ଅନ୍ତର୍ଜାତୀୟ

ଇତିହାସ ରଚିଲେ ହରପ୍ରୀତ

ଲଣ୍ଡନ,୫ା୧: ଭାରତୀୟ ବଂଶୋଦ୍ଭବ ବ୍ରିଟିଶ୍‌ ଶିଖ୍‌ ହରପ୍ରୀତ ଚଣ୍ଡୀ ଇତିହାସ ରଚିଛନ୍ତି। ବ୍ରିଟେନ ସେନା ଅଧିକାରୀ ତଥା ଫିଜିଓଥେରାପିଷ୍ଟ ହରପ୍ରୀତ ପ୍ରଥମ ଅଶ୍ୱେତ ମହିଳା ଭାବେ ବିନା କାହାରି ସମର୍ଥନ ଓ ସହାୟତାରେ ଏକାକୀ ଦକ୍ଷିଣ ମେରୁରେ ଟ୍ରେକିଂ କରିଛନ୍ତି।...

ବିଲିୟନେୟାର ଏଲିଜାବେଥ୍‌ ଦୋଷୀ

ସାନ୍‌ ଫ୍ରାନ୍ସିସ୍‌କୋ, ୫ା୧: ଆମେରିକୀୟ ହେଲ୍‌ଥକେୟାର କମ୍ପାନୀ ଥେରାନୋସ୍‌ର ପ୍ରତିଷ୍ଠାତା ତଥା ଯୁବ ବିଲିୟନେୟାର ଏଲିଜାବେଥ୍‌ ହୋମସ୍‌ ନିବେଶକଙ୍କୁ ଠକିବା ମାମଲାରେ ସୋମବାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଶରୀରରେ ଥିବା ସମସ୍ତ ରୋଗର ଗମ୍ଭୀରତା ଜାଣିବା ନିମନ୍ତେ ରକ୍ତ ପରୀକ୍ଷା...

ମାସ୍କ ଚେକିଂ ବେଳେ ଧରାପଡ଼ିଲେ ୨୦ ବର୍ଷ ତଳର ହତ୍ୟାକାରୀ

ଓ୍ବାର୍ସ,୫।୧: ମାସ୍କ ନ ପିନ୍ଧିଥିବାରୁ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବା ପରେ ୨୦ ବର୍ଷ ତଳର ଏକ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ଏଭଳି ଘଟଣା ଘଟିଛି ପୋଲାଣ୍ଡର ଓ୍ବାର୍ସ ସହରରେ। ବେଇଲାନି ଅଞ୍ଚଳରେ ମାସ୍କ ପିନ୍ଧି ନ ଥିବାରୁ ଜଣେ...

ବାର୍ଷିକ ବିକ୍ରିରେ ମର୍ସିଡିଜକୁ ପଛରେ ପକାଇଲା ବିଏମ୍‌ଡବ୍ଲ୍ୟୁ

ମ୍ୟୁନିକ(ଜର୍ମାନୀ),୪।୧: ୨୦୨୧ରେ ବର୍ଷକୁ ପ୍ରିମିୟମ କାର ବିକ୍ରିରେ ମର୍ସିଡିଜ-ବେଞ୍ଜକୁ ପଛରେ ପକାଇ ଦେଇଛି ବିଏମ୍‌ଡବ୍ଲ୍ୟୁ। ୨୦୧୫ ପରେ ପ୍ରଥମ ଥର ପାଇଁ ବାର୍ଷିକ ବିକ୍ରିରେ ବିଏମ୍‌ଡବଲ୍‌ୟୁ ଏହି ବିଜୟ ହାସଲ କରିଛି। “ଗର୍ବର ସହ ଘୋଷଣା କରୁଛି ଯେ, ୨୦୨୧ରେ...

କନଷ୍ଟ୍ରକଶନ୍‌ ସାଇଟ୍‌ରେ ଧସିଲା ମାଟି, ୧୪ ମୃତ

ବେଜିଂ, ୪ା୧: ଚାଇନାର ଗୁଇଝୌ ପ୍ରଦେଶ ବିଜିଇ ସହରରେ ଭୂସ୍ଖଳନ ଯୋଗୁ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏକ କନଷ୍ଟ୍ରକଶନ୍‌ ସାଇଟ୍‌ରେ ମାଟି ଧସିବା ଯୋଗୁ ବହୁ ସଂଖ୍ୟାରେ ଲୋକ ଏଥିରେ ପୋତି ହୋଇଯାଇଥିଲେ। ମଙ୍ଗଳବାର ସୁଦ୍ଧା ୧୭ ଜଣଙ୍କୁ...

