ୟୁକ୍ରେନ୍ ଉପରେ ରୁଷିଆର ଘନ ଘନ ଆକ୍ରମଣ
କିଭ୍, ୩୧ା୧୨: ବର୍ଷ ଶେଷ ହେବାକୁ ବସିଥିବାବେଳେ ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ ଲାଗିପାରୁ ନାହିଁ। ଇତିମଧ୍ୟରେ ଯୁଦ୍ଧକୁ ୧୦ ମାସରୁ ଊର୍ଦ୍ଧ ଦିନ ବିତିଯାଇଛି। କିଛି ସପ୍ତାହର ବିରତି ପରେ ପୁଣି ଆଟାକିଂ ମୋଡ୍କୁ ଚାଲିଆସିଛି ରୁଷିଆ। ଗୁରୁବାର ରୁଷିଆ ୟୁକ୍ରେନ୍…
ଭାରତକୁ ପୁଟିନ୍ଙ୍କ ନୂଆବର୍ଷ ଶୁଭେଚ୍ଛା
ମସ୍କୋ, ୩୧ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କ୍ରେମ୍ଲିନର ବନ୍ଧୁ ରାଷ୍ଟ୍ର ଭାରତ ସମେତ ତୁର୍କୀ, ସିରିଆ, ଭେନେଜୁଏଲା ଏବଂ ଚାଇନାକୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ପୁଟିନ୍ ଆମେରିକା, ଫ୍ରାନ୍ସ ଏବଂ ଜର୍ମାନ୍କୁ ନ୍ୟୁ ଇୟର୍ ଶୁଭେଚ୍ଛା ଜଣାଇ ନ…
କରୋନା ବିସ୍ଫୋରଣ ମଧ୍ୟରେ ବଦଳିଲେ ଚାଇନାର ବୈଦେଶିକ ମନ୍ତ୍ରୀ
ବେଜିଂ,୩୧ ।୧୨: ଚାଇନାକୁ ଫେରିଥିବା କରୋନା ସଂକ୍ରମଣକୁ ନେଇ ବିଶ୍ୱର ସମସ୍ତ ଦେଶ ଚିନ୍ତିତ ହୋଇ ପଡିଥିବା ବେଳେ ଚାଇନା ତା’ର ବୈଦେଶିକ ମନ୍ତ୍ରୀଙ୍କୁ ବଦଳାଇ ଦେଇଛି । ସି ଜିନପିଙ୍ଗ ସରକାରରେ ଏବେ ପର୍ଯ୍ୟନ୍ତ ବୈଦେଶିକ ମନ୍ତ୍ରଣାଳୟ ସମ୍ଭାଳିଥିବା ୱାଂଗ…
ନୂଆବର୍ଷରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟି ହେବ
ନ୍ୟୁୟର୍କ,୩୧ା୧୨: ନୂଆବର୍ଷ ୨୦୨୩ର ପ୍ରଥମ ଦିନରେ ବିଶ୍ୱ ଜନସଂଖ୍ୟା ୭୯୦ କୋଟିରେ ପହଞ୍ଚତ୍ବ ବୋଲି ଆମେରିକା ସେନ୍ସସ୍ ବ୍ୟୁରୋ ଆକଳନ କରିଛି। ୨୦୨୨ ଜାନୁୟାରୀ ୧ରୁ ଇତିମଧ୍ୟରେ ଲୋକ ସଂଖ୍ୟାରେ ୭.୩୭ କୋଟି ଯୋଡ଼ି ହୋଇଛି ଅର୍ଥାତ୍ ବର୍ଷକରେ ବିଶ୍ୱ ଜନସଂଖ୍ୟା…
ଉଇଗର ମୁସଲିମ ଧର୍ମ ପ୍ରଚାରକ ଉମର ହୁସୈନଙ୍କର ଚାଇନର ଶିନଜିୟାଂଗ ଜେଲରେ ମୃତ୍ୟୁ, କାଟୁଥିଲେ ୫ ବର୍ଷର ଜେଲଦଣ୍ଡ
ୱାଶିଂଟନ,୩୧ ।୧୨: ଚାଇନର ଶିନଜିୟାଂଗରେ ଥିବା ଏକ ଜେଲରେ ଦଣ୍ଡ ଭୋଗୁଥିବା ଉଇଗର ମୁସଲିମ ଧର୍ମ ପ୍ରଚାରକ ଉମର ହୁସୈନଙ୍କର ମୃତ୍ୟୁ ଖବର ସାମ୍ନାକୁ ଆସିଛି । ଫେବୃୟାରୀ ୨ରେ ଲିଭର କ୍ୟାନସର ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…
ପିଲା ଛୋଟ ଥିବା ବେଳେ ଏକ ଦଶକ ପର୍ଯ୍ୟନ୍ତ ଓବାମାଙ୍କୁ ବରଦାସ୍ତ କରି ନ ଥିଲେ ମିଶେଲ
ୱାଶିଂଟନ,୩୦ ।୧୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସହଧର୍ମିଣୀ ମିଶେଲ ଓବାମା ବଡ କଥା କହିଛନ୍ତି । ଆମେରିକାର ଏହି ପୂର୍ବତନ ଫାଷ୍ଟ ଲେଡି କହିଛନ୍ତି ଯେତେବେଳେ ତାଙ୍କ ପିଲାମାନେ ଛୋଟ ଥିଲେ ସେତେବେଳେ ସେ ତାଙ୍କ ସ୍ୱାମୀ ଅର୍ଥାତ୍…
ପିଟିଆଇ ଏମ୍ପିଙ୍କ ସାମୂହିକ ଇସ୍ତଫା ନାମଞ୍ଜୁର
ଇସଲାମାବାଦ୍,୩୦।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ଏମ୍ପିଙ୍କ ସାମୂହିକ ଇସ୍ତଫାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ପାକିସ୍ତାନ ନ୍ୟାଶନାଲ ଆସେମ୍ବଲି ବାଚସ୍ପତି ରାଜା ପରଭେଜ ଅଶରଫ। ସମ୍ବିଧାନ ଅନୁଯାୟୀ, ଇସ୍ତଫା ବ୍ୟକ୍ତିଗତ ଭାବରେ ଗ୍ରହଣ କରାଯାଇପାରିବ ଏବଂ ସାମୂହିକ ଭାବରେ ନୁହେଁ।…
ନୋବେଲ ବିଜେତା ସୁ କିଙ୍କୁ ୭ ବର୍ଷ ଜେଲ୍
ନାଏପିଡାଉ,୩୦।୧୨: ଦୁର୍ନୀତି ଅଭିଯୋଗରେ ମିଆଁମାର କୋର୍ଟ ଶୁକ୍ରବାର ନୋବେଲ ପୁରସ୍କାର ବିଜେତା ଆଙ୍ଗ ସାନ ସୁ କିଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ହେଲିକପ୍ଟର ନିଯୁକ୍ତି ଏବଂ ରକ୍ଷଣାବେକ୍ଷଣ ସହ ଜଡିତ ପାଞ୍ଚଟି ଦୁର୍ନୀତି ମାମଲାରେ ସୁ କିଙ୍କୁ ଏହି…
ଚାଇନା କରୋନା ପରିସ୍ଥିତି ଚିନ୍ତାଜନକ: ଉଦ୍ବେଗ ପ୍ରକାଶ କଲା ଡବ୍ଲ୍ୟୁଏଚ୍ଓ
ଜେନେଭା,୩୦।୧୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ ଆଦାନୋମ ଗେବ୍ରେସିୟସ ଚାଇନାରେ କରୋନା ପରିସ୍ଥିତି ଗୁରୁତର ଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଚାଇନା କରୋନା ନିୟମ କୋହଳ କରିବା ପରେ ଏକ ଚିନ୍ତାଜନକ ପରିସ୍ଥିତି ଉପୁଜିଛି।…
ଦକ୍ଷିଣ କୋରିଆରେ ଚିହ୍ନଟ ହେଲା ମସ୍ତିଷ୍କକୁ କ୍ଷତି ପହଞ୍ଚାଉଥିବା ଏମିବା ୧୦ ଦିନରେ ନେଇପାରେ ଜୀବନ
ସିଓଲ,୩୦ ।୧୨: ଦକ୍ଷିଣ କୋରିଆରେ ମସ୍ତିଷ୍କକୁ କ୍ଷତି ପହଞ୍ଚାଉଥିବା ଏମିବା ପହଞ୍ଚିଯାଇଛି । ଏଥିରେ ଆକ୍ରାନ୍ତ ହୋଇ ଜଣେ ୫୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦକ୍ଷିଣ କୋରିଆରେ ଏମିବା ସଂକ୍ରମଣର ଏହା ପ୍ରଥମ ଘଟଣା । ନେଗଲେରିୟା…
ଭାରତ, ଆମେରିକା ସମେତ ୭ ଦେଶ ଚାଇନା ଉପରେ ଲଗାଇଲେ ଯାତ୍ରା ପ୍ରତିବନ୍ଧକ
ୱାଶିଂଟନ/ନୂଆଦିଲ୍ଲୀ,୩୦ ।୧୨: ଚାଇନାରେ ବେଳକୁ ବେଳ ଅଣାୟତ୍ତ ହୋଇଛି କୋଭିଡ ସଂକ୍ରମଣ । କେବଳ ଡିସେମ୍ବର ମାସରେ ଚାଇନାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩୫ କୋଟି ବୋଲି କୁହାଯାଉଛି । ଚାଇନାର ଏହି ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଓ…
ଦକ୍ଷିଣ ଚାଇନା ସାଗରରେ ଉତ୍ତେଜନା ବୃଦ୍ଧି କରୁଛି ଡ୍ରାଗନ, ଆମେରିକା ବିମାନର ନିକଟତର ହେଲା ଚାଇନା ଯୁଦ୍ଧ ବିମାନ
ୱାଶିଂଟନ,୩୦ ।୧୨: ଦକ୍ଷିଣ ଚାଇନା ମହାସାଗରରେ ନିଜ ବଳ କଷିବା ଛାଡୁନାହିଁ ଚାଇନା । ଏବେ ଚାଇନାକୁ ନେଇ ବଡ ଦାବି କରିଥିବା ଆମେରିକା କହିଛି, ଦକ୍ଷିଣ ଚାଇନା ସାଗରରେ ଆମେରିକା ବାୟୁସେନା ନିକଟତର ହୋଇଛି ଚାଇନର ଏକ ଯୁଦ୍ଧ ବିମାନ…
Archives


