ଦ୍ୱିତୀୟ ଥର ବିଫଳ ହେଲା ନାସାର ଚନ୍ଦ୍ର ମିଶନ…

ଓ୍ବାଶିଂଟନ, ୩।୯ : କ୍ରମାଗତ ଦ୍ୱିତୀୟଥର ପାଇଁ ନାସାର ଚନ୍ଦ୍ର ମିଶନ ବିଫଳ ହୋଇଛି। ରକେଟ ଇଞ୍ଜିନରେ କେତେକ ତ୍ରୁଟି ଯୋଗୁ ଶେଷ ମୁହୁର୍ତ୍ତରେ ମିଶନକୁ ବନ୍ଦ କରି ଦିଆଯାଇଛି। ଇଞ୍ଜିନରୁ ଇନ୍ଧନ ଲିକ୍‌ ହେଉଥିବା ଜଣାପଡ଼ିବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ନାସା ଚନ୍ଦକୁ ମଣିଷ ପଠାଇବା ପୂର୍ବରୁ ଏକ ପରୀକ୍ଷଣ ଅନ୍ତର୍ଗତ ଏହି ରକେଟ ଉତ୍‌କ୍ଷେପଣ କରାଯିବାର ଥିଲା। ଏବେ ଇନ୍ଧନରେ ପରିବର୍ତ୍ତନ କରାଯାଇ ପରେ ପୁଣି ଆର୍ଟିମିସ୍‌-୧ ଲୁନାର ମିଶନ ପାଇଁ ନୂଆ ତାରିଖ ଏବଂ ସମୟ ଘୋଷଣା କରାଯିବ।

ଏହି ରକେଟକୁ ନାସାର କେନେଡ଼ି ସ୍ପେସ୍‌ ସେଣ୍ଟରର ଲଞ୍ଚ ପ୍ୟାଡରେ ରଖାଯାଇଛି। ଏହାର ଲମ୍ବ ୩୨୨ ଫୁଟ(୯୮ ମିଟର)। ଏହାର ଶୀର୍ଷରେ ଥିବା ସ୍ପେସ୍‌ କ୍ରୁ କ୍ୟାପସୁଲ ଖାଲି ରହିଛି।

ଏହି ମିଶନ ସଫଳ ହେଲେ ୫୦ ବର୍ଷ ତଳେ ଆପୋଲୋ ପରୀକ୍ଷଣ ପରେ ଏହା ଚନ୍ଦ୍ର ପଠାଯାଉଥିବା ପ୍ରଥମ କ୍ୟାପସୁଲ୍‌ ହେବ। ମିଶନ ସଫଳ ହେଲେ ୨୦୨୪ରେ ଯାତ୍ରୀମାନେ କ୍ରୁ କ୍ୟାପସୁଲରେ ବସି ଚନ୍ଦ୍ର ଚାରିପଟେ ଉଡ଼ିପାରିବେ। ସେହିପରି ୨୦୨୫ରେ ଚନ୍ଦ୍ର ଉପରେ ଓହ୍ଲାହି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାରୀଙ୍କଠାରୁ ରକ୍ଷା ପାଇବା ପାଇଁ ୩୦ ଫୁଟ ଉଚ୍ଚରୁ ଡେଇଁଲେ ଯୁବତୀ, ଆଉ ତା’ ପରେ…

ସେଣ୍ଟପିଟର୍ସବର୍ଗ,୧୫।୪: ଋଷିଆରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବତୀ ନିଜକୁ ବଞ୍ଚାଇବା ପାଇଁ ୩୦ ଫୁଟ ଉପରୁ ଡେଇଁ ପଡ଼ିଛନ୍ତି। ଏହି ଯୁବତୀଙ୍କ...

ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିରେ ୧୩ ମୃତ

ମିନାଟିଟଲାନ୍‌,୨୧ା୪(ଏଏଫ୍‌ପି): ମେକ୍ସିକୋର ଭେରାକ୍ରୁଜ୍‌ରେ ଅଜ୍ଞାତ ବନ୍ଧୁକଧାରୀଙ୍କ ଗୁଳିମାଡରେ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସାଧାରଣ ନିରାପତ୍ତା ସେକ୍ରେଟେରିଏଟ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବନ୍ଧୁକଧାରୀମାନେ ମିନାଟିଟଲାନ୍‌ସ୍ଥିତ...

ସଙ୍କଟରେ ଆର୍ଥିକ ସ୍ଥିତି: ଲେବାନନ୍‌ରେ ସାମୁହିକ ବିବାହକୁ ପସନ୍ଦ କରୁଛନ୍ତି ଲୋକେ

ଜେରୁଜେଲମ୍‌,୧୨।୧୦: ଇସ୍ରାଏଲ୍‌ ସହିତ ୨୦୦୬ଠାରୁ ଲେବାନନ୍‌ର ଗୃହଯୁଦ୍ଧ ଲାଗି ରହିଛି। ଫଳରେ ଲେବାନନ୍‌ର ଆର୍ଥିକ ସ୍ଥିତି ଏବେ ସଙ୍କଟ ଜନକ ହୋଇଛି। ଲୋକଙ୍କ ପାଖରେ ଟଙ୍କା...

ମଦିନାରେ ବସ୍‌ ଦୁର୍ଘଟଣା:ଜଣେ ଭାରତୀୟଙ୍କ ସମେତ ୩୫ ମୃତ

ରିୟାଧ,୧୮-୧୦(ଏଏଫ୍‌ପି):ସୌଦି ଆରବର ମଦିନା ସହରରେ ସଡ଼କ ଦୁର୍ଘଟଣାରେ ୩୫ ବିଦେଶୀ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଭାରତୀୟ ଅଛନ୍ତି। ତାଙ୍କ ସ୍ତ୍ରୀ ମଧ୍ୟ ଆହତ...

ଖାର୍କିଭ ଦଖଲ ଲକ୍ଷ୍ୟରେ ରୁଷିଆ, ନଷ୍ଟକଲା ଆମେରିକା-ୟୁରୋପୀୟ ଅସ୍ତ୍ର ଭଣ୍ଡାର

କ୍ୱିଭ,୮ ।୫: ମାରିଉପୋଲକୁ ନିଜ କବଜାକୁ ଆଣିବା ପରେ ଏବେ ରୁଷିଆ ସେନାଙ୍କ ଲକ୍ଷ୍ୟରେ ରହିଛି ଡୋନେସ୍କ, ଲୁହାଂନ୍ସ ଓ ଖାର୍କିଭ । ଖାର୍କିବ ଦଖଲ...

ଫେରୁଛି କରୋନା: ବେଜିଂ ସମେତ ଚାଇନାର ଅଧିକାଂଶ ଅଞ୍ଚଳରେ ବଢୁଛି ସଂକ୍ରମଣ

ବେଜିଂ,୨୪ ।୧୦: ଚାଇନର ରାଜଧାନୀରେ ଶନିବାର ୧୯ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ପୁଣିଥରେ କରୋନାକୁ ନେଇ ଚିନ୍ତା ବଢି ଯାଇଛି ।...

କର୍କଟରେ ଆକ୍ରାନ୍ତ ଶିଶୁ ଲାଗି ରଙ୍ଗିନ ପୋଷାକ ପିନ୍ଧି ନାଚିଲେ ଡାକ୍ତର: ଭିଡିଓ ଭାଇରାଲ

କର୍କଟ ଏକ ଗମ୍ଭୀର ରୋଗ। ଏହି ରୋଗରେ ଆକ୍ରାନ୍ତଙ୍କ ମନୋବଳ ବଢ଼ାଇବା ସହ ତାଙ୍କୁ ଖୁସି ରଖିବା ନିତାନ୍ତ ଜରୁରୀ। ତେବେ ଏହି କଥାକୁ ବୁଝିଛନ୍ତି,...

ଘନେଇଲା ଯୁଦ୍ଧ ଆଶଙ୍କା, ୟୁକ୍ରେନ୍‌ ଉପରେ ବୁଧବାର ଆକ୍ରମଣ ପାଇଁ ରୁଷିଆର ଯୋଜନା…

ମସ୍କୋ, ୧୨।୨ : ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ଉପରେ ବୁଧବାର...

Advertisement
Archives

Model This Week