ଦକ୍ଷିଣ କୋରିଆ ନିକଟରେ କ୍ଷେପଣାସ୍ତ୍ର ପକାଇଲେ କିମ୍…
ପ୍ୟୋଙ୍ଗୟାଙ୍ଗ/ସିଓଲ,୨।୧୧: ଉତ୍ତର କୋରିଆ ପୁଣି ଦକ୍ଷିଣ କୋରିଆ ଆଡକୁ ବୁଧବାର କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ପଡୋଶୀ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଦକ୍ଷିଣ କୋରିଆ ରାଷ୍ଟ୍ରପତି ଇନ ସୁକ ୟୋଲ ଜାତୀୟ ସୁରକ୍ଷା ପରିଷଦର…
ଆମେରିକୀୟ ର଼୍ୟାପର୍ଙ୍କୁ ଗୁଳି କରି ହତ୍ୟା
ଓ୍ବାଶିଂଟନ୍, ୨ା୧୧: ଆମେରିକୀୟ ର଼୍ୟାପର୍ ଟେକ୍ଅଫ୍ଙ୍କୁ ମଙ୍ଗଳବାର ଗୁଳି କରି ହତ୍ୟା କରାଯାଇଛି। ଟେକ୍ସାସ୍ ହୋଷ୍ଟନ୍ରେ ଥିବା ବୋଲିଙ୍ଗ ଆଲିରେ ଡାଇସ୍ ଗେମ୍କୁ କେନ୍ଦ୍ର କରି ଟେକ୍ଅଫ୍ ଓ କେତେଜଣ ଯୁବକଙ୍କ ସହ କଥା କଟାକଟି ହୋଇଥିଲା। ପାଟିତୁଣ୍ଡ କାରଣରୁ ସେଠାରେ…
ଚନ୍ଦ୍ରପୃଷ୍ଠରେ ସେନ୍ସର ଖୋଜିବ ଜଳ
ଓ୍ବାଶିଂଟନ୍, ୨ା୧୧: ଚନ୍ଦ୍ରପୃଷ୍ଠରେ ଜୀବସତ୍ତାର ସନ୍ଧାନ ନେଇ ବହୁବର୍ଷ ଧରି ନାସା (ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ୍ ସ୍ପେସ୍ ଆଡମିନିଷ୍ଟ୍ରେଶନ୍)ର ବୈଜ୍ଞାନିକମାନଙ୍କ ଅଧ୍ୟୟନ ଜାରି ରହିଛି। ଚନ୍ଦ୍ର ସମ୍ବନ୍ଧୀୟ ଅନେକ ତଥ୍ୟ ବୈଜ୍ଞାନିକଙ୍କ ହସ୍ତଗତ ହୋଇସାରିଛି। ଜୀବଜଗତ ପାଇଁ ଜଳର ଆବଶ୍ୟକତା ଥିବାବେଳେ…
ଚାଇନାରେ ପୁଣି କରୋନା ଆତଙ୍କ, ସାଙ୍ଘାଇରେ ବଢ଼ିଲା ମୃତ୍ୟୁ ସଂଖ୍ୟା…
ବେଜିଂ,୧।୧୧: କରୋନା ମହାମାରୀ ପୁଣି ଥରେ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଦେଶର ବହୁ ସହରରେ ଶୂନ କରୋନା ନୀତି ଅନୁଯାୟୀ ସରକାର ଲକଡାଉନ ଘୋଷଣା କରିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ସୋମବାର, ସାଂଘାଇର ଡିସ୍ନିଲ୍ୟାଣ୍ଡକୁ ହଠାତ ବନ୍ଦ କରାଯାଇଛି। ଏହାର…
ମହାକାଶ ଷ୍ଟେଶନକୁ ଶେଷ ସ୍ପେସ୍ ମଡ୍ୟୁଲ ପଠାଇଲା ଚାଇନା, ସମ୍ପୂର୍ଣ୍ଣ ହେଲେ ଯିବେ ୩ ମହାକାଶଚାରୀ…
ବେଜିଂ,୧।୧୧ : ଚାଇନା ସୋମବାର ଏହାର ସ୍ପେସ ଷ୍ଟେଶନର ଶେଷ ଲ୍ୟାବ ମଡ୍ୟୁଲ ମେଙ୍ଗଶାନ ଲଞ୍ଚ କରିଛି। ଚାଇନାର ସ୍ପେସ ଲାବୋରେଟୋରୀ ଲଙ୍ଗ ମାର୍ଚ୍ଚ -୫ ବିଏ -୪ ରକେଟ ମାଧ୍ୟମରେ ଦକ୍ଷିଣ ଦ୍ୱୀପ ପ୍ରଦେଶ ହେନାନ ଉପକୂଳ ଲଞ୍ଚିଂ ଷ୍ଟେଶନରୁ…
ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ପୂରଣ ହେଲା ୨୫୦ଦିନ
ମସ୍କୋ/କ୍ୱିଭ,୧ ।୧୧: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ୨୫୦ଦିନ ପୂରଣ କରିଛି । ହେଲେ ଏବେବି ଏହା ଥମିବା ପରିବର୍ତ୍ତେ ବେଳକୁ ବେଳ ବଢିବାରେ ଲାଗିଛି । ୟୁକ୍ରେନର ପାୱାର ପ୍ଲାଣ୍ଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ଉପରେ ରୁଷିଆ କରିଥିବା…
ଖାଇବା ପାଇଁ ‘ଜିମି ଜିମି ଆଜା ଆଜା’ ଗୀତ ଗାଉଛନ୍ତି ଚାଇନାବାସୀ
ବେଜିଂ,୧।୧୧: କରୋନା ବିରୋଧରେ ଲାଗୁ ହେଇଥିବା ଜିରୋ କୋଭିଡ ନୀତିକୁ ବିରୋଧ କରୁଛନ୍ତି ଚାଇନାବାସୀ। ବିଶେଷ କଥା ହେଉଛି ଏହି ସମୟରେ ଭେଟେରାନ ଭାରତୀୟ ଗାୟକ ବାପି ଲାହରୀଙ୍କ ପପୁଲାର ଗୀତ ‘ଜିମି ଜିମି ଆଜା ଆଜା’ର ଗୀତ ଶୁଣିବାକୁ ମିଳୁଛି।…
ଆଇଏସଆଇର ଷଡ଼ଯନ୍ତ୍ର : ଖଲିସ୍ତାନୀ ସମର୍ଥକଙ୍କୁ କରୁଛି ଏକଜୁଟ…
ଇସଲାମାବାଦ,୧।୧୧: ପାକିସ୍ତାନର ଗୁପ୍ତଚର୍ ଏଜେନ୍ସି ଆଇଏସଆଇ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛି। ପୃଥିବୀବ୍ୟାପି ସମସ୍ତ ଖଲିସ୍ତାନୀ ସମର୍ଥକଙ୍କୁ ଆଇଏସଆଇ ଏବେ ଏକଜୁଟ କରୁଛି। ଭାରତର ବିଭିନ୍ନ ସ୍ଥାନରେ ଖଲିସ୍ତାନୀଙ୍କ ଆକ୍ରମଣ ପାଇଁ ଆଇଏସଆଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ମିଡ଼ିଆ ରିପୋର୍ଟ…
ଜେସିକା ବ୍ରିଟେନ୍ର ପ୍ରଥମ ଦୃଷ୍ଟିବାଧିତ ମହିଳା ଆଇନଜୀବୀ
ଲଣ୍ଡନ,୧।୧୧:ବ୍ରିଟେନର ପ୍ରଥମ ଅଣଶ୍ୱେତାଙ୍ଗ ଓ ଦୃଷ୍ଟି ବାଧିତା ମହିଳା ଆଇନଜୀବୀ ହୋଇପାରିଛନ୍ତି ଜେସିକା ଇନାବା। ଦେଶରେ ଓକିଲାତି କ୍ଷେତ୍ରରେ ଜେସିକା ଇତିହାସ ରଚିଛନ୍ତି। ସେଣ୍ଟ୍ରାଲ୍ ଲଣ୍ଡନସ୍ଥିତ ୟୁନିଭର୍ସିଟି ଅଫ୍ ଲ’ରେ ସେ ଶିକ୍ଷା ଗ୍ରହଣ କରୁଥିଲେ। ପ୍ରକାଶିତ ରିପୋର୍ଟ ମୁତାବକ ଜେସିକା…
କର୍ମଚାରୀଙ୍କୁ ବିଦା କରିବାରୁ ଦେବାକୁ ପଡ଼ିଲା ୩୨ ଲକ୍ଷ
ଡବଲିନ୍,୩୧।୧୦: କାର୍ଯ୍ୟାଳୟରେ କାମ କରିବା ସମୟରେ ଜଣେ ବ୍ୟକ୍ତି ଏତେ ମଦ୍ୟପାନ କରିଥିଲେ ଯେ, ଚେତାଶୂନ୍ୟ ହୋଇଯାଇଥିଲେ। ଏପରିକି ବ୍ୟକ୍ତି ଜଣକ ନିଜ ଘରକୁ ମଧ୍ୟ ଫେରିପାରି ନ ଥିଲେ। ଏହାପରେ ତାଙ୍କ ସହକର୍ମୀ ଜଣେ ତାଙ୍କୁ ଘରେ ଛାଡ଼ିଥିଲେ। ଏଭଳି…
ମୋଗାଡିଶୁ କାର ବୋମା ବିସ୍ଫୋରଣକୁ ନିନ୍ଦା କଲା ଭାରତ
ନୂଆଦିଲ୍ଲୀ/ମୋଗାଡିଶୁ,୩୧।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଏପରି କି ବିସ୍ଫୋରଣରେ ୩ଶହ ଲୋକ ଆହତ ହୋଇଥିବା ନେଇ ରାଷ୍ଟ୍ରପତି ହାସନ ଶେଖ୍ ମହମ୍ମଦ କହିଛନ୍ତି। ଆହତଙ୍କ…
ହିଜାବ ବିରୋଧୀ ପ୍ରଦର୍ଶନ: ଯୁବ ସେଲିବ୍ରିଟିଙ୍କୁ ପିଟିପିଟି ମାରିଦେଲା ପୋଲିସ
ତେହେରାନ, ୩୧।୧୦: ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନ ହିଂସାଭିମୁଖୀ ହେବାରେ ଲାଗିଛି। ଏହି ପ୍ରଦର୍ଶନରେ ଯୋଗ ଦେଇଥିବା ଜଣେ ୧୯ ବର୍ଷୀୟ ସେଲିବ୍ରିଟି ରୋଷେୟା ମେହେରଶାଦ ଶାହିଡିଙ୍କୁ ପିଟିପିଟି ମାରିଦେଇଛି ପୋଲିସ। ତାଙ୍କ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ଏହି ଘଟଣା…
Archives


