ଅନ୍ତର୍ଜାତୀୟ

ଦାଢ଼ି ରଖିଥିବା-ପଗଡ଼ି ବାନ୍ଧିଥିବା ଶିଖ୍‌ଙ୍କୁ ଆମେରିକା ମେରାଇନ କର୍ପସରେ ଅନୁମତି…

ଓ୍ବାଶିଂଟନ,୨୪।୧୨ : ଆମେରିକାର ଏକ କୋର୍ଟ ନୌସେନାରେ ନିଯୁକ୍ତି ପାଇଥିବା ଶିଖମାନଙ୍କୁ ଦାଢ଼ି ରଖିବା ଏବଂ ପଗଡ଼ି ବାନ୍ଧିବାକୁ ଅନୁମତି ଦେଇଛନ୍ତି। ଧାର୍ମିକ ଅନୁମତି ଦେବା ଦ୍ୱାରା ସମନ୍ବୟକୁ କ୍ଷୁର୍ଣ୍ଣ କରିବ ବୋଲି ଆବେଦନ କରାଇଥିବା ଯୁକ୍ତିକୁ ବିଚାରପତିମାନେ ଖାରଜ କରିଛନ୍ତି।…

ଗ୍ୟାସ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ: ୨୦ ମୃତ

କେପ୍‌ ଟାଉନ୍‌,୨୪।୧୨: ସାଉଥ ଆଫ୍ରିକାର ବକ୍ସବର୍ଗ ସହରରେ ଶନିବାର ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓଆର୍‌ ଟେମ୍ବୋ ମେମୋରିଆଲ ହସ୍ପିଟାଲଠାରୁ କିଛି ମିଟର ଦୂରରେ ଥିବା ହସ୍ପିଟାଲ ରୋଡରେ ଏକ ଗ୍ୟାସ ଟ୍ୟାଙ୍କରରେ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ…

ମାଇନସ୍‌ ୪୫ଡିଗ୍ରୀ ତଳକୁ ଖସିଲା ପାରଦ: ନ୍ୟୁୟର୍କରେ ଇମର୍ଜେନ୍ସି ଘୋଷଣା

ଶିକାଗୋ,୨୪ା୧୨: କରୋନା ସହିତ ବର୍ତ୍ତମାନ ଆମେରିକା ଶୀତଦିନିଆ ବାତ୍ୟା (ବମ୍ବ ସାଇକ୍ଲୋନ) ସହ ସଂଘର୍ଷ କରୁଛି। ବମ୍ବ ସାଇକ୍ଲୋନ ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ମୋଣ୍ଟାନା ରାଜ୍ୟରେ ଶୁକ୍ରବାର ତାପମାତ୍ରା ମାଇନସ୍‌ ୪୫ ଡିଗ୍ରୀକୁ ତଳକୁ ଖସିଆସିଛି। ସେହିପରି ଡେସ ମୋଇନେସ୍‌,…

କରୋନା ମୃତକଙ୍କୁ ନେଇ ଚାଇନାର ଦାବି ଉପରେ ଉଠିଲା ପ୍ରଶ୍ନ, ଡିସେମ୍ବରର ସଂଖ୍ୟା ଚକିତ କରୁଛି

ବେଜିଂ,୨୪ ।୧୨: ଚାଇନାରେ କରୋନାର ସଂକ୍ରମଣ ଲଗାତାର ଜାରି ରହିଛି ହସ୍ପିଟାଲରେ ଯେଉଁଠି ସଂକ୍ରମିତ ରୋଗୀଙ୍କ ଲମ୍ବା ଲାଇନ ଲାଗିଛି ଏପଟେ ମୃତ୍ୟୁ ସଂଖ୍ୟା ବି ବେଳକୁ ବେଳ ବଢିବାରେ ଲାଗିଛି । କିଛି ମିଡିଆ ରିପୋର୍ଟରେ କୁହାଯାଇଛି କି ଚାଇନାରେ…

ଯୁଦ୍ଧାବସାନ ଚାହାନ୍ତି ପୁଟିନ୍‌

ମସ୍କୋ/ଲଣ୍ଡନ,୨୪।୧୨: ୟୁକ୍ରେନ୍‌ ଯୁଦ୍ଧ ଶୀଘ୍ର ଶେଷ ହେବା ରୁଷିଆର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ କହିଛନ୍ତି। ଯେକୌଣସିମତେ ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ସେତେ ଭଲ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ତେବେ ସେମାନଙ୍କ ଉଦ୍‌ବେଗକୁ ୟୁକ୍ରେନ୍‌ ଏବଂ…

ଦିନକରେ ୩.୭ କୋଟି ସଂକ୍ରମିତ

ବେଜିଂ,୨୪।୧୨: ଚାଇନାରେ ଚଳିତ ସପ୍ତାହର ଗୋଟିଏ ଦିନରେ ପାଖାପାଖି ୩.୭ କୋଟି ଲୋକ କୋଭିଡ୍‌ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହା ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ସର୍ବାଧିକ ସଂକ୍ରମଣ। ଡିସେମ୍ବର ମାସର ପ୍ରଥମ ୨୦ ଦିନରେ ଚାଇନା…

ବିମାନ ରାସ୍ତାରେ ବର୍ଷିଲା ବିଜୁଳି, ବିମାନର ଜରୁରୀ ଅବତରଣ

ୱାଶିଂଟନ,୨୪ ।୧୨: ଆମେରିକାର ସ୍ପିରିଟ ଏୟାର ଲାଇନ୍ସର ବିମାନ ଉପରେ ଆକାଶରୁ ବିଜୁଳି ପଡିବା ପରେ ଏହାର ଜରୁରୀ ଅବତରଣ କରାଯାଇଛି । ବିମାନଟି ଫିଲାଡେଲଫିୟାରୁ ଟେକଅପ କରି କ୍ୟାନକନ ଯାତ୍ରା କରୁଥିଲା । ଏହି ସମୟରେ ଚାଳକ ଦଳର ସଦସ୍ୟ…

ବିକିନି କିଲର୍‌ ମୁକ୍ତ

କାଠମାଣ୍ଡୁ,୨୪।୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫରାସୀ ସିରିଏଲ୍‌ କିଲର ଚାଲର୍‌ସ ଶୋଭରାଜ ଶୁକ୍ରବାର ନେପାଳ ଜେଲରୁ ମୁକ୍ତ ହୋଇଛନ୍ତି। ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖଲାସ କରି ଫ୍ରାନ୍ସକୁ ପ୍ରତ୍ୟର୍ପଣ କରାଯାଇଛି। ୧୯୭୦ ଦଶକରେ ଏସିଆରେ ବହୁ ହତ୍ୟାକାଣ୍ଡର ଷଡ଼ଯନ୍ତ୍ର…

ପ୍ୟାରିସରେ ଆଖିବୁଜା ଗୁଳିମାଡ଼: ୨ ମୃତ,୪ ଆହତ

ପ୍ୟାରିସ,୨୩।୧୨: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଶୁକ୍ରବାର ଏକ ଆକ୍ରମଣ ହୋଇଛି। କୁର୍ଦ୍ଦ ସାଂସ୍କୃତିକ କେନ୍ଦ୍ର ନିକଟରେ  ଆଖିବୁଜା ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଆକ୍ରମଣର କାରଣ ଜଣାପଡ଼ି…

ପ୍ରକୃତି ଛାଡି ପାରୁନି ଉତ୍ତର କୋରିଆ, ପୁଣିଥରେ କଲା ବାଲିଷ୍ଟିକ ମିଶାଇଲ ପରୀକ୍ଷା

ସିଓଲ,୨୩ ।୧୨: ମିଶାଇଲ ପରୀକ୍ଷଣ ଓ ଅନ୍ୟକୁ ନାଲି ଆଖି ଦେଖାଇବା ଭଳି ବ୍ୟବହାର କରୁଥିବା ଉତ୍ତର କୋରିଆର ଏକ ଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କ ପୁରୁଣା ପ୍ରକୃତିକୁ ପୁଣି ଦୋହରାଇଛନ୍ତି । ଖବର ଅନୁଯାୟୀ, ଉତ୍ତର କୋରିଆ…

ଆମେରିକାରେ ତୁଷାରପାତ: ବିମାନ ଚଳାଚଳ ବାତିଲ

ୱାଶିଂଟନ,୨୩।୧୨: ଖ୍ରୀଷ୍ଟମାସ ପୂର୍ବରୁ ପ୍ରବଳ ତୁଷାରପାତ ସାଙ୍ଗକୁ ସର୍ବନିମ୍ନ ତାପମାତ୍ରା ଯୋଗୁ ଗୁରୁବାର ଯୁକ୍ତରାଷ୍ଟ୍ର ଆମେରିକାରେ ବିମାନ ଚଳାଚଳ ବାତିଲ କରାଯାଇଥିବା ସୂଚନା ମିଳିଛି। ଏପରିକି ବସ୍‌ ଏବଂ ଟ୍ରେନ ଚଳାଚଳରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ବିମାନ ଚଳାଚଳ ବାତିଲ…

ଇସଲାମାବାଦରେ ପୁଣି ବିସ୍ଫୋରଣ: ଜଣେ ପୋଲିସ କର୍ମୀ ନିହତ

ଇସଲାମାବାଦ,୨୩ା୧୨: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବୋମା ବିସ୍ଫୋରଣରେ ଜଣେ ପୋଲିସ କର୍ମୀ ନିହତ ହୋଇଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହେବାର ଆଶଙ୍କା ରହିଛି। ବୋମା ବିସ୍ଫୋରଣ ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରି ରହିଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri