ନାମ ବଦଳାଇବା ପାଇଁ ନିର୍ଦ୍ଦେଶ ଜାରି କଲେ ଏକଛତ୍ରବାଦୀ ଶାସକ କିମ୍…
ପ୍ୟୋଙ୍ଗୟାଙ୍ଗ,୩।୧୨ : ଉତ୍ତର କୋରିଆର ସର୍ବୋଚ୍ଚ ନେତା ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ବର୍ତ୍ତମାନ ଦେଶରେ ପିଲାମାନଙ୍କର ନାମକରଣ ଉପରେ କଟକଣା ଲଗାଇଛନ୍ତି। କିମ ଜୋଙ୍ଗ ନିର୍ଦ୍ଦେଶ ଦେଇଛନ୍ତି ଯେ ପିଲାମାନଙ୍କର ଏପରି ନାମକରଣ କରାଯିବା ଉଚିତ ନୁହେଁ ଯାହା…
ଥରିଲା ଇଣ୍ଡୋନେସିଆ
ଜାକର୍ତ୍ତା,୩ା୧୨: ଇଣ୍ଡୋନେସିଆରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି। ଶନିବାର ଦେଶର ପଶ୍ଚିମ ଜାଭା ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ୬.୪ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୧୮ କିଲୋମିଟର ଗଭୀରରେ ଅବସ୍ଥିତ। ଦେଶର ଜିଓଫିଜିକ୍ସ ଏଜେନ୍ସି ବିଏମ୍କେଜି ଦ୍ୱାରା…
୧୯୦ ବର୍ଷରେ ପାଦଦେଲା ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ…
ସେଣ୍ଟ ହେଲେନା,୩।୧୨ : ଆନୁଷ୍ଠାନିକ ଭାବରେ ପୃଥିବୀର ସର୍ବ ପୁରାତନ କଇଁଛ ଜୋନାଥନ ୧୯୦ ବର୍ଷରେ ପାଦ ଦେଇଛି। ଗିନିଜ ୱାଲର୍ଡ ରେକର୍ଡ ଏହାକୁ ପୁରାତନ କଇଁଛର ଆଖ୍ୟା ଦେଇଛି। ଜୋନାଥନ ସେଚେଲ୍ସର ଏକ ବିଶାଳ କଇଁଛ। ନେପୋଲିଅନଙ୍କ ମୃତ୍ୟୁ ପରେ…
ସମ୍ପୂର୍ଣ୍ଣ ୟୁରୋପରେ ଥିବା ୟୁକ୍ରେନ ଦୂତାବାସକୁ ପଠାଯାଉଛି ରକ୍ତାକ୍ତ ପ୍ୟାକେଟ, ଚିଠି ସହ ମିଳୁଛି ପ୍ରାଣୀଙ୍କ ଆଖି
କ୍ୱିଭ,୩ ।୧୨: ରୁଷିଆ-ୟୁକ୍ରେନ୍ ମଧ୍ୟରେ ପ୍ରାୟ ୧୦ ମାସ ହେବ ଯୁଦ୍ଧ ଲାଗି ରହିଛି । ଏଥିରେ ଉଭୟ ଦେଶର ବହୁ ଧନ ସମ୍ପତ୍ତି ନଷ୍ଟ ହୋଇଥିଲେ ବି କେହି ପଛକୁ ହଟିବାକୁ ଚାହୁଁ ନାହାନ୍ତି । ରୁଷିଆ ଆକ୍ରମଣରେ ୟୁକ୍ରେନର…
ଆଣବିକ ଯୁଦ୍ଧ ମୁହାଁ ରୁଷିଆ-ୟୁକ୍ରେନ୍ ଯୁଦ୍ଧ…
ମସ୍କୋ/କ୍ୱିଭ,୩।୧୨ : ଗତ ୧୦ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାର ଆଶଙ୍କା ଏବେ ବୃଦ୍ଧି ପାଇଛି। ୟୁକ୍ରେନ ସେନା ଦାବି କରିଛି ଯେ ରୁଷିଆ ବର୍ତ୍ତମାନ ଆଣବିକ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ହେଉଛି।…
ପାକିସ୍ତାନ ଦୂତାବାସ ଆକ୍ରମଣ ମାମଲା : ଜବାବ ତଲବ ପରେ ଆଫଗାନ ରାଷ୍ଟ୍ରଦୂତ ହାଜର…
ଇସଲାମାବାଦ,୩।୧୨ : କାବୁଲରେ ଥିବା ପାକିସ୍ତାନ ଦୂତାବାସ ଉପରେ ହୋଇଥିବା ଆକ୍ରମଣକୁ ନେଇ ଇସଲାମାବାଦରେ ଆଫଗାନିସ୍ତାନ ରାଷ୍ଟ୍ରଦୂତଙ୍କୁ ଜବାବ ତଲବ କରିଥିଲା। ପରେ ସେ ହାଜର ହୋଇଥିଲେ। କାବୁଲରେ ଏହାର ମିଶନ ପ୍ରମୁଖଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପାକିସ୍ତାନ ସରକାର…
ପୃଥିବୀକୁ ଧ୍ୱଂସ କରିଦେବ ବି-୨୧ ରାଡାର ଯୁଦ୍ଧ ବିମାନ…
ଓ୍ବାଶିଂଟନ,୩।୧୨ : ବିଶ୍ୱର ସବୁଠାରୁ ବିପଜ୍ଜନକ ଏବଂ ଉନ୍ନତ ବିମାନ ବି -୨୧ ରାଇଡର ଆମେରିକାର ବାୟୁସେନାରେ ଯୋଗ ଦେଇଛି। ଫ୍ରାନ୍ସର ସବୁଠାରୁ ଆଧୁନିକ ଯୁଦ୍ଧ ବିମାନ ରାଫାଲ ଅଧିକ ବିକଶିତ। ଏହି ବିମାନଟି ଡିସେମ୍ବର ୨ ରେ ଲଞ୍ଚ କରାଯାଇଥିଲା।…
ନୂଆ ନିଯୁକ୍ତିକୁ ନେଇ ସମସ୍ତଙ୍କୁ ଚମକାଇ ଦେଲେ ପାକ ସେନା ମୁଖ୍ୟ
ଇସଲାମାବାଦ,୩ ।୧୨: ପାକିସ୍ତାନ ସେନାର ନୂଆ ମୂଖ୍ୟ ଜେନରାଲ ମୁନିର ସେନାରେ ବଡ ଧରଣର ପରିବର୍ତ୍ତନ କରି ଜଣେ ଇଞ୍ଜିନୟରଙ୍କୁ ଅନ୍ତର ସେବା ଜନସମ୍ପର୍କ(ଆଇଏସପିଆର)ର ମୁଖ୍ୟ ଭାବେ ନିଯୁକ୍ତ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ‘ଡନ’ ନ୍ୟୁଜର ସୂଚନା ଅନୁଯାୟୀ,…
ମ୍ୟାଡ୍ରିଡରେ ୟୁକ୍ରେନ୍ ଦୂତାବାସ ବାହାରେ ବିସ୍ଫୋରଣ, ଜଣେ ଆହତ, ୟୁକ୍ରେନ କହିଲା ଦୂତାବାସର ସୁରକ୍ଷା ବଢାଇବେ
ମ୍ୟାଡ୍ରିଡ,୩ ।୧୨: ସ୍ପେନର ମ୍ୟାଡ୍ରିଡରେ ଥିବା ୟୁକ୍ରେନର ଦୂତାବାସ ବାହାରେ ବୁଧବାର ଏକ ବିସ୍ଫାରଣ ହୋଇଥିଲା । ଏଥିରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ମିଡିଆ ରିପୋର୍ଟ ଅନୁଯାୟୀ, ଯେତେବେଳେ ଦୂତାବାସର କର୍ମଚାରୀ ସେଠାରେ ରଖାଯାଇଥିବା ପତ୍ରଗୁଡିକ ଠିକ ଭାବେ…
ପଦ୍ମ ଭୂଷଣରେ ସମ୍ମାନୀତ ହେଲେ ଗୁଗଲ ସିଇଓ ସୁନ୍ଦର ପିଚାଇ, କହିଲେ ମୋର ଏକ ଅଂଶ ହେଉଛି ଭାରତ
ସାନ ଫ୍ରାନ୍ସିସକୋ,୩ ।୧୨: ଗୁଗଲ ଓ ଆଲଫାବେଟର ସିଇଓ ସୁନ୍ଦର ପିଚାଇ କହିଛନ୍ତି, ଭାରତ ମୋର ଏକ ଅଂଶ ଆଉ ମୁଁ ଏହାକୁ ମୋ ସହ ରଖିଥାଏ । ଭାରତୀୟ-ଆମେରିକୀୟ ବ୍ୟବସାୟ ଓ ଉଦ୍ଦ୍ୟୋଗ କ୍ଷେତ୍ରରେ ୨୦୨୨ ପାଇଁ ପଦ୍ମ ଭୂଷଣରେ…
ଆଲୋଚନା ପାଇଁ ପୁଟିନ୍ ରାଜି
ମସ୍କୋ/କିଭ୍,୩ା୧୨: ଦୀର୍ଘ ୯ ମାସ ଧରି ଚାଲିଥିବା ୟୁକ୍ରେନ୍ ଯୁଦ୍ଧର ଅବସାନ ଘଟିପାରେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଏକ ସମ୍ଭାବ୍ୟ ସମାଧାନ ପାଇଁ ଆଲୋଚନା କରିବାକୁ ଶୁକ୍ରବାର ରାଜି ହେବା ପରେ ଏପରି ସଙ୍କେତ ମିଳିଛି। କିନ୍ତୁ ରୁଷିଆ ଦଖଲରେ…
ଏଲନ ମସ୍କ କହିଲେ ପ୍ରଥମେ ନିଜ ମୁଣ୍ଡରେ ଲଗାଇବେ ନ୍ୟୁରାଲିଙ୍କ ଇନପ୍ଲାଣ୍ଟ, ମେଣ୍ଢା, ଘୁଷୁରୀ, ମାଙ୍କଡ଼ଙ୍କ ଉପରେ ହୋଇଛି ପ୍ରୟୋଗ
ୱାଶିଂଟନ,୩ ।୧୨: ଅରବ ପତି ବ୍ୟବସାୟୀ ଏଲନ ମସ୍କ ଦାବି କରିଛନ୍ତି, ସେ ନିଜେ ସାରା ବିଶ୍ୱକୁ ନ୍ୟୁରାଲିଙ୍କ ଇନପ୍ଲାଣ୍ଟ ଲଗାଇ ଦେଖାଇବେ । ସେ କହିଛନ୍ତି କଏନ ଭଳି ଏହି ଡିଭାଇସ ଖୁବ୍ କମ ସମୟ ମଧ୍ୟରେ ମସ୍ତିଷ୍କର ଏକ…
Archives


