ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ସ୍ତ୍ରୀଙ୍କ କାର୍ ଉପରକୁ ଗୁଳିମାଡ
ଇସଲାମାବାଦ,୩।୧:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନଙ୍କ କାର ଉପରେ ଅଜ୍ଞାତ ଲୋକମାନେ ଆକ୍ରମଣ କରିଛନ୍ତି। ରେହମ ଖାନ ନିଜେ ଟୁଇଟ କରି ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ରେହମ ଖାନଙ୍କ ଅନୁଯାୟୀ, ସେ ଭଣଜାଙ୍କ...
ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ଚାଇନା ସରକାର, ବନ୍ଦ ହେଉଛି ଏଜେନ୍ସି…
ବେଜିଂ, ୩।୧ : ଚାଇନା ସରକାର ହଂକଂରେ ଗଣମାଧ୍ୟମର କଣ୍ଠରୋଧ ପ୍ରକ୍ରିୟା ଜାରି ରଖିଛନ୍ତି। ଗଣମାଧ୍ୟମର ସ୍ବାଧୀନତାକୁ ସୀମିତ କରାଯାଉଛି। ଫଳରେ ହଂକଂରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥା ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି। ଫଳରେ ଗୋଟିଏ ପରେ...
୩୦୦୦ ଲିଟର ମଦ ନାଳରେ ଢଳାଗଲା…
କାବୁଲ, ୩।୧ : ଆଫଗାନିସ୍ତାନର ତାଲିବାନ ସରକାର ଦେଶରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହା ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି। ଏହା ଅନ୍ତର୍ଗତ ରବିବାର ଆଫଗାନିସ୍ତାନ ଗୁପ୍ତଚର ଏଜେଣ୍ଟମାନେ କାବୁଲର ଏକ ନାଳରେ ୩୦୦୦ ଲିଟର...
ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଚେତାବନୀ: ଆସୁଛି କରୋନାର ତୋଫାନ
ଜେରୁଜେଲମ,୩ ।୧: ସାରା ବିଶ୍ୱରେ ବଢି ଚାଲିଛି କରୋନା ସଂକ୍ରମଣ । ଆମେରିକା ଭଳି ବିକଶିତ ଦେଶ ବି ଏଥିରୁ ବାଦ୍ ଯାଇ ନାହିଁ । ଦିନକୁ ହଜାର ହଜାର ସଂଖ୍ୟାରେ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି । ଏବେ...
ଆମେରିକାରେ ବେକାକୁ ହେଲାଣି କରୋନା, ପ୍ରତିରକ୍ଷାମନ୍ତ୍ରୀ ସଂକ୍ରମିତ
ୱାଶିଂଟନ,୩ ।୧: ଆମେରିକାରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଛି । ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲୟଡ ଜେମ୍ସ ଅଷ୍ଟିନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ନିଜେ ଏହାର ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି...
ଚାଇନାରେ ଲକ୍ଡାଉନ ପରେ ବି ବଢୁଛି କରୋନା ସଂକ୍ରମଣ
ବେଜିଂ,୩ ।୧: ଚାଇନାର ଶିୟାନ ସହରରେ ଗତ ପ୍ରାୟ ୧୦ ଦିନ ହେବ ଲକଡାଉନ ଲାଗିଛି । ହେଲେ ନୂଆବର୍ଷ ପାଳନ ପରେ ଏଠାରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି । ପାଖାପାଖି ୩ ସପ୍ତାହ ମଧ୍ୟରେ...
ସ୍କୁଲରେ ମାସ୍କ ବିନା ଏଣ୍ଟ୍ରି ନାହିଁ
ଲଣ୍ଡନ,୩।୧- ବ୍ରିଟେନରେ କୋଭିଡ୍-୧୯ର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସେକେଣ୍ଡାରି ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରବିବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଛାତ୍ରୀଛାତ୍ର...
୨୦୨୨ରେ ଶେଷ ହେବ ମହାମାରୀ
ଜେନେଭା,୨।୧: କୋଭିଡ୍-୧୯ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବା ବେଳେ ୨୦୨୨ରେ ଏହା ଶେଷ ହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ମୁଖ୍ୟ ଟେଡ୍ରୋସ୍ ଆଧାନମ ଘେବ୍ରେୟେସସ୍ ଆଶାବ୍ୟକ୍ତ କରିଛନ୍ତି। ମିଳିତ ମୁକାବିଲା ଦ୍ୱାରା ଚଳିତ ବର୍ଷ ମହାମାରୀ ଶେଷ...
ଭୂକମ୍ପରେ ଥରିଲା ଚାଇନା
ବେଜିଂ,୨।୧: ଚାଇନାର ୟୁନାନ୍ ପ୍ରଦେଶର ନିଙ୍ଗଲାଙ୍ଗ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ରବିବାର ଅପରାହ୍ନରେ ଅନୁଭୂତ ହୋଇଛି। ଏଥିରେ ୨୨ ଜଣ ଆହତ ହୋଇଥିବା ବେଳେ ଘର କ୍ଷତିଗ୍ରସ୍ତ ହୋଇଛି। କିଛି ଘରର ଟାଇଲ୍ ଖସିପଡ଼ିଥିବା ଦେଖିବାକୁ ମିଳିଛି। ଭୂକମ୍ପର...
ନିଆଁ ବଦଳରେ ପାଣିରେ ହେବ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର
କେପଟାଉନ୍,୨।୧:ଦକ୍ଷିଣ ଆଫ୍ରିକାରେ ଦଶନ୍ଧି ଧରି ରଙ୍ଗଭେଦ ବିରୋଧରେ ଲଢିଥିବା ଆର୍କବିଶପ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଛି। କୁହାଯାଏ ଯେ ଟୁଟୁ ପାରମ୍ପାରିକ ଉପାୟ କରିବା ପରିବର୍ତ୍ତେ ନିଜର ଶେଷ ରୀତିନୀତିକୁ ଇକୋ-ଫ୍ରେଣ୍ଡଲି ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ।...
୬ ଘଣ୍ଟା ହେଲା ଜଳୁଛି ପାର୍ଲାମେଣ୍ଟ
କେପ ଟାଉନ,୨।୧: ଦକ୍ଷିଣ ଆଫ୍ରିକାର ହାଉସ ଅଫ୍ ପାର୍ଲାମେଣ୍ଟରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୬ ଘଣ୍ଟା ହେଲା ଦମକଳ ବାହାନୀ ମୁତୟନ ହୋଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ଘଟଣାର ପ୍ରସାରଣ କରୁଥିବା ଚ୍ୟାନେଲରେ ପାର୍ଲାମେଣ୍ଟ...
ମୁହାଁମୁହିଁ ହୋଇପାରନ୍ତି ଆମେରିକା-ଚାଇନା
ଓ୍ବାଶିଂଟନ,୨ା୧: ନୂଆବର୍ଷରେ ତାଇଓ୍ବାନ ଏବଂ ତିବ୍ଦତକୁ ନେଇ ଆମେରିକା-ଚାଇନା ମଧ୍ୟରେ ମୁହାଁମୁହିଁ ହୋଇପାରେ। ନୂତନବର୍ଷର ଠିକ୍ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତିବ୍ଦତ ପ୍ରସଙ୍ଗ ପାଇଁ ଭାରତୀୟ ମୂଳ କୂଟନୀତିଜ୍ଞ ଆଜ୍ରା ଜିଆଙ୍କୁ ତାଙ୍କର ବିଶେଷ ସଂଯୋଜକ ଭାବରେ...
Archives


