ତାଲିବାନ ନେତାଙ୍କୁ ଭେଟିଲା ଭାରତୀୟ ପ୍ରତିନିଧି ମଣ୍ଡଳ
କାବୁଲ,୨।୬: ଗତ ବର୍ଷ ଅଗଷ୍ଟ ପରଠାରୁ ତାଲିବାନ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ଭାରତୀୟ ପ୍ରତିନିଧୀ ଦଳ ଗୁରୁବାର କାବୁଲରେ ପହଞ୍ଚିଛନ୍ତି। ଭାରତୀୟ ବରିଷ୍ଠ କୂଟନୈତିକ ଦଳ କାବୁଲରେ ପହଞ୍ଚିବା ପରେ ତାଲିବାନର ବରିଷ୍ଠ ସଦସ୍ୟଙ୍କୁ ଭେଟିଛନ୍ତି। ଏହି…
ୟୁକ୍ରେନରେ ରୁଷିଆ ସେନାର ଜୋର୍ଦାର ଆକ୍ରମଣ
କିଭ୍,୨ା୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୩ ମାସ ଅତିକ୍ରମ କରିଥିଲେ ମଧ୍ୟ ଶେଷ ହେବାର ନାଁ ନେଉନି। ଆଗାମୀ ଦିନରେ, ଏହି ଯୁଦ୍ଧର ଫଳାଫଳ କ’ଣ ହେବ ତାହା ମଧ୍ୟ କହି ହେଉନାହିଁ। ରୁଷିଆ ସୈନ୍ୟମାନେ ଦକ୍ଷିଣ ଏବଂ ପୂର୍ବ…
୩ ଭାଗ ହୋଇଯିବ ପାକିସ୍ତାନ, ଇମ୍ରାନ୍ଙ୍କ ଚେତାବନୀ…
ଇସଲାମାବାଦ୍, ୨।୬ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ ଯଦି ବର୍ତ୍ତମାନର ଶାହବାଜ ସରିଫ ସରକାର ସଠିକ ନିଷ୍ପତ୍ତି ନ ନିଅନ୍ତି ତେବେ ଦେଶ ତିନି ଭାଗରେ ବିଭକ୍ତ ହୋଇଯିବ। ଏଥିସହ ସେ କହିଛନ୍ତି…
ତାଲିବାନ ଶାସନରେ ଆଫଗାନିସ୍ତାନ ପହଞ୍ଚିଲେ ଭାରତୀୟ ଅଧିକାରୀ
କାବୁଲ, ୨।୬ : ତାଲିବାନ ଶାସନରେ ପ୍ରଥମ ଥର ପାଇଁ ଭାରତୀୟ ଅଧିକାରୀଙ୍କ ଏକ ଦଳ ଆଫଗାନିସ୍ତାନରେ ପହଞ୍ଚିଛି। ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଆଶ୍ୱାସନା ପରେ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଏକ ଟିମ କାବୁଲରେ ପହଞ୍ଚିଛନ୍ତି।…
ଚାଇନାର ୨୫ ଶତ୍ରୁଙ୍କ ସହିତ ସର୍ବବୃହତ୍ ଯୁଦ୍ଧାଭ୍ୟାସ କରିବେ ଆମେରିକା-ଭାରତ…
ନୂଆଦିଲ୍ଲୀ/ଓ୍ବାଶିଂଟନ/ବେଜିଂ/ଟୋକିଓ, ୨।୬ : ତାଇୱାନରୁ ଲଦାଖ ପର୍ଯ୍ୟନ୍ତ ବିସ୍ତାରବାଦୀ ନୀତି ଆପେଣଉଥିବା ଚାଇନାକୁ ଘେରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ୱାଡ୍ ସଦସ୍ୟ ଦେଶମାନଙ୍କ ସହିତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦକ୍ଷିଣ ଚାଇନା ସାଗର ନିକଟରେ ଆମେରିକା ବିଶ୍ୱର ସର୍ବ ବୃହତ…
ହଜ୍ ଯାତ୍ରା କରିବେନି ଶ୍ରୀଲଙ୍କା ମୁସଲମାନ…
କଲମ୍ବୋ, ୨।୬ : ସ୍ବାଧୀନତା ପରଠାରୁ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ମହିନ୍ଦା ରାଜପକ୍ଷେଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ହୋଇଥିବା ରାନିଲ ବିକ୍ରମସିଙ୍ଘେ ଦେଶକୁ ଏହି ସଙ୍କଟ ଜନକ ସ୍ଥିତିରୁ ବାହାର କରିବା ପାଇଁ କ୍ରମାଗତ ଭାବରେ…
ଯୁଦ୍ଧରେ ପ୍ରତିଦିନ ୧୦୦ ୟୁକ୍ରେନ୍ ସୈନ୍ୟଙ୍କ ମୃତ୍ୟୁ ଘଟୁଛି, ଜିତି ପାରିବନି ରୁଷିଆ, କହିଲେ ଜେଲେନସ୍କି…
କ୍ୱିଭ୍, ୨।୬ : ରୁଷିଆ-ୟୁକ୍ରେନ ଯୁଦ୍ଧ ଜାରି ରହିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ପ୍ରତିଦିନ ଅତି କମରେ ୬୦ ରୁ ୧୦୦ ୟୁକ୍ରେନ ସୈନିକଙ୍କର ମୃତ୍ୟୁ ଘଟୁଛି। ସେହିପରି ପ୍ରତିଦିନ ୫୦୦ ପାଖାପାଖି ସୈନ୍ୟ ଆହତ…
‘ନିଆଁରେ ଘିଅ ଢାଳୁଛି ଆମେରିକା’
କିଭ୍,୨ା୬: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ଏବଂ ଜର୍ମାନୀ ୟୁକ୍ରେନକୁ କିଛି ଉନ୍ନତଧରଣର ଅସ୍ତ୍ରଶସ୍ତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି।ଏହା ଦ୍ୱାରା ୟୁକ୍ରେନ୍ ଆହୁରି ଶକ୍ତିଶାଳୀ ହେବ। ଜର୍ମାନୀ ଏବଂ ଆମେରିକା ଯୋଗାଣ କରିବାକୁ ଥିବା ଅସ୍ତ୍ରଶସ୍ତ୍ର ବିମାନକୁ ଗୁଳି…
ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଲା…
ବାଗଦାଦ୍, ୨।୬ : ଇରାକ ବର୍ତ୍ତମାନ ଏକ ଭୟଙ୍କର ମରୁଡ଼ି ପରିସ୍ଥିତି ଦେଖାଦେଇଛି। ଯେଉଁଥିପାଇଁ ଦେଶର ବୃହତ୍ତମ ଜଳାଶୟ ଶୁଖିଯାଇଛି। ଏହି ଜଳାଶୟ ଶୁଖିବାରୁ ୩୪୦୦ ବର୍ଷ ପୁରାତନ ସହରର ସନ୍ଧାନ ମିଳିଛି। ଇରାକର ଏହି ପ୍ରାଚୀନ ସହର ଏକଦା ଉତ୍ତର…
ଆତଙ୍କବାଦୀଙ୍କ ପାଖରେ ଜୈବିକ-ଆଣବିକ ଅସ୍ତ୍ରଶସ୍ତ୍ର, ଜାତିସଂଘରେ ଭାରତର ଚେତାବନୀ…
ଓ୍ବାଶିଂଟନ,୨।୬: ଆତଙ୍କବାଦୀମାନଙ୍କ ପାଖରେ ଆଣବିକ,ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି। ସେମାନେ ଏହାକୁ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ବ୍ୟବହାର କରିବାର ଯଥେଷ୍ଟ ଆଶଙ୍କା ରହିଛି। ଏନେଇ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାରତ ଚେତାବନୀ ଦେଇଛି। ଜାତିସଂଘରେ ଅବସ୍ଥାପିତ…
ଆମେରିକାରେ ପୁଣି ଗୁଳିକାଣ୍ଡ, ହସ୍ପିଟାଲ ପରିସରରେ ୪ ମୃତ…
ଓ୍ବାଶିଂଟନ, ୨।୬ : ପୁଣି ଥରେ ଆମେରିକାରେ ଗୁଳିକାଣ୍ଡ ଘଟଣା ଘଟିଛି। ଏଥର ଓକଲାହୋମାର ତୁଲସା ସହରର ସେଣ୍ଟ ଫ୍ରାନ୍ସିସ ହସ୍ପିଟାଲ କମ୍ପ୍ଲେକ୍ସରେ ଥିବା ନୈଟାଲୀ ବିଲଡିଂରେ ଏହି ଗୁଳିକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତୁଲସା ପୋଲିସର…
ଫେସବୁକ୍ ସିଓଓ ପଦରୁ ସାଣ୍ଡବର୍ଗଙ୍କ ଇସ୍ତଫା…
ଓ୍ବାଶିଂଟନ, ୨।୬ : ଫେସବୁକ ଏବଂ ଏହାର ପ୍ୟାରେଣ୍ଟ କମ୍ପାନୀ ମେଟାର ଚିଫ୍ ଅପରେଟିଂ ଅଫିସର (ସିଓଓ) ଶେରିଲ ସାଣ୍ଡବର୍ଗ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ବୁଧବାର ମଧ୍ୟ ନିଶ୍ଚିତ କରିଛି। ତେବେ ଶେରିଲଙ୍କ କମ୍ପାନୀ ଛାଡିବାର କାରଣ ଏପର୍ଯ୍ୟନ୍ତ…
Archives


