ରିଜର୍ଭ ବ୍ୟାଙ୍କ ମୁଖ୍ୟଙ୍କ ଟେବୁଲରେ ଲାପଟପ୍ ସହିତ ଏକେ-୪୭…
କାବୁଲ,୯।୯: ଆଫଗାନିସ୍ତାନକୁ ନିଜ ଦଖଲକୁ ନେବା ପରେ ତାଲିବାନ୍ ଦେଶର ଉଚ୍ଚ ପଦପଦବୀରେ ନିଜ ସଂଗଠନ ସଦସ୍ୟଙ୍କୁ ନିଯୁକ୍ତି କରିଛି। ଆଫଗାନିସ୍ତାନ ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭାବେ ହାତି ମହମ୍ମଦ ଇଦ୍ରିଶ୍ଙ୍କୁ ନିଯୁକ୍ତ କରାଯାଇଛି। ସେ ତାଲିବାନର କଳାଧନକୁ ଧଳାରେ...
ତାଲିବାନର ଅସଲ ଚେହେରା: ପୋଷାକ ଖୋଲି ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ
କାବୁଲ,୯ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏବେ ସେଠାରେ ସରକାର ମଧ୍ୟ ଗଠନ କରାଯାଇଛି । ତାଲିବାନ ଶାସନରେ ଭୟଭୀତ ହୋଇପଡିଥିବା ଆଫଗାନବାସୀ କେତେକାଂଶରେ ଦେଶ ଛାଡିଥିବା ବେଳେ ଯେଉଁମାନେ ସେଠାରେ ରହି ଯାଇଛନ୍ତି ସେମାନଙ୍କୁ...
ତାଲିବାନ ପାଇଁ ଭଣ୍ଡାର ଖୋଲିଲା ଚାଇନା, ୩୧୦ ଲକ୍ଷ ଡଲାର ସହାୟତା ଘୋଷଣା…
ବେଜିଂ,୯।୯: ତାଲିବାନ ପାଇଁ ଚାଇନା ନିଜର ଭଣ୍ଡାର ଖୋଲି ଦେଇଛି। ତାଲିବାନ ସଂଗଠନକୁ ସରକାର ଚଳାଇବା ପାଇଁ ୩୧୦ ଲକ୍ଷ ଡଲାର ସହାୟତା ଘୋଷଣା କରିଛି। ଏହା ସହିତ ଚାଇନା ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ଯୋଗାଇବ ବୋଲି ପ୍ରତିଶ୍ରୁତି...
ପାକିସ୍ତାନରେ ତାଲିବାନୀ ଆଇନ, ଜିନ୍ସ୍ ପିନ୍ଧିବାକୁ ବାରଣ…
ଇସଲାମାବାଦ୍,୯।୯: ପାକିସ୍ତାନର ଫେଡେରାଲ ଡାଇରେକ୍ଟୋରେଟ ଅଫ ଏଜୁକେସନ (ଏଫଡିଏ) ପକ୍ଷରୁ ତାଲିବାନୀ ଆଇନ ପ୍ରଣୟନ କରାଯାଇଛି। ଏଫଡିଏ ଶିକ୍ଷୟିତ୍ରୀମାନଙ୍କୁ ଜିନ୍ସ ଏବଂ ଟାଇଟ ପୋଷାକ ପିନ୍ଧିବାକୁ ବାରଣ କରିଛି। ଏହା ବ୍ୟତୀତ ପୁରୁଷ ଶିକ୍ଷକମାନଙ୍କୁ ଜିନ୍ସ ଏବଂ ଟି-ଶର୍ଟ ନ...
ତାଲିବାନ୍କୁ ମହିଳାଙ୍କ ଚ୍ୟାଲେଞ୍ଜ
କାବୁଲ, ୯ା୯: ସରକାର ଗଢ଼ିଲେ ମହିଳାଙ୍କ ସମେତ ସବୁ ବର୍ଗର ଲୋକଙ୍କୁ ସାମିଲ କରିବୁ। ଇସ୍ଲାମୀୟ ଆଇନ ଅନୁସାରେ ମହିଳାମାନେ ଅଧିକାର ଓ ସ୍ବାଧୀନତା ଉପଭୋଗ କରିବେ ବୋଲି କଥା ଦେଇଥିଲା ତାଲିବାନ୍। ହେଲେ ଆତଙ୍କବାଦୀ ସଙ୍ଗଠନ ସେପ୍ଟେମ୍ବର ୭ରେ...
୧୪ ତାଲିବାନୀ ମନ୍ତ୍ରୀ ଆତଙ୍କବାଦୀ
କାବୁଲ/ପେଶାଓ୍ବର,୯ା୯: ତାଲିବାନ୍ର କଠୋରପନ୍ଥୀ ଅନ୍ତରୀଣ ସରକାରରେ ଏଭଳି ୧୪ ଜଣଙ୍କୁ ମନ୍ତ୍ରୀ କରାଯାଇଛି, ଯାହାଙ୍କୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ପକ୍ଷରୁ ଆତଙ୍କବାଦର କଳାତାଲିକାରେ ରଖାଯାଇଛି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ମୁଲ୍ଲା ମହମ୍ମଦ ହାସନ ଅଖୁନ୍ଦ ଓ ତାଙ୍କ ଦୁଇ...
କ୍ୟାମେରାମ୍ୟାନକୁ ବଞ୍ଚାଇବା ପାଇଁ ପାହାଡ଼ରୁ ଡେଇଁଲେ ମନ୍ତ୍ରୀ
ମସ୍କୋ,୮।୯: ଜଣେ କ୍ୟାମେରାମ୍ୟାନକୁ ବଞ୍ଚାଇବା ପାଇଁ ରୁଷର ଜରୁରୀକାଳୀନ ମନ୍ତ୍ରୀ ଜିନଚେଭଙ୍କ ମୃତ୍ୟୁ ହୋଇଛି। ସୈନ୍ୟ ଅଭ୍ୟାସ ବେଳେ କ୍ୟାମେରାମ୍ୟାନ ପାହାଡ଼ରୁ ଖସି ପଡ଼ିଥିଲେ। କେହି କିଛି ବୁଝିବା ପୂର୍ବରୁ କ୍ୟାମେରାମ୍ୟାନଙ୍କୁ ବଞ୍ଚାଇବା ପାଇଁ ଜିନଚେଭ ପାହାଡ଼ରୁ ଡେଇଁ ପଡ଼ିଥିଲେ।...
ବେସରକାରୀ ଶିକ୍ଷକଙ୍କୁ ଅନ୍ଲାଇନ୍ କ୍ଲାସ ନେବାକୁ ବାରଣ
ବେଜିଂ,୮ା୯: ଚାଇନା ବୁଧବାର ବେସରକାରୀ ଶିକ୍ଷକମାନଙ୍କୁ ଅନଲାଇନ କ୍ଲାସ ନେବାକୁ ବାରଣ କରିଛି। ଆବାସିକ କୋଠା, ହୋଟେଲ ଏବଂ କଫି ଦୋକାନ ପରି ପଞ୍ଜୀକୃତ ହୋଇ ନ ଥିବା ସ୍ଥାନରେ କ୍ଲାସ ନେବା ଉପରେ ଏକ ନିଷେଧାଦେଶ ଜାରି କରିଛି।...
ତାଲିବାନୀ ସରକାର ଗଠନ ପରେ ଭାରତର ପ୍ରଥମ ବିବୃତ୍ତି ଜାରି…
ଜେନେଭା/ନୂଆଦିଲ୍ଲୀ,୮।୯: ତାଲିବାନୀ ସରକାରଙ୍କ ଘୋଷଣା ପରେ ଭାରତ ପକ୍ଷରୁ ପ୍ରଥମ ବିବୃତ୍ତି ଅନ୍ତର୍ଜାତୀୟ ସ୍ତରରେ ଜାରି କରାଯାଇଛି। ମିଳିତ ଜାତିସଂଘ ମହାସଭାରେ ଶାନ୍ତି ଏବଂ ସଂସ୍କୃତି ସମ୍ପର୍କିତ ଏକ ବୈଠକରେ ଯୋଗଦେଇ ଭାରତୀୟ ସ୍ଥାୟୀ ମିଶନର ସଚିବ ବିଦିଶା ମୈତ୍ରା...
ସୀମାରେ କମାଣ୍ଡର ପରିବର୍ତ୍ତନ କଲେ ଚାଇନା-ପାକିସ୍ତାନ…
ନୂଆଦିଲ୍ଲୀ/ବେଜିଂ/ଇସଲାମାଦାବ,୮।୯: ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ଘୋଷଣା କରିବାପରେ ପରେ ପରେ ଉଭୟ ଚାଇନା ଏବଂ ପାକିସ୍ତାନ ଭାରତ ସୀମାରେ ନିଜ ନିଜର କମାଣ୍ଡରଙ୍କୁ ପରିବର୍ତ୍ତନ କରିଛନ୍ତି। ଚାଇନାର ପିଏଲଏ ସେନା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (ଡବ୍ଲୁଟିସି)ରେ ଜଣେ ନୂତନ...
ତାଲିବାନର ନୂଆ ମନ୍ତ୍ର: ଶିକ୍ଷାମନ୍ତ୍ରୀ କହିଲେ, ପିଏଚ୍ଡି, ମାଷ୍ଟରଡିଗ୍ରୀ ସବୁ ବେକାର
କାବୁଲ,୮।୯: ତାଲିବାନ ଆଫଗାନିସ୍ତାନରେ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କରିଛି। ମୁଲ୍ଲା ମହମ୍ମଦ ହାସନ ଅଖଣ୍ଡଙ୍କୁ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ଶେଖ କୌଲଭି ନୁରଲା ମୁନିରଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ଏହି ସମୟ ମଧ୍ୟରେ ସରକାର ଗଠନ ହେବା...
ଥରିଲା ମେକ୍ସିକୋ, ସୁନାମି ଆଶଙ୍କା ଯୋଗୁ ଲୋକେ ଆତଙ୍କିତ…
ମେକ୍ସିକୋ ସିଟି,୮।୯: ମେକ୍ସିକୋ ସିଟିରେ ମଙ୍ଗଳବାର-ବୁଧବାର ବିଳମ୍ବିତ ରାତ୍ରରେ ଭୂକମ୍ପ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅନୁସାରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ରହିଛି। ଗୁରେରୋ ଠାରୁ ୧୧ କିଲୋମିଟର ଦୂରରେ ଥିବା ଆକାପୁଲକୋଠାରେ ଭୂକମ୍ପର କେନ୍ଦ୍ର...
Archives


