ହରିନୀ ‘ନ୍ୟାଶନାଲ ସ୍ପେଲିଙ୍ଗ୍‌ ବି’ ବିଜୟିନୀ

ଓ୍ବାଶିଂଟନ,୪।୬: ଭାରତୀୟ ବଂଶୋଦ୍ଭବ ହରିନୀ ଲୋଗାନ ଚଳିତବର୍ଷର ‘ନ୍ୟାଶନାଲ ସ୍ପେଲିଙ୍ଗ୍‌ ବି’ ପ୍ରତିଯୋଗିତା ଜିତିଛନ୍ତି। ୯୦ ସେକେଣ୍ଡରେ ୨୧ଟି ଓ୍ବାର୍ଡର ସ୍ପେଲିଙ୍ଗ୍‌ କହି ସେ ଏହି ଟାଇଟଲ୍‌ର ଅଧିକାରୀ ହୋଇଛନ୍ତି। ହରିନି ଟେକ୍ସାସ୍‌ରେ ଅଷ୍ଟମ ଶ୍ରେଣୀରେ ପାଠପଢ଼ନ୍ତି। ପ୍ରତିଯୋଗିତାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଆଉଜଣେ ଭାରତୀୟ ବଂଶୋଦ୍ଭବ ବିକ୍ରମ ରାଜ। ସେ ଡେନ୍‌ଭରରେ ୭ମ ଶ୍ରେଣୀର ଛାତ୍ର। ହରିନୀ ୨୧ଟି ଶବ୍ଦର ଠିକ୍‌ ସ୍ପେଲିଙ୍ଗ୍‌ କହିଥିବାବେଳେ ବିକ୍ରମ ମାତ୍ର ୧୫ଟି ଠିକ୍‌ ଉତ୍ତର ଦେଇଥିଲେ। ତେବେ ଆସନ୍ତା ବର୍ଷ ପୁଣି ପ୍ରତିଯୋଗିତାରେ ସାମିଲ ହେବା ସହ ବିଜୟୀ ହେବେ ବୋଲି ବିକ୍ରମ କହିଛନ୍ତି। ଗତବର୍ଷ ୧୪ ବର୍ଷର ଜାଇଲା ଅଭାଣ୍ଟଗାରଡେ ନ୍ୟାଶନାଲ ସ୍ପେଲିଙ୍ଗ୍‌ ବି ପ୍ରତିଯୋଗିତା ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ସଙ୍କଟ: ଦେଶଛାଡି ସିଙ୍ଗାପୁର ମୁହାଁ ଧନକୁବେର…

ବେଜିଂ,୪।୨ : ଚାଇନାର କମ୍ୟୁନିଷ୍ଟ ଶାସକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶର ବହୁ ଧନକୁବେର ସମ୍ପ୍ରତି ସିଙ୍ଗାପୁରରେ ବସବାସ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଷ୍ଟ୍ରପତି...

ସାଇବର ଆକ୍ରମଣରୁ ପାଇପ୍‌ଲାଇନ ବନ୍ଦ

ନ୍ୟୁୟର୍କ, ୧୧।୫: ଦୈନିକ ୨.୫ ନିୟୁତ ବ୍ୟାରେଲ୍‌ ଇନ୍ଧନ ପରିବହନ କରୁଥିବା ଆମେରିକାର ସର୍ବବୃହତ୍‌ କଲୋନିଆଲ ପାଇପ୍‌ଲାଇନ ରାନ୍‌ସମଓ୍ବେର ସାଇବର ଆକ୍ରମଣର ସମ୍ମୁଖୀନ ହେବା ଫଳରେ...

ଡୋନ୍‌ବାସ୍‌ ମିଶନରେ ରୁଷିଆ

କିଭ୍‌, ୨୦ା୪: ପୂର୍ବ ୟୁକ୍ରେନ୍‌ ଉପରେ ରୁଷିଆ ଧ୍ୟାନ କେନ୍ଦ୍ରୀଭୂତ କରିଥିବାବେଳେ ମଙ୍ଗଳବାର ‘ବ୍ୟାଟେଲ ଅଫ୍‌ ଡୋନ୍‌ବାସ୍‌’ (ଡୋନ୍‌ବାସ୍‌ ଯୁଦ୍ଧ) ଅଭିଯାନ ଆରମ୍ଭ କରିଛି। ଡୋନ୍‌ବାସ୍‌...

କରାଚିରେ କବର ସ୍ଥାନର ଅଭାବ, କବର ଉପରେ ଦିଆଯାଉଛି କବର

କରାଚି,୧୫ ।୪: ପାକିସ୍ତାନର ସବୁଠାରୁ ବଡ ସହର କରାଚିରେ ଏବେ କବର ସ୍ଥାନର ଅଭାବ ପଡିଛି । ମୃତକଙ୍କୁ କବର ଦେବାକୁ ଏବେ ଦେଖାଦେଇଥିବା ସ୍ଥାନାଭାବ...

ଶାହବାଜଙ୍କ ତୁର୍କୀ ଗସ୍ତ ବାତିଲ, ମନାକଲେ ତୁର୍କୀ ସରକାର…

ଇସଲାମାବାଦ,୮।୨ : ଭୟଙ୍କର ଭୂକମ୍ପ ଯୋଗୁଁ ଘଟିଥିବା ବିନାଶର ମୁକାବିଲା କରୁଥିବାରୁ ତୁର୍କୀ ସରକାର ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କ ତୁର୍କୀ ଗସ୍ତକୁ ବାତିଲ କରିଦେଇଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ...

ଶ୍ରୀଲଙ୍କା ସଙ୍କଟ: କର୍ମଚାରୀଙ୍କ ଦରମା ଦେବାକୁ ନାହିଁ ଅର୍ଥ, ବିକ୍ରି ହୋଇପାରେ ଏୟାରଲାଇନ୍ସ

କଲମ୍ବୋ,୧୮ ।୫: ଶ୍ରୀଲଙ୍କାରେ ହିଂସକ ପ୍ରଦର୍ଶନ ପରେ ସେଠାରେ ଏବେ ନୂଆ ସରକାର ଗଠନ ସରିଛି । ହେଲେ ଆର୍ଥିକସ୍ଥିତି ପୂର୍ବାପେକ୍ଷା ଆହୁରି ଖରାପ ହେବାରେ...

୩୯ ମୃତକ ଚାଇନା ନାଗରିକ

ଲଣ୍ଡନ,୨୫-୧୦:ବ୍ରିଟେନରେ ଏକ ଟ୍ରକ୍‌ କଣ୍ଟେନରରୁ ୩୯ ମୃତଦେହ ଜବତ ହୋଇଥିଲା। ମୃତକମାନେ ଚାଇନା ନାଗରିକ ବୋଲି ବ୍ରିଟିଶ ଗଣମାଧ୍ୟମ ପ୍ରକାଶ କରିଛି। ତେବେ ଏନେଇ ସ୍ଥାନୀୟ...

ୟୁକ୍ରେନ୍‌ ବ୍ରହ୍ମାସ୍ତ୍ର ମାଡ଼ରେ ରୁଷିଆ ଯୁଦ୍ଧପୋତ ଜଳିଗଲା…

କ୍ୱିଭ୍‌, ୯।୫ : ଗତ ୭୪ ଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଚାଲିଛି। ୟୁକ୍ରେନ ଦାବି କରିଛି ଯେ କୃଷ୍ଣସାଗରରେ ଆଉ ଏକ ରୁଷିଆ ଯୁଦ୍ଧପୋତକୁ...

Advertisement
Archives

Model This Week