ଅନ୍ତର୍ଜାତୀୟ

ଭାରତ ସହ ମିଳିମିଶି କାମ କରିବାକୁ ଆମେ ପ୍ରସ୍ତୁତ: ଚାଇନା ବୈଦେଶିକ ମନ୍ତ୍ରୀ…

ବେଜିଂ,୨୫।୧୨ : ନିକଟରେ ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏବେ ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଏକ ବଡ ବିବୃତ୍ତି ସାମ୍ନାକୁ ଆସିଛି। ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି ଯେ କୂଟନୈତିକ…

ସିଟିଭେନି ରାବୁକା ଫିଜିର ନୂଆ ପ୍ରଧାନମନ୍ତ୍ରୀ

ସୁଭା,୨୫।୧୨: ୧୯୮୭ରେ ଦୁଇଟି ବିଦ୍ରୋହର ନେତୃତ୍ୱ ନେଇଥିବା ପୂର୍ବତନ ସାମରିକ ଅଧିକାରୀ ସିଟିଭେନି ରାବୁକା ଶନିବାର ଫିଜିର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ତାଙ୍କ ନେତୃତ୍ୱରେ ମେଣ୍ଟ ସରକାର ଆଗାମୀ ୪ ବର୍ଷ ପାଇଁ କ୍ଷମତାରେ ରହିବ। ପାର୍ଲାମେଣ୍ଟର ପ୍ରଥମ କାର୍ଯ୍ୟଦିବସରେ…

ଚାଇନାରେ କରୋନା ହାହାକାର, ଡାକ୍ତରଙ୍କ ଦାବି ୧୦ କୋଟି ଲୋକ ହେବେ ସଂକ୍ରମିତ, ୧୦ ଲକ୍ଷରୁ ଅଧିକଙ୍କର ହୋଇପାରେ ମୃତ୍ୟୁ

ବେଜିଂ,୨୫ ।୧୨: ଚାଇନାରେ କରୋନା ସ୍ଥିତି ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି । ପ୍ରତିଦିନ କୋଟି କୋଟି ସଂଖ୍ୟାରେ ଲୋକେ ଏହି ମହାମାରୀ ଦ୍ୱାରା ସଂକ୍ରମିତ ହେଉଛନ୍ତି । ଫଳରେ ହସ୍ପିଟାଲରେ ବେଡ ସଂଖ୍ୟା କମ ପଡିବା ସହ ଔଷଧ…

ଚାଇନାରେ ଗାଁ ମୁହାଁ ହେଲା କୋଭିଡ୍‌

ବେଜିଂ,୨୫ା୧୨: ଚାଇନା ସହରାଞ୍ଚଳରେ ଦୈନିକ ଲକ୍ଷ ଲକ୍ଷ ଲୋକ କୋଭିଡ୍‌ ସଂକ୍ରମିତ ହେଉଥିବାବେଳେ ଏବେ ଗ୍ରାମାଞ୍ଚଳକୁ ମହାମାରୀ ବ୍ୟାପିଛି। ପ୍ରବାସୀ ଶ୍ରମିକମାନେ ସହରାଞ୍ଚଳରୁ ନିଜ ଗାଁକୁ ଫେରୁଥିବାରୁ ଏବେ କୋଭିଡ୍‌ ଗାଁମୁହାଁ ହୋଇଛି। ଗ୍ରାମାଞ୍ଚଳରେ ସଂକ୍ରମଣ ଆରମ୍ଭ ହୋଇଯାଇଥିବାବେଳେ ଆଗାମୀ ଦିନରେ…

ଭୂତଳ ଜଳ ୧.୨ ବିଲିୟନ ବର୍ଷ ପୁରୁଣା

ଟରଣ୍ଟୋ, ୨୫।୧୨: ମାଟି ତଳେ ରହୁଥିବା ଜୀବମାନଙ୍କ ପାଇଁ ଭୂତଳ ଜଳ ଏକ ଜରୁରୀ ଉପାଦାନ। ଓ୍ବାଟର ସାଇକେଲ୍‌ ବା ଜଳଚକ୍ର ଦ୍ୱାରା ଏହି ଭୂତଳ ଜଳ (ଗ୍ରାଉଣ୍ଡ ଓ୍ବାଟର)ର କିଛି ଭାଗ ଜଳାଶୟ ଏବଂ ଆଉ କିଛି ଭାଗ ବାୟୁ…

ବ୍ରିଟିଶ ବ୍ୟାଣ୍ଡ ଫେଥଲେସର ଗାୟକ ମ୍ୟାକ୍ସି ଜାଜଙ୍କ ପରଲୋକ

ଲଣ୍ଡନ,୨୫ ।୧୨: ବ୍ରିଟିଶ ସଙ୍ଗିତକାର ମ୍ୟାକ୍ସି ଜାଜଙ୍କର ପରଲୋକ ହୋଇଛି । ସେ ଡ୍ୟାନ୍ସ ଗ୍ରୁପ ଫେଥଲେସର ମୁଖ୍ୟ ଗାୟକ ଭାବେ ପରିଚିତ ଥିଲେ । ଫେଥଲେସ ବ୍ୟାଣ୍ଡ ଏକ ଫେସବୁକ ପୋଷ୍ଟ ମାଧ୍ୟମରେ ଜାଜଙ୍କ ପରଲୋକ ଘୋଷଣା କରିଛି ।…

ତାଲିବାନ ଶାସନର ଆଉ ଏକ କ୍ରୁରତା, ଏନଜିଓରେ କାମ କରିପାରିବେ ନାହିଁ ମହିଳା

କାବୁଲ,୨୫ ।୧୨: ମହିଳାମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆଫଗାନିସ୍ତାନର ତାଲିବାନ ସରକାର ଆଉ ଏକ ଆଇନ ଜାରି କରିଛନ୍ତି । ସମାଚାର ଏଜେନ୍ସି ରଏଟର୍ସର ସୂଚନା ଆଧାରରେ ଏଏନଆଇ କହିଛି ଆଫଗାନିସ୍ତାନର ତାଲିବାନ ସରକାର ଶନିବାର ସମସ୍ତ…

ଖ୍ରୀଷ୍ଟମାସ ଅବସରରେ ଆଶ୍ରୟ ସ୍ଥଳ ପହଞ୍ଚି ଲୋକଙ୍କୁ ଖାଦ୍ୟ ପରସିଲେ ଋଷି ସୁନକ

ଲଣ୍ଡନ,୨୫ ।୧୨: ସାରା ବିଶ୍ୱରେ ଚଳିତ ବର୍ଷ ଖ୍ରୀଷ୍ଟମାସ ବଡ ଧୁମଧାମରେ ପାଳନ କରାଯାଉଛି । ଏଥର ମୂଳ ଭାରତୀୟ ବାସିନ୍ଦା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଭିନ୍ନ ଅନ୍ଦାଜରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି । ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟମାସ ଦିନ ଏକ…

ଚାଇନା ସ୍ଥିତି ଭୟଙ୍କର, ମାସକରେ ୧୧ ଲକ୍ଷ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ, ୧୬୦ ନୂଆ କବରସ୍ତାନ ନିର୍ମାଣ…

ବେଜିଂ,୨୪।୧୨ : ଚାଇନାରେ କରୋନା ସଂକ୍ରମଣ ନେଇ ପ୍ରତିଦିନ ନୂଆ ନୂଆ ଭୟଙ୍କର ତଥ୍ୟ ସାମ୍ନାକୁ ଆସୁଛି। ଜିନପିଙ୍ଗ ସରକାର ମଧ୍ୟ କରୋନାର ଆକଳନ ଲୁଚାଇଥିବା ଅଭିଯୋଗ ହୋଇଛି। ସରକାରଙ୍କ କହିବାନୁସାରେ, ଗତ ଏକ ସପ୍ତାହ ମଧ୍ୟରେ କରୋନା ଯୋଗୁଁ କେବଳ…

ଆମେରିକା ସହାୟତା ଆମେ ଭୁଲିପାରିବୁ ନାହିଁ: ଜେଲେନସ୍କି…

କିଭ୍‌,୨୪।୧୨ : ୟୁକ୍ରେନ ପାଇଁ ଆମେରିକା ସଦନରେ ୪୫ ବିଲିୟନ ଡଲାର ସହାୟତା ପ୍ୟାକେଜକୁ ଅନୁମୋଦନ କରାଯାଇଛି। ଆମେରିକାର ସହାୟତା ପାଇବା ପରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଖୁସି ବ୍ୟକ୍ତ କରିଛନ୍ତି। ଟୁଇଟରରେ ଧନ୍ୟବାଦ, ଧନ୍ୟବାଦ ଆମେରିକା, ସେ ଲେଖିଛନ୍ତି…

ଆଓ୍ବାମି ଲିଗ୍‌ ଅଧ୍ୟକ୍ଷା ହେଲେ ଶେଖ ହସିନା…

ଢାକା,୨୪।୧୨ : ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଲଗାତାର ୧୦ମ ଥରପାଇଁ ଶନିବାର ଆଓ୍ବାମି ଲିଗ୍‌ର ଅଧ୍ୟକ୍ଷା ଭାବେ ସଦସ୍ୟଙ୍କ ଦ୍ୱାରା ଚୟନ ହୋଇଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ ଦଳର ଅଧ୍ୟକ୍ଷା ଭାବେ ହସିନା ନିର୍ବାଚିତ ହୋଇଥିବାବେଳେ ଅବଦୁଲ୍‌ କାଦରଙ୍କୁ ରାଷ୍ଟ୍ରୀୟ…

ରୁଷିଆ ସୈନ୍ୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଭାବ, ଉତ୍ପାଦନ ପାଇଁ ଶିଳ୍ପ ସଂସ୍ଥାଙ୍କୁ ଅନୁରୋଧ କଲେ ପୁଟିନ…

ମସ୍କୋ,୨୪।୧୨ : ୟୁକ୍ରେନ୍‌ ଯୁଦ୍ଧରେ ରୁଷିଆ ପାଖରେ ଧୀରେଧୀରେ ଅସ୍ତ୍ରଶସ୍ତ୍ର କମିବାରେ ଲାଗିଛି। ଏପରିସ୍ଥଳେ ରାଷ୍ଟ୍ରପତି ଭ୍ଲାଡିମିର ପୁୂଟିନ ଦେଶର ପ୍ରତିରକ୍ଷା ଶିଳ୍ପସଂସ୍ଥାଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ତ୍ତତ୍ପାଦନ ପାଇଁ ଅନୁରୋଧ କରିଛନ୍ତି। ଏକ ପ୍ରତିରକ୍ଷା ସାମଗ୍ରୀ ନିର୍ମାଣ କରୁଥିବା କେନ୍ଦ୍ର ଦ୍ୱାରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri