ଅନ୍ତର୍ଜାତୀୟ

୬୦ ବର୍ଷରେ ପ୍ରଥମଥର ଚାଇନାରେ କମିଲା ଜନସଂଖ୍ୟା

ବେଜିଂ,୧୭।୧:୧୯୬୧ ପରେ ଚାଇନାର ଜନସଂଖ୍ୟାରେ ସବୁଠାରୁ ବଡ ହ୍ରାସ ରେକର୍ଡ କରାଯାଇଛି। ବର୍ତ୍ତମାନ ଚାଇନାରେ ମୃତ୍ୟୁ ସଂଖ୍ୟା ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟାଠାରୁ ଅଧିକ ଅଟେ। ଚାଇନାର ଜାତୀୟ ପରିସଂଖ୍ୟାନ ବ୍ୟୁରୋର ତଥ୍ୟ ଅନୁଯାୟୀ, ଦେଶର ଜନସଂଖ୍ୟା ୨୦୨୧ରେ ୧.୪୧୨୬୦ ବିଲିୟନ…

ଶାହବାଜ ଶରିଫ କହିଲେ ‘ପାକିସ୍ତାନ ବୁଦ୍ଧି ଶିଖି ସାରିଛି’, ମୋଦିଙ୍କୁ ଅପିଲ କରି କହିଲେ, ‘ଚାଲ ଏକାଠି ବସିବା’

ଇସଲାମାବାଦ,୧୭ ।୧: ପାକିସ୍ତାନ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଲୋକେ ସେଠାରେ ଉତ୍କଟ ଖାଦ୍ୟ ସଙ୍କଟର ସାମ୍ନାବି କଲେଣି । ଏହାରି ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କର ଏକ ବୟାନ ସାମ୍ନାକୁ ଆସିଛି, ଯେଉଁଥିରେ…

କୋର୍ଟରେ ବରିଷ୍ଠ ଓକିଲଙ୍କୁ ହତ୍ୟା

ପେଶାଓ୍ବର, ୧୭।୧: ପାକିସ୍ତାନର ବରିଷ୍ଠ ଓକିଲ ଅବଦ୍ଦୁଲ ଲତିଫ ଆଫ୍ରିଦିଙ୍କୁ ସୋମବାର ପେଶାଓ୍ବର ବାର୍‌ ରୁମ୍‌ରେ ଗୁଳି କରି ହତ୍ୟା କରାଯାଇଛି। ଅବଦ୍ଦୁଲ ବାର୍‌ ରୁମ୍‌ରେ ବସିଥିବାବେଳେ ଆଦନାନ ନାମକ ଜଣେ ଟ୍ରେନି ଓକିଲ ତାଙ୍କ ଉପରକୁ ଗୁଳି ଫୁଟାଇଥିଲେ ।…

ଭାରତରେ ବଢୁଛି ଆର୍ଥିକ ଅସମାନତା

ଡାଭୋସ୍‌,୧୭ା୧: ଭାରତୀୟ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ବୋଲି କେନ୍ଦ୍ର ସରକାର ଦାବି କରୁଥିବାବେଳେ ଦେଶରେ ଆର୍ଥିକ ଅସମାନତା ଅତ୍ୟଧିକ ବୃଦ୍ଧି ପାଇଛି। ଗତ ୩ ଦଶନ୍ଧି ମଧ୍ୟରେ ଅସମାନତା ବ୍ୟବଧାନ ସର୍ବାଧିକ ବଢ଼ିଛି। ଏବେ ଭାରତର ୧…

ବ୍ରିଟିଶ ସଂସଦରେ ନିୟୋଜିତ ପୋଲିସକର୍ମୀ ମାନିଲେ ନିଜର ଭୁଲ, ୨୦ ବର୍ଷରେ ୧୨ ମହିଳାଙ୍କସହ ୮୦ ଥର କରିଛନ୍ତି ବଳାତ୍କାର

ଲଣ୍ଡନ,୧୭ ।୧: ପୋଲିସକର୍ମୀ ଡେଭିଡ କୌରିକ ସୋମବାର କହିଛନ୍ତି କି ସେ ତାଙ୍କ ସେବାକାଳ ମଧ୍ୟରେ ୨୦ ବର୍ଷ ଭିତରେ ୧୨ ଜଣ ମହିଳାଙ୍କ ସହ ପ୍ରାୟ ୮୦ ଥର ବଳାତ୍କାର କରିଛନ୍ତି । କୌରିକ ୨୦୦୦ରୁ ୨୦୨୧ ପର୍ଯ୍ୟନ୍ତ ଲଣ୍ଡନର…

ନିପ୍ରୋର ଭଙ୍ଗା କୋଠାତଳୁ ୪୦ ମୃତଦେହ ଉଦ୍ଧାର, ୪୬ ଲୋକ ଏବେବି ନିଖୋଜ, ରୁଷିଆ କହିଲା କରିନାହିଁ ଆକ୍ରମଣ

ମସ୍କୋ/ବର୍ଲିନ,୧୭ ।୧: ୟୁକ୍ରେନ ସହର ନିପ୍ରୋରେ ଥିବା ଘରୋଇ କୋଠା ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରୁଷିଆ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନର ପ୍ରବକ୍ତା ଦିମିତ୍ରି ପେସ୍କୋବ ସୋମବାର କହିଛନ୍ତି, ଉକ୍ତ କୋଠା ଉପରେ ରୁଷିଆ ମିଶାଇଲ ଆକ୍ରମଣ କରିନାହିଁ ।…

ୟୁକ୍ରେନରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ତୁରନ୍ତ ବନ୍ଦ ହେବା ଜରୁରୀ: ଜାତିସଂଘ

ନ୍ୟୁୟର୍କ,୧୭ ।୧: ଜାତିସଂଘର ମହାସଚିବ ଏଣ୍ଟୋନିୟୋ ଗୁଟେରସ ସୋମବାର ୟୁକ୍ରେନ୍‌ର ନିପ୍ରୋ ସହରର ଏକ ବଡ ଘରୋଇ କୋଠା ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି, ଯେଉଁଥିରେ ଅତିକମରେ ୪୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଜାତିସଂଘ ମହାସଚିବଙ୍କ ସହଯୋଗୀ ପ୍ରବକ୍ତା…

ଅଶାନ୍ତ ଆମେରିକା: ୬ ମାସର ଶିଶୁ, ମାଆ ସମେତ ୬ ଜଣଙ୍କୁ ହତ୍ୟା

କାଲିଫର୍ନିଆ,୧୭ ।୧: ତୁଲରେ କାଉଣ୍ଟିର ମାଇକ ବୋଡ୍ରେକ୍ସ ସୋମବାର କହିଛନ୍ତି ଆମେରିକା କାଲିଫର୍ନିଆ ରାଜ୍ୟର ଗୋଶେନରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଜଣେ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଗୁଳିକାଣ୍ଡ ସୋମବାର ସକାଳେ ମଧ୍ୟ କାଲିଫର୍ନିଆର ଏକ…

ନେପାଳ ବିମାନ ଦୁର୍ଘଟଣାରେ ସିଙ୍ଗର ନିରା ଛନ୍ତୟାଲଙ୍କ ନିଧନ

କାଠମାଣ୍ଡୁ,୧୬ ।୧: ରବିବାର ନେପାଳରେ ହୋଇଥିବା ଦୁଃଖଦ ବିମାନ ଦୁର୍ଘଟଣାରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ପର୍ଯ୍ୟନ୍ତ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେ ସୂଚନା ମିଳିଛି କି ଏହି ଦୁର୍ଘଟଣାରେ ନେପାଳର ନାମୀ…

ରୁଷିଆ-ବେଲାରୁଷର ମିଳିତ ସମରାଭ୍ୟାସ, ୟୁକ୍ରେନ ଭୟଭୀତ

କିଭ୍‌,୧୬ା୧:ରୁଷିଆ ଏବଂ ବେଲାରୁଷ ସୋମବାର ମିଳିତ ବାୟୁସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହି କାରଣରୁ କିଭ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିତ ବାୟୁସେନା ସମରାଭ୍ୟାସ ସମ୍ପର୍କରେ ବେଲାରୁଷ କହିଛି, ରୁଷିଆ ସହିତ ଏହାର ସମରାଭ୍ୟାସ କେବଳ ପ୍ରତିରକ୍ଷା ଅଟେ। ୟୁକ୍ରେନ…

୧୬ ବର୍ଷ ତଳେ ବିମାନ ଦୁର୍ଘଟଣାରେ ସ୍ବାମୀଙ୍କୁ ହରାଇଥିଲେ, ଏବେ ନିଜେ ଚାଲିଗଲେ

କାଠମାଣ୍ଡୁ,୧୬।୧: ନେପାଳରେ ବିମାନ ଦୁର୍ଘଟଣାରେ ୬୮ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଜଣ ଭାରତୀୟ ମଧ୍ୟ ଅଛନ୍ତି। ଦୁର୍ଘଟଣାଗ୍ରସ୍ତ ୟେତି ଏୟାରଲାଇନ୍ସ ବିମାନ ଏଟିଆର୍‌-୭୨ର ସହ-ପାଇଲଟ ଅଞ୍ଜୁ ଖାତିୱାଡା ମଧ୍ୟ ପ୍ରାଣ ହରାଇଛନ୍ତି। କିଛି ଦିନ ମଧ୍ୟରେ ଅଞ୍ଜୁ…

ମିଳିଲା ବ୍ଲାକବକ୍ସ: ଜଣାପଡ଼ିବ ଦୁର୍ଘଟଣାର କାରଣ…

କାଠମାଣ୍ଡୁ,୧୬।୧ : ରବିବାର ଦିନ ନେପାଳର ପୋଖରାରେ ବିମାନ ଦୁର୍ଘଟଣା ଗ୍ରସ୍ତ ହେବା ପରେ ୭୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୬୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କିନ୍ତୁ ତଥାପି ଚାରି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ପାରିନାହିଁ। ସେମାନଙ୍କର ସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?