ଅନ୍ତର୍ଜାତୀୟ

ଡେନମାର୍କରେ ନୂଆ ସରକାର ଗଠନ, ମୋଦି ଜଣାଇଲେ ଶୁଭେଚ୍ଛା

କୋପେନହାଗେନ,୧୬ ।୧୨: ଡେନମାର୍କରେ ନୂଆ ସରକାର ଗଠନ ହୋଇଛି । ନିର୍ବାଚନର ୬ ସପ୍ତାହ ପରେ ନୂଆ ସରକାର ଗଠନ ହୋଇଥିବା ସେଠାକାର ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଟେ ଫ୍ରେଡରିକସନଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ…

ବର୍ଷକରେ ୨୯ ଦେଶର ୧୧୫ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା

ଜେନେଭା,୧୬।୧୨(ଆଇଏଏନ୍‌ଏସ୍‌):ଚଳିତ ବର୍ଷ ଜାନୁୟାରୀରୁ ଅଦ୍ୟାବଧି ୨୯ ଦେଶରେ ମୋଟ ୧୧୫ ଜଣ ଗଣମାଧ୍ୟମ କର୍ମଚାରୀଙ୍କୁ ହତ୍ୟା କରାଯାଇଛି। ୟୁକ୍ରେନ୍‌ ଏବଂ ମେକ୍ସିକୋ ଗଣମାଧ୍ୟମ ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ସବୁଠୁ ବିପଜ୍ଜନକ ବୋଲି ଜେନେଭାସ୍ଥିତ ମାନବାଧିକାର ସଂସ୍ଥା ରିପୋର୍ଟରେ କୁହାଯାଇଛି। ସାମ୍ବାଦିକଙ୍କୁ…

‘ଆମେ ଆଉ ଏକ ୯/୧୧ କିମ୍ବା ୨୬/୧୧ ହେବାକୁ ଦେବୁ ନାହିଁ’

ନୂଆଦିଲ୍ଲୀ/ନ୍ୟୁୟର୍କ,୧୬।୧୨: ଆମେ ଆଉ ଏକ ୯/୧୧ କିମ୍ବା ୨୬/୧୧ ହେବାକୁ ଦେବୁ ନାହିଁ ବୋଲି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ କହିଛନ୍ତି। ଏହି ବୈଠକରେ ଆତଙ୍କବାଦ ବିରୋଧରେ ବିଶ୍ୱ ଆଭିମୁଖ୍ୟ ଉପରେ ନିଜ ମତ…

ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟଙ୍କ ଗସ୍ତ ସମୟରେ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଗୁଳି ବିନିମୟ

କାବୁଲ/ଇସ୍‌ଲାମାବାଦ୍‌,୧୫।୧୨: ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଜେନେରାଲ ମାଇକେଲ ଏରିକ କୁରିଲାଙ୍କ ରାୱଲପିଣ୍ଡି ଗସ୍ତ ମଧ୍ୟରେ ଗୁରୁବାର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଗୁଳି ବିନିମୟ ହୋଇଛି। ମାଇକେଲ ଏରିକ କୁରିଲା ଗୁରୁବାର ପାକିସ୍ତାନର ନୂତନ ସେନା ମୁଖ୍ୟ ଜେନେରାଲ ଅସୀମ ମୁନୀରଙ୍କୁ ଭେଟିବା…

ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି ଚାଇନା: ପେଣ୍ଟାଗନ

ଓ୍ବାଶିଂଟନ,୧୫।୧୨: ଭାରତ ସହ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା କ୍ରମାଗତ ଭାବେ ସୈନ୍ୟ ସଂଖ୍ୟା ବଢ଼ାଇବା ସହ ସାମରିକ ଭିତ୍ତିଭୂମି କାର୍ଯ୍ୟ ଜାରି ରଖିଥିବା ଆମେରିକା ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଭାରତ-ଚାଇନା ସୀମା ଉପରେ…

ରୁଷିଆ ଗୁଳିରେ ୟୁକ୍ରେନର ୨ ମୃତ

କିଭ୍‌,୧୫ା୧୨: ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୁଷିଆର ଗୁଳି ବିନିମୟରେ ଦକ୍ଷିଣ ୟୁକ୍ରେନର ମୁକ୍ତ ହୋଇଥିବା ଖେର୍ସନ ସହରରେ ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ଡେପୁଟି ମୁଖ୍ୟ କିରୋଲୋ ଟିମୋଶେଙ୍କୋ କହିଛନ୍ତି, ବୁଧବାର ଏହି ଗୁଳି…

ନୀରବ ମୋଦି ଭାରତ ଆସିବା ବାଟ ଫିଟିଲା

ଲଣ୍ଡନ,୧୫।୧୨: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ ଶେଷ ଆବେଦନକୁ ବ୍ରିଟେନ୍‌ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ସହ ନୀରବଙ୍କୁ ଭାରତ ଆଣିବା ପାଇଁ ରାସ୍ତା ସଫା ହୋଇଛି। ଗତ ବର୍ଷ ଫେବୃଆରୀରେ…

ଆସିଲା ନୂଆ କର୍କଟ ଟିକା: ମୃତ୍ୟୁ ଆଶଙ୍କା ୪୪ ପ୍ରତିଶତ ହେବ କମ୍‌…

ଲଣ୍ଡନ,୧୫।୧୨ : ପ୍ରଥମ ଥର ପାଇଁ ଏଭଳି କର୍କଟ ଟିକା ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ରୋଗୀଙ୍କ ମୃତ୍ୟୁ ଆଶଙ୍କା ୪୪ ପ୍ରତିଶତ ହ୍ରାସ ପାଇଛି। ବିଶେଷଜ୍ଞମାନେ ଦାବି କରିଛନ୍ତି ଯେ ନୂତନ ଟିକା କର୍କଟ ରୋଗର ଚିକିତ୍ସାରେ ଏକ ବଡ଼…

ଭାରତ ପ୍ରତି ଚାଇନାର ଆକ୍ରୋଶ ମନୋଭାବକୁ ସମାଲୋଚନା କଲା ଆମେରିକା

ଓ୍ବାଶିଂଟନ୍‌,୧୫।୧୨: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ କଂଗ୍ରେସ ରାଜ କୃଷ୍ଣମୂର୍ତ୍ତି ଭାରତ ପ୍ରତି ଚାଇନାର ଆକ୍ରୋଶ ମନୋଭାବକୁ ତୀବ୍ର ସମାଲୋଚନା କରିଛନ୍ତି। ଏହାର ମୁକାବିଲା ପାଇଁ ଆମେରିକା ଭାରତ ସହ ସହଯୋଗ ଜାରି ରଖିବା ଉଚିତ ବୋଲି ସେ କହିଛନ୍ତି। ରାଜା…

‘ଭାରତକୁ ଉପଦେଶ ଦେବାର କୌଣସି ଅଧିକାର ନାହିଁ’

ଓ୍ବାଶିଂଟନ,୧୫ା୧୨: ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଭାରତ ଉପଯୁକ୍ତ ଉତ୍ତର ଦେଇଛି। ଭାରତ କହିଛି, ଯେଉଁ ଦେଶ ଆତଙ୍କବାଦୀ ଓସାମା ବିନ୍‌ ଲାଡେନକୁ ପ୍ରଶୟ ଦେଉଛି ଏବଂ ପଡ଼ୋଶୀ ଦେଶର ସଂସଦ ଉପରେ ଆକ୍ରମଣ କରିଥିଲା। ଏପରି ଦେଶର…

୨୦୨୩ରେ ଆମେରିକା ଜାରି କରିବ ୬୪,୭୧୬ ଅତିରିକ୍ତ ଏଚ୍‌-୨ବି ଭିଜା…

ଓ୍ବାଶିଂଟନ,୧୫।୧୨ : ୨୦୨୩ ଆର୍ଥିକ ବର୍ଷ ପାଇଁ ଆମେରିକା ଅସ୍ଥାୟୀ ଭାବରେ ୬୪,୭୧୬ ଅତିରିକ୍ତ ଏଚ୍‌-୨ବି ଭିଜା ଉପଲବ୍ଧ କରାଇବ। ଏହି ବର୍ଗର ଭିଜା ଅଣ କୁଶଳୀ ବିଦେଶୀ ଶ୍ରମିକମାନଙ୍କ ପାଇଁ। ଆମେରିକାର କମ୍ପାନୀମାନଙ୍କୁ ସେମାନଙ୍କର ଶ୍ରମ ଆବଶ୍ୟକତା ପାଇଁ ଯୋଜନା…

ଆମେରିକାରେ ଶୀତକାଳୀନ ଝଡ ନେଇ ସତର୍କ ସୂଚନା ଜାରି…

ଓ୍ବାଶିଂଟନ,୧୫।୧୨ : ଆମେରିକାର ଟେକ୍ସାସ, ଓକଲାହୋମା ଏବଂ ଲୁଇସିୟାନାର କିଛି ଅଂଶରେ ଘୂର୍ଣ୍ଣିବଳୟ ହେବାର କିଛି ଘଣ୍ଟା ପରେ ୟଏକ ଭୟଙ୍କର ଶୀତକାଳୀନ ଝଡ ସୃଷ୍ଟି ହୋଇଛି । ଏହା ଯୋଗୁ ବହୁ ବାସଗୃହ ଏବଂ ବ୍ୟବସାୟ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri