ଅନ୍ତର୍ଜାତୀୟ

ଇସ୍ରାଏଲରେ ରାଜନୈତିକ ସଙ୍କଟ

ଜେରୁଜେଲମ, ୨୩।୬: ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟଙ୍କ ସରକାର ସଂଖ୍ୟାଲଘୁ ହେବା ପରେ ସେଠାରେ ପୁଣି ରାଜନୈତିକ ସଙ୍କଟ ଦେଖାଦେଇଛି। ବେନେଟଙ୍କ ମେଣ୍ଟ ସରକାର ଭାଙ୍ଗିବା ନିମନ୍ତେ ବୁଧବାର ଇସ୍ରାଏଲ ପାର୍ଲାମେଣ୍ଟ ନିସେଟ୍‌ରେ ଏକ ବିଲ୍‌ ପାରିତ ହୋଇଛି। ସଂସଦ...

ୟୁକ୍ରେନ୍‌ ସାମ୍ବାଦିକ, ସୈନ୍ୟଙ୍କୁ ହତ୍ୟା

କିଭ୍‌, ୨୩।୬: ଫେବୃୟାରୀ ୨୪ରେ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣର ଖବର ସଂଗ୍ରହ କରୁଥିବା ଜଣେ ୟୁକ୍ରେନୀୟ ଏବଂ ତାଙ୍କୁ ସୁରକ୍ଷା ଦେଉଥିବା ଜଣେ ସୈନ୍ୟଙ୍କୁ ହତ୍ୟା କରାଯାଇଛି। ଏ ନେଇ ପ୍ରେସ୍‌ ଫ୍ରିଡମ୍‌ ଗ୍ରୁପ୍‌ ‘ରିପୋଟର୍ସ ଓ୍ବିଦ୍‌ଆଉଟ୍‌ ବର୍ଡର୍ସ’...

ଆଫଗାନିସ୍ତାନରେ ହୋଇଥିବା ଭୂକମ୍ପରେ ମୃତକଙ୍କ ସଂଖ୍ୟା ବଢୁଛି

କାବୁଲ,୨୨ା୬: ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ହୋଇଛି। ଫଳରେ ୧୦୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ଏକ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ପୂର୍ବ ଆଫଗାନିସ୍ତାନର...

ପ୍ରତିଦିନ ପୃଥିବୀରେ ଘଟୁଛି ୯,୦୦୦ରୁ ଅଧିକ ଭୂକମ୍ପ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୨୨।୬ : ପୃଥିବୀରେ ପ୍ରତିଦିନ ରିକ୍ଟର ସ୍କେଲରେ ୨.୦ ତୀବ୍ରତାରୁ କମ ତୀବ୍ରତାଯୁକ୍ତ ଭୂକମ୍ପ ବହୁ ସଂଖ୍ୟାରେ ଘଟିଥାଏ। ଏହି ଭୂକମ୍ପକୁ ମାଇକ୍ରୋ ଶ୍ରେଣୀଭୁକ୍ତ କରାଯାଇଛି । ଏହି ଭୂକମ୍ପକୁ ଅନୁଭବ କରିହୋଇ ନଥାଏ। ରିକ୍ଟର ସ୍କେଲରେ ମାଇକ୍ରୋ...

ଆଫଗାନିସ୍ତାନ ଭୂକମ୍ପ, ଶୋଇଥିବା ଅବସ୍ଥାରେ ୯୦୦ରୁ ଅଧିକଙ୍କ ମୃତ୍ୟୁ …

କାବୁଲ, ୨୨।୬ : ଆଫଗାନିସ୍ତାନରେ ଅନୁଭୂତ ହୋଇଥିବା ଭୂକମ୍ପରେ ଶୋଇଥିବା ଅବସ୍ଥାରେ ୯୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଇତିମଧ୍ୟରେ ୯୨୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬୦୦ରୁ ଅଧିକ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।...

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା ହିଁ ପ୍ରକୃତ ପ୍ରେମ, କହିଲେ ପୋପ ଫ୍ରାନ୍ସିସ…

ଭଟିକାନ ସିଟି, ୨୨।୬ : ଖ୍ରୀଷ୍ଟିଆନ ଧର୍ମର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସ ତାଙ୍କ ବିବୃତ୍ତି ଯୋଗୁ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଲାଇମଲାଇଟକୁ ଆସିବାରେ ଲାଗିଛନ୍ତି। ବେଳେବେଳେ ସେ ଏପରି ବିବୃତ୍ତି ଦେଇଥାନ୍ତି ଯାହା ଭାଇରାଲ ହୋଇଥାଏ।...

ବାଇଡେନଙ୍କୁ କଟାକ୍ଷ କଲେ ଟ୍ରମ୍ପ

ଓ୍ବାଶିଂଟନ୍‌, ୨୨।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ସାଇକେଲରୁ ଖସିପଡ଼ିବାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ ଉପହାସ କଲାଭଳି ମନ୍ତବ୍ୟ ଦେଇଛନ୍ତି। ‘ଶପଥ କରୁଛି ମୁଁ ଜୀବନରେ କେବେ ବି ସାଇକେଲ ଚଢ଼ିବି ନାହିଁ’ ବୋଲି...

ତାଇଓ୍ବାନ ଆକାଶ ମାର୍ଗରେ ୨୯ ଚାଇନା ଯୁଦ୍ଧ ବିମାନ…

ତାଇପେ, ୨୨।୬ : ତାଇୱାନକୁ ଭୟଭୀତ କରିବାକୁ ଚାଇନା ଲଗାତାର ଚେଷ୍ଟା କରୁଛି। ମଙ୍ଗଳବାର ଚାଇନା ତାଇୱାନର ଏୟାର ଡିଫେନ୍ସ ଜୋନକୁ ୨୯ ଯୁଦ୍ଧ ବିମାନ ପଠାଇଛି । ସେଥିମଧ୍ୟରେ ବୋମାବର୍ଷୀ ବିମାନକୁ ମଧ୍ୟ ସାମିଲ କରାଯାଇଥିଲା। କିନ୍ତୁ ତାଇୱାନ...

ଥରିଲା ପାକିସ୍ତାନ, ଘରେ ଶୋଇଥିବା ଲୋକେ ଭୟରେ ଦୌଡ଼ିଲେ ବାହାରକୁ…

ଇସଲାମାବାଦ, ୨୨।୬ : ମଙ୍ଗଳବାର-ବୁଧବାର ରାତି ପ୍ରାୟ ୨ଟା ୨୪ ସମୟରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ମାଲେସିଆର କିଛି ଅଂଶରେ ମଧ୍ୟ ୫.୧...

ଆଫଗାନିସ୍ତାନରେ ଭୂକମ୍ପ, ୨୫୫ରୁ ଊର୍ଦ୍ଧ୍ୱ ମୃତ

କାବୁଲ,୨୨।୬: ଆଫଗାନିସ୍ତାନରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ୬.୧ ଥିବା ସୂଚନା ମିଳିଛି। ଏ ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପ ଫଳରେ ୨୫୫ରୁ ଅଧିକ...

ଫ୍ରାନ୍ସରେ ୨୫ ଲୋକଙ୍କ ଶ୍ରବଣ ଶକ୍ତି କମୁଛି…

ପ୍ୟାରିସ, ୨୨।୬ : ଆଜିକାଲି, ଅଟୋ, ବସ କିମ୍ବା ମେଟ୍ରୋରେ ହେଉ, ଅନ୍ୟ ପ୍ରତ୍ୟେକ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି। ତେବେ ଗବେଷକମାନେ କହିଛନ୍ତି ଯେ ଏହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ଫ୍ରାନ୍ସରେ...

ଯୁଦ୍ଧରେ ୩୪ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି…

ମସ୍କୋ/କ୍ୱିଭ୍‌, ୨୨।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୧୯ ଦିନ ବିତିଲାଣି। ୟୁକ୍ରେନର ବାୟୁସେନା ଦାବି କରିଛି ଯେ ରୁଷିଆର ଗୋଟିଏ କ୍ଷେପଣାସ୍ତ୍ର, ଦୁଇଟି ଡ୍ରୋନ ଏବଂ ଦୁଇଟି ଗୁଳି ଡିପୋକୁ ନଷ୍ଟ କରିଦେଇଛି। ୟୁକ୍ରେନ ଏୟାରଫୋର୍ସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri