ଟୁଇଟର ଡିଲ ଶେଷ: ମସ୍କଙ୍କୁ କୋର୍ଟକୁ ନେବ ଟୁଇଟର, ନ୍ୟୁୟର୍କର ସର୍ବୋଚ୍ଚ ଆଇନ ସଂସ୍ଥାକୁ ଦେଇଛି ଦାୟିତ୍ୱ
ୱାଶିଂଟନ,୧୧ ।୭: ଟୁଇଟର ଡିଲକୁ ନେଇ ସବୁଠି ଏବେ ଚର୍ଚ୍ଚା । ୪୪ ଅରବ ଡଲାରରେ ଟୁଇଟରକୁ କ୍ରୟ କରିବା ଡିଲ ଏବେ ଶେଷ ହୋଇଛି କହିଲେ ଚଳେ । ଏବେ ଏହାକୁ ନେଇ ଟେଲସା ତଥା ସ୍ପେସଏକ୍ସର ସିଇଓ...
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଘରକୁ ପିକନିକ ସ୍ପଟ କରିଛନ୍ତି ପ୍ରଦର୍ଶନକାରୀ
କଲମ୍ବୋ,୧୧ ।୭: ଶ୍ରୀଲଙ୍କାର ବିଗିଡିଯାଇଥିବା ଆର୍ଥିକ ସ୍ଥିତିକୁ ନେଇ ଏବେ ସେଠାରେ ପ୍ରଦର୍ଶନକାରୀମାନେ ଉଗ୍ର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେଙ୍କ ସରକାରୀ ବାସଭବନ ‘ଟେମ୍ପଲ ଟ୍ରି’କୁ ଏବେ ପ୍ରଦର୍ଶନକାରୀ ନିଜ କବଜାରେ ରଖିଛନ୍ତି । କେବଳ ସେତିକି ନୁହେଁ...
ଭାରତ ମହାସାଗର ଉପରେ ଲକ୍ଷ୍ୟ, ଚାଇନା-ପାକିସ୍ତାନର ନୌଭ୍ୟାସ…
ବେଜିଂ,୧୧।୭ : ଭାରତ ମହାସାଗରରେ ଉନ୍ନତ ନୌସେନା ସହଯୋଗ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଚାଇନା ଏବଂ ପାକିସ୍ତାନ ସାଂଘାଇ ଉପକୂଳରେ ସାଗର ଗାର୍ଡିଆନ-୨ ଅଭ୍ୟାସ ଆରମ୍ଭ କରିଛନ୍ତି। ସାମୁଦ୍ରିକ ସୁରକ୍ଷା ବିପଦର ମୁକାବିଲା ପାଇଁ ସେମାନଙ୍କର ନୂତନ ଉଚ୍ଚ-ବୈଷୟିକ...
ସର୍ବଦଳୀୟ ସରକାର ପାଇଁ ପ୍ରସ୍ତୁତି
କଲମ୍ବୋ,୧୧ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଆକସ୍ମିକ ପଳାୟନ ଗୃହଯୁଦ୍ଧ ଆଡ଼କୁ ମୁହଁାଇଥିବା ଦ୍ୱୀପରାଷ୍ଟ୍ରର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ସାମ୍ପ୍ରତିକ ରାଜନୈତିକ ଓ ଆର୍ଥିକ ସଙ୍କଟ ଦୂର କରିବା ପାଇଁ ଏକ ସର୍ବଦଳୀୟ ସରକାର ଗଠନ...
ବୋରିସଙ୍କ ନଁ।ରେ ସାଂଘାତିକ ଅଭିଯୋଗ
ଲଣ୍ଡନ, ୧୧ା୭: ବିବାଦୀୟ ହୋଇ ନିକଟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବୋରିସ୍ ଜନ୍ସନ୍ଙ୍କ ବିରୋଧରେ ନୂଆ ଅଭିଯୋଗ ସାମ୍ନାକୁ ଆସିଛି। ୨୦୦୮ରେ ବୋରିସ୍ ଲଣ୍ଡନ ମେୟର ଥିବାବେଳେ କ୍ଷମତାର ଅପବ୍ୟବହାର କରି ଜଣେ ମହିଳାଙ୍କ ସହ ଶାରୀରିକ...
ସ୍କୋଲଜ୍ଙ୍କ ପାର୍ଟିରେ ୯ ମହିଳାଙ୍କୁ ଦିଆଯାଇଥିଲା ଡ୍ରଗ୍ସ
ବର୍ଲିନ, ୧୧ା୭: ଜର୍ମାନ ଚାନ୍ସେଲର ଓଲାଫ୍ ସ୍କୋଲଜ୍ ଏବଂ ତାଙ୍କ ସୋସିଆଲ ଡେମୋକ୍ରାଟିକ୍ ପାର୍ଟି ଏମ୍ପି ଯୋଗଦେଇଥିବା ଏକ ପାର୍ଟିରେ ୯ ମହିଳାଙ୍କୁ ଡ୍ରଗ୍ସ ଦିଆଯାଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଦଳର ଜଣେ ମୁଖପାତ୍ର କାଟ୍ଜା ମସ୍ତ ସୂଚନା...
ଚାଇନାର ଋଣ କୂଟନୀତିରେ ଶ୍ରୀଲଙ୍କା
ନୂଆଦିଲ୍ଲୀ,୧୧ା୭: ଶ୍ରୀଲଙ୍କାର ସାମ୍ପ୍ରତିକ ଆର୍ଥିକ ସଙ୍କଟ ପାଇଁ ଚାଇନାକୁ ଦାୟୀ କରାଯାଉଛି। ଦ୍ୱୀପରାଷ୍ଟ୍ରରେ ନିଜ ପ୍ରତିରକ୍ଷା ସ୍ଥିତିକୁ ମଜଭୁତ କରିବା ପାଇଁ ବେଜିଂ କଲମ୍ବୋକୁ ଋଣ ଜାଲରେ ଛନ୍ଦି ଦେଇଥିଲା। ଚାଇନା ହେଉଛି ଶ୍ରୀଲଙ୍କାକୁ ଦ୍ୱିତୀୟ ବୃହତ୍ ଋଣ ପ୍ରଦାନକାରୀ...
ରାଷ୍ଟ୍ରପତି ଭବନରେ ମଉଜ
କଲମ୍ବୋ,୧୧ା୭:ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଅଭୂତପୂର୍ବ ଆର୍ଥିକ ସଙ୍କଟ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ଦାୟୀ କରି ରାଷ୍ଟ୍ରପତି ଭବନକୁ ଦଖଲ କରିଛନ୍ତି ବିକ୍ଷୋଭକାରୀ। ଗୋଟାବାୟାଙ୍କ ପତ୍ତା ମିଳୁ ନ ଥିବାବେଳେ ତାଙ୍କ ଇସ୍ତଫା ଦାବିରେ ସାଧାରଣ ଜନତା ଅଡ଼ିବସିଛନ୍ତି। ରାଷ୍ଟ୍ରପତି...
ଟାଇମ ମାଗାଜିନ୍ରେ ଶିଞ୍ଜୋ ଆବେ
ଓ୍ବାଶିଂଟନ୍/ଟୋକିଓ, ୧୧ା୭: ଜାପାନର ପରଲୋକଗତ ଲୋକପ୍ରିୟ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଜଣାଶୁଣା ପତ୍ରିକା ‘ଟାଇମ୍’ ଶ୍ରଦ୍ଧାଞ୍ଜଳି ଦେଇଛି। ଟାଇମ୍ର ପ୍ରଚ୍ଛଦପଟରେ ଆବେଙ୍କ ଫଟୋ ସ୍ଥାନିତ କରାଯାଇଛି। ୨୦୦୬, ୨୦୦୭ ଓ ୨୦୧୪ ପରେ ଏହା ହେଉଛି...
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଘରୁ ମିଳିଲା କୋଟି କୋଟି ଟଙ୍କା
କଲମ୍ବୋ,୧୦।୭: ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପଡୋଶୀ ଶ୍ରୀଲଙ୍କା ପରିସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ପ୍ରଦର୍ଶନକାରୀ ବିରୋଧକୁ ଆହୁରି କଡ଼ା କରି ରାଷ୍ଟ୍ରପତି ଭବନକୁ ନିଜ ଅଧୀନକୁ ନେଇଛନ୍ତି। ଏସବୁ ମଧ୍ୟରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ...
ବାର୍ରେ ଗୁଳିବର୍ଷା: ୧୪ ମୃତ୍ୟୁ, ୧୦ ଆହତ
ଜୋହାନ୍ସବର୍ଗ,୧୦।୭: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ସୋଭେଟୋ ଟାଉନସିପ ନିକଟରେ ଅବସ୍ଥିତ ଏକ ବାର୍ରେ ଗୁଳିକାଣ୍ଡ ଘଟିଛି। ଏଥିରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ୧୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବନ୍ଧୁକଧାରୀ ଗୁଳି ଚଳାଇବା ପରେ ସଙ୍ଗେ ସଙ୍ଗେ ଧଳା...
୨୦୫୦ ସୁଦ୍ଧା ସମୁଦ୍ରରେ ମାଛ ଅପେକ୍ଷା ଅଧିକ ଥିବ ପ୍ଲାଷ୍ଟିକ
ୱାଶିଂଟନ,୧୦ ।୭: ଏବେ ଆମର ଆଧୁନିକ ଜୀବନ ଶୈଳି ଯଦିଓ ଆମ ଚାଲିଚଳନକୁ ସହଜ କରି ଦେଇଛି ହେଲେ ଏହାଦ୍ୱାରା ଆମେ ପ୍ଲାଷ୍ଟିକର ବ୍ୟବହାର ବେଳକୁ ବେଳ ଅଧିକ କରିବାରେ ଲାଗିଛୁ । ଏହି ପ୍ଲାଷ୍ଟିକ ଆଗାମୀ ଦିନରେ ଯେ...
Archives


