ଅନ୍ତର୍ଜାତୀୟ

କରୋନା ସଂକ୍ରମଣ ସଂଖ୍ୟା ପ୍ରକାଶ ବନ୍ଦ କଲା ଚାଇନା

ବେଜିଂ,୨୫ା୧୨: ଗତ କିଛି ଦିନ ମଧ୍ୟରେ ଚାଇନାରେ ପାଖାପାଖି ୨୫ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ଏକ ସରକାରୀ ଦସ୍ତାବିଜ୍‌ ସୋସିଆଲ ମିଡ଼ିଆରେ ପ୍ରସାରିତ ହୋଇଥିଲା। ଏହାକୁ ନେଇ ନ୍ୟାଶନାଲ ହେଲ୍‌ଥ କମିଶନ(ଏନ୍‌ଏଚ୍‌ସି) ରବିବାର ଦୈନିକ ସଂକ୍ରମଣ ସଂଖ୍ୟା ପ୍ରକାଶ…

‘ସୀମା ବିବାଦ ସମାଧାନ ପାଇଁ ବେଜିଂ ପ୍ରସ୍ତୁତ’

ବେଜିଂ,୨୫ା୧୨: ସୀମା ବିବାଦର ସମାଧାନ ଲାଗି କାମ କରିବାକୁ ଚାଇନା ପ୍ରସ୍ତୁତ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଓ୍ବାଙ୍ଗ୍‌ ୟି କହିଛନ୍ତି। ଭାରତ ସହ ଚାଇନାର ସମ୍ପର୍କ ଉପରେ ଓ୍ବାଙ୍ଗ୍‌ ଖବରଦାତାଙ୍କୁ କହିଥିଲେ, ଉଭୟ କୂଟନୈତିକ ଏବଂ ସାମରିକ ଚ୍ୟାନେଲ ମାଧ୍ୟମରେ ଦୁଇ…

ଆମେରିକା ବମ୍ବ ସାଇକ୍ଲୋନ୍‌ରେ ୧୮ ମୃତ

ଓ୍ବାଶିଂଟନ,୨୫ା୧୨:ଆମେରିକାରେ ବମ୍ବ ସାଇକ୍ଲୋନ୍‌ (ଶୀତଦିନିଆ ବାତ୍ୟା)ରେ ୧୮ ଜଣଙ୍କ ଜୀବନ ଗଲାଣି। ବମ୍ବ ସାଇକ୍ଲୋନ୍‌ ଯୋଗୁ ଦେଶରେ ଶୀତ ସବୁ ରେକର୍ଡ ଭାଙ୍ଗିଛି। ଅନେକ ଅଞ୍ଚଳରେ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀକୁ ଖସିବା ଫଳରେ ଲକ୍ଷାଧିକ ଆମେରିକୀୟଙ୍କ ଖ୍ରୀଷ୍ଟମାସ ଛୁଟି ଯୋଜନାକୁ…

ସୋମବାର ଶପଥ ନେବେ ପ୍ରଚଣ୍ଡ

କାଠମାଣ୍ଡୁ,୨୫।୧୨: ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। କରିଛନ୍ତି। ସୋମବାର ଅପରାହ୍ନ ୪ଠାରେ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ପ୍ରଚଣ୍ଡ ଶପଥ ନେବେ ବୋଲି ଜଣାପଡିଛି। ନେପାଳର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଟୁଇଟ କରି ଏହି…

ପ୍ରଚଣ୍ଡ ହେବେ ନେପାଳର ଆଗାମୀ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୫।୧୨: ନେପାଳରେ ଏକ ନୂତନ ସରକାର ଗଠନ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ନିକଟରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ କୌଣସି ଦଳ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ପାଇନାହାଁନ୍ତି। ରାଷ୍ଟ୍ରପତିଙ୍କ ଆହ୍ବାନ କ୍ରମେ ବହୁ ବଡ ରାଜନୈତିକ ଦଳ ମିଳିତ ଗଠବନ୍ଧନ ବିଷୟରେ ଆଲୋଚନା କରିଛନ୍ତି।…

କାଲିଫର୍ନିଆକୁ ମିଳିଲା ପ୍ରଥମ ଶିଖ ମେୟର

କାଲିଫର୍ନିଆ,୨୫ ।୧୨: ଆମେରିକାରେ ଭାରତୀୟ ମୂଳ ବାସିନ୍ଦା ପଞ୍ଜାବି ମିକି ହୋଥିଙ୍କୁ ସର୍ବସମ୍ମତି କ୍ରମେ ଉତ୍ତର କାଲିଫର୍ନିଆ ଲୋଦି ସହରର ମେୟର ନିର୍ବାଚିତ କରାଯାଇଛନ୍ତି । ଏହା ସହ ମିକି ହୋଥି, ଯାହାଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ମିଳିବା ସହ ସେ…

ନେପାଳରେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା

କାଠମାଣ୍ଡୁ,୨୫ା୧୨: ଦକ୍ଷିଣ ନେପାଳରେ ୫ ଜଣ ଅଜ୍ଞାତ ବନ୍ଧୁକଧାରୀ ଜଣେ ଭାରତୀୟ ନାଗରିକଙ୍କୁ ଗୁଳି କରି ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି। ମୃତକଙ୍କ ନାମ ଶିବପୂଜନ ଯାଦବ(୪୫)।ସେ ମୋତିହାରୀ ଛଉଦାଦାନୋ ନିବାସୀ ଅଟନ୍ତି। ତାଙ୍କୁ ମହାଗଡ଼ିମାଇ ପୌରସଂସ୍ଥାରେ ଗୁଳି ଚଳାଇଥିବା…

କିମ୍‌ଙ୍କଠାରୁ ଅସ୍ତ୍ରଶସ୍ତ୍ର କିଣୁଛନ୍ତି ପୁଟିନ…

ମସ୍କୋ,୨୫।୧୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କଠାରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଅସ୍ତ୍ରଶସ୍ତ୍ର କିଣୁଥିବା ନେଇ ଚର୍ଚ୍ଚା ହେଉଛି। ଆମେରିକା ଏବଂ ଜାପାନ ଏଭଳି ଅଭିଯୋଗ କରିଛନ୍ତି। ୟୁକ୍ରେନ ଯୁଦ୍ଧରେ ରୁଷିଆ ଦ୍ୱାରା ଉତ୍ତର କୋରିଆ…

ଲାପ୍‌ଟପ୍‌ରୁ ବାହାରିଲା ଧୂଆଁ: ବିମାନବନ୍ଦରରେ ଯାତ୍ରୀଙ୍କୁ କରାଗଲା ଖାଲି

ନ୍ୟୁୟର୍କ,୨୫ା୧୨: ନ୍ୟୁୟର୍କ ସହରର ଜେଏଫ୍‌କେ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଜେଟ୍‌ ବ୍ଲ୍ୟୁ ବିମାନରେ ଲାପଟପରୁ ଧୂଆଁ ବାହାରିବା ନ୍ୟୁୟର୍କ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ବିମାନବନ୍ଦର ଅଧିକାରୀ ରବିବାର ଏହି ସୂଚନା ଦେଇଛନ୍ତି। ଜେଟ୍‌ ବ୍ଲ୍ୟୁ ଫ୍ଲାଇଟ୍‌-୬୬୨ର କର୍ମଚାରୀମାନେ ଶନିବାର…

କରୋନା ସଙ୍କଟ ମଧ୍ୟରେ ଆମେରିକା ଟିକା ସହାୟତାକୁ ମନା କଲା ଚାଇନା…

ବେଜିଂ,୨୫।୧୨ : ଚାଇନା ଆମେରିକାର ନିର୍ମିତ ଏମଆରଏନଏ ଟିକା ବଦଳରେ ନିଜ ସ୍ବଦେଶୀ ଟିକା ବ୍ୟବହାର ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ଏହି ପରିପ୍ରେକ୍ଷୀରେ ଚାଇନା ସରକାରଙ୍କ ମଡର୍ଣ୍ଣା ଏବଂ ଫାଇଜର-ବାୟୋଟେକ କମ୍ପାନୀର ଟିକା ଆମଦାନୀ କରିବାକୁ ଚିନ୍ତା କରୁଥିବା ଅସ୍ପଷ୍ଟ…

ନେପାଳରେ ରାଜନୈତିକ ସଙ୍କଟ, ଶାସକ ମେଣ୍ଟ ବୈଠକ ବିଫଳ…

କାଠମାଣ୍ଡୁ,୨୫।୧୨ : ନେପାଳରେ ଶାସକ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଶେଷ ହୋଇଛି। ଏଥିରେ ନୂତନ ସରକାର ଗଠନ ସମ୍ପର୍କରେ ଏକମତ ହେବାକୁ ଥିବା ମିଳିତ ଦଳ ସରକାରଙ୍କ ଚାରିଟି ଦଳ ଏକ ଚୁକ୍ତି କରିବାକୁ ଯାଉଥିଲେ, କିନ୍ତୁ ବୈଠକ ବିଫଳ…

ଆଫଗାନିସ୍ତାନଠାରୁ ସୁରକ୍ଷା ପାଇଁ ପାକିସ୍ତାନକୁ ପାଣ୍ଠି ଯୋଗାଇବାକୁ ଚାହୁଁଛି ଆମେରିକା…

ଇସଲାମାବାଦ,୨୫।୧୨ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ ଦାବି କରିଛନ୍ତି ଯେ ଆମେରିକା ତାଙ୍କୁ ପୁଣି ଥରେ ଅର୍ଥ ଯୋଗାଇ ଦେଇପାରେ। ଆଫଗାନିସ୍ତାନ ସୀମାରେ ସୁରକ୍ଷା ବୃଦ୍ଧି ତଥା ସୀମା ଆତଙ୍କବାଦକୁ ରୋକିବା ପାଇଁ ପାଣ୍ଠି ପଠାଇବାକୁ ଆମେରିକା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri