ପୁଟିନ କହିଲେ ଭବିଷ୍ୟତ ଭାରତର, ମୋଦିଙ୍କ ନେତୃତ୍ୱକୁ କଲେ ପ୍ରଶଂସା
ମସ୍କୋ,୨୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ପୁଣିଥରେ ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବିଶ୍ୱ ସ୍ତରରେ ଭାରତର ଭୂମିକା ବଢିବାରେ ଲାଗିଛି । ସେହିଭଳି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ…
ଇଟାଲି ସୁପରମାର୍କେଟରେ ଛୁରାମାଡ, ଫୁଟବଲ ଖେଳାଳିଙ୍କ ସମେତ ୪ ଆହତ, ଜଣେ ମୃତ
ରୋମ,୨୮ ।୧୦: ଇଟାଲିର ମିଲାନ ସହରରୁ ଏକ ବଡ ଖବର ଆସିଛି । ଏଠାରେ ଜଣେ ସନ୍ଦିଗ୍ଧ ଏକ ସୁପରମାର୍କେଟରେ ଲୋକଙ୍କୁ ଛୁରାମାଡ କରିଛନ୍ତି । ଏହି ଘଟଣାରେ ଆର୍ସେନଲର ଷ୍ଟାର ଫୁଟବଲର ପାବ୍ଲୋ ମାରି ସମେତ ୪ ଜଣ ଆହତ…
ଟୁଇଟର କିଣିବା ପଛର କାରଣ କହିଲେ ମସ୍କ
ଓ୍ବାଶିଂଟନ୍, ୨୭ା୧୦: ଟେସ୍ଲା ସିଇଓ ଏଲନ ମସ୍କ ମାଇକ୍ରୋବ୍ଲଗିଂ ପ୍ଲାଟ୍ଫର୍ମ ଟୁଇଟର କିଣିଥିବା ସ୍ପଷ୍ଟ କରିଛନ୍ତି। ଗୁରୁବାର ସେ ଏକ ଟୁଇଟ କରି ସୋସିଆଲ ମିଡିଆ ଜାଏଣ୍ଟକୁ କିଣିବା ପଛର କାରଣ ମଧ୍ୟ ବର୍ଣ୍ଣନା କରିଛନ୍ତି। ଅଧିକ ଅର୍ଥ ପାଇଁ ନୁହେଁ…
ଚାଇନା ଉଠାଇଲା କଶ୍ମୀର ରାଗ: କହିଲା, ଆଲୋଚନା ମାଧ୍ୟମରେ ସମାଧାନ ହେଉ କଶ୍ମୀର ପ୍ରସଙ୍ଗ
ବେଜିଂ,୨୭।୧୦: ଭାରତ ଓ ପାକିସ୍ତାନ ମଧ୍ୟରେ ଆଲୋଚନା ମାଧ୍ୟମରେ କଶ୍ମୀର ପ୍ରସଙ୍ଗର ସମାଧାନ ହେବା ଆବଶ୍ୟକ ବୋଲି ଗୁରୁବାର ଚାଇନା କହିଛି। କୌଣସି ଏକପାଖିଆ କାର୍ଯ୍ୟାନୁଷ୍ଠାନ ସ୍ଥିତିକୁ ଅଧିକ ଜଟିଳ କରିବ ବୋଲି ଜଣେ ପାକିସ୍ତାନୀ ଖବରଦାତାଙ୍କ ପ୍ରଶ୍ନରେ ଚାଇନା ବହିର୍ବ୍ୟାପାର…
ନୂଆ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ମୋଦି: କହିଲେ, ଏକାଠି ହୋଇ କାମ କରିବା
ନୂଆଦିଲ୍ଲୀ/ଲଣ୍ଡନ, ୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନ୍ରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିବାରୁ ସୁନକଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି। ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ଦିଗରେ ଏକାଠି କାମ କରିବାକୁ ପ୍ରଧାନମନ୍ତ୍ରୀ…
ସରକାରଙ୍କୁ ଘେରିବେ ଇମ୍ରାନ
ଇସଲାମାବାଦ,୨୭ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ (ପିଟିଆଇ) ଲାହୋରରୁ ଇସଲାମାବାଦ ଅଭିମୁଖେ ପଦଯାତ୍ରା କରିବାକୁ ଘୋଷଣା କରିବାର ଗୋଟିଏ ଦିନ ପରେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପଦଯାତ୍ରା ଶୁକ୍ରବାର ଲାହୋରରୁ ଆରମ୍ଭ ହେବ ଏବଂ…
‘ମୋଦିଙ୍କ ସହ ମୋର ସମ୍ପର୍କ ବହୁତ ଭଲ’
ଓ୍ବାଶିଂଟନ,୨୭ା୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଯଦି ସେ ଜିତନ୍ତି ତେବେ ଭାରତ-ଆମେରିକା ସମ୍ପର୍କକୁ ଆହୁରି ଉପରକୁ ନେଇଯିବେ। ଫ୍ଲୋରିଡାର ମାର୍-ଏ-ଲାଗୋ ରିସର୍ଟରେ ରିପବ୍ଲିକାନ ହିନ୍ଦୁ…
ମିସ୍ ଶ୍ରୀଲଙ୍କା ସୁନ୍ଦରୀ ପ୍ରତିଯୋଗିତା: ବିଜେତାଙ୍କ ନାମ ଘୋଷଣା ପରେ ମାଡ଼ପିଟ୍, ଭାଇରାଲ ହେଉଛି ଭିଡିଓ…
ନ୍ୟୁୟର୍କ,୨୭ା୧୦: ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ମିସ୍ ଶ୍ରୀଲଙ୍କା ସୌନ୍ଦର୍ଯ୍ୟ ପ୍ରତିଯୋଗତାର ପ୍ରଥମ ରାଉଣ୍ଡ ଶେଷ ହୋଇଛି। ଏହି ସମୟରେ ପ୍ରତିଯୋଗୀମାନେ ପରସ୍ପର ସହିତ ସଂଘର୍ଷ କରିଥିଲେ। ପାର୍ଟି ପରେ ଏଠାରେ ମାଡ଼ପିଟ୍ ଆରମ୍ଭ ହୋଇଥିଲା। ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ…
୨୦୨୫ ସୁ୍ଦ୍ଧା ସଙ୍କଟ ଜନକ ହେବ ନିର୍ଗମନ, ଅନ୍ତଜାର୍ତୀୟ ଶକ୍ତି ଏଜେନ୍ସିର ଚେତାବନୀ…
ଓ୍ବାଶିଂଟନ,୨୭।୧୦ : ଭବିଷ୍ୟତରେ ବିପଦ ସମ୍ପର୍କରେ ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଚେତାବନୀ ଦେଇଛି। ଏଜେନ୍ସିର ରିପୋର୍ଟରେ କୁହାଯାଇଛି ଯେ ୨୦୨୫ ସୁଦ୍ଧା ବିଶ୍ୱର ଶକ୍ତି ନିର୍ଗମନ ସର୍ବାଧିକ ହେବ। ବାସ୍ତବରେ, ବିଶ୍ୱ ଶକ୍ତି ଏଜେନ୍ସି-୨୦୨୨ ରିପୋର୍ଟ ଗୁରୁବାର ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି…
ଚାଇନା ସହିତ ଆମେ ବିବାଦ ଚାହୁଁନାହୁଁ: ବାଇଡେନ
ନ୍ୟୁୟର୍କ,୨୭।୧୦: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦେଶର ବରିଷ୍ଠ ସାମରିକ ପରାମର୍ଶଦାତାଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଚାଇନା ସହିତ ଆମେରିକା କଦାପି ବିବାଦ ଚାହୁଁ ନାହିଁ। ଚାଇନା ସହ ଥିବା ସମ୍ପର୍କକୁ ଆଦୌ ନଷ୍ଟ କରିବାକୁ ମଧ୍ୟ ଚାହୁଁନାହିଁ।…
ତୈଳ ନେଇ ଆମେରିକା-ସୌଦି ଆରବ ମୁହାଁମୁହିଁ…
ଓ୍ବାଶିଂଟନ,୨୭।୧୦ : ତୈଳ ଉତ୍ପାଦନ ହ୍ରାସ କରିବାର ନିଷ୍ପତ୍ତି ନେଇ ଆମେରିକା ଏବଂ ଓପେକ ପ୍ଲସ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୌଦି ଆରବର ଶକ୍ତି ମନ୍ତ୍ରୀ ଅବଦୁଲ ଅଜିଜ ବିନ ସଲମାନ ଆମେରିକାକୁ ସିଧାସଳଖ ଚେତାବନୀ…
ୟୁକ୍ରେନ ଯୁଦ୍ଧ: ରୁଷିଆ ପାଇଁ ଭଡ଼ାରେ ଲଢୁଛନ୍ତି ଆଫଗାନର ସୈନ୍ୟ…
ମସ୍କୋ/କ୍ୱିଭ୍,୨୭।୧୦ : ରୁଷିଆ-ୟୁକ୍ରେନ ମଧ୍ୟରେ ଆଠ ମାସ ଧରି ଜାରି ରହିଥିବା ଯୁଦ୍ଧ ଆଗାମୀ କିଛି ଦିନ ମଧ୍ୟରେ ଅଧିକ ଭୟଙ୍କର ହେବାକୁ ଯାଉଛି। ପୂର୍ବତନ ଆଫଗାନିସ୍ତାନ ସୈନିକମାନେ ରୁଷିଆ ପକ୍ଷରୁ ୟୁକ୍ରେନ୍ ବିରୋଧରେ ଯୁଦ୍ଧ ଲଢୁଥିବା ଖବର ମିଳିଛି। ସେମାନେ…
Archives


