‘ମୋ ପାଟି ଚୁପ୍‌ ପାଇଁ ଚାଲିଛି ପ୍ରୟାସ’

ଇସଲାମାବାଦ,୨୭ା୧: ପିଟିଆଇ ନେତା ଫଓ୍ବାଦ ଚୌଧୁରୀ ଗିରଫ ହେବା ପରେ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ୍‌ ମୁଖ୍ୟ ଇମ୍ରାନ ଖାନ୍‌ କହିଛନ୍ତି, ତାଙ୍କୁ ଗିରଫ କରି ମୋ’ ପାଟି ଚୁପ୍‌ ରହିବା ପାଇଁ ଉଦ୍ୟମ ଚାଲିଛି।

ତେବେ ସେ ମୃତ୍ୟୁ କିମ୍ବା ନଜରବନ୍ଦୀକୁ କେବେ ଭୟ କରୁନାହାନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖିଥିବା କହିଛନ୍ତି।
ଫଓ୍ବାଦଙ୍କ ଗିରଫଦାରୀକୁ ଖଣ୍ଡନ କରି ସେ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତିରେ ଆଇନଗତ ଭାତୃଭାବ ଏବଂ ନ୍ୟାୟପାଳିକା ସେମାନଙ୍କର ଭୂମିକା ଗ୍ରହଣ କରିବା ଉଚିତ ଏବଂ ଯେଉଁମାନେ କୋର୍ଟରେ ତାଙ୍କୁ ପେସ୍‌ କରିନାହାନ୍ତି ସେମାନେ ଉତ୍ତରଦାୟୀ ହେବା ଉଚିତ। ସେ କହିଛନ୍ତି, ଦେଶର ଭବିଷ୍ୟତ ଦୁର୍ବଳ ଦେଖାଯାଉଛି। ତେଣୁ ସେ ଦେଶର ବିକାଶ ପାଇଁ ଆହ୍ବାନ ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପାକିସ୍ତାନର ଲୋକମାନେ ଏହାର ପ୍ରକୃତ ଉତ୍ତରାଧିକାରୀ ଏବଂ ଦେଶ ନ୍ୟାୟ ନୀତିରେ ପରିଚାଳିତ ହେବା ଆବଶ୍ୟକ। ଯାହା ମଧ୍ୟ ମଦିନା ରାଜ୍ୟର ଆଧାର ଥିଲା।

ଇମ୍ରାନ କହିଛନ୍ତି, ମୁନ୍‌ସୀ ଶବ୍ଦ ବ୍ୟବହାର କରିବା ପାଇଁ ଫଓ୍ବାଦଙ୍କୁ ଗିରଫ କରାଯାଇଛି। ଯାହାକି ଅପରାଧ ନ ଥିଲା। ଦେଶରେ ଦାରିଦ୍ର୍ୟ ହଟାଇବା ପାଇଁ ନ୍ୟାୟ ରହିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ସେନା ମୁଖ୍ୟ: ଓଲିଙ୍କୁ ଭେଟିବେ

ନୂଆଦିଲ୍ଲୀ/କାଠମାଣ୍ଡୁ,୪।୧୧: ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ବୁଧବାର ୩ ଦିନିଆ ଗସ୍ତରେ ନେପାଳରେ ପହଞ୍ଚିଛନ୍ତି। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପୂର୍ବାହ୍ନ...

ନ୍ୟୁ ମେକ୍ସିକୋ ଜଙ୍ଗଲରେ ନିଆଁ, ବିପର୍ଯ୍ୟୟ ଘୋଷଣା କଲେ ବାଇଡେନ

ଲସ୍‌ବେଗସ,୫ା୫: ଆମେରିକା ଇତିହାସରେ ସବୁଠାରୁ ବଡ଼ ଜଙ୍ଗଲରେ ନିଆଁ ଲାଗି ଅନେକ କ୍ଷତି ଘଟିଛି। ଏହାର ଗରମ ପବନରେ ଜୀବଜଗତ ଅସ୍ତବ୍ୟସ୍ତ ହୋଇପଡ଼ିଛି। ରାଷ୍ଟ୍ରପତି ଜୋ...

ଗୁଳି ଚଳାଇଲା ରୁଷିଆ ସେନା

କ୍ୱିଭ୍‌,୧୭ା୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଭ୍ୟନ୍ତରୀଣ ପରିସ୍ଥିତି ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ପୂର୍ବ ୟୁକ୍ରେନରେ ରୁଷିଆ ସେନା ଏକ ଗାଁରେ ଗୁଳି ଚଳାଇଥିବା...

କରୋନା ଆତଙ୍କ ନ ସରୁଣୁ ପୃଥିବୀ ଉପରେ ପୁଣି ମାଡ଼ି ଆସୁଛି ବିପଦ: ଏବର୍ଷ ୧୬ରୁ ଅଧିକ ସାମୁଦ୍ରିକ ଝଡ଼ !

ୱାଶିଂଟନ, ୪ ।୪: ପୃଥିବୀରେ କରୋନ ସଂକ୍ରମଣ ଯୋଗୁ ଆତଙ୍କ ଜାରି ରହିଛି । ଏପରିସ୍ଥଳେ କଲୋରାଡୋ ବିଶ୍ୱବିଦ୍ୟାଳୟର ପାଣିପାଗ ବିଭାଗ ହୋଇଥିବା ଏକ ଅନୁଧ୍ୟାନରୁ...

ନଭେମ୍ବରରେ ଭାରତରେ କରୋନା ଟିକା ଦେବ ରୁଷିଆ

ମସ୍କୋ,୧୨ା୮: କରୋନା ଭୂତାଣୁ ପାଇଁ ଏକ ସଫଳ ଟିକା ପ୍ରସ୍ତୁତ କରିଥିବା ରୁଷିଆ ମଙ୍ଗଳବାର ଘୋଷଣା କରିଛି। ଏହି ଟିକା ଅନୁସନ୍ଧାନ ପାଇଁ ପାଣ୍ଠି ଯୋଗାଉଥିବା...

କାବୁଲ ଆତ୍ମଘାତୀ ବିସ୍ଫୋରଣ: ୪ ଯବାନ ଆହତ

କାବୁଲ,୧୮।୧୧: ଆଫଗାନିସ୍ତାନର କାବୁଲରେ ସୋମବାର ସକାଳେ ହୋଇଥିବା ବିସ୍ଫୋରଣରେ ୪ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ମିଲିଟାରୀ ଟ୍ରେନିଂ ସେଣ୍ଟର ନିକଟରେ ଏହି ଆତ୍ମଘାତୀ...

ଆମେରିକା ଦୂତାବାସ ନିକଟରେ ୨ କ୍ଷେପଣାସ୍ତ୍ର ମାଡ଼

ବାଗଦାଦ୍‌,୨।୩: ଇରାକର ବାଗଦାଦ୍‌ଠାରେ ଥିବା ଆମେରିକା ଦୂତାବାସ ନିକଟସ୍ଥ ଗ୍ରୀନ୍‌ ଜୋନ୍‌ରେ ୨ଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି। କ୍ଷେପଣାସ୍ତ୍ର ମାଡ଼ ହେବାପରେ ସମଗ୍ର ଅଞ୍ଚଳରେ ସୁରକ୍ଷା...

ଏହି ପନିପରିବା ଜୀବନ ପାଇଁ ଅମୃତ ତୁଲ୍ୟ…

ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ।...

Advertisement
Archives

Model This Week