ଅନ୍ତର୍ଜାତୀୟ

ବିଶ୍ୱର ଅନେକ ସ୍ଥାନରେ ଟୁଇଟର୍‌ ଡାଉନ୍‌

ଓ୍ବାଶିଂଟନ୍‌,୪।୧୧: ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ଟୁଇଟର୍‌ ବିଶ୍ୱର ଅନେକ ସ୍ଥାନରେ ଡାଉନ୍‌ ରହିଛି। କିଛି ବ୍ୟବହାରକାରୀ ଏହାକୁ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶୁକ୍ରବାର ଭୋର ୩ଟାରୁ ଏହି ଅସୁବିଧା ଦେଖାଯାଇଛି। ଡାଉନ ଡିଟେକ୍ଟର ଅନୁଯାୟୀ, ଏପର୍ଯ୍ୟନ୍ତ ପ୍ରାୟ ୨୦୦…

ପାକିସ୍ତାନରେ ଗୃହଯୁଦ୍ଧ ଭଳି ପରିସ୍ଥିତି

ଇସଲାମାବାଦ୍‌,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସବୁଆଡେ ନିନ୍ଦା କରାଯାଉଛି। ଏହି ପୁରା ଘଟଣା ପରଠାରୁ ପାକିସ୍ତାନରେ ଅବସ୍ଥା ଆହୁରି ଖରାପ ହେବାର ସମ୍ଭାବନା ରହିଛି। ଏପରିକି ପାକିସ୍ତାନରେ ଗୃହଯୁଦ୍ଧ ଆରମ୍ଭ ହେବାର ସମସ୍ତ…

କର୍ମଚାରୀଙ୍କୁ ଟୁଇଟର୍‌ ପକ୍ଷରୁ ନିର୍ଦ୍ଦେଶ: ଯଦି ଅଫିସ୍‌ ଆସୁଛ, ତେବେ ଘରକୁ ଫେରିଯାଅ

ନ୍ୟୁୟର୍କ,୪।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର କିଣିବା ପରେ ଖର୍ଚ୍ଚ ହ୍ରାସ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜିଠାରୁ ଟୁଇଟରରେ କର୍ମଚାରୀଙ୍କ ଛଟେଇ ଆରମ୍ଭ ହୋଇଛି। କମ୍ପାନୀର ଭିତ୍ତିଭୂମି ଖର୍ଚ୍ଚ ହ୍ରାସ କରି ମସ୍କ ପ୍ରାୟ ୮୨…

ରୁଷିଆର ଦାବି ୟୁକ୍ରେନ ଜପୋରିଝିୟା ପାୱାର ପ୍ଲାଣ୍ଟ ଉପରେ କରିଛି ଆକ୍ରମଣ, ବଢୁଛି ପରମାଣୁ ଆକ୍ରମଣ ଆଶଙ୍କା

କ୍ୱିଭ/ମସ୍କୋ,୪ ।୧୧: ଦୀର୍ଘ ଦିନ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ନେଉନି । ବେଳକୁ ବେଳ ଏହା ବଢିବାରେ ଲାଗିଛି । ଇତି ମଧ୍ୟରେ ରୁଷିଆ ଅଭିଯୋଗ କରିଛି କି ୟୁକ୍ରେନ୍ ଜପୋରିଝିୟା ସ୍ଥିତ ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟରେ…

ଆଜିଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ ଆରମ୍ଭ, ଖର୍ଚ୍ଚ କାଟି ମସ୍କ ବଞ୍ଚାଇବେ ୮୨ ଅରବ ଟଙ୍କା

ୱାଶିଂଟନ,୪ ।୧୧: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଟୁଇଟରର ମାଲିକ । ଟୁଇଟରକୁ କିଣିବା ପରେ ଏବେ ସେ ଏହାର କର୍ମଚାରୀ ସଂଖ୍ୟା କମ କରିବା ପ୍ରୟାସ ଆରମ୍ଭ କରିଛନ୍ତି । ଶୁକ୍ରବାରଠାରୁ ଟୁଇଟର କର୍ମଚାରୀଙ୍କ ଛଟେଇ…

ଇମ୍ରାନଙ୍କ ଉପରେ ଆକ୍ରମଣ ପରେ ପାକିସ୍ତାନରେ ଗୃହଯୁଦ୍ଧ ପରିସ୍ଥିତି, ସେନାକୁ ଦିଆଯାଇପାରେ କ୍ଷମତା

ଇସଲାମାବାଦ,୪ ।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗି ରହିଛି । ଏକ ରାଲି ସମୟରେ ଇମ୍ରାନଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏଥିରେ ସେ ଆହତ ହୋଇଛନ୍ତି ।…

