ଅନ୍ତର୍ଜାତୀୟ

ତୁର୍କୀରେ ୩ ମାସ ଏମର୍ଜେନ୍ସି

ଆଙ୍କାରା,୮।୨: ପ୍ରଳୟଙ୍କରୀ ଭୂକମ୍ପରେ ଧ୍ୱସ୍ତବିଧ୍ୱସ୍ତ ତୁର୍କୀର ୧୦ ପ୍ରଦେଶରେ ୩ ମାସ ପାଇଁ ଜରୁରୀ ସ୍ଥିତି ଜାରି କରାଯାଇଛି। ଉଦ୍ଧାର ଓ ପୁନଃନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ୩ ମାସ ଏମର୍ଜେନ୍ସି ଜାରି କରିବା ନିମନ୍ତେ ନିଷ୍ପତ୍ତି ନିଆଗଲା ବୋଲି…

ଭୂକମ୍ପ ମୃତ୍ୟୁ ୬,୨୦୦ ଟପିଲା

ଆଡାନା(ତୁର୍କୀ)/ଜେନେଭା,୮।୨: ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ମଙ୍ଗଳବାର ୬,୨୫୬ରେ ପହଞ୍ଚତ୍ଛି। ତୁର୍କୀରେ ୪,୫୪୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସିରିଆରେ ୧,୭୧୨ ଜଣଙ୍କ ଜୀବନ ଯାଇଛି। ୭.୮ ତୀବ୍ରତାର ଭୂକମ୍ପ ଓ ପରେ ପ୍ରାୟ ୨୦୦ ଥର ପଶ୍ଚାତ୍‌…

ତୁର୍କୀ ସହାୟତାରେ ବାଧା ସୃଷ୍ଟି କଲା ପାକିସ୍ତାନ: ଭାରତକୁ ଦେଲାନି ଏୟାର ସ୍ପେସ୍‌

ଇସ୍‌ଲାମାବାଦ୍‌,୭।୨: ତୁର୍କୀକୁ ନିଜର ପ୍ରକୃତ ବନ୍ଧୁ ବୋଲି କହୁଥିବା ପାକିସ୍ତାନ ନିଜ ଛୋଟ ପ୍ରକୃତି ନିବୃତ୍ତ ହେଉ ନାହିଁ। ତୁର୍କୀରେ ଘଟିଥିବା ବିପର୍ଯ୍ୟୟ ଭୂକମ୍ପ ଯୋଗୁ ସମସ୍ତ ଦେଶ ସହାୟତାର ହାତ ବଢ଼ାଇବାକୁ ତତ୍ପର ଥିବା ବେଳେ ପାକିସ୍ତାନ ଏହାକୁ ନେଇ…

ତୁର୍କୀକୁ ସହାୟତାର ହାତ ବଢ଼ାଇଲା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ

ଇସ୍ତାନବୁଲ୍‌,୭।୨: ତୁର୍କୀ ଏବଂ ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପରେ ମୃତ୍ୟୁସଂଖ୍ୟା ୫ହଜାର ଅତିକ୍ରମ କରିଥିବା ବେଳେ ଆହତଙ୍କ ସଂଖ୍ୟା ୩୦ହଜାରରୁ ଅଧିକ ହୋଇଥିବା କୁହାଯାଇଛି। ଏବେ ବି ଘଟଣାସ୍ଥଳରେ ବଡ଼ ଧରଣର ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶହ ଶହ ଲୋକ…

ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇବ ୟୁକ୍ରେନ୍‌, ଜେଲେନସ୍କି ନେବେ ପଦକ୍ଷେପ…

କିଭ୍‌,୭।୨ : ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ଓଲେକ୍ସି ରେଜନିକୋଭ ଅସୁବିଧାରେ ପଡ଼ିବେ ବୋଲି ଆଶଙ୍କା ପ୍ରକାଶ ପାଇଛି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶୀଘ୍ର ତାଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ପଦରୁ ହଟାଇ ପାରନ୍ତି। ବରିଷ୍ଠ ଆଇନଜୀବୀ ଡେଭିଡ ଆରାଖମିଆ କହିଛନ୍ତି ଯେ ଓଲେକ୍ସି…

ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ,ସପ୍ତାହରେ ମାନବ ଶରୀରରେ ପ୍ରବେଶ କରୁଛି ୫ ଗ୍ରାମ୍‌: ରିପୋର୍ଟ…

ମେଲବୋର୍ନ/ଜାକର୍ତ୍ତା,୭।୨ : ମାନବ ଶରୀରରେ ପ୍ଲାଷ୍ଟିକ କଣିକା ଏକ ଉଦ୍ବେଗଜନକ ସ୍ତରରେ ବୃଦ୍ଧି ପାଉଛି। ମାନବ ସ୍ବାସ୍ଥ୍ୟ ପାଇଁ, ଏହା ଏକ ସମୟ-ବୋମା ପରି ହୋଇଗଲାଣି, ଯାହା ଅର୍ଦ୍ଧେକରୁ ଅଧିକ ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।…

ୱିକିପିଡିଆ ଉପରୁ ପ୍ରତିବନ୍ଧକ ହଟାଇଲା ପାକିସ୍ତାନ

ଇସଲାମାବାଦ,୭ ।୨: ପାକିସ୍ତାନରେ ଅନଲାଇନ ନଲେଜ ପ୍ଲାଟଫର୍ମ ୱିକିପିଡିଆ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଶହବାଜ ଶରିଫଙ୍କ ନିର୍ଦ୍ଦେଶକ୍ରମରେ ତୁରନ୍ତ ୱିକିପିଡିଆ ସଂଚାଳନ ପୁନର୍ବାର ଆରମ୍ଭ କରାଯାଇଛି । କିଛିଦିନ ପୂର୍ବରୁ ସାରା ବିଶ୍ୱରେ ଚର୍ଚ୍ଚିତ ୱିକିପିଡିଆ…

ତୁର୍କୀରେ ପଞ୍ଚମ ଶକ୍ତିଶାଳୀ ଭୂକମ୍ପର ଝଟକା, ମୃତକଙ୍କ ସଂଖ୍ୟା ୫୦୦୦ରୁ ଅଧିକ

ଅଙ୍କାରା,୭ ।୨: ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଅନପଟେ ତୁର୍କୀରେ ଭୂକମ୍ପର ଝଟକା କମ ହେଉନାହିଁ । ମଙ୍ଗଳବାର ୟୁରୋପିୟନ ମେଡିଟେରେନିୟମ ସିସ୍ମୋଲଜିକାଲ ସେଣ୍ଟର(ଇଏମଏସସି) କହିଛି…

ପ୍ରତିରକ୍ଷା କମ୍ପାନୀଙ୍କ ଗୁପ୍ତ ତଥ୍ୟ ଚୋରି କରୁଛି ଉତ୍ତର କୋରିଆ, ୨୦୨୨ରେ ୫୨ ଶହ କୋଟି କ୍ରିପ୍ଟୋକରେନ୍ସି ଚୋରି…

ଜେନେଭା,୭।୨ : ଉତ୍ତର କୋରିଆ ବହୁ ପରିମାଣର କ୍ରିପ୍ଟୋକରେନ୍ସି ଚୋରି କରିଥିବା ଅଭିଯୋଗ ହୋଇଛି। ଏହା ମଧ୍ୟ ଅଭିଯୋଗ ହୋଇଛି ଯେ ଉତ୍ତର କୋରିଆ ପ୍ରତିରକ୍ଷା କମ୍ପାନୀ ଏବଂ ବିଦେଶୀ ଏରୋସ୍ପେସ କମ୍ପାନୀଗୁଡିକର ନେଟୱାର୍କକୁ ଟାର୍ଗେଟ କରି ସେଠାରୁ ସମ୍ବେଦନଶୀଳ ଗୁପ୍ତ…

୩୫ ଦିନ ଧରି ଏକଛତ୍ରବାଦୀ ଶାସକ କିମ୍‌ ନିଖୋଜ, ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା…

ପ୍ୟୋଙ୍ଗୟାଙ୍ଗ,୭।୨ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପୁଣି ଥରେ ନିଖୋଜ ହୋଇଯାଇଛନ୍ତି। ଖବର ମୁତାବକ ଦେଶରେ ହେବାକୁଥିବା ସାମରିକ ପରେଡ ପୂର୍ବରୁ କିମଙ୍କ ଆଉ ଦେଖା ଦର୍ଶନ ମିଳୁନି। ଚଳିତ ସପ୍ତାହରେ ଉତ୍ତର କୋରିଆର ରାଜଧାନୀ…

ତୁର୍କୀ ଭୂକମ୍ପ: ମନରେ କୋହ-ଆଖିରେ ଲୁହ, ମାଟି ତଳେ ଜୀବନ ସନ୍ଧାନ ଜାରି…

ଇସ୍ତାନବୁଲ,୭।୨ : ତୁର୍କୀ ଭୂକମ୍ପର ଛତିଥରା ଦୃଶ୍ୟ ସଭିଙ୍କ ମନରେ ଆତଙ୍କ ସୃଷ୍ଟି କରିଛି। ପ୍ରିୟ ପରିଜନଙ୍କୁ ହରାଇଥିବା ଲୋକଙ୍କ ମନରେ କୋହ ଏବଂ ଆଖିରେ ଲୁହ ଭରି ରହିଛି। ପ୍ରବଳ ଥଣ୍ଡାରେ ଶହ ଶହ ଲୋକ ମାଟି ତଳେ ଦବି…

ପିଓକେ-ଗିଲଗିଟ୍‌ ବଲ୍ଟିସ୍ତାନରେ ବିଦ୍ୟୁଚ ସଙ୍କଟ, ଅସନ୍ତୋଷ ତେଜିଲା…

ଇସଲାମାବାଦ,୭।୨ : ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ) ଏବଂ ଗିଲଗିଟ-ବଲ୍ଟିସ୍ତାନର ଲୋକମାନେ ଖାଦ୍ୟ ଶସ୍ୟ ଅଭାବ ମଧ୍ୟରେ ବିଦ୍ୟୁତ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ପାକିସ୍ତାନର ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଗିଲଗିଟ ସହରର ଅନେକ ଅଞ୍ଚଳରେ ବିଦ୍ୟୁତ ଯୋଗାଣରେ ବାଧା ସୃଷ୍ଟି ହେବାରୁ ଲୋକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri