ନିରାଶ ହୋଇପଡିଲେଣି ୟୁକ୍ରେନ ରାଷ୍ଟ୍ରପତି
କ୍ୱିଭ,୧୮।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରୁଷିଆ ଆକ୍ରମଣରେ ହଜାର ହଜାର ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲରଦିମିର ଜେଲେନସ୍କି ଆକ୍ରମଣମାରୀ ରୁଷିଆ ବିରୋଧରେ ବାରମ୍ବାର ସାହାଯ୍ୟ ସହାୟତା ପାଇଁ ବିଶ୍ୱ...
ପାକିସ୍ତାନ ଉପରେ ୪୨,୭୪୫ ଶହ କୋଟିରୁ ଅଧିକ ଋଣ ବୋଝ…
ଇସଲାମାବାଦ୍, ୧୮।୪ : ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଉପରେ ଋଣ ବୋଝ ବଢ଼ିବାରେ ଲାଗିଛି। ଏବେ ପାକିସ୍ତାନର ମୋଟ ଋଣ ପରିମାଣ ୪୨,୭୪୫ ଶହ କୋଟି ଟଙ୍କାରେ ପହଞ୍ଚିଛି। ଏହା ସହିତ ପାକିସ୍ତାନର ନୂତନ ସରକାର ପୁଣି...
ଦକ୍ଷିଣ ଆଫ୍ରିକାରେ ହାହାକାର, ୪୪୩ ମୃତ-୪୦ ହଜାରରୁ ଅଧିକ ବେଘର…
କେପ୍ ଟାଉନ୍, ୧୮।୪ : ଦକ୍ଷିଣ ଆଫ୍ରିକା କରୋନା ବିପର୍ଯ୍ୟୟରୁ ମୁକୁଳିବାକୁ ପ୍ରୟାସ କରୁଥିବାବେଳେ ପୁଣି ଏକ ବିପଦ ଯୋଗୁ ସଙ୍କଟରେ ପଡ଼ିଛି। ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କ୍ୱାଜୁଲୁ-ନାଟାଲ ପ୍ରଦେଶ ଏବଂ ଡର୍ବାନରେ ବନ୍ୟାରେ...
ଯୁଦ୍ଧରେ ରୁଷିଆର ପୁଣି ଜଣେ ଜେନେରାଲଙ୍କ ମୃତ୍ୟୁ, ୮ ଜେନେରାଲ-୩୪ କର୍ନେଲଙ୍କ ଜୀବନ ଗଲାଣି…
ମସ୍କୋ/କ୍ୱିଭ୍, ୧୮।୪ : ୟୁକ୍ରେନ ଯୁଦ୍ଧ ରୁଷିଆ ପାଇଁ ଏବେ ଗଳାର କଣ୍ଟା ପାଲଟିଛି। ଯୁଦ୍ଧ ଯୋଗୁ ରୁଷିଆ ସବୁଆଡୁ ପ୍ରତିରୋଧର ସମ୍ମୁଖୀନ ହେବାରେ ଲାଗିଛି। ରୁଷିଆ କେବେ ବି ଭାବି ନ ଥିଲା ଯେ ୟୁକ୍ରେନ ଏପରି ଚ୍ୟାଲେଞ୍ଜ...
ରୁଷିଆକୁ ଚେତାବନୀ ଦେଲା ୟୁକ୍ରେନ୍!
କ୍ୱିଭ,୧୮ ।୪: ୟୁକ୍ରେନର ବୈଦେଶିକମନ୍ତ୍ରୀ ଦିମିତ୍ରୋ କୁଲେବା ମାରିୟୁପୋଲରେ ହୋଇଥିବା ଘଟଣାକୁ ହୃଦୟ ବିଦାରକ ଓ ଜଘନ୍ୟ ବୋଲି କହିଛନ୍ତି । ସେ କହିଛନ୍ତି ସେଠାରେ ରୁଷିଆର ଆକ୍ରମଣ ରହିବା ଏକ ‘ଲାଲ ରେଖା’ ସାବ୍ୟସ୍ତ ହୋଇପାରେ । ଯାହା...
୧୭୦ କୋଟି ଲୋକ ଭୋକିଲା ରହିବା ଆଶଙ୍କା, ରୁଷିଆ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ…
ଜେନେଭା, ୧୮।୪ : ୟୁକ୍ରେନ ସଙ୍କଟ ସମ୍ପର୍କରେ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ରୁଷିଆ ଏବଂ ୟୁକେନ୍ ଯୁଦ୍ଧ ଯୋଗୁ ପୃଥିବୀର ଏକ ପଞ୍ଚମାଂଶ ଅନାହାରରେ ଅଛନ୍ତି। ସେ କହିଛନ୍ତି...
ପିଟସ୍ବର୍ଗ ପାର୍ଟିରେ ଗୁଳି: ୨ ନିହତ, ୯ ଆହତ
ଓ୍ବାଶିଂଟନ୍, ୧୮ା୪: ଆମେରିକାର ପେନସିଲଭାନିଆସ୍ଥିତ ପିଟସ୍ବର୍ଗର ଏକ ଭଡ଼ାଘରେ ଶନିବାର ବିଳମ୍ବିତ ରାତିରେ ପାର୍ଟି ଚାଲିଥିବାବେଳେ ଗୁଳିକାଣ୍ଡ ଘଟିଛି। ଏଥିରେ ୨ ନାବାଳକ ନିହତ ଓ ୯ ଜଣ ଆହତ ହୋଇଥିବା ପିଟସ୍ବର୍ଗ ବ୍ୟୁରୋ ପୋଲିସ ପକ୍ଷରୁ କୁହାଯାଇଛି। ପୋଲିସ...
ବିକିରଣ ନିରୋଧୀ ଔଷଧ ମହଜୁଦ ରଖ
କିଭ୍, ୧୮ା୪: ୟୁକ୍ରେନ୍ ଯୁଦ୍ଧର ବିନାଶକାରୀ ଅନ୍ତ ଘଟାଇବାକୁ ରୁଷିଆ ନ୍ୟୁକ୍ଲିୟର ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ସାରା ବିଶ୍ୱକୁ ଏଥିପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ବିପୁଳ ମାତ୍ରାରେ ଆଣ୍ଟାଇ-ରେଡିଏଶନ ବା ବିକିରଣ ନିରୋଧୀ ଔଷଧ ରଖିବା ସହ ଏୟାର...
ଖାର୍କିଭରେ ଆପାର୍ଟମେଣ୍ଟକୁ ଟାର୍ଗେଟ କଲା ରୁଷିଆ ମିଶାଇଲ: ୫ ମୃତ ୧୩ ଆହତ
ଖାର୍କିଭ,୧୮ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ମାସେରୁ ଊର୍ଦ୍ଧ୍ୱ ସମୟ ହୋଇଗଲାଣି । ହେଲେ ଏହା ଥମିବାର କୌଣସି ଅଭାସ ମିଳୁନାହିଁ । ରୁଷିଆ ସେନା ଲଗାତାର ୟୁକ୍ରେନର ବିଭିନ୍ନ ସହରକୁ ଟାର୍ଗେଟ କରି ଚାଲିଛନ୍ତି । ଏପଟେ ୟୁକ୍ରେନ୍ ସେନା...
ପୁଣି ଚେତାବନୀ ଦେଲା ରୁଷିଆ
ମସ୍କୋ,୧୭।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ମାରିଉପୋଲରେ ୟୁକ୍ରେନ ସୈନିକମାନେ ଆତ୍ମସମର୍ପଣ ନ କଲେ ଧ୍ୱଂସ କରିଦେବୁ ବୋଲି ରୁଷିଆ ସେନା ଚେତାବନୀ ଦେଇଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ୟୁକ୍ରେନ ସୈନ୍ୟମାନଙ୍କୁ ରବିବାର ସ୍ଥାନୀୟ...
ମୁଁ ଭାରତ ବିରୋଧୀ ନୁହେଁ: ଇମ୍ରାନ
ଇସଲାମାବାଦ,୧୭ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଦୃଢ଼ ଭାବେ କହିଛନ୍ତି ଯେ, ଶେହବାଜ ଶରିଫଙ୍କ ନେତୃତ୍ୱାଧୀନ ସରକାର ତାଙ୍କୁ ଦେଶର ରାଜନୀତିରୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି। ଏହା ସହିତ ଇମ୍ରାନ ତାଙ୍କ ସରକାରକୁ ଟପିଯିବାର ଘଟଣାକୁ ଏକ...
ଆମେରିକାରେ ଥମୁନି ଗୁଳି ବର୍ଷଣ
ଓ୍ବାଶିଂଟନ,୧୭ା୪: ଆମେରିକାରେ ଗୁଳି ବିନିମୟ ଥମୁନାହିଁ। ରବିବାର ପୂର୍ବାହ୍ନରେ ଆମେରିକାର ପିଟସବର୍ଗ ସହରରେ ଗୁଳି ବିନିମୟରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ପୂରା ଘଟଣାର ସବିଶେଷ ତଥ୍ୟ ଦେଇ ପିଟ୍ସବର୍ଗ ପୋଲିସ କହିଛି,...
Archives


