କାଲିଫର୍ନିଆରେ ବର୍ଷା ସାଙ୍ଗକୁ ଭୂସ୍ଖଳନ

କାଲିଫର୍ନିଆ,୧୨ ।୧: ଆମେରିକାର କାଲିଫର୍ନିଆରେ ଏବେ ଭିଷଣ ଥଣ୍ଡା ଅନୁଭୁତ ହେଉଛି । ଏହି ସମୟରେ ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ର ଆଶଙ୍କା ଭିତରେ ସ୍ଥିତି ଆହୁରି ଖରାପ ହୋଇଯାଇଛି । ବନ୍ୟାପାଣି ସମ୍ପୂର୍ଣ୍ଣ ସହରରେ ମାଡି ଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରାୟ ୫୦ ହଜାର ଲୋକଙ୍କୁ ଘର ଛାଡିବାକୁ କୁହାଯାଇଛି । ପ୍ରବଳ ବର୍ଷା, ବିଜୁଳି, କୁଆପଥର ପଡିବା ଓ ଭୂସ୍ଖଳନ କାରଣରୁ ୧.୧୦ରୁ ଅଧିକ ଘର ଓ ଦୋକାନରେ ବିଜୁଳି ଯୋଗାଣ ବାଧାପ୍ରାପ୍ତ ହୋଇଛି ।
କାଲିଫର୍ନିଆର ଗଭର୍ନର ଗାୱିନ ନ୍ୟୁଜୋମ ସାନ୍ତାକ୍ରୁଜ ଉପକୂଳରେ କ୍ୟାପିଟୋଲା ସହର ଗସ୍ତ ସମୟରେ କହିଛନ୍ତି ଡିସେମ୍ବର ଶେଷ ବେଳକୁ ଆରମ୍ଭ ହୋଇଥିବା ଏହି ଘୂର୍ଣ୍ଣିଝଡ଼ ସମ୍ପର୍କିତ ଘଟଣାରେ ଏବେ ପର୍ଯ୍ୟନ୍ତ ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହେଲାଣି । ସହରରେ ଏବେବି ବନ୍ୟା ଲାଗି ରହିଛି । ସେ କହିଛନ୍ତି ଏଡି ସ୍ଥିତି ଏବେ ଗମ୍ଭିର ଓ ବିପଦପୂର୍ଣ୍ଣ । ସୋମବାରରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ଦକ୍ଷିଣ କାଲିଫର୍ନିଆର ପାହାଡିଆ ଅଞ୍ଚଳରେ ପ୍ରାୟ ୪୫ ସେଣ୍ଟିମିଟର ବା ଦେଢ ଫୁଟରୁ ଅଧିକ ବର୍ଷା ହୋଇଛି । ସିଏରା ନୋବାଦା ରିସର୍ଟରେ ପାଞ୍ଚ ଫୁଟ ବା ୧.୫ ମିଟରରୁ ଅଧିକ ବରଫ ଜମା ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଘୋର ସମସ୍ୟାରେ SRH: ମାତ୍ର ତିନି ଦିନ ମଧ୍ୟରେ IPL 2026ରୁ ଦୁଇ ଷ୍ଟାର ଖେଳାଳି ବିଦା

ନୂଆଦିଲ୍ଲୀ,୧୬।୪: IPL 2026 ରୁ ଖେଳାଳିମାନଙ୍କୁ ବାଦ ଦିଆଯିବାର ଧାରା ଜାରି ରହିଛି। ସନରାଇଜର୍ସ ହାଇଦ୍ରାବାଦ ଏବେ ନିଶ୍ଚିତ କରିଛି ଯେ ଦ୍ରୁତ ବୋଲର ଡେଭିଡ ପେନ…

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ, ୪ ଗିରଫ, ୨ ଯୁବତୀ ଉଦ୍ଧାର

ଭଦ୍ରକ,୧୬।୪: ଭଦ୍ରକ ସହରରୁ ଗୁରୁବାର ଏକ ବଡ଼ ଧରଣର ସେକ୍ସ ରାକେଟ ଠାବ୍‌ ହୋଇଛି। ସେକ୍ସ ରାକେଟରେ ସମ୍ପୃକ୍ତ ୪ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୨ଜଣ…

ଆଜିଠୁ ଆରମ୍ଭ ହେଲା ଘରକୁ ଘର ବୁଲି ଜନଗଣନା, ବୁଲିବୁଲି ଘର ନଂ ପ୍ରକାଇଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୬।୪(ଦିଲ୍ଲୀପ ସାମଲ) : ଏପ୍ରିଲ ୧ ରୁ ଆରମ୍ଭ ହୋଇଯାଇଛି ଡିଜିଟାଲ ଜନଗଣନା ୨୦୨୭ । ପ୍ରଥମେ ଏପ୍ରିଲ ୧ ରୁ ୧୫ ତାରିଖ ପ୍ରର୍ଯ୍ୟନ୍ତ ସ୍ୱ-ଜନଗଣନା…

ଫୁଟବଲ୍ ପଡିଆରେ ଚାଲିଥିଲା କଫ ସିରପ କାରବାର, ମାଡି ବସିଲା ବରଗଡ଼ ପୋଲିସ୍

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ ସଫଳତା । କଫ୍ ସିରପ କାରବାର ବେଳେ ମାଡିବସିଲା ପୋଲିସ । ବେହେରା ଫୁଟବଲ ପଡିଆରେ ଏହି କାରବାର ଚାଲିଥିବା…

ପୋଖରୀକୁ ଗୋଧୋଇବାକୁ ଯାଇ ବୁଡିଗଲେ ବଙ୍ଗାଳୀ ଶ୍ରମିକ, ଚପଲ ଦେଖି…

ବଲାଙ୍ଗୀର,୧୬।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁଇଁନ୍ତଲା ଥାନା ଅନ୍ତର୍ଗତ ଅଇଁଲାସାରି ଗାଁରେ ଅଭାବନୀୟ ଘଟଣା । ଗୁରୁବାର ଗାଧୋଇବାକୁ ଯାଇଥିବା ବେଳେ ପୋଖରୀରେ ବୁଡି ଜଣେ ବଙ୍ଗାଳୀ…

ଗଞ୍ଜେଇ ଧରିବାକୁ ଯାଇ ହଟହଟା ହେଲା ଗଜପତି ପୋଲିସ୍; ଆକ୍ରମଣ ସହ ବନ୍ଦି କଲେ ଗ୍ରାମବାସୀ, ୧୩ ଗିରଫ

ମୋହନା,୧୬।୪( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ଅନ୍ତର୍ଗତ ମହାପଦର ଓ ଗୁଡ଼୍ରୀପଙ୍କା ଗାଁ ନିକଟରେରେ ଗଞ୍ଜେଇ କାରବାର ନେଇ ଖବର ପାଇଥିଲା ପୋଲିସ…

ହସ୍ପିଟାଲରେ ଭାରତର ବଡ଼ ଶତ୍ରୁ, ହୋଇଛନ୍ତି ଗୁରୁତର ଆହତ

ଲହୋର,୧୬।୪: ପାକିସ୍ତାନ ଭିତରେ ସୁରକ୍ଷିତ ଆଶ୍ରୟସ୍ଥଳରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ମୃତ୍ୟୁ ସଂଖ୍ୟା କମିବାର କୌଣସି ସଙ୍କେତ ଦେଖାଯାଉନାହିଁ। ସଦ୍ୟତମ ଘଟଣାଟି ଲାହୋରରୁ ଆସିଛି, ଯେଉଁଠାରେ ଅମିର…

ଟ୍ରେନ୍‌ରେ ମାଗଣାରେ କରିପାରିବେ ଯାତ୍ରା, ଭାରତୀୟ ରେଳବାଇ ଏମାନଙ୍କଠାରୁ ନିଏ ନାହିଁ ଗୋଟିଏ ବି ଟଙ୍କା, ଜାଣନ୍ତୁ ନିୟମ…

ନୂଆଦିଲ୍ଲୀ,୧୬।୪: ଭାରତୀୟ ରେଳବାଇ (Indian Railways) ଦେଶର କୋଟି କୋଟି ଯାତ୍ରୀଙ୍କ ସୁବିଧା ପାଇଁ ଅନେକ ନିୟମ ପ୍ରଣୟନ କରିଛି। କିନ୍ତୁ ଅନେକ ସମୟରେ ସଠିକ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri