ଭାରତୀୟ ବଂଶୋଦ୍ଭବ ରିଆଲିଟି ଶୋ’ ଷ୍ଟାର୍‌ଙ୍କୁ ୭୮ ମାସ ଜେଲ

ନ୍ୟୁୟର୍କ,୧୨।୧: ଦେଶବ୍ୟାପୀ ଟେଲିମାର୍କେଟିଂ ଜାଲିଆତି ସ୍କିମ୍‌ ଚଳାଇଥିବା ଭାରତୀୟ-ଆମେରିକୀୟ ରିଆଲିଟି ଟିଭି ଷ୍ଟାର ଜେନିଫର ଶାହାଙ୍କୁ ୭୮ ମାସ ଜେଲଦଣ୍ଡ ହୋଇଛି। ‘ରିଅଲ ହାଉସ୍‌ଓ୍ବାଇଭ୍ସ ଅଫ୍‌ ସଲ୍ଟ ଲେକ୍‌ ସିଟି’ରେ ଅଭିନୟ କରିଥିବା ୪୯ ବର୍ଷୀୟା ଶାହା ଟେଲିମାର୍କେଟିଂ ସହ ସମ୍ପୃକ୍ତ ଜାଲିଆତି ଷଡ଼ଯନ୍ତ୍ରରେ ଦୋଷୀସାବ୍ୟସ୍ତ ହୋଇଥିଲେ।

ତାଙ୍କର ୬୫ ଲକ୍ଷ ଡଲାର ଅର୍ଥ, ୩୦ଟି ଲକ୍‌ଜୁରି ସାମଗ୍ରୀ ଏବଂ ୭୮ ନକଲି ବିଳାସପୂର୍ଣ୍ଣ ସାମଗ୍ରୀକୁ ବାଜ୍ୟାପ୍ତି କରିବା ସହ ୬୬.୪୫ ଲକ୍ଷ ଡଲାର ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବହୁବର୍ଷ ଧରି ଜେନିଫର ବରିଷ୍ଠ ଓ ଅସୁରକ୍ଷିତ ବ୍ୟକ୍ତିଙ୍କୁ ଟାର୍ଗେଟ କରିଆସୁଥିଲେ ବୋଲି ଆଟର୍ନି ଡାମିଆନ ଓ୍ବିଲିୟମ୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା କାର୍‌ରେ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ଯୁବକ, ଘଟିଲା ଏମିତି…

ଓ୍ବାଶିଂଟନ,୧୯ା୬: ଆମେରିକାର କାଲିଫର୍ନିଆର ସେନ୍‌ ଜୋସ ସହରରେ ଜଣେ ଡ୍ରାଇଭର ଜଣେ ମହିଳାଙ୍କୁ ଦୁର୍ଘଟଣା ଘଟାଇ ମାରିବା ସହ ଦୁଇ ଲୋକଙ୍କୁ ଆହତ କରିଥିବା ଅଭିଯୋଗ...

ପ୍ରତିଦିନ ୬ ହଜାରରୁ ୯ ହଜାର ଷ୍ଟେପ୍‌ ଚାଲିଲେ ରହିବନି ହାର୍ଟ ଆଟାକ ଆଶଙ୍କା: ରିପୋର୍ଟ…

ଓ୍ବାଶିଂଟନ,୧୨।୧ : ପ୍ରତିଦିନ ଛଅରୁ ନଅ ହଜାର ଷ୍ଟେପ୍‌ ଚାଲିବା ଦ୍ୱାରା ହାର୍ଟ ଆଟାକ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା କମିଯାଇଥାଏ। ସର୍କୁଲେଶନ ପତ୍ରିକାରେ ପ୍ରକାଶିତ...

ଆମେରିକାରେ ତାଣ୍ଡବ ରଚିଛି ‘ଇୟାନ’, ସଡ଼କ ଜଳମଗ୍ନ, ହସ୍ପିଟାଲର ଛାତ ଉଡିଲା, ଫ୍ଲୋରିଡାରେ ବନ୍ୟା, ବିଜୁଳି ସଙ୍କଟ

ସେଣ୍ଟ ପିଟର୍ସବର୍ଗ,୩୦ ।୯: ଘୂର୍ଣ୍ଣିଝଡ଼ ‘ଇୟାନ’ ଆମେରିକାରେ ତାଣ୍ଡବ ରଚିଛି । ଏହାର ପ୍ରଭାବରେ ଫ୍ଲୋରିଡାରେ ବନ୍ୟା ସହ ବଜୁଳି ସଙ୍କଟ ଦେଖାଦେଇଛି । ଷ୍ଟେକ...

ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ...

ମୋଦିଙ୍କ ‘ଆତ୍ମନିର୍ଭର ଭାରତ’କୁ ପ୍ରଶଂସା କଲା ଆଇଏମ୍‌ଏଫ୍‌

ଓ୍ବାଶିଂଟନ୍‌,୨୫।୯: ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଆତ୍ମନିର୍ଭରଶୀଳ ଭାରତ’କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବର୍ଣ୍ଣନା କରିଛି। ଏକ ଖବରଦାତା ସମ୍ମିଳନୀରେ...

ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଶହେ ଦିନ ଫ୍ରିଜରେ ରଖିଥିବା ଅଭିଯୋଗରେ ସ୍ବାମୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ

ବେଜିଂ,୫।୭: ଚାଇନାର ସାଂଘାଇ ଅଞ୍ଚଳରେ ପତ୍ନୀଙ୍କୁ ହତ୍ୟା କରି ଶହେ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନାଯୋଗ୍ୟ,...

ଆଫଗାନିସ୍ତାନ ରାଷ୍ଟ୍ରପତି କାର୍ଯ୍ୟାଳୟ ନିକଟରେ ବିସ୍ଫୋରଣ

କାବୁଲ୍‌,୮।୯: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ କାର୍ଯ୍ୟାଳୟ ନିକଟରେ ରବିବାର ବିସ୍ଫୋରଣ ଘଟିଛି। ନାନଗରହାର ପ୍ରଦେଶର ଜଲାଲାବାଦ୍‌ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ...

ବିରୋଧୀ ସ୍ବର ଚାପିଦେବାକୁ ଉଦ୍ୟମ

ପ୍ୟାରିସ୍‌ ,୨୨।୧୧: ହିଜାବ ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଇରାନର ଦୁଇଜଣ ଖ୍ୟାତନାମା ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ସେମାନେ ସର୍ବସାଧାରଣ ସ୍ଥାନରେ ହିଜାବ କାଢ଼ି ଶାସନକୁ...

Advertisement
Archives

Model This Week