ନିର୍ବାଚନରେ ଲିକୁଡ ପାର୍ଟିର ବିପୁଳ ବିଜୟ, ନେତନ୍ୟାହୁ ପୁଣି ପ୍ରଧାନମନ୍ତ୍ରୀ, ମୋଦି ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ/ତେଲ ଆଭିବ,୪ ।୧୧: ଇସ୍ରାଏଲର ସାଧାରଣ ନିର୍ବାଚନରେ ରାଜନୈତିକ ଦଳ ‘ଲିକୁଡ’କୁ ବିପୁଳ ବିଜୟ ମିଳିଛି । ଏହାସହ ବେନଜାମିନ ନେତନ୍ୟାହୁ ପୁଣିଥରେ ଇସ୍ରାଏଲର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି । ନେତନ୍ୟାହୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ୟାର ଲାପିଡଙ୍କ ଦଳକୁ ନିର୍ବାଚନରେ…

କୋପ୍‌ ୨୭କୁ ଗ୍ରେଟାଙ୍କ ବର୍ଜନ

ଷ୍ଟକ୍‌ହୋମ୍‌,୪ା୧୧:କ୍ଷମତାରେ ଥିବା ଲୋକେ ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟର ସମାଧାନକୁ ପ୍ରାଥମିକତା ଦେଉନାହାନ୍ତି। ତେଣୁ ଇଜିପ୍ଟରେ ହେବାକୁ ଥିବା କୋପ୍‌ ୨୭ରେ ଯୋଗଦେବେ ନାହିଁ ବୋଲି ସୁଇଡେନ୍‌ର ପରିବେଶ କର୍ମୀ ଗ୍ରେଟା ଥନ୍‌ବର୍ଗ କହିଛନ୍ତି। ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ୨୭ତମ ସମ୍ମିଳନୀ…

ଗଣତନ୍ତ୍ରକୁ ସୁଦୃଢ଼ କରିବେ ମହିଳା

ମେକ୍ସିକୋ ସିଟି,୪ା୧୧:ମେକ୍ସିକୋ ସିଟି ମେୟର କ୍ଲାଉଡିଆ ଶେଇବଉମ୍‌ ପେସାରେ ଜଣେ ଡାକ୍ତର। ଜଣେ ପରିବେଶବିତ୍‌ ଭାବେ ଜଣାଶୁଣା ଏହି ୬୦ ବର୍ଷୀୟା ମହିଳା ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ମେକ୍ସିକୋ ସମ୍ବିଧାନ ଅନୁସାରେ ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ ଲୋପେଜ୍‌…

ନେତନ୍ୟାହୁଙ୍କ ବିଜୟ ପରେ ୪ଟି ରକେଟ ଆକ୍ରମଣ କଲା ଗାଜା ପଟ୍ଟି

ତେଲ ଅଭିବ,୪ ।୧୧: ବେନଜାମିନ ନେତନ୍ୟାହୁ ଇସ୍ରାଏଲର ସାଧାରଣ ନିର୍ବାଚନରେ ବିଜୟ ଲାଭ କରିବା ପରେ ଏହାର କିଛି ସମୟ ମଧ୍ୟରେ ଗାଜା ପଟ୍ଟି ପକ୍ଷରୁ ଇସ୍ରାଏଲ ସହର ଉପରେ ୪ଟି ରକେଟରେ ଆକ୍ରମଣ କରଯାଇଛି । ଏଥିମଧ୍ୟରୁ ଗୋଟିଏକୁ ଆୟରମ…

ଉଭେଇଯିବ ବୃହତ୍‌ ହିମବାହ

ଓ୍ବାଶିଂଟନ,୪ା୧୧:ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଯୋଗୁ ଆମେରିକାର ୟଲୋଷ୍ଟୋନ୍‌ ପାର୍କ୍ସ, ଇଟାଲୀର ଡୋଲୋମାଇଟ୍ସ ଏବଂ ତାଞ୍ଜାନିଆର ମାଉଣ୍ଟ କିଲିମାଞ୍ଜାରୋ ସମେତ ବିଶ୍ୱର ଅନେକ ପ୍ରସିଦ୍ଧ ହିମବାହ ୨୦୫୦ ସୁଦ୍ଧା ତରଳିଯିବ ବୋଲି ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।…

ଇମ୍ରାନଙ୍କୁ ହତ୍ୟା କରିବାକୁ ଆସିଥିଲି : ଅଭିଯୁକ୍ତ

ଇସ୍‌ଲାମାବାଦ୍‌,୩।୧୧: ପାକିସ୍ଥାନର ଗୁଜରାନଓ୍ବାଲରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଗୁଳିମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ପରେ ଅଭିଯୁକ୍ତ ଜଣଙ୍କ ପ୍ରତିକ୍ରିୟା ରଖିଛନ୍ତି। ମୁଁ ଇମ୍ରାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଆସିଥିଲି। ଇମ୍ରାନ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିନଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri