ନ୍ୟାୟିକ ପ୍ରକ୍ରିୟାରେ ସୃଷ୍ଟି ହେବ ନୂଆ ଇତିହାସ: କୋର୍ଟରେ ତର୍କ କରିବେ ରୋବୋ ଆଇନଜୀବୀ…
ନ୍ୟୁୟର୍କ,୧୧।୧ : ନ୍ୟାୟିକ ପ୍ରକ୍ରିୟାରେ ନୂଆ ଇତିହାସ ସୃଷ୍ଟି ହେବାକୁ ଯାଉଛି। ପ୍ରଥମ ରୋବୋ ଆଇନଜୀବୀ ଆସନ୍ତା ମାସରେ କୋର୍ଟରେ ଜଣେ ବ୍ୟକ୍ତିଙ୍କ ପକ୍ଷ ରଖି ବିଚାରପତିଙ୍କ ସମ୍ମୁଖରେ ତର୍କ ପ୍ରତିନିଧିତ୍ୱ କରିବେ। ନ୍ୟୁୟର୍କ ପୋଷ୍ଟ ଅନୁଯାୟୀ, ଆସନ୍ତା ମାସରେ ବିଶ୍ୱର…
ଚାଇନାକୁ ଘେରିବେ ଆମେରିକା-ଜାପାନ, ଗୁରୁବାର ପଞ୍ଚମ ଇଣ୍ଡୋ-ପାସିଫିକ ବ୍ୟବସାୟ ଫୋରମ ବୈଠକ…
ଓ୍ବାଶିଂଟନ/ଟୋକିଓ,୧୧।୧ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସୁରକ୍ଷା ଚ୍ୟାଲେଞ୍ଜ ଏବଂ ଚାଇନା ଆକ୍ରୋଶକୁ ରୋକିବା ପାଇଁ ଆମେରିକା ଏବଂ ଜାପାନର ପ୍ରତିପକ୍ଷ ଶୀଘ୍ର ସାକ୍ଷାତ କରିବାକୁ ଯାଉଛନ୍ତି। ପେଣ୍ଟାଗନ କହିଛି ଯେ ୨୦୨୩ ଆମେରିକା-ଜାପାନ ସୁରକ୍ଷା ପରାମର୍ଶଦାତା କମିଟି ବୈଠକରେ ଦୁଇ…
ରୁଷିଆର ୭୫ ପ୍ରତିଶତ ଅସ୍ତ୍ରଶସ୍ତ୍ର ଶେଷ ହେଲାଣି: ଆମେରିକାର ଦାବି…
ଓ୍ବାଶିଂଟନ,୧୧।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ବର୍ଷ ପୂରଣ ହେବାକୁ ଯାଉଛି। ଉଭୟ ଦେଶ କ୍ରମାଗତ ଭାବେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ପଶ୍ଚିମ ଦେଶରୁ ୟୁକ୍ରେନ ସାମରିକ ସହାୟତା ନେଉଥିବାବେଳେ ରୁଷିଆ ଏହାର ବିଶାଳ…
ପିଲାଙ୍କୁ ପଢ଼ାଇବା ପାଇଁ ବାଇଡେନ ନେଇଥିଲେ ୮ କୋଟି, କରି ନାହାନ୍ତି ଗୋଟିଏ ବି କ୍ଲାସ…
ଓ୍ବାଶିଂଟନ,୧୧।୧ : ଉପରାଷ୍ଟ୍ରପତି ପଦ ଛାଡିବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପେନସିଲଭାନିଆ ୟୁନିଭରସିଟିରେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କୁ ପ୍ରଫେସର ଭାବରେ ବର୍ଷକୁ ଏକ ମିଲିୟନ ଡଲାର ଦିଆଯାଉଥିଲା। କିନ୍ତୁ ସେ କଦାପି ଗୋଟିଏ ବି କ୍ଲାସ ନେଇ…
ମେକ୍ସିକୋରେ ବାଇଡେନ୍, ଟ୍ରୁଡୋ
ମେକ୍ସିକୋ ସିଟି,୧୧ା୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ କାନାଡା ପ୍ରତିପକ୍ଷ ଜଷ୍ଟିନ୍ ଟ୍ରୁଡୋ ମଙ୍ଗଳବାର ମେକ୍ସିକୋରେ ପହଞ୍ଚତ୍ଛନ୍ତି। ମେକ୍ସିକୋ ସହ ଦୁଇ ରାଷ୍ଟ୍ରର ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେମାନେ ସେଠାକାର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ ଓବ୍ରାଡରଙ୍କ…
ଗୃହମନ୍ତ୍ରୀଙ୍କ ଉପରକୁ ଜୋତା ମାଡ଼
ଇସଲାମାବାଦ୍,୧୧।୧: ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲଙ୍କ ଉପରକୁ ଜୋତା ମାଡ଼ କରାଯାଇଛି। ସେ ପଞ୍ଜାବ ବିଧାନସଭା ସଭାର ବୈଠକ ଶେଷ ପରେ ନିଜ କାର ପାଖକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ତେବେ କାରର ଝରକା ଯୋଗୁ ସେ କୌଣସି…
ଭାରତରେ ସଂକ୍ରମଣ ବୃଦ୍ଧି ହେବାର କୌଣସି ଆଶଙ୍କା ନାହିଁ…
ନୂଆଦିଲ୍ଲୀ,୧୧।୧ : ଭାରତରେ ସଂକ୍ରମଣ ବୃଦ୍ଧି ହେବାର କୌଣସି ଆଶଙ୍କା ନାହିଁ ବୋଲି କୋଭିଡ ୱାର୍କିଂ ଗ୍ରୁପ୍ର ଚେୟାରମ୍ୟାନ ଡାକ୍ତର ଏନ.କେ ଆରୋରା କହିଛନ୍ତି ଯେ ଦେଶରେ ବହୁତ ଜୀବାଣୁ ଅଛନ୍ତି କିନ୍ତୁ ଏହା ଏତେ ତୀବ୍ର ନୁହେଁ। ଆମେ ଜେନୋମିକ…
ହସ୍ପିଟାଲରେ ଥିବା ଫଟୋ ଟୁଇଟ୍ କଲେ ବୋଲସୋନାରୋ
ଓ୍ବାଶିଂଟନ୍,୧୧ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋ ଆମେରିକାର ଫ୍ଲୋରିଡାସ୍ଥିତ ଓର୍ଲାଣ୍ଡୋର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳର ଫଟୋକୁ ମଙ୍ଗଳବାର ଟୁଇଟ୍ କରିଛନ୍ତି। ୨୦୧୮ରେ ଏକ ରାଜନୈତିକ ରାଲି ବେଳେ ପେଟରେ ଛୁରାମାଡ଼ ଯୋଗୁ ସୃଷ୍ଟି ହୋଇଥିବା ପୁରୁଣା କ୍ଷତ…
ଅଧିକ କରୋନା ସଂକ୍ରମଣ ଥିବା ଦେଶର ଯାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲା ଡବ୍ଲୁଏଚଓ…
ଜେନେଭା,୧୧।୧ : ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି.୧.୫ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି । ବିଶେଷ ଭାବରେ, ଏହି ସବ-ଭାରିଆଣ୍ଟ ଧୀରେ ଧୀରେ ଆମେରିକାରେ ଏହାର ପ୍ରଭାବ ଦେଖାଉଛି, ଯାହା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ ଚିନ୍ତା…
ଜେଲେନସ୍କିଙ୍କୁ ଘାରିଛି ପୁଟିନଙ୍କ ଭଡାଟିଆ ଗୁଣ୍ଡା ୱାଗନର୍ ଗ୍ରୁପ ଚିନ୍ତା…
କିଭ୍,୧୧।୧ : ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଭଡାଟିଆ ଗୁଣ୍ଡାଙ୍କୁ ୟୁକ୍ରେନ୍ରେ ଆତଙ୍କ ସୃଷ୍ଟି କରିଛନ୍ତି। ଏମାନଙ୍କୁ ‘ୱାଗନର୍ ଗ୍ରୁପ’ କୁହାଯାଉଛି। ରୁଷିଆର ଏହି ଘରୋଥ ସେନା ପୁଣିଥରେ ୟୁକ୍ରେନ ବିରୁଦ୍ଧରେ ଆକ୍ରମଣାତ୍ମକ ହୋଇପଡିଛି। ୱାଗନର୍ ଗ୍ରୁପ୍ର ମୁଖ୍ୟ ୟେଭେଗେନି ପ୍ରିଗୋଜିନ…
ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଲା ‘ନାଟୁ ନାଟୁ’ ଗୀତ
ସାକ୍ରାମେଣ୍ଟୋ,୧୧।୧: ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ ‘ଆର୍ଆର୍ଆର୍’ର ସୁପରହିଟ୍ ଗୀତ ‘ନାଟୁ ନାଟୁ’ ଗୋଲ୍ଡେନ ଗ୍ଲୋବ ଆଓ୍ବାର୍ଡ ହାତେଇଛି। ଅନ୍ତର୍ଜାତୀୟ ସ୍ତରରେ ଏହି ସଫଳତା ହାସଲ କରିବା ଭାରତୀୟ ଚଳଚ୍ଚିତ୍ର ପାଇଁ ଗର୍ବର ବିଷୟ। ଏହି ପୁରସ୍କାର ଗ୍ରହଣ କରିବା…
ଇଣ୍ଡୋନେସିଆ ଭୂକମ୍ପ: ବହୁ ଘର କ୍ଷତିଗ୍ରସ୍ତ
ଜାକର୍ତ୍ତା,୧୧ା୧: ପୂର୍ବ ଇଣ୍ଡୋନେସିଆ ଅନ୍ତର୍ଗତ ସମୁଦ୍ର ଗର୍ଭରେ ସୋମବାର ବିଳମ୍ବିତ ରାତିରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୭.୬ ଥିଲା। ଭୂକମ୍ପ ଯୋଗୁ ପୂର୍ବ ଇଣ୍ଡୋନେସିଆ ଅନ୍ତର୍ଗତ ଦ୍ୱୀପପୁଞ୍ଜର ଅନେକ ଘର କ୍ଷତିଗ୍ରସ୍ତ ହୋଇଛି।…
Archives


