ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବା ଆଶଙ୍କା…
ଓ୍ବାଶିଂଟନ,୨୨।୧୧ : ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲ୍ଫାବେଟ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ମେଟା, ଆମାଜନ, ଟୁଇଟର ଏବଂ ସେଲ୍ସଫୋର୍ସ ପରେ, ଆଲ୍ଫାବେଟ ଏବେ ଏଭଳି କରିବାକୁ ଯୋଜନା କରିଛି। କମ୍ପାନୀ ଏହାର ମୋଟ କର୍ମଚାରୀ ସଂଖ୍ୟାର…
ରକ୍ତ ଜମାଟ ବାନ୍ଧିବା ଭଳି ଥଣ୍ଡାକୁ ସବୁଠାରୁ ଘାତକ ଅସ୍ତ୍ର କରିବାର ଯୋଜନାରେ ଲାଗିପଡିଛନ୍ତି ପୁଟିନ
ମସ୍କୋ,୨୨ ।୧୧: ଫେବୃୟାରୀ ୨୪ରୁ ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ଏଥିରେ କେବେ ପୂର୍ଣ୍ଣଚ୍ଛେଦ ପଡିବ ତାହା କହିବା ମୁସ୍କିଲ । କାରଣ ଗୋଟିଏ ପଟେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମୁଣ୍ଡ ନଇଁବାକୁ ରାଜି ନ ଥିବା ବେଳେ…
ଭୋଟ ଦେବା ବୟସ ୧୮ ବର୍ଷ ବଦଳରେ ହେବ ୧୬ ବର୍ଷ : ସଂସଦରେ ଆଇନ ଆଣିବାକୁ କହିଲେ ପ୍ରଧାନମନ୍ତ୍ରୀ…
ଓ୍ବିଲିଂଟନ,୨୨।୧୧ : ଭୋଟ ଦେବା ବୟସ ୧୮ ବଦଳରେ ୧୬ ବର୍ଷ କରିବାକୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜୈସିଣ୍ଡା ଅର୍ଡର୍ନ ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ସଂସଦରେ ଏକ ଆଇନ ଆଣିବାକୁ ସେ କହିଛନ୍ତି। ୧୬ ବର୍ଷ ବୟସ୍କଙ୍କୁ ଭୋଟ ଦାନ ଅଧିକାର ପ୍ରଦାନ…
ପ୍ରତି ୧୧ ମିନିଟରେ ଜଣେ ମହିଳାଙ୍କୁ କରାଯାଉଛି ହତ୍ୟା: ଜାତିସଂଘ ମହାସଚିବ…
ଜେନେଭା,୨୨।୧୧ : ଦିଲ୍ଲୀର ଶ୍ରଦ୍ଧା ଏବଂ ମଥୁରାର ଆୟୁଷୀ ଯାଦବ ହତ୍ୟା ମାମଲା ମଧ୍ୟରେ ଜାତିସଂଘର ମୁଖ୍ୟ ଆଣ୍ଟୋନିଓ ଗୁଟେରସ ଉଦ୍ବେଗ ପ୍ରକାଶ କରିଛନ୍ତି। ତାଙ୍କ କହିବାନୁସାରେ, ପ୍ରତି ୧୧ ମିନିଟରେ ପୃଥିବୀରେ ଜଣେ ମହିଳା କିମ୍ବା ଝିଇଙ୍କୁ ହତ୍ୟା କରାଯାଉଛି।…
ଟୁଇଟର୍ ‘ବ୍ଲୁ ଟିକ୍ ସ୍କିମ୍’ ଉପରେ ଲାଗିଲା ରୋକ
ନ୍ୟୁୟର୍କ,୨୨।୧୧: ଟୁଇଟରର ନୂତନ ମାଲିକ ଏଲନ ମସ୍କ ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟୁଇଟରରେ ବ୍ଲୁ ଭେରିଫାଏଡ ରିଲଞ୍ଚ୍ ଉପରେ ଅସ୍ଥାୟୀ ରୋକ ଲଗାଯାଇଛି। ଏନେଇ ମସ୍କ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଟୁଇଟରରେ ଫେକ ଆକାଉଣ୍ଟ ସମସ୍ୟା ସମାଧାନ…
ସୋଲୋମନ ଆଇଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ: ସୁନାମୀ ଚେତାବନୀ ଜାରି
ହୋନିଆରା,୨୨।୧୧: ସୋଲୋମନ ଆଇଲାଣ୍ଡ ନିକଟରେ ୭.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ମଙ୍ଗଳବାର ସକାଳ ୭.୩୩ରେ ଏହି ଭୂକମ୍ପ ହୋଇଥିଲା। ଭକମ୍ପ ପରେ ଲୋକମାନେ ସେମାନଙ୍କ ଘରୁ ଦୌଡ଼ି ପଳାଉଥିବାର ଦେଖାଯାଇଥିଲା। ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ।…
ବିମାନ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ୮ ଜୀବନ
କଲମ୍ବିଆ,୨୨।୧୧: କଲମ୍ବିଆରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଏକ ଆବାସିକ ଅଞ୍ଚଳରେ ଖସିପଡିଥିଲା। ବିମାନରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ଘଟିଛି। କଲମ୍ବିଆର ଦ୍ୱିତୀୟ ବୃହତ୍ତମ ସହର ମେଡେଲିନରେ ଏହି ବିମାନ ଦୁର୍ଘଟଣା ଘଟିଛି। ବିମାନଟି ଓଲା…
ମୁହୟିଦ୍ଦିନ ହୋଇପାରନ୍ତି ପ୍ରଧାନମନ୍ତ୍ରୀ
କୁଆଲାଲମ୍ପୁର,୨୨ା୧୧: ମାଲେସିଆରେ ଶନିବାର ଅନୁଷ୍ଠିତ ପଞ୍ଚଦଶ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ଜନାଦେଶ ମିଳି ନ ଥିବାରୁ ଝୁଲା ସରକାର ଗଠନ ହେବାକୁ ଯାଉଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମୁହୟିଦ୍ଦିନ ୟାସିନଙ୍କୁ ରବିବାର ଦୁଇଟି ରାଜନୈତିକ ବ୍ଲକ୍ର ସମର୍ଥନ ମିଳିବା ପରେ…
ବିରୋଧୀ ସ୍ବର ଚାପିଦେବାକୁ ଉଦ୍ୟମ
ପ୍ୟାରିସ୍ ,୨୨।୧୧: ହିଜାବ ବିରୋଧୀ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ଇରାନର ଦୁଇଜଣ ଖ୍ୟାତନାମା ଅଭିନେତ୍ରୀଙ୍କୁ ଗିରଫ କରାଯାଇଛି। ସେମାନେ ସର୍ବସାଧାରଣ ସ୍ଥାନରେ ହିଜାବ କାଢ଼ି ଶାସନକୁ ଅବମାନନା କରିଥିବା ସରକାରୀ ଗଣମାଧ୍ୟମରେ କୁହାଯାଇଛି। ସୋସିଆଲ ମିଡିଆରେ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟ କରିବା…
ଇରାକ-ସିରିଆ ଉପରେ ଆକ୍ରମଣ କରିପାରେ ତୁର୍କି, ରାଷ୍ଟ୍ରପତି ଦେଲେ ସୂଚନା
ଅଙ୍କାରା,୨୨ ।୧୧: ତୁର୍କିର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନ ସୋମବାର ସୂଚନା ଦେଇଛନ୍ତି କି ସେ ବିମାନ ଆକ୍ରମଣ ପରେ ବି ଅଧିକ ପଦକ୍ଷେପ ନେଇପାରନ୍ତି । ସମାଚାର ଏଜେନ୍ସି ଆନାଦୋଲ ଅନୁଯାୟୀ, ଉତ୍ତର ଇରାକ ଓ ଉତ୍ତର ସିରିଆରେ ଆତଙ୍କବାଦୀଙ୍କୁ…
୨୦୩୦ ପୂର୍ବରୁ ଚନ୍ଦ୍ରରେ ବାସ କରିବ ମଣିଷ
ଓ୍ବାଶିଂଟନ୍, ୨୨ା୧୧:ଚନ୍ଦ୍ରରେ ଜୀବଜଗତ ତିଷ୍ଠିବା ସମ୍ଭାବନା ନେଇ ବୈଜ୍ଞାନିକମାନଙ୍କ ଅଧ୍ୟୟନ ଜାରି ରହିଛି। ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ସମ୍ବନ୍ଧରେ ବହୁ ତଥ୍ୟ ବିଶେଷଜ୍ଞଙ୍କ ହସ୍ତଗତ ହୋଇଥିଲେ ହେଁ ଅନେକ କଥା ଏ ପର୍ଯ୍ୟନ୍ତ ଅଜଣା ରହିଛି। ଏ ଦିଗରେ ବୈଜ୍ଞାନିକମାନେ ସେମାନଙ୍କ…
ଓ୍ବାର୍କଶପ୍ରେ ଲାଗିଲା ନିଆଁ: ୩୬ ମୃତ
ବେଜିଂ,୨୨।୧୧: ଚାଇନାର କେନ୍ଦ୍ରୀୟ ଅନ୍ୟାଙ୍ଗ ସହରରେ ଥିବା ଏକ ଓ୍ବାର୍କଶପ୍ରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩୬ ଜଣ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଚାଇନା ଗଣମାଧ୍ୟମ ଏହି ବିଷୟରେ ସୂଚନା ଦେଇଛି। ଏହି ଅଗ୍ନିକାଣ୍ଡରେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି। ସୋମବାର…
Archives