ଚାଇନାରେ ଲକ୍‌ଡାଉନ୍‌, ୟୁଝାଉରେ ୧୦ ଲକ୍ଷ ଲୋକ ଘରେ ବନ୍ଦ…

ବେଜିଂ, ୪।୧ : ଚାଇନାରେ ପୁଣି କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ହେନାନ୍‌ ପ୍ରଦେଶର ୟୁଝାଉ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍‌ ଜାରି ହୋଇଛି। ଫଳରେ ସହରର ୧୦ ଲକ୍ଷରୁ...

ଆଣବିକ ଅସ୍ତ୍ର ପରସ୍ପର ଉପରେ ପ୍ରୟୋଗ ପାଇଁ ନୁହେଁ, ୫ ମହାଶକ୍ତିଙ୍କ ମିଳିତ ଘୋଷଣା…

ଓ୍ବାଶିଂଟନ, ୪।୧ : ୟୁରୋପ ଏବଂ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବିଶ୍ୱର ୫ ମହାଶକ୍ତି ମିଳିତ ଭାବେ ସେମାନଙ୍କର ଆଣବିକ ଅସ୍ତ୍ର ସମ୍ବନ୍ଧରେ ଏକ ବଡ଼ ବିବୃତି ଦେଇଛନ୍ତି। ଏହି ଦେଶଗୁଡିକ ଘୋଷଣା କରିଛନ୍ତି ଯେ ସେମାନଙ୍କର ପରମାଣୁ...

କେନିଆ ଜୀବାଶ୍ମ ବିଜ୍ଞାନୀ ରିଚାର୍ଡ ଲିକିଙ୍କ ପରଲୋକ

ନାଇରୋବି, ୪ା୧: ସାରା ବିଶ୍ୱରେ ପରିଚିତ କେନିଆର ଜୀବାଶ୍ମ ବିଜ୍ଞାନୀ ତଥା ସଂରକ୍ଷଣବାଦୀ ରିଚାର୍ଡ ଲିକିଙ୍କର ପରଲୋକ ହୋଇଛି। ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଏ ନେଇ କେନିଆ ରାଷ୍ଟ୍ରପତି ଉହୁରୁ କେନ୍ୟାଟ୍ଟା ରବିବାର ସୂଚନା ଦେଇଛନ୍ତି। ସେ...

ଫ୍ରାନ୍ସରେ ମିଳିଲା କରୋନାର ଆଉ ଏକ ନୂଆ ଭାରିଏଣ୍ଟ: ବି.୧.୬୪୦.୨.

ପ୍ୟାରିସ,୪ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟର ଭୟାବହତା କମ୍ ହୋଇ ନ ଥିବା ବେଳେ ଏବେ ଫ୍ରାନ୍ସରେ ଆଉ ଏକ ନୂଆ ଭାରିଏଣ୍ଟ ଚିହ୍ନଟ କରାଯାଇଛି । ଏହାଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଲୋକ ସଂକ୍ରମିତ ହୋଇଛନ୍ତି ।...

ହଂକଂ ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ…

ବେଜିଂ, ୩।୧ : ହଂକଂର ବିଧାନ ପରିଷଦରେ ପ୍ରଥମ ଥର ପାଇଁ ଚାଇନା ଜାତୀୟ ସଙ୍ଗୀତ ଗାନ କରାଯାଇଛି। ଏହା ସହିତ ୯୦ ଜଣ ସଦସ୍ୟ ଶପଥ ପାଠ କରିଛନ୍ତି। ଏହି ଶପଥ ଗ୍ରହଣ ଉତ୍ସବ ଲେଗକୋ କମ୍ପ୍ଲେକ୍ସ୍‌ ଚ୍ୟାମ୍ବରରେ...

୨୪ ଘଣ୍ଟାରେ ୨୦୦୦ ବିମାନ ବାତିଲ

ଓ୍ବାଶିଂଟନ,୩ା୧: କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ କାୟା ବିସ୍ତାର କରି ଚାଲିଛି। କରୋନା ବୃଦ୍ଧି ହେତୁ ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ ୨ ହଜାର ବିମାନ ବାତିଲ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ, ରବିବାର ସକାଳେ ଆମେରିକାର...

ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ସ୍ତ୍ରୀଙ୍କ କାର୍‌ ଉପରକୁ ଗୁଳିମାଡ

ଇସଲାମାବାଦ,୩।୧:ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ସ୍ତ୍ରୀ ରେହମ ଖାନଙ୍କ କାର ଉପରେ ଅଜ୍ଞାତ ଲୋକମାନେ ଆକ୍ରମଣ କରିଛନ୍ତି। ରେହମ ଖାନ ନିଜେ ଟୁଇଟ କରି ଏହି ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ରେହମ ଖାନଙ୍କ ଅନୁଯାୟୀ, ସେ ଭଣଜାଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri