ଅନ୍ତର୍ଜାତୀୟ

ରୁଷିଆରେ ଯୁଦ୍ଧର ପ୍ରଭାବ: ଦେଖାଦେଲାଣି ଚିକିତ୍ସା ଉପକରଣ ଅଭାବ

କ୍ୱିଭ୍‌,୨୦ା୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବାବେଳେ ଉଭୟଙ୍କୁ ମଧ୍ୟ ଏହାର ଭାର ବହନ କରିବାକୁ ପଡ଼ିବ। ଏହି ଯୁଦ୍ଧର ପ୍ରଭାବ ରୁଷିଆର ମଧ୍ୟ ସ୍ପଷ୍ଟ ଦେଖାଯାଉଛି। କହିବାକୁ ଗଲେ ରୁଷିଆ ହାତରେ, ଯେଉଁଠାରେ...

ଚାଇନା ସାଗରରେ ଟ୍ରାଫିକ୍‌ ଜାମ୍‌…

ବେଜିଂ, ୨୦।୪ : ଚାଇନାରେ କରୋନା ପୁଣି କରୋନା ସଂକ୍ରମଣ ଯୋଗୁ ଏହାର ଆର୍ଥିକ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ରାଜଧାନୀ ସାଂଘାଇରେ ସର୍ବାଧିକ କ୍ଷତି ଘଟିଛି। କରୋନା ଯୋଗୁ ସାଂଘାଇରେ ଗତ ଏକ ମାସ ଧରି ଲକ୍‌ଡାଉନ୍‌...

ଡୋନବାସର ପ୍ରାକୃତିକ ସମ୍ପଦ ଉପରେ ରୁଷିଆ ନଜର, ୟୁକ୍ରେନ୍‌ ହେବ ଦୁଇଭାଗ !…

ମସ୍କୋ/କ୍ୱିଭ୍‌, ୨୦।୪ : ଗତ ଦୁଇ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଶୀଘ୍ର ଶେଷ ହେବାର ନା ଧରୁନି। କ୍ୱିଭ୍‌ ଦଖଲ କରିବାରେ ବିଫଳ ହେବା ପରେ ରୁଷିଆ ବର୍ତ୍ତମାନ ୟୁକ୍ରେନର ପୂର୍ବ ଭାଗରେ ଥିବା ଡୋନବାସ ଦଖଲ...

ଯୁଦ୍ଧ ଶେଷ କରିବାକୁ ଚାହୁଁନି ଆମେରିକା, ପୁଣି ୟୁକ୍ରେନ୍‌କୁ ଦେବ ସାମରିକ ସହାୟତା ପ୍ୟାକେଜ …

ଓ୍ବାଶିଂଟନ, ୨୦।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୫୬ ଦିନରେ ପହଞ୍ଚିଛି। ଉଭୟ ଦେଶ ନୋଇବାକୁ କରିବାକୁ ପ୍ରସ୍ତୁତ ନୁହଁନ୍ତି। ରୁଷିଆ ସୈନ୍ୟ ଦିନକୁ ଦିନ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି। ୟୁକ୍ରେନ ସୈନ୍ୟବାହିନୀ ଆମେରିକା ଏବଂ ଅନ୍ୟାନ୍ୟ...

ସୋଲୋମନ୍‌ ଆଇଲାଣ୍ଡ୍‌ସ ଯିବେ ପିଏଲ୍‌ଏ ସୈନ୍ୟ

ବେଜିଂ/ହୋନିଆରା,୨୦ା୪: ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ସୋଲୋମନ୍‌ ଆଇଲାଣ୍ଡ୍‌ସ ସହ ଚାଇନା ଏକ ସୁରକ୍ଷା ଚୁକ୍ତିରେ ସ୍ବାକ୍ଷର କରିଛି। ଉଭୟ ରାଷ୍ଟ୍ରର ବହିର୍ବ୍ୟାପାର ମନ୍ତ୍ରୀ ନିକଟରେ ସୁରକ୍ଷା ସହଭାଗିତା ଚୁକ୍ତିନାମାରେ ସ୍ବାକ୍ଷର କରିଥିବା ନେଇ ଚାଇନା ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌...

ଡୋନ୍‌ବାସ୍‌ ମିଶନରେ ରୁଷିଆ

କିଭ୍‌, ୨୦ା୪: ପୂର୍ବ ୟୁକ୍ରେନ୍‌ ଉପରେ ରୁଷିଆ ଧ୍ୟାନ କେନ୍ଦ୍ରୀଭୂତ କରିଥିବାବେଳେ ମଙ୍ଗଳବାର ‘ବ୍ୟାଟେଲ ଅଫ୍‌ ଡୋନ୍‌ବାସ୍‌’ (ଡୋନ୍‌ବାସ୍‌ ଯୁଦ୍ଧ) ଅଭିଯାନ ଆରମ୍ଭ କରିଛି। ଡୋନ୍‌ବାସ୍‌ ଅଞ୍ଚଳର ଲୁହାନ୍‌ସ୍କ ଓ ଡୋନେସ୍କକୁ ଅକ୍ତିଆର ସହ ଯୁଦ୍ଧକ୍ଷେତ୍ରରେ ବିଜୟ ସୁନିଶ୍ଚିତ କରିବା...

ୟୁକ୍ରେନ୍‌ ଯୁଦ୍ଧ ଆମେରିକା ମହତ୍ତ୍ୱାକାଂକ୍ଷାର ଫଳ: ଲାଭ୍ରୋଭ୍‌

ମସ୍କୋ, ୨୦ା୪: ବିଶ୍ୱକୁ ଶାସନ କରିବା ଏବଂ ନିଜ ଅଧୀନରେ ରଖିବାକୁ ଆମେରିକା ଓ ପାଶ୍ଚାତ୍ୟ ଦେଶର ମହତ୍ତ୍ୱାକାଂକ୍ଷା ହିଁ ୟୁକ୍ରେନ୍‌ ଯୁଦ୍ଧର ମୂଳ କାରଣ ବୋଲି ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍‌ ଏକ ସାକ୍ଷାତକାରରେ କହିଛନ୍ତି। ସାମ୍ପ୍ରତିକ...

ପ୍ରଦର୍ଶନକାରୀଙ୍କ ଉପରେ ଗୁଳିମାଡ଼…

କଲମ୍ବୋ, ୧୯।୪ : ଋଣଗ୍ରସ୍ତ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଏପରିସ୍ଥଳେ ଲୋକେ ଏକଜୁଟ ହୋଇ ସରକଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଛନ୍ତି। ମଙ୍ଗଳବାର କେତେକ ପ୍ରଦର୍ଶନକାରୀ ରାମବୁକାନାଠାରେ ହାଇଓ୍ବେ ଅବରୋଧ କରିଥିଲେ। ସେମାନେ ସରକାର ବିରୋଧୀ...

୫୦ ଲକ୍ଷରୁ ଅଧିକ ସାଜିଲେଣି ଶରଣାର୍ଥୀ, ଜାତିସଂଘ ରିପୋର୍ଟ…

ଜେନେଭା, ୧୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ପଡ଼ୋଶୀ ଦେଶରେ ଶାରଣାର୍ଥୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୫୦ ଲକ୍ଷରୁ ଅଧିକ ଲୋକ ଭିଟାମାଟି ଛାଡି ଶରଣାର୍ଥୀ ସାଜିଥିବା ଜାତିସଂଘ ପକ୍ଷରୁ କୁହାଯାଇଛି। ଫେବୃୟାରୀ ୨୪ ପରେ ରୁଷିଆ...

ଶାହାବାଜ୍‌ ଶରିଫ୍‌ଙ୍କ ୩୪ ମନ୍ତ୍ରୀ ନେଲେ ଶପଥ…

ଇସଲାମାବାଦ, ୧୯।୪ : ଇସଲାମାବାଦର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଡ. ଆରିଫ୍‌ ଆଲଓ୍ବି ଶପଥ ପାଠ କରାଇବାକୁ ସୋମବାର ମନା କରିବାରୁ ସିନେଟ ଅଧ୍ୟକ୍ଷ ସାଦିକ୍‌ ସଞ୍ଜରାନିଙ୍କ ଦ୍ୱାରା ମଙ୍ଗଳବାର ପାକିସ୍ତାନର ନବ ନିଯୁକ୍ତ ପ୍ରଧାନମନ୍ତ୍ରୀ ଶାହବାଜ...

ହାଇସ୍କୁଲ ନିକଟରେ ୩ ବୋମା ବିସ୍ଫୋରଣ, ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା…

କାବୁଲ, ୧୯।୪ : ଆଫଗାନିସ୍ତାନ ରାଜଧାନୀ କାବୁଲର ପଶ୍ଚିମ ଅଞ୍ଚଳରେ ଥିବା ଏକ ହାଇସ୍କୁଲ ନିକଟରେ ମଙ୍ଗଳବାର ୩ ବୋମା ବିସ୍ଫୋରଣ ଘଟିଛି। ମିଡ଼ିଆ ରିପୋର୍ଟ ଅନୁସାରେ ଏହି ଘଟଣାରେ ୨୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟ...

ସ୍କୁଲ ନିକଟରେ ବିସ୍ଫୋରଣ: ୬ ମୃତ, ଅନେକ ଆହତ

କାବୁଲ,୧୯।୪:ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଟ୍ରେନିଂ କେନ୍ଦ୍ର ଏବଂ ସ୍କୁଲ ନିକଟରେ ଆକ୍ରମଣ କରାଯାଇଛି। ଶିଆ ସମ୍ପ୍ରଦାୟକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଲୋକେ ଆହତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri