ଏଲନ ମସ୍କଙ୍କ ଜୀବନକୁ ଭୟ, କହିଲେ କେହିବି କରିପାରେ ଗୁଳି, ଖୋଲା କାରରେ କୁଆଡେ ଯାଉନାହିଁ

ୱାଶିଂଟନ,୫ ।୧୨: ଟୁଇଟରର ନୂଆ ମାଲିକ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଜୀବନକୁ ଭୟ କରୁଛନ୍ତି । ଶନିବାର ମସ୍କ ଦାବି କରିଛନ୍ତି, ତାଙ୍କ ସହ କିଛି ବି ଅଘଟଣ ଘଟିପାରେ ଏମିତିକି ତାଙ୍କୁ ଗୁଳି ବି କରାଯାଇପାରେ । ଟୁଇଟର ସ୍ପେଶରେ ୨ ଘଣ୍ଟାର ଲମ୍ବା ଚ୍ୟାଟରେ ମସ୍କ କହିଛନ୍ତି ନିଶ୍ଚିତ ଭାବେ ସେ ଏବେ ଖୋଲା ଗାଡିରେ ଯାତ୍ରା କରିବେ ନାହିଁ ।
ଏଲନ ମସ୍କ କହିଛନ୍ତି, କହିବାକୁ ଗଲେ ମୋ ସହ କିଛି ବି ଦୁର୍ଘଟଣା ଘଟିପାରେ, ଏମିତିକି ଗୁଳି ମଧ୍ୟ କରାଯାଇପାରେ । ଯଦି ଆପଣ କାହାକୁ ମାରିବାକୁ ଚାହୁଁଛନ୍ତି ତେବେ ଏହା କଠିନ କାମ ନୁହେଁ । ଆଶା କରୁଛି ଏମିତି ହେବ ନାହିଁ କାରଣ ଭାଗ୍ୟ ମୋ ସହ ରହିଛି । ଆଉ ଯଦି ଏମିତି ନ ହୁଏ ତେବେ ଆଗକୁ ବିପଦ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗାନ୍ଧିଜୀଙ୍କ ପ୍ରଚାର ପାଇଁ ଆମେରିକା କଂଗ୍ରେସରେ ବିଲ୍‌

ଓ୍ବାଶିଂଟନ,୨୨ା୧୨ ମହତ୍ମା ଗାନ୍ଧୀ ଓ ମାର୍ଟିନ ଲୁଥର କିଙ୍ଗ୍‌ ଜୁନିୟରଙ୍କ ଲିଗାସୀର ପ୍ରଚାର ପ୍ରସାର ପାଇଁ ସିଭିଲ ରାଇଟ୍ସ ନେତା ତଥା କଂଗ୍ରେସ ସଦସ୍ୟ ଜନ୍‌...

ପୁଣି ଚାଇନାରେ ଫୁଟିଲା କରୋନା ବୋମା

ବେଜିଂ,୨୫।୧୧: ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ନଭେମ୍ବର ୨୫ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ...

ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ, ୧୯୧ ଦେଶକୁ କରିପାରିବେ ଯାତ୍ରା

୨୦୨୧ ମସିହାରେ ପ୍ରକାଶିତ ସର୍ବଭାରତୀୟ ମାନ୍ୟତା ଅନୁଯାୟୀ ଜାପାନର ପାସ୍‌ପୋର୍ଟକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବରେ ବିବେଚନା କରାଯାଏ। ଜାପାନରେ ରହୁଥିବା ଲୋକମାନେ ଏହି...

ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: କମାଣ୍ଡରଙ୍କ ସମେତ ୮ ଅଧିକାରୀ ମୃତ

ବାଗଦାଦ୍‌,୩।୧: ଇରାକ୍‌ରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାର କଡ଼ା ଜବାବ୍‌ ଦେଇଛନ୍ତି। ଆମେରିକା ପକ୍ଷରୁ ବାଗଦାଦ୍‌ ବିମାନବନ୍ଦର...

କାଜାଖସ୍ତାନରେ ବିମାନ ଦୁର୍ଘଟଣା: ୯ ମୃତ

ନୁର-ସୁଲତାନ, ୨୭।୧୨: କାଜାଖସ୍ତାନର ଅଲମାଟି ବିମାନବନ୍ଦର ନିକଟରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ୯ ଯାତ୍ରୀଙ୍କ ମୃତ୍ୟୁ ହୋଇଛିି। ମୃତକଙ୍କ ମଧ୍ୟରେ ୬ ଜଣ...

ବିପଦ ମାଡ଼ି ଆସୁଛି : ୪୮୫ ଶହ ବର୍ଷ ଧରି ସାଇବେରିଆର ବରଫ ତଳେ ଶୋଇଥିବା ଭୂତାଣୁକୁ ପୁନର୍ଜୀବିତ କଲେ ବୈଜ୍ଞାନିକ…

ଓ୍ବାଶିଂଟନ,୨୭।୧୧ : ପୁଣି ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ବୈଜ୍ଞାନିକମାନେ ୪୮୫ ଶହ ବର୍ଷ ଧରି ସାଇବେରିଆର ପର୍ମାଫ୍ରୋଷ୍ଟ ବରଫରେ ଶୋଇଥିବା ବହୁ ଭୂତାଣୁକୁ...

ମେକ୍ସିକୋରେ ଘରୁ ନ ବାହାରିବାକୁ ଲୋକଙ୍କୁ ଚେତାବନୀ

ମେକ୍ସିକୋ ସିଟି,୧୫।୫: ମେକ୍ସିକୋରେ ପରିବେଶୀୟ ଜରୁରୀ କାଳୀନ ପରିସ୍ଥିତି ଘୋଷଣା ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ...

ଭାରତରେ ୫୦ ଲକ୍ଷ ବିସ୍ଥାପିତ

ଜାତିସଂଘ,୧୮ା୬(ପି.ଟି.): ଗତବର୍ଷ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ କାରଣରୁ ଭାରତରେ ପାଖାପାଖି ୫୦ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ଜାତିସଂଘ ଶରଣାର୍ଥୀ...

Advertisement
Archives

Model This Week