ଫ୍ରାନ୍ସରେ ୨୫ ଲୋକଙ୍କ ଶ୍ରବଣ ଶକ୍ତି କମୁଛି…
ପ୍ୟାରିସ, ୨୨।୬ : ଆଜିକାଲି, ଅଟୋ, ବସ କିମ୍ବା ମେଟ୍ରୋରେ ହେଉ, ଅନ୍ୟ ପ୍ରତ୍ୟେକ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି। ତେବେ ଗବେଷକମାନେ କହିଛନ୍ତି ଯେ ଏହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ଫ୍ରାନ୍ସରେ...
ଯୁଦ୍ଧରେ ୩୪ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି…
ମସ୍କୋ/କ୍ୱିଭ୍, ୨୨।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୧୯ ଦିନ ବିତିଲାଣି। ୟୁକ୍ରେନର ବାୟୁସେନା ଦାବି କରିଛି ଯେ ରୁଷିଆର ଗୋଟିଏ କ୍ଷେପଣାସ୍ତ୍ର, ଦୁଇଟି ଡ୍ରୋନ ଏବଂ ଦୁଇଟି ଗୁଳି ଡିପୋକୁ ନଷ୍ଟ କରିଦେଇଛି। ୟୁକ୍ରେନ ଏୟାରଫୋର୍ସ...
ଗର୍ଭାଶୟରୁ ବାହାରିଲା ଶିଶୁର କଟାମୁଣ୍ଡ
ଇସ୍ଲାମାବାଦ,୨୨ା୬: ପାକିସ୍ତାନ ସିନ୍ଧରୁ ଡାକ୍ତରଖାନା କର୍ମଚାରୀଙ୍କ ଅବହେଳାର ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛିି। ଥାରପରକାର ଜିଲା ରୁରାଲ ହେଲ୍ଥ ସେଣ୍ଟରରେ ଜଣେ ୩୨ ବର୍ଷୀୟା ମହିଳା ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ସ୍ତ୍ରୀ ରୋଗ ବିଶେଷଜ୍ଞ ନ ଥିବାରୁ...
୨୫ କୋଟି ବର୍ଷ ତଳେ ପୃଥିବୀରେ ହୋଇଥିଲା ମହାପ୍ରଳୟ, ୯୦ ପ୍ରତିଶତ ପ୍ରାଣୀ ହୋଇଥିଲେ ଧ୍ୱଂସ…
ଲଣ୍ଡନ, ୨୧।୬ : ପୃଥିବୀରେ ପାଞ୍ଚଟିମହା ପ୍ରଳୟ ଘଟିଛି। ଯାହା ପୃଥିବୀରେ ଜୀବନ ସତ୍ତାକୁ ସମାପ୍ତ କରିଛି । ୨୫ କୋଟି ବର୍ଷ ପୂର୍ବେ ମଧ୍ୟ ଏପରି ବିପର୍ଯ୍ୟୟ ଘଟିଥିଲା ଯେଉଁଥିରେ ପୃଥିବୀର ୯୦ ପ୍ରତିଶତ ଜୀବନ ସତ୍ତା ସମ୍ପୂର୍ଣ୍ଣ...
ଯୋଗ ଦିବସ କାର୍ଯ୍ୟକ୍ରମରେ ଭିଡ଼ ହିଂସା…
ମାଲେ, ୨୧।୬ : ଯୋଗ ଦିବସ ପାଳନ ଅବସରରେ ମାଳଦ୍ୱୀପରେ ଭିଡ଼ ହିଂସା ଘଟିଛି। ଭାରତୀୟ ସାଂସ୍କୃତିକ କେନ୍ଦ୍ର ସହଯୋଗରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଲୋକଙ୍କ ଉପରେ ଆକ୍ରମଣ ହୋଇଛି। ରାଜଧାନୀ ମାଲେର ଫୁଟବଲ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେଉଥିବା...
ବାଂଲାଦେଶରେ ଯୁବତୀ-ନିଶାଦ୍ରବ୍ୟ ଚୋରା କାରବାର କରୁଛନ୍ତି ରୋହିଙ୍ଗ୍ୟା, ଶେଖ ହସିନାଙ୍କ ସୂଚନା…
ଢାକା, ୨୧।୬ : ରୋହିଙ୍ଗ୍ୟା ମୁସଲମାନମାନଙ୍କୁ ଆଶ୍ରୟ ଦେଉଥିବା ବାଂଲାଦେଶ ବର୍ତ୍ତମାନ ସେମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରୁଛି। ରୋହିଙ୍ଗ୍ୟା ମୁସଲମାନମାନେ ବାଂଲାଦେଶରେ ସମସ୍ୟା ସୃଷ୍ଟି କରୁଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନା ଏ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ...
ଜାପାନକୁ ଘେରିଲେ ରୁଷିଆ-ଚାଇନା, ୨୦ ଯୁଦ୍ଧପୋତ ସାମିଲ…
ଟୋକିଓ, ୨୧।୬ : ୟୁକ୍ରେନରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଚାଇନା ଜାପାନକୁ ଘେରିବା ଆରମ୍ଭ କରିଛନ୍ତି। ରୁଷିଆ ଏବଂ ଚାଇନାର ୨୦ଟି ଯୁଦ୍ଧପୋତ ଜାପାନ ଏବଂ ଏହାର ଦ୍ୱୀପପୁଞ୍ଜର ସାମୁଦ୍ରିକ ଅଞ୍ଚଳରେ ବୁଲୁଛି। ଜାପାନର ସେନା ଏସବୁ...
ଏଭରେଷ୍ଟ ବେସ୍ କ୍ୟାମ୍ପ୍ ହଟାଇବ ନେପାଳ…
କାଠମାଣ୍ଡୁ, ୨୧।୬ : ନେପାଳ ଏଭରେଷ୍ଟ ବେସ କ୍ୟାମ୍ପକୁ ହଟାଇବାକୁ ପ୍ରସ୍ତୁତ ହେଉଛି। ଗ୍ଲାସିଅର ତରଳିବା ଏବଂ ଅତ୍ୟଧିକ ମାନବୀୟ କାର୍ଯ୍ୟକଳାପ ଏହାକୁ ଅସୁରକ୍ଷିତ କରିଦେଇଛି। ବିବିସିରେ ପ୍ରକାଶିତ ଖବର ଅନୁଯାୟୀ, ଶୀଘ୍ର ତରଳି ଯାଉଥିବା ଖୁମ୍ବୁ ଗ୍ଲାସିଅର୍ ଉପରେ...
ୟୁକ୍ରେନ ପିଲାଙ୍କୁ ସାହାଯ୍ୟ ପାଇଁ ନୋବେଲ ପୁରସ୍କାର ବିକିଲେ ରୁଷିଆ ଖବରଦାତା
ମସ୍କୋ,୨୧।୬: ରୁଷିଆ ଖବରଦାତା ଦିମିତ୍ରୀ ମୁରାତୋଭ ତାଙ୍କ ନୋବେଲ ଶାନ୍ତି ପୁରସ୍କାର ନିଲାମ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ବିସ୍ଥାପିତ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ମୁରାତୋଭ ନିଲାମରୁ ଆସିଥିବା ଅର୍ଥକୁ ସିଧାସଳଖ ୟୁନିସେଫକୁ ପ୍ରଦାନ...
ପାକିସ୍ତାନ ପଞ୍ଜାବରେ ଜରୁରୀକାଳିନ ପରିସ୍ଥିତି
ପଞ୍ଜାବ,୨୧ ।୬: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ବେଳକୁ ବେଳ ମହିଳା ଓ ଶିଶୁଙ୍କ ପ୍ରତି ଯୌନ ଶୋଷଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ଏବେ ଏଠାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିବାକୁ ନିଷ୍ପତ୍ତି...
ଶାନ୍ତି ପାଇଁ ଇଏସି ବୈଠକ
କିନ୍ଶାସା/କିଗାଲି,୨୧।୬: ର୍ବାଣ୍ଡା ଏବଂ କଙ୍ଗୋ ମଧ୍ୟରେ ଉତ୍ତେଜନା ବୃଦ୍ଧିକୁ ଦୃଷ୍ଟିରେ ରଖି ଇଷ୍ଟ୍ ଆଫ୍ରିକାନ୍ କମ୍ୟୁନିଟି (ଇଏସି)ର ୭ ଦେଶ ବୁରୁଣ୍ଡି, କଙ୍ଗୋ, କେନିୟା, ର୍ବାଣ୍ଡା, ଉଗାଣ୍ଡା, ସାଉଥ୍ ସୁଦାନ ଏବଂ ତାଞ୍ଜାନିଆ ଚଳିତ ବର୍ଷ ଏକ ଆଞ୍ଚଳିକ ଫୋର୍ସ...
ବହୁମତ ହରାଇଲେ ମାକ୍ରଁ
ପ୍ୟାରିସ୍,୨୧॥୬: ଫ୍ରାନ୍ସ ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେବାର ୨ ମାସ ପୂରି ନ ଥିବାବେଳେ ଇମାନୁଏଲ୍ ମାକ୍ରଁଙ୍କୁ ବଡ଼ ଝଟକା ଲାଗିଛି। ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମାକ୍ରଁ ବହୁମତ ହାସଲ କରିବାରେ...
Archives


