ଟୁଇଟର୍ ଡାଉନ୍
କାର୍ଲଫର୍ନିଆ,୯।୨: ବିଶ୍ୱର ଅନେକ ଦେଶରେ ଟୁଇଟର୍ ସର୍ଭର ଡାଉନ ଅଛି। ଅନେକ ୟୁଜର୍ସ ଆକାଉଣ୍ଟକୁ ଲଗ୍ଇନ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଟୁଇଟର ପକ୍ଷରୁ କୁହାଯାଇଛି ଯେ, ଟୁଇଟରରେ କିଛି ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କମ୍ପାନୀ ଏଥିପାଇଁ ଦୁଃଖିତ।…
ଆଖିରେ ଲୁହ ମନରେ କୋହ, ଚାରିଆଡ ଖାଁ ଖାଁ…
ଇସ୍ତାନବୁଲ,୯।୨ : ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନୂତନ ଆକଳନ ଅନୁଯାୟୀ, ଏପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ସଂଖ୍ୟା ୮୦ ହଜାରରୁ…
୭୦୦୦ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇବ ଡିଜନୀ
ପ୍ୟାରିସ,୯ ।୨: ବିଶ୍ୱର ବଡ ବଡ କମ୍ପାନୀ ଏବେ ପର୍ଯ୍ୟନ୍ତ ଆର୍ଥିକ ସଙ୍କଟରୁ ବାହାରି ପାରୁ ନାହାନ୍ତି । ଏଭଳି ସ୍ଥିତିରେ ଖର୍ଚ୍ଚ କାଟ କରିବାକୁ କର୍ମଚାରୀଙ୍କ ଛଟେଇ ପ୍ରକ୍ରିୟା ଜାରି ରହିଛି । ଏବେ ଏହି ତାଲିକାରେ ଡିଜନୀ ବି…
୨୦୨୫ ସୁଦ୍ଧା ପୃଥିବୀର ଅଧା ବିଦ୍ୟୁତ ଶକ୍ତି ବ୍ୟବହାର କରିବ ଏସିଆ, ଭାରତରେ ବିଦ୍ୟୁତ ଚାହିଦା ୫.୬ ପ୍ରତିଶତ: ରିପୋର୍ଟ…
ପ୍ୟାରିସ,୯।୨ : ଭାରତରେ ବାର୍ଷିକ ୫.୩ ପ୍ରତିଶତ ହାରରେ ବିଦ୍ୟୁତ ଚାହିଦା ୨୦୨୨ ରେ ୮.୪ପ୍ରତିଶତରେ ପହଞ୍ଚିଛି। କୋଭିଡ ମହାମାରୀ ପରେ ଦେଶର ଦ୍ରୁତ ପୁନଃରୁଦ୍ଧାର ଏହାର କାରଣ ଥିଲା। ଏହା ସହିତ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ପ୍ରବଳ ଉତ୍ତାପ ଯୋଗୁ…
ପେଶାୱର ଆତଙ୍କବାଦୀ ଆକ୍ରମଣ ପରେ ପାକ୍ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା, ୧୨ ଆତଙ୍କବାଦୀ ନିହତ
ଇସଲାମାବାଦ,୯ ।୨: ପାକିସ୍ତାନରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟଣା ବୃଦ୍ଧିକୁ ଦେଖି ସୁରକ୍ଷାକର୍ମୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି । ସୁରକ୍ଷାକର୍ମୀ ବୁଧବାର ଦେଶର ଅଶାନ୍ତ ପଶ୍ଚିମୋତ୍ତର ଅଞ୍ଚଳରେ ତେହରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି)ର ୧୨ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଆତଙ୍କବାଦୀ ନିରୋଧକ…
ତୁର୍କୀ-ସିରିଆରେ ହଜାର ହଜାର ଜୀବନରେ ଲାଗିଲା ବିରାମ, ମୃତକଙ୍କ ସଂଖ୍ୟା ୧୫୦୦୦ ଟପିଲା
ଅଙ୍କାରା,୯ ।୨: ତୁର୍କୀ ଓ ସିରିଆରେ ୬ ଫେବୃୟାରୀରେ ଆସିଥିବା ବିନାଶକାରୀ ଭୂକମ୍ପ ଫଳରେ ହଜାର ହଜାର ଜୀବନରେ ବିରାମ ଲାଗିଛି । ଏବେ କେବଳ ଧ୍ୱଂସାବଶେଷ ଭିତରୁ ଜୀବନ ଖୋଜା ଚାଲିଛି । ୩ ଦିନ ପରେ ଜୀବନର ଆଶା…
ସ୍ଲାବ୍ ତଳେ ଭାଇକୁ ସୁରକ୍ଷା ଦେଇଥିଲା ଭଉଣୀ
ଦାମସ୍କସ୍, ୯।୨: ଭୂକମ୍ପରେ ପ୍ରଭାବିତ ସିରିଆରେ ସ୍ଲାବ୍ ତଳେ ଫସି ରହିଥିବା ଭଉଣୀ ଭାଇଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ସାନ ଭାଇକୁ ରକ୍ଷା କରିବା ଲାଗି ତା’ ମୁଣ୍ଡ ଉପରେ ଭଉଣୀ ନିଜ ହାତକୁ ରଖିଛି।…
ଡାକ ଟିକଟରେ ଚାଲର୍ସଙ୍କ ମୁକୁଟ ବିହୀନ ଛବି
ଲଣ୍ଡନ, ୯।୨: ବ୍ରିଟେନ୍ ରୟାଲ୍ ମେଲ ପକ୍ଷରୁ ବୁଧବାର କିଙ୍ଗ ଚାଲର୍ସ ତୃତୀୟଙ୍କ ଡାକ ଟିକଟ ଉନ୍ମୋଚନ କରାଯାଇଛି। ଷ୍ଟାମ୍ପରେ ଚାଲର୍ସଙ୍କ ମୁକୁଟ ବିହୀନ ଛବି ଦେଖିବାକୁ ମିଳିଛି। ପୂର୍ବ ପ୍ରକାରେ କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ମୁହଁ ବାମ ଆଡକୁ ଥିବାବେଳେ…
‘ହିମ ହ୍ରଦ ବନ୍ୟା’: ପ୍ରଭାବିତ ହେବେ ୩୦ ଲକ୍ଷ
ଲଣ୍ଡନ, ୯।୨: ଭବିଷ୍ୟତରେ ସାରା ବିଶ୍ୱ ହିମ ହ୍ରଦ ବନ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଯାଉଛି। ବ୍ରିଟେନ ନ୍ୟୁକାଷ୍ଟଲ ୟୁନିଭର୍ସିଟି ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରେ ଏହା ଜଣାପଡ଼ିଛି। ଗ୍ଲାସିଆଲ ଲେକ୍ ଆଉଟ୍ବ୍ରଷ୍ଟ ଫ୍ଲଡ୍ସ (ଜିଏଲ୍ଓଏଫ୍) ବା ହିମ ହ୍ରଦ ବନ୍ୟା…
୧୧ ହଜାର ଟପିଲା ମୃତ୍ୟୁ
ଗାଜିଆଣ୍ଟେପ, ୯।୨: ତୁର୍କୀ ଓ ସିରିଆରେ ଅନୁଭୂତ ଶକ୍ତିଶାଳୀ ଭୂକମ୍ପକୁ ତିନିଦିନ ବିତିଯାଇଛି। ଦିନ ବିତିବା ସାଙ୍ଗକୁ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ବୁଧବାର ଭୂକମ୍ପଜନିତ ମୃତ୍ୟୁ ସଂଖ୍ୟା ୧୧,୨୦୦ରେ ପହଞ୍ଚିଛି। ତୁର୍କୀ ରାଷ୍ଟ୍ରପତି ରିସେପ ଟାୟିପ ଇର୍ଡୋଗାନ୍ ଭୂକମ୍ପରେ କ୍ଷତିଗ୍ରସ୍ତ…
ସହାୟତା ଲୋଡି ଫ୍ରାନ୍ସ ପହଞ୍ଚିଲେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲନସ୍କି
ପ୍ୟାରିସ,୯ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏବେ ପର୍ଯ୍ୟନ୍ତ ନା ରୁଷିଆ ନା ୟୁକ୍ରେନ୍ କେହି ପଛକୁ ହଟିବାକୁ ରାଜି ନୁହଁନ୍ତି । ଏହାରି ଭିତରେ ୟୁରୋପୀୟ ଅସ୍ତ୍ରଶସ୍ତ୍ରର ସହାୟତା ଲୋଡି ୟୁକ୍ରେନ୍ ରାଷ୍ଟ୍ରପତି…
ନାଟୋ ଜେଟ୍ରେ ପ୍ରଶିକ୍ଷଣ ନେଇପାରିବେ ୟୁକ୍ରେନ ପାଇଲଟ
କିଭ୍,୮ା୨: ବୁଧବାର ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବ୍ରିଟେନ ଗସ୍ତ କରିଛନ୍ତି। ତାଙ୍କ ଗସ୍ତରେ ସେ ରୁଷିଆ ବିରୋଧରେ ଚାଲିଥିବା ଯୁଦ୍ଧ ପାଇଁ ସାମରିକ ସହାୟତା ଲୋଡ଼ିଛନ୍ତି। ପାଶ୍ଚାତ୍ୟ ସାମରିକ ସମର୍ଥନରେ ଏହା ଏକ ପ୍ରତୀକାତ୍ମକ ପଦକ୍ଷେପ। ଉନ୍ନତ ନାଟୋ ଯୁଦ୍ଧବିମାନ ଉପରେ…
Archives


