ଅନ୍ତର୍ଜାତୀୟ

ପୁଣି ଚାଇନାକୁ ଫେରିଲା କରୋନା ମହାମାରୀ…

ବେଜିଂ,୨୪।୧୧ : ପୁଣି ଚାଇନାକୁ କରୋନା ମହାମାରୀ ଫେରିଛି। ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ଯୋଗୁଁ ପରିସ୍ଥିତି ପୁଣି ସଙ୍କଟ ଜନକ ହୋଇଛି। ରାଜଧାନୀ ବେଜିଂରେ କରୋନା ଲକଡାଉନ ଅଧୀନରେ କଡା ପ୍ରତିବନ୍ଧକ ଲଗାଯାଇଛି। କରୋନା ଆକ୍ରାନ୍ତଙ୍କ ଦୈନିକ…

ଫିଲିପ୍ସର ଚିକିତ୍ସା ଉପକରଣରେ ତ୍ରୁଟି ଯୋଗୁ ଆମେରିକାରେ ୨୬୦ ଜଣଙ୍କ ମୃତ୍ୟୁ

ଆମଷ୍ଟର୍ଡମ,୨୪ ।୧୧: ଆମେରିକାରେ ଫିଲିପ୍ସର ସ୍ଲିପ ଆପନିଆ ଓ ଭେଣ୍ଟିଲେଟର ଚିକିତ୍ସା ଉପକରଣରେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ଏପ୍ରିଲ ୨୦୨୧ରୁ ଏବେ ପର୍ଯ୍ୟନ୍ତ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେଠାକାର ଖାଦ୍ୟ ଓ ଔଷଧ ପ୍ରଶାସନ କହିଛି ତ୍ରୁଟିର…

କିଏ ହେବେ ବାଜଓ୍ବାଙ୍କ ଉତ୍ତରାଧିକାରୀ

ଇସ୍‌ଲାମାବାଦ,୨୪ା୧୧: ଆଣବିକ ଅସ୍ତ୍ରସମ୍ପନ୍ନ ପାକିସ୍ତାନୀ ସେନା ଖୁବ୍‌ଶୀଘ୍ର ନୂଆ କମାଣ୍ଡର ପାଇବ। ସ୍ଥଳସେନା ମୁଖ୍ୟ ଜେନେରାଲ ଜାଭେଦ ବାଜ୍‌ଓ୍ବାଙ୍କ ୬ ବର୍ଷର କାର୍ଯ୍ୟକାଳ ଆସନ୍ତା ୨୯ରେ ଶେଷ ହେବ। ସେ ଅବସର ନେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ନୂଆ ସେନା…

ୟୁକ୍ରେନୀୟଙ୍କ ଦୁର୍ଦ୍ଦଶା ଷ୍ଟାଲିନ୍‌ଙ୍କ ଗଣହତ୍ୟା ସଦୃଶ: ପୋପ୍‌

ଭାଟିକାନ୍‌ ସିଟି,୨୪ା୧୧: କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ବୁଧବାର ୟୁକ୍ରେନବାସୀଙ୍କ ଦୁର୍ଦ୍ଦଶାକୁ ଷ୍ଟାଲିନ୍‌ଙ୍କ ୯୦ ବର୍ଷ ତଳର ବର୍ବରତା ସହ ତୁଳନା କରିଛନ୍ତି। ସୋଭିଏତ୍‌ ସଂଘର ପୂର୍ବତନ ପ୍ରଧାନମନ୍ତ୍ରୀ ଜୋଶେଫ୍‌ ଷ୍ଟାଲିନ୍‌ ୧୯୩୦ ଦଶକରେ ଏକ କୃତ୍ରିମ ମରୁଡ଼ି ସୃଷ୍ଟି କରିଥିଲେ।…

ଚଳିତ ବର୍ଷ ପ୍ରତିଦିନ ୨୫୦୦ କୋଟି କ୍ଷତି ସହୁଛନ୍ତି ଏଲନ ମସ୍କ, ଟୁଇଟରରେ ପୂର୍ଣ୍ଣ ନିୟନ୍ତ୍ରଣର ସଂଘର୍ଷ ବଢାଉଛି ସମସ୍ୟା

ୱାଶିଂଟନ,୨୪ ।୧୧: ଟେଲସାର ସିଇଓ ଏଲନ ମସ୍କ ଯେବେଠାରୁ ଟୁଇଟର କିଣିଲେଣି ସେବେଠାରୁ କୌଣଓି ନା କୌଣସି କାରଣରୁ ସେ ଆସୁଛନ୍ତି ଚର୍ଚ୍ଚାକୁ । ଏବେ ସୂଚନା ମିଳିଛି କି ଟେଲସାର ଶେୟାର ସର୍ବନିମ୍ନ ସ୍ତରକୁ ଖସିଯିବା ପରେ କମ୍ପାନି ଚଳିତ…

ରୁଷିଆ ଆତଙ୍କବାଦର ପୃଷ୍ଠପୋଷକ

କିଭ୍‌,୨୪ା୧୧: ୟୁରୋପୀୟ ପାର୍ଲାମେଣ୍ଟ ବୁଧବାର ରୁଷିଆକୁ ‘ଆତଙ୍କବାଦର ପୃଷ୍ଠପୋଷକ ରାଷ୍ଟ୍ର’ ଘୋଷଣା କରିଛି। ୟୁକ୍ରେନ୍‌ରେ ମସ୍କୋ ଲଗାତର ବର୍ବର ଆକ୍ରମଣ କରିବା ସହ ମାନବ ଅଧିକାର ଓ ଅନ୍ତର୍ଜାତୀୟ ମାନବାଧିକାର ଆଇନଗୁଡ଼ିକର ଉଲ୍ଲଂଘନ କରୁଛି ବୋଲି ପାର୍ଲାମେଣ୍ଟ ଦର୍ଶାଇଛି। ୫୯୬ ସଦସ୍ୟ…

ମହାକାଶରେ ହେବ ସୋଲାର ଫାର୍ମ

ପ୍ୟାରିସ୍‌,୨୪।୧୧: ବୈଦ୍ୟୁତିକ ଶକ୍ତି ଉତ୍ପାଦନର ପ୍ରମୁଖ ସମ୍ବଳ ହେଉଛି କୋଇଲା। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ କୋଇଲା ସଙ୍କଟ ମୁଣ୍ଡ ଟେକିଛିି। ଏଥିଯୋଗୁ ଭବିଷ୍ୟତରେ ବିଦ୍ୟୁତ୍‌ ଶକ୍ତିର ଘୋର ଅଭାବ ବିଶ୍ୱବାସୀଙ୍କ ପାଇଁ ବିପଦ ସାଜିପାରେ। ଏ…

ମିଳିମିଳା ବିଶ୍ୱ ପାଇଁ ବିପଦ, ଏହାକୁ ରୋକିବାକୁ ୯୫ ପ୍ରତିଶତ ଟିକାକରଣ ଜରୁରୀ : ଡବ୍ଲୁଏଚଓ

ଜେନେଭା,୨୪ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଓ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(ସଡିସି) ବୁଧବାର କହିଛି କରୋନା ଭାଇରସ ମହାମାରୀ ଆରମ୍ଭ ହେବାପରେ ମିଳିମିଳା ଟିକାକରଣ କମିବାରେ ଲାଗିଛି । ଏହାର ପରିଣାମ ସ୍ୱରୂପ ଗତ ବର୍ଷ…

କିଭ୍‌ ଉପରେ ପୁଣି ଆକ୍ରମଣ କଲା ରୁଷିଆ

କିଭ୍‌,୨୩।୧୧: ରୁଷିଆ ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ କରିଛି। ରାଜଧାନୀ କିଭ୍‌ ଉପରେ ଏହି ଆକ୍ରମଣ ହୋଇଛି। କିଭ୍‌ ପ୍ରଶାସନ ଅନୁଯାୟୀ ବୁଧବାର ରୁଷିଆ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏଥର…

ଚାଇନାରେ କମିଲା ସୁନାର ଚାହିଦା

ବେଜିଂ,୨୩ା୧୧: ଚାଇନାରେ ଏହି ସପ୍ତାହରେ ସୁନାର ଚାହିଦା ହ୍ରାସ ପାଇଛି। କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ପାଇଁ ଏହି ଚାହିଦା ହ୍ରାସ ପାଇଛି। ତେବେ ଏହି ସମୟ ମଧ୍ୟରେ ଏସିଆରେ ସୁନାର ଚାହିଦା ବଢ଼ିଛି। ଭାରତରେ ସୁନା ମୂଲ୍ୟରେ ବୃଦ୍ଧି ଅଧିକାଂଶ…

ରୁଷିଆକୁ ‘ଆତଙ୍କବାଦ ପ୍ରାୟୋଜକ ଦେଶ’ ଘୋଷଣା କଲା ୟୁରୋପୀୟ ସଂସଦ

ଲଣ୍ଡନ,୨୩।୧୧: ୟୁରୋପୀୟ ସଂସଦ ରୁଷିଆକୁ ‘ଆତଙ୍କବାଦ ପ୍ରାୟୋଜକ ଦେଶ’ ଘୋଷଣା କରିଛି। ୟୁରୋପୀୟ ସଂସଦ ଯୁକ୍ତି କରିଛି, ୟୁକ୍ରେନ ଉପରେ ରୁଷିଆର ସାମରିକ ଆକ୍ରମଣ ସାଧାରଣ ନାଗରିକ, ଡାକ୍ତରଖାନା, ବିଦ୍ୟାଳୟ ଏବଂ ଆଶ୍ରୟସ୍ଥଳୀକୁ ଲକ୍ଷ୍ୟ କରି କରାଯାଉଛି। ଏହା ଅନ୍ତର୍ଜାତୀୟ ନିୟମକୁ…

ଥରିଲା ତୁର୍କୀ, ୫୦ ଆହତ

ଆଙ୍କରା,୨୩ା୧୧: ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ ୧୮୬ କିଲୋମିଟର ଦୂର ପଶ୍ଚିମ-ଉତ୍ତର ପଶ୍ଚିମରେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୯ ଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri