ଅନ୍ତର୍ଜାତୀୟ

ଡିଜନିର ପ୍ରଚ୍ଛଦ ସ୍ୱର କଳାକର ୱିଲ ରିୟାନଙ୍କ ପରଲୋକ

ୱାଶିଂଟନ,୨୧ ।୧୧: ଡିଜନି କ୍ୟାରେକ୍ଟରର ପ୍ରଚ୍ଛଦ ସ୍ୱର କଳାକାର ଭାବେ ବେଶ ଜଣାଶୁଣା ୱିଲ ରିୟାନଙ୍କ ପରଲୋକ ହୋଇଛି । ହଲିଉଡ ରିପୋର୍ଟରର ସୂଚନା ଅନୁଯାୟୀ ୧୯ ନଭେମ୍ବରରେ ତାଙ୍କର ପରଲୋକ ହୋଇଛି । ବେଶ କିଛିଦିନ ହେବ କ୍ୟାନସରରେ...

ଟିକ୍‌ଟକ୍‌ ଉପରୁ ପ୍ରତିବନ୍ଧକ ହଟିଲା

ଇସଲାମାବାଦ,୨୦ା୧୧: ଲୋକପ୍ରିୟ ଚାଇନିଜ୍‌ ଭିଡିଓ ଶେୟାରିଂ ପ୍ଲାଟଫର୍ମ ଟିକ୍‌ଟକ୍‌ ଉପରେ ଲାଗିଥିବା ପ୍ରତିବନ୍ଧକକୁ ପାକିସ୍ତାନର ଟେଲିକମ୍‌ ରେଗୁଲେଟର ହଟାଇ ଦେଇଛି। ଟିକ୍‌ଟକ୍‌ର ଆଶ୍ୱାସନା ପରେ ପାକିସ୍ତାନ ଏହି ନିଷ୍ପତ୍ତି ନେଇଛି। ଯେଉଁଥିରେ କୁହାଯାଇଛି, ଏହା ଅଶ୍ଳୀଳ ଦୃଶ୍ୟ ପ୍ରସାରଣକୁ ନିୟନ୍ତ୍ରଣ...

ନିର୍ମାଣ ହେବ ଭାସମାନ ସହର, ଜାତିସଂଘ ଯୋଗାଇବ ସହାୟତା…

ସିଓଲ,୨୦।୧୧: ପ୍ରାୟ ଦୁଇ ବର୍ଷ ପୂର୍ବେ ବିଲଡର୍ସ, ଇଞ୍ଜିନିୟର୍‌ ଏବଂ ସ୍ଥପତିମାନଙ୍କର ଏକ ଗୋଷ୍ଠୀ ମିଳିତ ଜାତିସଂଘରେ ଏକ ଉଚ୍ଚାଭିଳାଷୀ ପ୍ରକଳ୍ପ ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରକଳ୍ପ ଏକ ଭାସମାନ ସହର ନିର୍ମାଣ ବିଷୟରେ ଥିଲା। ଯାହା ଜଳ...

ନୂଆ କରୋନା ଅଇନ ନେଇ ଲୋକଙ୍କ ପକ୍ଷରୁ ପ୍ରଦର୍ଶନ…

ଆମେଷ୍ଟରଡମ୍‌,୨୦।୧୧: ନେଦରଲାଣ୍ଡରେ ଟତକାକରଣ କରାଯାଇ ନ ଥିବା ଲୋକଙ୍କୁ କେତେକ ସ୍ଥାନରେ ପ୍ରବେଶ କରିବାକୁ ବାରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି। ଏହି ନୂଆ ଆଇନକୁ ବିରୋଧରେ କରି ଶୁକ୍ରବାର ରାତିରେ ଲୋକେ ରୋଟର୍ଡାମରେ ବିରୋଧ ପ୍ରଦର୍ଶନ...

କମଲାଙ୍କୁ ରାଷ୍ଟ୍ରପତି ପାୱାର

ୱାଶିଂଟନ,୨୦ ।୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କିଛିଦିନ ପାଇଁ ତାଙ୍କ ପାୱାର ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଦେବେ ବୋଲି ଜଣାପଡିଛି । ଶୁକ୍ରବାର ସେ କମଲାଙ୍କୁ ରାଷ୍ଟ୍ରପତି ପାୱାର ଦେବେ ବୋଲି ଜଣାପଡିଥିଲା । ମିଳିଥିବା ସୂଚନା ଅନୁଯାୟୀ,...

କରୋନା ଲଢେଇରେ ଆମେରିକା ନେଲା ବଡ ପଦକ୍ଷେପ, ଟିକାର ବୁଷ୍ଟର ଡୋଜକୁ ମିଳିଲା ମଞ୍ଜୁରୀ

ୱାଶିଂଟନ,୨୦ ।୧୧: ବୟସ୍କ ବା ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଆମେରିକା କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜକୁ ମଞ୍ଜୁରୀ ପ୍ରଦାନ କରିଛି । ଟିକା ନିର୍ମାଣକାରୀ କମ୍ପାନୀ ଫାଇଜର ଓ ମର୍ଡନା ପକ୍ଷରୁ ଏହି ସୂଚନା ଦିଆଯାଇଛି...

ଭାରତରେ କମ୍ୟୁନିଜିମର ପ୍ରସାର କରିବାକୁ ଚାହୁଁଛି ଚାଇନା

ବେଜିଂ,୧୯ ।୧୧: ଚାଇନା ଭାରତରେ କମ୍ୟୁନିଷ୍ଟ ବିଚାରଧାରାକୁ ପ୍ରସାର କରିବାକୁ ସି ଜିନପିଙ୍ଗଙ୍କ ପୁସ୍ତକକୁ ହିନ୍ଦୀରେ ପ୍ରକାଶ କରିଛି । ଜିନପିଙ୍ଗଙ୍କ ଏହି ପୁସ୍ତକ ମଧ୍ୟ ଏସିଆର କିଛି ଦେଶରେ ଅନ୍ୟ ଭାଷାରେ ପ୍ରକାଶ କରାଯାଇଛି । ଉକ୍ତ ପୁସ୍ତକରେ...

ବଳାତ୍କାରୀଙ୍କୁ ନପୁଂସକ କରାଯିବ

ଇସ୍‌ଲାମାବାଦ, ୧୮।୧୧: ଏକାଧିକ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୬ ଅଭ୍ୟାସଗତ ବଳାତ୍କାରୀଙ୍କୁ କେମିକାଲ କାଷ୍ଟ୍ରାଶନ (ରାସାୟନିକ ପଦ୍ଧତି) ଜରିଆରେ ନପୁଂସକ କରାଯାଇପାରେ। ବାଳତ୍କାରୀଙ୍କୁ ଶୀଘ୍ର ଦୋଷୀ ସାବ୍ୟସ୍ତ କରିବା ଓ କଠୋର ଦଣ୍ଡଦେବା ଲକ୍ଷ୍ୟରେ ପାକ୍‌ ପାର୍ଲାମେଣ୍ଟ...

ଲାଞ୍ଚ କାରବାର ତାଲିକାରେ ତଳକୁ ଖସିଲା ଭାରତ, ଚାଇନା-ପାକିସ୍ତାନ-ବାଂଲାଦେଶ-ନେପାଳରେ ସ୍ଥିତି ଖରାପ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଲାଞ୍ଚ କାରବାର ମାମଲାରେ ପୂର୍ବବର୍ଷ ତୁଳନାରେ ଭଲ ପ୍ରଦର୍ଶନ କରିଛି। ଗତ ବର୍ଷଠାରୁ ଏହା ୫ଟି ସ୍ଥାନ ତଳକୁ ଖସି ଆସିଛି। ଗତ ବର୍ଷ ୧୯୪ ଦେଶ ମଧ୍ୟରେ ଭାରତ ସ୍ଥାନ ୭୭ ଥିଲା। ତେବେ ଚଳିତ ବର୍ଷ...

ଭୁଟାନରେ ଡ୍ରାଗନର ଅବୈଧ ପ୍ରବେଶ: ବର୍ଷକରେ ଗଢିଛି ଚାରି ଗାଁ

ଥିମ୍ପୁ,୧୮ ।୧୧: ଏସିଆ ମହାଦେଶରେ ନିଜର ପ୍ରଭୁତ୍ୱ ବିସ୍ତାର କରୁଥିବା ଚାଇନାର ପୁରୁଣା ନୀତି ଲଗାତାର ଜାରି ରହିଛି । ସଦ୍ୟ ମିଳିଥିବାସୂଚନା ଅନୁଯାୟୀ ଭାରତ ସହ ସୀମା ବିବାଦ ମଧ୍ୟରେ ଚାଇନା ଏବେ ପଡୋଶୀ ଦେଶ ଭୁଟାନର ସୀମାରେ...

୫୮୦ ବର୍ଷ ପରେ ଦୀର୍ଘତମ ଚନ୍ଦ୍ରଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମାରେ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୧୯ରେ ହେବାକୁ ଯାଉଛି। ଆମେରିକାର ସ୍ପେସ ଏଜେନ୍ସି ନାସା କହିଛି ଯେ ଏହା ଶତାବ୍ଦୀର ଦୀର୍ଘତମ ଚନ୍ଦ୍ରଗ୍ରହଣ। ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଏହା ହେବ। ଏହି ଅବସରରେ ପୃଥିବୀ ସୂର୍ଯ୍ୟ ଏବଂ...

ଜୁଲାଇରୁ ସମଲିଙ୍ଗୀ ବିବାହକୁ ମିଳିବ ଅନୁମତି

ଜେନେଭା,୧୮ା୧୧: ଆସନ୍ତା ବର୍ଷ ଜୁଲାଇ ପହିଲାରୁ ସୁଇଜରଲାଣ୍ଡରେ ସମଲିଙ୍ଗୀମାନେ ବିବାହ କରିପାରିବେ। ଏ ନେଇ ସୁଇଜରଲାଣ୍ଡ ସରକାର ବୁଧବାର ଘୋଷଣା କରିଛନ୍ତି। ଗତ ସେପ୍ଟେମ୍ବରରେ ହୋଇଥିବା ଏକ ଜନମତ ସର୍ଭେରେ ସମଲିଙ୍ଗୀ ବିବାହ ସପକ୍ଷରେ ବିପୁଳ ଭୋଟ ମିଳିଥିଲା। ଫେଡେରାଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri