ପୃଥିବୀ ମାନଚିତ୍ରରୁ ଆମକୁ ପୋଛି ଦେବାକୁ ଚେଷ୍ଟା କରୁଛି ରୁଷିଆ: ଜେଲେନସ୍କି

କିଭ୍‌,୧୦।୧୦: କ୍ରିମିଆରୁ ରୁଷିଆକୁ ସଂଯୋଗ କରୁଥିବା ଏକ ବ୍ରିଜ୍‌କୁ ୟୁକ୍ରେନ୍‌ ସେନା ସୋମବାର ଉଡାଇଦେବା ପରେ ରୁଷିଆ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇପଡିଛି। ରୁଷିଆ ସୋମବାର ୟୁକ୍ରେନର ଅନେକ ଆବାସିକ ଅଞ୍ଚଳରେ ୭୫ଟି କ୍ଷେପଣାସ୍ତ୍ର ମାଡ କରିଛି।
କିଭ୍‌ର ମେୟର ଭିଟାଲୀ କ୍ଲିଚକୋ ଦାବି କରିଛନ୍ତି, ସକାଳ ପ୍ରାୟ ୮ଟାରୁ କିଭ୍‌ରେ ଥିବା ଅଟ୍ଟାଳିକା ଉପରେ କଳା ଧୂଆଁ ଦେଖାଯାଉଛି। ଏକାସାଙ୍ଗରେ ବିସ୍ଫୋରଣର ଶବ୍ଦ ଆସୁଛି। ରୁଷିଆର କ୍ଷେପଣାସ୍ତ୍ର ମାଡ଼ ଉପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି, ୟୁକ୍ରେନ ସହରରେ ହୋଇଥିବା ବିସ୍ଫୋରଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି। ରୁଷିଆ ଆମକୁ ପୃଥିବୀ ମାନଚିତ୍ରରୁ ପୋଛିଦେବାକୁ ଚେଷ୍ଟା କରୁଛି।
ସୂଚନାଯୋଗ୍ୟ, ଜାପୋରିଜିଆ ସହରରେ ଲୋକମାନେ ଶୋଇଥିବାବେଳେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ଏହି ଆକ୍ରମଣ ଯୋଗୁ ଅଧିକାଂଶ ସହର ଧ୍ୱଂସସ୍ତୂପରେ ପରିଣତି ହୋଇଛି। ଆକାଶ ମାର୍ଗରୁ ଲଗାତର ବୋମା ବର୍ଷଣ ହେଉଥିବାରୁ ଲୋକମାନଙ୍କୁ ଆଶ୍ରୟସ୍ଥଳରେ ରହିବା ପଇଁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କ ଘରୁ ମିଳିଲା ୩,୭୮୭ ଖଣ୍ଡ ମଣିଷ ହାଡ଼

ମେକ୍ସିକୋ ସିଟି,୨୫।୬: ମେକ୍ସିକୋ ସହର ବାହାର ଅଞ୍ଚଳରେ ଏକ ସନ୍ଦିଗ୍ଧ ହତ୍ୟାକାରୀଙ୍କ ଘର ଚଟାଣ ଖୋଳା ହେବାରୁ ମିଳିଛି ୩,୭୮୭ ଖଣ୍ଡ ହାଡ଼। ଏହା ୧୭...

ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀଙ୍କ ଦରମା କେତେ ଜାଣନ୍ତି

ଲଣ୍ଡନ,୮।୯: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଲିଜ ଟ୍ରସ। ରାଣୀ ଏଲିଜାବେଥ ଦ୍ୱିତୀୟ ଲିଜ ଟ୍ରସଙ୍କୁ ଶପଥ ପାଠ କରାଇଛନ୍ତି। ଭାରତୀୟ ବଂଶୋଦ୍ଭବ...

ବନ୍ଧୁକ ସଂସ୍କୃତି ବିରୋଧରେ ପ୍ରଦର୍ଶନ, ବାଇଡେନ୍‌ଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୧୨।୬ : ଦୁଇ ଦଶନ୍ଧି ମଧ୍ୟରେ ଆମେରିକାରେ ବହୁ ଗୁଳିକାଣ୍ହ ଘଟିଛି। ଏହାକୁ ନେଇ ଆମେରିକାର ନାଗରିକମାନେ ବନ୍ଧୁକ ସଂସ୍କୃତି ବିରୋଧରେ ଏକଜୁଟ ହୋଇଛନ୍ତି।...

ରେଷ୍ଟୁରାଣ୍ଟରେ ଅଗ୍ନିକାଣ୍ଡ, ୧୭ ଜୀବନ୍ତ ଦଗ୍ଧ…

ବେଜିଂ, ୨୮।୯ : ଚାଇନାର ପୂର୍ବାଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ୧୭ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବା...

୭ମ ଥର ବାପା ହେଲେ ବିଶ୍ୱର ୧ ନମ୍ବର ଧନୀ ବ୍ୟକ୍ତି

ନ୍ୟୁୟର୍କ,୧୧।୩: ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି ଏଲୋନ ମସ୍କ ଏବଂ ହଲିଉଡ୍‌ର ପ୍ରସିଦ୍ଧ ଗାୟିକା ଗ୍ରିମସ ପୁଣି ଥରେ ମାତାପିତା ହୋଇଛନ୍ତି। ସରୋଗେସି ମାଧ୍ୟମରେ...

୪୭ ଆତଙ୍କବାଦୀ ନିହତ

କାଏରୋ,୧୭।୫: ଇଜିପ୍ଟର ସିନାଇ ଅଞ୍ଚଳରେ ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରୁ ୫୨ ଜଣଙ୍କ ପ୍ରାଣହାନି ଘଟିଛି। ୪୭ ଆତଙ୍କବାଦୀ ନିହତ...

ବଦଳିଥିବା ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ, ୪ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍‌ ଏକ ବଡ଼ ଘୋଷଣା କରିଥିଲେ। ଦେଶର ଜାତୀୟ ସଙ୍ଗୀତକୁ ଆହୁରି ସ୍ବତନ୍ତ୍ର କରିବାକୁ...

ମଣିପୁର-ନେପାଳରେ ଭୂକମ୍ପ…

ଇମ୍ଫାଲ/କାଠମାଣ୍ଡୁ,୨୫।୭ : ସୋମବାର ସକାଳ ପ୍ରାୟ ୫ଟା ୫୨ ସମୟରେ ଭାରତର ମଣିପୁର ଏବଂ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି। ଥିଲା। ରିକ୍ଟର ସ୍କେଲରେ ଏହାର...

Advertisement
Archives

Model This Week