ଫେସବୁକ୍ ସିଓଓ ପଦରୁ ସାଣ୍ଡବର୍ଗଙ୍କ ଇସ୍ତଫା…
ଓ୍ବାଶିଂଟନ, ୨।୬ : ଫେସବୁକ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାର ଚିଫ୍ ଅପରେଟିଂ ଅଫିସର (ସିଓଓ) ଶେରିଲ ସାଣ୍ଡବର୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ବୁଧବାର ମଧ୍ୟ ନିଶ୍ଚିତ କରିଛି। ତେବେ ଶେରିଲଙ୍କ କମ୍ପାନୀ ଛାଡିବାର କାରଣ ଏପର୍ଯ୍ୟନ୍ତ…
ସାଉଦିରେ ନିର୍ମାଣ ହେବ ବିଶ୍ୱର ବୃହତ୍ତମ କୋଠା
ରିୟାଧ୍, ୨ା୬: ସାଉଦି ଆରବ ବିଶ୍ୱର ବୃହତ୍ତମ କୋଠା ନିର୍ମାଣ ପାଇଁ ଯୋଜନା କରିଛି। ଏହାର ନାମ ‘ନିଓମ’ ରଖାଯିବ। କମ୍ ଜନବହୁଳ ଅଞ୍ଚଳରେ ବିଲ୍ଡିଂ ନିର୍ମାଣ ହେବ। ଏଥିପାଇଁ ୫୦୦ ବିଲିୟନ ଡଲାର ଖର୍ଚ୍ଚ କରାଯିବ ବୋଲି ଜଣାପଡ଼ିଛି। ଏହାର…
ଥରିଲା ଚାଇନା
ବେଜିଂ,୧ା୬: ଚାଇନାରେ ଭୂକମ୍ପ ଅନୁଭୂତ ହୋଇଛି। ସିଇଏନ୍ସି (CENC) ପକ୍ଷରୁ ଜାରି ହୋଇଥିବା ସୂଚନାରୁ ପ୍ରକାଶ, ଦେଶର ଦକ୍ଷିଣ-ପଶ୍ଚିମ ସିଚୁଆନରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୧ ଥିଲା। କୁହାଯାଉଛି, ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ। ୟାନ ସିଟିର ଲୁଶାନ…
ମୁହାଁମୁହିଁ ହେବେ ଆମେରିକା-ରୁଷିଆ
ମସ୍କୋ,୧ା୬: ଆମେରିକା-ରୁଷିଆ ମୁହାଁମୁହିଁ ହେବାର ପରିସ୍ଥିତି ସୃଷ୍ଟି ହୋଇଛି। କାରଣ ଆମେରିକା ୟୁକ୍ରେନକୁ ଉନ୍ନତ ଧରଣର ରକେଟ ସିଷ୍ଟମ ଏବଂ ଅତ୍ୟାଧୁନିକ ଗୁଳିଗୋଳା ଯୋଗାଣ ପାଇଁ ନିଷ୍ପତ୍ତି ନେଇଛି। ଫଳରେ ବୁଧବାର ରୁଷିଆ ଆମେରିକାର ତୀବ୍ର ସମାଲୋଚନା କରିଛି। ରୁଷିଆର ଏହି…
ଯାନ୍ତ୍ରିକ ତ୍ରୁଟି, କାଠମାଣ୍ଡୁ ଫେରିଲା ବିମାନ
କାଠମାଣ୍ଡୁ,୧ା୬: ବୁଦ୍ଧ ଏୟାରଲାଇନ୍ସର ଏକ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ନେପାଳର କାଠମାଣ୍ଡୁକୁ ଫେରିଛି। ଏହି ବିମାନ ବୁଧବାର କାଠମାଣ୍ଡୁରୁ ଭାଦ୍ରପୁର ଅଭିମୁଖେ ଯାତ୍ରା କରିଥିଲା। ବେସାମରିକ ବିମାନ ଚଳାଚଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ଯେ, ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନଟି…
ଜଣେ କଲେ କରୋନା ମାର୍ଗଦର୍ଶିକା ଉଲ୍ଲଂଘନ, ୫ ହଜାର ଲୋକ କ୍ୱାରାଣ୍ଟାଇନ୍ରେ…
ବେଜିଂ, ୧।୬ : ଚାଇନାରେ ଜଣେ କରୋନା ସଂକ୍ରମିତ ବ୍ୟକ୍ତିକୋଭିଡ ମାର୍ଗଦର୍ଶିକା ପାଳନ ନକରିବାରୁ ୫ ହଜାର ଲୋକଙ୍କୁ ଦଣ୍ଡ ଦିଆଯାଇଛି। ବେଜିଂରେ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ହେବା ପରେ ମଧ୍ୟ ମାର୍ଗଦର୍ଶିକା ଉଲ୍ଲଂଘନ କରି ଚାଲିଥିଲେ।…
ୟୁକ୍ରେନ୍କୁ ହିମର୍ ରକେଟ ଦେବେ ବାଇଡେନ୍, ପୁଟିନଙ୍କ ଚିନ୍ତା ବଢ଼ିଲା…
ମସ୍କୋ/କ୍ୱିଭ୍, ୧।୬ : ୟୁକ୍ରେନରେ ଯୁଦ୍ଧ କରୁଥିବା ରୁଷିଆ ସୈନ୍ୟଙ୍କ ସମସ୍ୟା ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ୟୁକ୍ରେନକୁ ଅତ୍ୟାଧୁନିକ ହିମର୍ ରକେଟ ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି। ଏହି ରକେଟଗୁଡିକ ଅଧିକ ଦୂର ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ଆମେରିକା ରାଷ୍ଟ୍ରପତି…
ବନ୍ଧୁକ କିଣାବିକା ରୋକିବ କାନାଡା
ଅଟାଓ୍ବା, ୧ା୬: ଆମେରିକାର ଟେକ୍ସାସ ସ୍କୁଲ ଗୁଳିକାଣ୍ଡରେ ୧୯ ଶିଶୁଙ୍କ ମୃତ୍ୟୁ ଘଟିବା ପରେ କାନାଡାରେ ବନ୍ଧୁକ କିଣାବିକା ନିୟନ୍ତ୍ରଣ ପାଇଁ ପାର୍ଲାମେଣ୍ଟରେ ପ୍ରସ୍ତାବ ଆଗତ ହୋଇଛି। କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଦେଶରେ ହ୍ୟାଣ୍ଡ୍ଗନ୍ ମାଲିକାନା ଉପରେ ରୋକ ସହ…
‘ମୋତେ ଭାରତ ପଠାଇଦିଅ’
ଇସ୍ଲାମାବାଦ୍, ୧ା୬: ‘ଭଲ ଭାବେ ବଞ୍ଚିବା ପ୍ରତିଶ୍ରୁତି ପାଇ ଦେଶ ବିଭାଜନବେଳେ ଭାରତରୁ ପାକିସ୍ତାନ ଆସିଥିଲି। କିନ୍ତୁ ନିଜ ଘର ମାଫିଆଙ୍କ କବଳରୁ ମୁକୁଳାଇବା ପାଇଁ ୩୫ ବର୍ଷ ହେଲା କୋର୍ଟ ଧାଉଁଛି। ଯଦି ଏହି ଦେଶରେ ମୋତେ ମୋର ଘର…
ଆଉ ୨ ଯୁଦ୍ଧ ଅପରାଧୀଙ୍କୁ ୧୧ ବର୍ଷ ଜେଲ
କିଭ୍, ୧ା୬: ୟୁକ୍ରେନ୍ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ ଆଲେକଜାଣ୍ଡର ବବିକିନ୍ ଏବଂ ଆଲେକଜାଣ୍ଡର ଇଭାନୋଭ୍। ଅନ୍ତର୍ଜାତୀୟ ଯୁଦ୍ଧ ଆଇନର ଉଲ୍ଲଂଘନ ସହ ସେମାନେ…
‘ସେମାନେ ରୁଷୀୟଙ୍କୁ ଘୃଣା କରନ୍ତି’
ମସ୍କୋ, ୧ା୬: ରୁଷିଆରୁ ତୈଳ ଆମଦାନୀ ବ୍ୟାନ୍ କରିବା ନେଇ ଇୟୁର ସଦ୍ୟ ନିଷ୍ପତ୍ତି ପରେ ମସ୍କୋ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ରୁଷୀୟ ନାଗରିକଙ୍କ ପାଇଁ ଘୃଣା ମନୋଭାବ ରଖି ଏପରି କରାଯାଉଛି। ସାଧାରଣ ଲୋକେ ଏହା ଦ୍ୱାରା ପ୍ରଭାବିତ…
୯୦% ତୈଳ ଆମଦାନୀ ବନ୍ଦ କରିବ ଇୟୁ
ବ୍ରସେଲ୍ସ, ୧ା୬: ୟୁକ୍ରେନ୍ ଉପରେ ଆକ୍ରମଣ ରୁଷିଆ ପାଇଁ ଆହୁରି ମହଙ୍ଗା ହେବାକୁ ଯାଉଛି। ରୁଷିଆ ଏହା ପୂର୍ବରୁ ଆମେରିକା ଓ ୟୁରୋପୀୟ ସଂଘ(ଇୟୁ) ପକ୍ଷରୁ ଲଗାଯାଇଥିବା କଟକଣା ଭୋଗୁଥିବାବେଳେ ଏବେ ଏହାର ଅର୍ଥନୀତି ଆହୁରି ବିପର୍ଯ୍ୟସ୍ତ ହେବାକୁ ଯାଉଛି। ଏକ…
Archives


