ଷରୁ ରବିବାର…

ଉଇଗର ନରସଂହାର, ଜାତିସଂଘ ପ୍ରତିନିଧିଙ୍କୁ ଯାଞ୍ଚ୍‌ ଅନୁମତି ଦେବାକୁ ମନାକଲା ଚାଇନା…

ବେଜିଂ,୨୧।୨ : ଚାଇନାରେ ଉଇଗୁର ମୁସଲମାନ୍‌ଙ୍କର ନରସଂହାର ନେଇ ଏବେ ଜାତିସଂଘ ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ବହୁ ଅନ୍ତର୍ଜାତୀୟ ଗଣମାଧ୍ୟମ ମଧ୍ୟ ଜିନଜିଆନ ଅଞ୍ଚଳ ବିଷୟରେ କେତେକ ରିପୋର୍ଟ ପ୍ରକାଶ କରିଛନ୍ତି। ଜର୍ମାନୀରେ ଚାଲିଥିବା ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଚାଇନା…

ୟୁକ୍ରେନ ସଙ୍କଟ: ଆମେରିକା ଗୁଇନ୍ଦା ବିଭାଗର ଦାବି, ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁଟିନ

ୱାଶିଂଟନ,୨୧ ।୨: ଆମେରିକା ଗୁଇନ୍ଦା ବିଭାଗ ସୂତ୍ରରୁ ଦାବି କରାଯାଇଛି କି ରୁଷିଆ ଟ୍ୟାଙ୍କ ୟୁକ୍ରେନ୍ ଆଡକୁ ଅଗ୍ରସର ହେଉଛି । ଏହି ସୂତ୍ର ଅନୁଯାୟୀ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ରୁଷିଆ ସେନାଙ୍କୁ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ କୁଆଡେ…

ରୁଷିଆ ପକ୍ଷରୁ ଅପରେଶନ୍‌ ‘ଜେଡ୍‌’ ଆରମ୍ଭ…

ମସ୍କୋ/କ୍ୱିଭ୍‌,୨୧।୨ : ରୁଷିଆ ୟୁକ୍ରେନ୍‌ ମଧ୍ୟରେ ତିକ୍ତତା ବଢୁଥିବା ବେଳେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରୁଷର ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନଙ୍କ ସହିତ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ଏହି ପ୍ରସ୍ତାବ ଉପରେ ଏପର୍ଯ୍ୟନ୍ତ ରୁଷିଆ ପକ୍ଷରୁ କୌଣସି…

ଗୁଳି ବର୍ଷୁଛି, ଆମେ ଲୁଚିଛୁ

କ୍ୱିଭ୍‌, ୨୧ା୨: ‘ଘର ନିକଟରେ ବ୍ୟାଗ୍‌ ଧରି ଛିଡ଼ା ହୋଇଥିଲି। ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବା ସହ ଗଛ ଜଳିବାକୁ ଲାଗିଲା। ଭୟରେ ଦୌଡ଼ି ଆସି ନିକଟରେ ଥିବା ଦୋକାନରେ ପଶିଗଲି। ମୋ ଶରୀରରେ ଯନ୍ତ୍ରଣା ହେଲା। ତଳକୁ ଚାହିଁଲା ବେଳକୁ…

ରୁଷିଆକୁ ମନାଇଲା ଫ୍ରାନ୍ସ

ପ୍ୟାରିସ,୨୦।୨: ୟୁକ୍ରେନର ପୂର୍ବାଞ୍ଚଳ ସୀମାରେ ସିଜ ଫାୟାରିଂକୁ ରୋକିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କୁ ବୁଝାଇବାରେ ସଫଳ ହୋଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ। ଦୁଇ ରାଷ୍ଟ୍ର ନେତାଙ୍କ ମଧ୍ୟରେ ୧୦୫ ମିନିଟ୍‌ ଧରି ଫୋନ ବାର୍ତ୍ତାଳାପ ପରେ ମାକ୍ରନଙ୍କ…

ସମୁଦ୍ରରେ ଖସିପଡ଼ିଲା ହେଲିକପ୍ଟର

ଓ୍ବାଶିଂଟନ,୨୦।୨: ଆମେରିକାର ଫ୍ଲୋରିଡା ଅନ୍ତର୍ଗତ ମିଆମି ବେଳାଭୂମି ନିକଟରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡ଼ିଛି। ହେଲିକପ୍ଟରରେ ୩ ଜଣ ଯାତ୍ରୀ ଥିଲେ। ସେହି ସମୟରେ ବେଳାଭୂମିରେ ପ୍ରବଳ ଗହଳି ଥିଲା। ସନ୍ତରଣ ଓ ସୂର୍ଯ୍ୟସ୍ନାନ ପାଇଁ ବହୁସଂଖ୍ୟାରେ ଲୋକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri