ଇମ୍ରାନଙ୍କୁ ଜବାବ ଦେଲେ ଶେହବାଜ…
ଇସଲାମାବାଦ,୨୭।୧୨ : ପାକିସ୍ତାନ ଖାଇବର ପାସ୍ତୁନଖ୍ବା ଏବଂ ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଖାଇବର ଡେରା ଇସମାଇଲ ଖାନ ଜିଲାରେ ଏକ ସମାବେଶକୁ ସମ୍ବୋଧିତ କରି ସେ ଆତଙ୍କବାଦକୁ ଶେଷ…
ବିଦେଶୀ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ କରିବ ନାହିଁ ଚାଇନା…
ବେଜିଂ,୨୭।୧୨ : ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି କେତେକ ସହରରେ ବୈନିକ ୧୦ ଲକ୍ଷ ମାମଲା ଆସୁଛି। ବେଜିଂରେ ମଧ୍ୟ ଅବସ୍ଥା ଖରାପ। ଏସବୁ ମଧ୍ୟରେ ଚାଇନା ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ କ୍ୱାରାଣ୍ଟାଇନ ନିୟମରେ…
ଚାଇନାରେ କରୋନା ସ୍ଥିତି ଭୟଙ୍କର: ଝେଜିଆଙ୍ଗରେ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ
ବେଜିଂ,୨୭।୧୨: ଚାଇନାରେ କରୋନା ସ୍ଥିତି ଭୟଙ୍କର ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ଝେଜିଆଙ୍ଗ ପ୍ରଦେଶରେ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଝେଜିଆଙ୍ଗ ପ୍ରଦେଶ ହେଉଛି ଚାଇନାର ପ୍ରମୁଖ…
୪୦ କୋଟି ଟୁଇଟର ୟୁଜର୍ସଙ୍କ ଡେଟା ଚୋରି
ଜେରୁଜେଲମ, ୨୭।୧୨: ଅନେକ କୋଟି ଲୋକ ମାଇକ୍ରୋବ୍ଲଗିଂ ଆପ୍ ଟୁଇଟରକୁ ବ୍ୟବହାର କରୁଛନ୍ତି। ତେବେ ଟୁଇଟର ୟୁଜର୍ସଙ୍କ ଡେଟା କେତେ ସୁରକ୍ଷିତ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଇସ୍ରାଏଲର ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ହଡସନ୍ ରକ ପକ୍ଷରୁ ପ୍ରକାଶିତ…
ତୁଷାରପାତରେ ୧୭ ମୃତ
ଟୋକିଓ,୨୭ା୧୨: ଜାପାନର ଅନେକ ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁ ୧୭ ଜଣଙ୍କ ମୃତ୍ୟୁ ଘଟିବା ସହ ୯୩ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ତୁଷାରପାତ ଯୋଗୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିବାରୁ ଶହା ଶହ ଲୋକ ଅନ୍ଧାରରେ ରହିଥିବା ବିପର୍ଯ୍ୟୟ ପରିଚାଳନା…
୨୦୨୩ରେ ମାନ୍ଦାବସ୍ଥା ଆଶଙ୍କା
ଓ୍ବାଶିଂଟନ,୨୭ା୧୨:ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁଧହାର ବୃଦ୍ଧି କରାଯାଉଛି। ଏହି ଉଚ୍ଚ ସୁଧହାର ଯୋଗୁ ୨୦୨୩ରେ ବିଶ୍ୱ ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ମୁହଁାଇବ ବୋଲି ସେଣ୍ଟର ଫର୍ ଇକୋନୋମିକ୍ସ ଆଣ୍ଡ ବିଜ୍ନେସ ରିସର୍ଚ୍ଚ (ସିଇବିଆର୍) ପକ୍ଷରୁ…
ହିମଝଡ଼ ନେଲାଣି ୪୮ ଜୀବନ
ନୁୟର୍କ,୨୭ା୧୨: ଆମେରିକାରେ ଭୟଙ୍କର ହିମଝଡ଼ରେ ୪୮ ଜଣଙ୍କ ଜୀବନ ଗଲାଣି। ହିମଝଡ଼ ଯୋଗୁ ଆମେରିକା ଏକ ଡିପ୍ ଫ୍ରିଜ୍ରେ ପରିଣତ ହୋଇଛି। ୪୮ଟି ରାଜ୍ୟରେ ତାପମାତ୍ରା ବିଯୁକ୍ତ ଡିଗ୍ରୀ ରହିଛି। ତୁଷାରରେ ଅନେକ ଘର ପୋତିହୋଇପଡ଼ିବା ସହ ପ୍ରାୟ ୧୭ ଲକ୍ଷ…
ଆମେରିକା ପରେ ଜାପାନ, ଅଷ୍ଟ୍ରିୟାରେ ଶୀତ ପ୍ରକୋପ, ବରଫ ଝଡ଼ରେ ୪୧ ଆମେରିକୀୟଙ୍କର ମୃତ୍ୟୁ
ନ୍ୟୁୟର୍କ/ଟୋକିଓ/ଫ୍ରାଙ୍କଫୋର୍ଟ.୨୭ ।୧୨: ବିଶ୍ୱର କିଛି ଅଂଶରେ ଶୀତ ପ୍ରକୋପ ବଢିବା ସହ ବରଫ ଝଡ଼ ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଆମେରିକାରେ ହୋଇଥିବା ଘୂର୍ଣ୍ଣିଝଡ଼ ‘ବମ’ ପ୍ରଭାବରେ ଏବେ ପର୍ଯ୍ୟନ୍ତ ୪୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି…
ଆଦିବାସୀଙ୍କ ମଧ୍ୟରେ ସଂଘର୍ଷ: ଚାଲିଗଲା ୧୨ ଜୀବନ
ଖାର୍ତୋମ,୨୭।୧୨: ଗତ କିଛି ଦିନ ହେବ ସୁଦାନର ଡାରଫୁର ଅଞ୍ଚଳରେ ଆଦିବାସୀଙ୍କ ମଧ୍ୟରେ ସଂଘର୍ଷରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଡାରଫୁରରେ ଥିବା ଶରଣାର୍ଥୀ ତଥା ବିସ୍ଥାପିତ ସହାୟତା ଗୋଷ୍ଠୀ ଜେନେରାଲ କୋର୍ଡିନେସନ ମୁଖପାତ୍ର ଆଡାମ ରିଗେଲ କହିଛନ୍ତି,…
ଚାଇନାରେ ୨୩.୮ ନିୟୁତ ୬୦ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଟିକା ନେଇନାହାନ୍ତି
ହଂକଂ,୨୬।୧୨: ଚାଇନାରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଥିବା ବେଳେ ୨୩.୮ ନିୟୁତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବର୍ତ୍ତମାନ ସୁଦ୍ଧା ଟିକା ନେଇ ନ ଥିବା ଏକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।…
ଉତ୍ତର କୋରିଆକୁ କଡ଼ା ଜବାବ ଦେଲା ଦକ୍ଷିଣ କୋରିଆ
ସିଓଲ,୨୬ା୧୨: ଦକ୍ଷିଣ କୋରିଆ ପୁଣି ଥରେ ଉତ୍ତର କୋରିଆ ଉପରେ ଡ୍ରୋନ୍ ଆକ୍ରମଣର ଅଭିଯୋଗ ଆଣିଛି। ଉତ୍ତର କୋରିଆ ଡ୍ରୋନ୍ ଦକ୍ଷିଣ କୋରିଆର ଆକାଶ ସୀମାକୁ ଉଲ୍ଲଂଘନ କରିବା ପରେ ଦକ୍ଷିଣ କୋରିଆ ଯୁଦ୍ଧ ବିମାନ ସହିତ ଏହାର ପ୍ରତିଶୋଧ ନେଇଥିବା…
ନେପାଳର ପ୍ରଧାନମନ୍ତ୍ରୀ ହେଲେ ମାଓବାଦୀ ନେତା ପ୍ରଚଣ୍ଡ
କାଠମାଣ୍ଡୁ,୨୬।୧୨: ମାଓବାଦୀ ନେତା ପୁଷ୍ପ କମଲ ଦହଲ ପ୍ରଚଣ୍ଡ ହେବେ ନେପାଳର ନୂଆ ପ୍ରଧାନମନ୍ତ୍ରୀ। ତାଙ୍କୁ ଦେଶର ୨୭୫ ଏମ୍ପିଙ୍କ ମଧ୍ୟରୁ ୧୬୫ଜଣଙ୍କ ସମର୍ଥନ ରହିଛି। ସରକାର ଗଠନ ପାଇଁ ପ୍ରଚଣ୍ଡଙ୍କ ଦଳ ସିପିଏନ୍-ଏମ୍ସି ପ୍ରଥମେ ଶେର ବାହାଦୂର ଦେଓବାଙ୍କ ନେପାଳୀ…
Archives


