ଅନ୍ତର୍ଜାତୀୟ

କୋଇଲାର ବହୁଳ ବ୍ୟବହାର ପଡୁଛି ମହଙ୍ଗା, ସାରା ବିଶ୍ୱରେ ସରି ଆସୁଛି କୋଇଲା

ନ୍ୟୁୟର୍କ,୩ ।୩: ଆମେରିକାରୁ ଚାଇନା ପର୍ଯ୍ୟନ୍ତ ଏବଂ ବ୍ରିଟେନରୁ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବିଶ୍ୱର ଅଧିକାଂଶ ଦେଶ ସେମାନଙ୍କର ଶକ୍ତି କ୍ଷୁଧା ମେଣ୍ଟାଇବାକୁ କୋଇଲାର ବ୍ୟବହାର କରୁଛନ୍ତି । ଏହା କେବଳ ଏବେକାର ନୁହେଁ ଭବିଷ୍ୟତ ପିଢିଙ୍କ ପାଇଁ ମଧ୍ୟ ପ୍ରଭାବ ପକାଉଛି…

ସବୁଠୁ କମ୍‌ ବୟସର ପଲିଟିବ୍ୟୁରୋ

ହାନୋଇ,୨।୩: ଭୋ ଭାନ୍‌ ଥୋଙ୍ଗ୍‌ ଗୁରୁବାର ଭିଏତନାମର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଭିଏତନାମ (ସିପିଭି)ର ପୋଲିଟବ୍ୟୁରୋ ସଦସ୍ୟ ଥୋଙ୍ଗ୍‌ଙ୍କୁ ରାଷ୍ଟ୍ରପତି ପଦ ପାଇଁ ୯୮.୩୮% ଭୋଟ ମିଳିଥିଲା। ରାଷ୍ଟ୍ରପତି ଏବଂ ସୋସିଆଲିଷ୍ଟ ରିପବ୍ଲିକ୍‌ ଅଫ୍‌ ଭିଏତନାମର…

ବିଦେଶୀ ଶବ୍ଦ ଉପରେ ପ୍ରତିବନ୍ଧକ ଲଗାଇଲେ ପୁଟିନ୍‌

ମସ୍କୋ,୨।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିିମିର ପୁଟିନ ଦେଶର ସରକାରୀ ଅଧିକାରୀଙ୍କ ପାଇଁ ଏକ ନୂଆ ଆଦେଶ ଜାରି କରିଛନ୍ତି। ପୁଟିନ୍‌ଙ୍କ ନିର୍ଦ୍ଦେଶ ଅନୁଯାୟୀ, ସରକାରୀ କାର୍ଯ୍ୟ ସମୟରେ ଅଧିକାରୀମାନଙ୍କୁ ବିଦେଶୀ ଶବ୍ଦ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ପୁଟିନ୍‌ଙ୍କ ନୂତନ ନିୟମ…

ଚାଇନାକୁ କଡ଼ା ଜବାବ ଦେବ ତାଇଓ୍ବାନ: ଆମେରିକାଠାରୁ କିଣିବ ଶକ୍ତିଶାଳୀ କ୍ଷେପଣାସ୍ତ୍ର…

ତାଇପେ,୨।୩ : ଚାଇନାକୁ କଡ଼ା ଜବାବ ଦେବାକୁ ତାଇଓ୍ବାନ ଏବଂ ଆମେରିକା ଯୋଜନା କରିଛନ୍ତି। ତାଇୱାନକୁ ୬୧୯ ମିଲିୟନ ଡଲାର ମୂଲ୍ୟର ଅସ୍ତ୍ର ବିକ୍ରି କରିବା ପ୍ରସ୍ତାବକୁ ଆମେରିକା ଅନୁମୋଦନ କରିଛି। ଏହା ଅଧୀନରେ ତାଇୱାନ ବର୍ତ୍ତମାନ ଏଫ-୧୬ ଫ୍ଲାଇଟ କ୍ଷେପଣାସ୍ତ୍ର…

ଦୁଇ ବର୍ଷ ଧରି ଭାରତରେ ଆମେରିକାର ରାଷ୍ଟ୍ରଦୂତଙ୍କ ପଦ ଖାଲି: ଏରିକ ଗାର୍ସେଟ୍ଟିଙ୍କ ନାମଙ୍କ ନାମକୁ ନେଇ ବିବାଦ…

ଓ୍ବାଶିଂଟନ,୨।୩ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତଙ୍କ ନାମ ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ, ଏରିକ ଗାର୍ସେଟ୍ଟି ଭାରତରେ ଆମେରିକାର ନୂତନ ରାଷ୍ଟ୍ରଦୂତ ହୋଇପାରିବେ। ତେବେ ତାଙ୍କ ନାମରେ ଆମେରିକା କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଭୋଟ…

ରାଜ ମହଲରୁ ବେଦଖଲ ହେଲେ ହ୍ୟାରି-ମେଘାନ…

ଲଣ୍ଡନ,୨।୩ : ବ୍ରିଟେନର ରାଜପ୍ରାସାଦ ୱିଣ୍ଡସର ଇଷ୍ଟେଟରୁ ପ୍ରିନ୍ସ ହ୍ୟାରି ଏବଂ ତାଙ୍କ ସ୍ତ୍ରୀ ମେଘାନଙ୍କୁ ବେଦଖଲ କରାଯାଇଛି। ଗଣମାଧ୍ୟମ ରିପୋର୍ଟରେ ଏହା ଦାବି କରାଯାଇଛି। ବର୍ତ୍ତମାନ ବ୍ରିଟେନରେ ପ୍ରିନ୍ସ ହ୍ୟାରିଙ୍କର ରହିବା ପାଇଁ କୌଣସି ସ୍ଥାନ ନାହିଁ। ପ୍ରିନ୍ସ ହ୍ୟାରି…

ପାକିସ୍ତାନ ଆଙ୍କବାଦୀ ସଂଗଠନର ଘର: ନିକ୍କି ହେଲି…

ଓ୍ବାଶିଂଟନ,୨।୩ : ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଥିବା ରିପବ୍ଲିକାନ ପାର୍ଟି ନେତା ନିକ୍କି ହେଲି ପାକିସ୍ତାନକୁ ଟାର୍ଗେଟ କରିବା ଜାରି ରଖିଛନ୍ତି। ମୂଳ ଭାରତୀୟ ନିକ୍କିି ବର୍ତ୍ତମାନ କହିଛନ୍ତି ଯେ ପାକିସ୍ତାନରେ ଅତି କମରେ ଏକ…

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ଜବାବ ଦିଅନ୍ତୁ, ସୁରକ୍ଷା ପରିଷଦରେ କହିଲେ ରୁଚିରା…

ଜେନେଭା,୨।୩ : ଏସିଆ ଏବଂ ଆଫ୍ରିକାରେ ଆତଙ୍କବାଦ ବିସ୍ତାରକୁ ନେଇ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଚିନ୍ତା ପ୍ରକଟ କରିଛି। ଭାରତ ଜୋର ଦେଇଛି ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶମାନଙ୍କୁ ଡକାଯାଇ ଏବଂ ସେମାନଙ୍କଚ ଏହି କାର୍ଯ୍ୟ ପାଇଁ ଉତ୍ତରଦାୟୀ…

ଜିମନାଷ୍ଟ ଗର୍ଲଫ୍ରେଣ୍ଡଙ୍କ ସହ ‘ମହଲ’ରେ ରହୁଛନ୍ତି ପୁଟିନ! ଲାଗିଛି ସୁନାର ଚୌକି, ରିପୋର୍ଟରେ ଦାବି

ମସ୍କୋ,୨ ।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ତାଙ୍କ ପ୍ରେମିକାଙ୍କ ସହ ରହୁଥିବା କୁହାଯାଉଛି । ସୂଚନା ଅନୁଯାୟୀ, ତାଙ୍କ ପ୍ରେମିକା ଜଣେ ଜିମନାଷ୍ଟ । ମିଡିଆ ରିପୋର୍ଟରେ ଦାବି କରାଯାଇଛି କି ପୁଟିନ ତାଙ୍କ ପ୍ରେମିକାଙ୍କ ସହ ଏକ…

ବୋଲା ଟିନୁବୁ ନାଇଜେରିଆ ରାଷ୍ଟ୍ରପତି

ଅବୁଜା, ୨।୩: ନାଇଜେରିଆର ଶାସକ ଅଲ୍‌ ପ୍ରୋଗ୍ରେସିଭ୍‌ କଂଗ୍ରେସ (ଏପିିସି) ନେତା ବୋଲା ଟିନୁବୁ ଶନିବାର-ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ର ନାଇଜେରିଆରେ ଜଣେ ରାଜନୈତିକ ‘ଗଡ୍‌ ଫାଦର୍‌’ ଭାବେ ପରିଚିତ ଏହି ୭୦…

ଦିନକୁ ୧୧ ମିନିଟ୍‌ ଚାଲିଲେ ଅକାଳ ମୃତ୍ୟୁ ଭୟ କମିବ

ଲଣ୍ଡନ୍‌, ୨।୩: ବୟସ ହେବା ପୂର୍ବରୁ ଘଟୁଥିବା ମୃତ୍ୟୁକୁ ଅକାଳ ବିୟୋଗ କୁହାଯାଏ। ବର୍ତ୍ତମାନ ସମୟରେ ଯୁବକ ତଥା ଯୁବତୀଙ୍କ ଅକାଳମୃତ୍ୟୁକୁ ନେଇ ଅନେକ ଖବର ପ୍ରକାଶ ପାଇବାରେ ଲାଗିଛି। ଏ ପ୍ରକାର ବିପଜ୍ଜନକ ସ୍ଥିତିରୁ ନିଜକୁ ସୁରକ୍ଷିତ ରଖିବା ସକାଶେ…

କିଙ୍ଗ୍‌ ଚାଲର୍‌ସଙ୍କ ରାଜାଭିଷେକ ପାଇଁ ସଜଡ଼ା ହେଲା ୭୦୦ ବର୍ଷ ପୁରୁଣା ସିଂହାସନ

ଲଂଣ୍ଡନ, ୨।୩: ବ୍ରିଟେନ୍‌ର କିଙ୍ଗ୍‌ ଚାଲର୍‌ସ ତୃତୀୟଙ୍କ କରୋନେଶନ୍‌ କାର୍ଯ୍ୟକ୍ରମ ପାଇଁ ୭୦୦ ବର୍ଷ ପୁରୁଣା ରାଜକୀୟ ସିଂହାସନକୁ ସଜଡ଼ା ଯାଇଥିବା ଲଣ୍ଡନର ଓ୍ବେଷ୍ଟମିନିଷ୍ଟର ଆବେ ପକ୍ଷରୁ କୁହାଯାଇଛି। ଆସନ୍ତା ମେ ୬ରେ ଆବେଠାରେ କିଙ୍ଗ ଚାଲର୍‌ସ ଏବଂ କୁଇନ୍‌ କନସର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?