ଅନ୍ତର୍ଜାତୀୟ

ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅଙ୍କୁ ୫ ବର୍ଷ ଜେଲ

ତେହେରାନ,୧୧ା୧: ଇରାନର ପୂର୍ବତନ ରାଷ୍ଟ୍ରପତି ଆକବର ହାସେମି ରଫ୍‌ସାନ୍‌ଜାନିଙ୍କ ଝିଅ ଫାଏଜେ ହାସେମିଙ୍କୁ ୫ ବର୍ଷ ଜେଲଦଣ୍ଡ ହୋଇଛି। ତେବେ କେଉଁ ଅପରାଧରେ ତାଙ୍କୁ ଦଣ୍ଡିତ କରାଯାଇଛି, ତାହା ଜଣାପଡ଼ିନାହିଁ। ତାଙ୍କ ବିରୋଧରେ ସରକାର ବିରୋଧୀ ପ୍ରଚାର ଅଭିଯୋଗ ଅଣାଯାଇଥିବା ତେହରାନର…

ବାଇଡେନ୍‌ଙ୍କ ଘରୋଇ ଅଫିସ୍‌ରେ ଗୋଇନ୍ଦା ଦସ୍ତାବିଜ୍‌

ଓ୍ବାଶିଂଟନ,୧୧ା୧: ଜୋ ବାଇଡେନ୍‌ ଆମେରିକାର ଉପରାଷ୍ଟ୍ରପତି ଥିବା ସମୟରେ ତାଙ୍କ ଘରୋଇ କାର୍ଯ୍ୟାଳୟରୁ ଅନେକ ଗୋଇନ୍ଦା ଦସ୍ତାବିଜ୍‌ ମିଳିଛି। ସେଥିରେ ୟୁକ୍ରେନ୍‌, ଇରାନ ଏବଂ ବ୍ରିଟେନ୍‌ର ଗୋପନ ତଥ୍ୟ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଗତବର୍ଷ ବାଇଡେନ୍‌ଙ୍କ ଘରୋଇ କାର୍ଯ୍ୟାଳୟରୁ ୧୦ଟି…

ମାଡ଼ିିଲାଣି ମାନ୍ଦାବସ୍ଥା

ଓ୍ବାଶିଂଟନ,୧୧ା୧: ୨୦୨୩ ବିଶ୍ୱ ଅର୍ଥନୀତି ପାଇଁ ଏକ ବିପଜ୍ଜନକ ବର୍ଷ ହେବାକୁ ଯାଉଛି। କାରଣ ଯେଉଁ ମାନ୍ଦାବସ୍ଥାକୁ ନେଇ ଅର୍ଥନୀତିଜ୍ଞମାନେ ଚିନ୍ତା କରୁଥିଲେ ତାହା ଆସିସାରିଛି। ଆମେରିକା, ୟୁରୋପ ଓ ଚାଇନା ଭଳି ବୃହତ୍‌ ଅର୍ଥନୀତିରେ ଦୁର୍ବଳ ଅଭିବୃଦ୍ଧି ଯୋଗୁ ବୈଶ୍ୱିକ…

ଶ୍ରୀଲଙ୍କା ସଙ୍କଟ ଘନେଇଲା: ସରକାରୀ କର୍ମଚାରୀଙ୍କ ଜାନୁୟାରୀ-ଫେବୃୟାରୀ ଦରମା ନେଇ ଅନିଶ୍ଚିତତା…

କଲମ୍ବୋ,୧୦।୧ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଛି। ଉତିମଧ୍ୟରେ ସମସ୍ତ ମନ୍ତ୍ରଣାଳୟକୁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରମସିଙ୍ଘେ ଏକ ବିଶେଷ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ, ଚଳିତ ବର୍ଷର ବଜେଟରେ ସେମାନଙ୍କୁ ଦିଆଯାଇଥିବା ଆନୁମାନିକ ଖର୍ଚ୍ଚକୁ ପାଞ୍ଚ ପ୍ରତିଶତ ହ୍ରାସ…

କାନାଡାରେ ଗୋଟାବାୟା-ମହିନ୍ଦାଙ୍କ ବିରୋଧରେ ପ୍ରତିବନ୍ଧକ…

ଅଟଓ୍ବା/କଲମ୍ବୋ,୧୦।୧ : ନାଗରିକ ବିବାଦର ମାନବିକ ଅଧିକାରର ଉଲ୍ଲଂଘନ ପାଇଁ ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଏବଂ ମହିନ୍ଦା ରାଜପକ୍ଷେ, ସେମାନଙ୍କ କର୍ମଚାରୀ ସୁନୀଲ ରତ୍ନାୟକେ ଏବଂ ଲ୍ୟୁଟନାଟ କମାଣ୍ଡର ଚନ୍ଦନା ପି ହେଟିଆରିଚିଥେଙ୍କ ସମେତ କାନାଡା ସରକାର ଶ୍ରୀଲଙ୍କାର ଚାରିଜଣ…

ଶକ୍ତି ପରୀକ୍ଷାରେ ଜିତିଲେ ପ୍ରଚଣ୍ଡ…

କାଠମାଣ୍ଡୁ,୧୦।୧ : ନେପାଳ ସଂସଦରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ ଶକ୍ତି ପରୀକ୍ଷାର ସମ୍ମୁଖୀନ ହୋଇଥିଲେ। ହୋଇଥିବା ମତଦାନରେ ତାଙ୍କ ସମର୍ଥନରେ ୨୬୮ ଭୋଟ ମିଳିଥିଲା। ମୋଟ ଉପସ୍ଥିତ ଥିବା ୨୭୦ ସଦସ୍ୟଙ୍କ ଭୋଟ ମଧ୍ୟରୁ ସେ କେବଳ…

ବିଲାଓ୍ବଲଙ୍କୁ ଫୋନ କଲେ ଚାଇନାର ନୂଆ ବୈଦେଶିକ ମନ୍ତ୍ରୀ…

ବେଜିଂ,୧୦।୧ : ପାକିସ୍ତାନରେ ଚାଇନା ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଚାଇନାର ନୂଆ ବୈଦେଶିକ ମନ୍ତ୍ରୀ କୀିନ୍‌ ଗେଙ୍ଗ୍‌ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ପାକିସ୍ତାନୀ ପ୍ରତିପକ୍ଷ ବିଲାଓ୍ବଲ ଭୁଟ୍ଟୋ ଜରଦାରୀଙ୍କୁ ଫୋନ କରିିଛନ୍ତି। ଏହା ସହିତ ଚାଇନା ନାଗରିକଙ୍କ ସୁରକ୍ଷା…

୧୮୦ ବିଲିୟନ ଡଲାର ହରାଇ ରେକର୍ଡ କଲେ ଏଲନ ମସ୍କ…

ଓ୍ବାଶିଂଟନ,୧୦।୧ : ଟେସଲାର ଶେୟାରରେ ଏକ ବଡ଼ ଧରଣର ହ୍ରାସ ପରେ ଏହାର ମୁଖ୍ୟ ଏଲନ ମସ୍କଙ୍କ ସମ୍ପତ୍ତି କମିବାରେ ଲାଗିଛି। ଟେସଲାର ଷ୍ଟକରେ ଏହି ପତନ ପରେ ଏଲନ ମସ୍କ ବ୍ୟକ୍ତିଗତ ସମ୍ପତ୍ତି ହରାଇବା ଦୃଷ୍ଟିରୁ ଏକ ବିଶ୍ୱ ରେକର୍ଡ…

ଚାଇନାର ଧମକ ପରେ ଜର୍ମାନୀର ସହାୟତା ଲୋଡିଲା ତାଇଓ୍ବାନ…

ତାଇପେଇ ସିଟି/ବେଜିଂ,୧୦।୧ : ଚାଇନାର ଧମକ ପରେ ତାଇଓ୍ବାନ କ୍ଷେତ୍ରୀୟ ଅଖଣ୍ଡତା ବଜାୟ ରଖିବା ପାଇଁ ଜର୍ମାନୀର ସହାୟତା ଲୋଡ଼ିଛି। ତାଇଓ୍ବାନ ରାଷ୍ଟ୍ରପତି ତ୍ସାଇ ଇଙ୍ଗ ବେନ ଜର୍ମାନୀ ସାଂସଦଙ୍କ ସହିତ ଏକ ବୈଠକରେ ମଙ୍ଗଳବାର ଚାଇନା ଧମକ ନେଇ ଆବଶ୍ୟକ…

ଜାପାନ-ଅଷ୍ଟ୍ରେଲିଆ ବନ୍ଧୁତା ବୃଦ୍ଧି ନେଇ ଦ୍ୱିତୀୟ ବିଶ୍ୱଯୁଦ୍ଧର ସ୍ଥିତି ମନେ ପକାଇଲା ଚାଇନା…

ବେଜିଂ,୧୦।୧ : ଅଷ୍ଟ୍ରେଲିଆର କ୍ଷମତାସୀନ ବାମପନ୍ଥୀ ସରକାର ଚାଇନା ସହିତ ମିତ୍ରତା ହାତ ବଢ଼ାଇବାର ପ୍ରୟାସ କରୁଛନ୍ତି। ତେବେ ଏହାକୁ ନେଇ ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର କୌଣସି ମତାମତ ଦେବାକୁ ପଛଘୁଞ୍ଚା ଦେବାରେ ଲାଗିଛନ୍ତି। ଜାପାନ ସହିତ ଅଷ୍ଟ୍ରେଲିଆ…

ଦକ୍ଷିଣ କୋରିଆ ନାଗରିକଙ୍କ ଶର୍ଟ ଟର୍ମ ଭିଜା ଉପରେ କଟକଣା ଜାରି କଲା ଚାଇନା…

ବେଜିଂ,୧୦।୧ : ଚାଇନାରେ କରୋନା ମହାମାରୀ ସଂକ୍ରମଣ ଅଣାୟତ୍ତ ସ୍ଥିତିରେ ରହିଛି। କେତେକ ଦେଶ ଏବେ ଚାଇନାରୁ ଆସୁଥିବା ଯାତ୍ରୀଙ୍କ ଉପରେ କଟକଣା ଜାରି କରିଛନ୍ତି। ଏହାକୁ ନେଇ ଚାଇନା କ୍ରୋଧ ପ୍ରକାଶ କରିବା ସହିତ ଏହାକୁ ନିନ୍ଦା କରିଛି। ଏବେ…

ମୂଳ ଭାରତୀୟ ନାସାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ନିଯୁକ୍ତ…

ଓ୍ବାଶିଂଟନ,୧୦।୧ : ଆମେରିକୀୟ ଏରୋସ୍ପେସ ବିଶେଷଜ୍ଞ ତଥା ମୂଳ ଭାରତୀୟ ଏସି ଚାରଣିଆଙ୍କୁ ନାସା ଏହାର ମୁଖ୍ୟ ଟେକ୍ନୋଲୋଜିଷ୍ଟ ଭାବରେ ନିଯୁକ୍ତ କରିଛି। ଟେକ୍ନୋଲୋଜି ନୀତି ଏବଂ ସ୍ପେସ ପ୍ରୋଗ୍ରାମ ଉପରେ ସେ ନାସା ମୁଖ୍ୟ ବିଲ ନେଲସନଙ୍କ ମୁଖ୍ୟ ପରାମର୍ଶଦାତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri