କିଭ୍ରେ ରୁଷିଆ ପକ୍ଷରୁ ଜୋରଦାର କ୍ଷେପଣାସ୍ତ୍ର ମାଡ଼, ଜଣେ ମୃତ-୨୮ ଆହତ…
କିଭ୍,୧।୧ : ଶନିବାର-ରବିବାର ବିଳମ୍ବିତ ରାତିରେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉଉପରେ ଜୋରଦାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ୟୁକ୍ରେନ୍ ଉପରେ ୨୦ରୁ ଅଧିକ କ୍ରୁଜ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା। ୟୁକ୍ରେନ୍ ବାୟୁସେନା ପକ୍ଷରୁ ପାଲଟା ଆକ୍ରମଣ କରାଯାଇ ୧୨ଟି କ୍ଷେପଣାସ୍ତ୍ରକୁ ଗୁଳ…
ଜେଲେନସ୍କିଙ୍କ ନୂଆବର୍ଷ ସ୍ବାଗତ ଭାଷଣ ସମୟରେ କ୍ଷେପଣାସ୍ତ୍ର ମାଡ଼ କଲେ ପୁଟିନ…
ମସ୍କୋ/କିଭ୍,୧।୧ : ବିଶ୍ୱ ପାଇଁ ନୂଆ ବର୍ଷ ଆରମ୍ଭ ହୋଇଥାଇପାରେ, କିନ୍ତୁ ୟୁକ୍ରେନ ପାଇଁ ପରିସ୍ଥିତି ସମାନ ରହିଛି। ଗୋଟିଏ ପଟେ ବିଶ ୨୦୨୩ ନୂଆବର୍ଷର ଉତ୍ସବରେ ବୁଡି ରହିଥିବା ବେଳେ ଅନ୍ୟ ପଟେ ୟୁକ୍ରେନ ରୁଷିଆର ଆକ୍ରମଣର ସମ୍ମୁଖୀନ ହୋଇଛି।…
ଅଫିସ ଭଡ଼ା ଦେବାକୁ ଅସମର୍ଥ ଟୁଇଟର, ମାମଲା ରୁଜୁ କଲା ଲିଜ୍ ପ୍ରଦାନକାରୀ କମ୍ପାନୀ…
ସାନ ଫ୍ରାନ୍ସିସ୍କୋ ,୧।୧ : ଏଲନ ମସ୍କ ଯେବେଠାରୁ ଟୁଇଟର ଦାୟିତ୍ୱ ଗ୍ରହଣ କଲେଣି ସେବେଠାରୁ, କ୍ରମାଗତ ଭାବରେ କମ୍ପାନୀର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଖର୍ଚ୍ଚ ହ୍ରାସ କରିବାକୁ ସେ କର୍ମଚାରୀଙ୍କ ଛଟେଇ କରିବା ଆରମ୍ଭ କରିଥିଲେ। ସେହିପରି…
କରୋନା ମହାମାରୀକୁ ନିଘା ନାହିଁ: ଚାଇନାରେ ନୂଆବର୍ଷ ଧୁମଧାମରେ ପାଳିତ…
ବେଜିଂ,୧।୧ : ଚାଇନାରେ କରୋନା ମହାମାରୀ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଡାକ୍ତରଖାନାଗୁଡ଼ିକରେ ସ୍ଥାନ ନାହିଁ ଏବଂ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ଧାଡି ଲାଗି ରହିଛି। କରୋନା ମହାମାରୀର ଆତଙ୍କ ମଧ୍ୟରେ, ବିଶ୍ୱର ଅନେକ ଦେଶର ଲୋକମାନେ ଉତ୍ସାହର ସହିତ…
ସାମ୍ବାଦିକା ଭାବେ ବିଶ୍ୱର ସବୁଠୁ ଅଧିକ ଦରମା ପାଉଥିଲେ ବାର୍ବରା
ଓ୍ବାଶିଂଟନ,୩୧ା୧୨: ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ତଥା ବରିଷ୍ଠ ସାମ୍ବାଦିକା ବାର୍ବରା ଓ୍ବାଲ୍ଟର୍ସଙ୍କ ଦେହାନ୍ତ ହୋଇଛି। ବାର୍ବରାଙ୍କ ଜନ୍ମ ୧୯୨୯ ସେପ୍ଟେମ୍ବର ୨୫ରେ ବୋଷ୍ଟନରେ ହୋଇଥିଲା। ପାଞ୍ଚ ଦଶନ୍ଧି ଧରି ବାର୍ବରା ଟିଭି କ୍ୟାରିୟରେ ସକ୍ରିୟ ଥିଲେ। ଆମେରିକା ଟେଲିଭିଜନର ସେ ଜଣେ…
କରୋନା ମହାମାରୀ ସହିତ କଡ଼ା ମୁକାବିଲା କରୁଛି ଚାଇନା: ଜିନପିଙ୍ଗ୍ଙ୍କ ନୂଆବର୍ଷ ବାର୍ତ୍ତା…
ବେଜିଂ,୩୧।୧୨ : ଚାଇନାରେ କରୋନା ମହାମାରୀ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି। ଦେଶ ମହାମାରୀ ସହିତ କଡ଼ରା ମୁକାବିଲା କରୁଛି। ରାଷ୍ଟ୍ରପତି ଶି ଜିନପିଙ୍ଗ୍ ନୂଆବର୍ଷର ବାର୍ତ୍ତାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତିି। ଅଣାୟତ୍ତ ସ୍ଥିତିର ମୁକାବିଲା କରିବା କଷ୍ଟକର ହେଉଥିବା…
ଚାଇନାରେ କରୋନା ତାଣ୍ଡବ, ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦…
ବେଜିଂ,୩୧।୧୨ : କରୋନା ଏନ୍ତୁଡ଼ିଶାଳ ଚାଇନାରେ କରୋନା ତାଣ୍ଡବ ରଚିଛି। ଏଠାରେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ମୃତ୍ୟୁ ସଂଖ୍ୟା ୯,୦୦୦ ଛୁଇଁଛି। ସେହିପରି ଦୈନିକ ସଂକ୍ରମଣ ୩୭ ଲକ୍ଷ ପାର୍ ହୋଇଛି। ଏଭଳି ଜାରି ରହିଲେ ଜାନୁୟାରୀ ୨୩…
କାଙ୍ଗାଳ ହେଲାଣି ପାକିସ୍ତାନ: ସିଲିଣ୍ଡର କିଣିବା କଷ୍ଟକର, ପ୍ଲାଷ୍ଟିକ ବ୍ୟାଗ୍ରେ ବିକ୍ରି ହେଉଛି ରନ୍ଧନ ଗ୍ୟାସ୍
ଇସଲାମାବାଦ,୩୧।୧୨: ପାକିସ୍ତାନରେ ପ୍ଲାଷ୍ଟିକ ବ୍ୟାଗ୍ରେ ଏଲ୍ପିଜି ଗ୍ୟାସ୍ ବିକ୍ରି ଏବେ ସାଧାରଣ ହୋଇଛି। ସର୍ବାଧିକ ଗ୍ୟାସ ଉତ୍ପାଦନ କରୁଥିବା ପ୍ରଦେଶ ଖୈବର ପାଖତୁନ୍ଖ୍ବାରେ ଗରିବ ଲୋକମାନେ ପ୍ଲାଷ୍ଟିକ୍ ବ୍ୟାଗ୍ରେ ଗ୍ୟାସ୍ ଭର୍ତ୍ତି କରି ରୋଷେଇ କରୁଛନ୍ତି। କାରଣ ଏଠାରେ ଗ୍ୟାସ ସିଲିଣ୍ଡର…
୨୦୨୩ରେ ପୁଟିନଙ୍କ ଓ୍ବାର ଗେମ୍ : ବ୍ରିଟେନ ସାମୁଦ୍ରିକ ସୀମା ଅତିକ୍ରମ କରିବ ରୁଷିଆ ଯୁଦ୍ଧପୋତ…
ମସ୍କୋ/ଲଣ୍ଡନ,୩୧।୧୨ : ରୁଷିଆର ବିନାଶକାରୀ ଆଣବିକ କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ବ୍ରିଟେନ ନିକଟବର୍ତ୍ତୀ ହେବାକୁ ପ୍ରସ୍ତୁତ। ଏହି ଯୁଦ୍ଧ ଜାହାଜରେ ଥିବା କ୍ଷେପଣାସ୍ତ୍ରଗୁଡିକ ଘଣ୍ଟା ପ୍ରତି ୧୧ ହଜାର କିଲୋମିଟରରୁ ଅଧିକ ବେଗରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ। ପାଶ୍ଚାତ୍ୟ ଦେଶକୁ ଶକ୍ତି…
ବିଦାୟ ୨୦୨୨, ଦମଦାର ହେବ ୨୦୨୩: କିମ୍ ଜୋଙ୍ଗ ଉନ୍…
ପ୍ୟୋଙ୍ଗୟାଙ୍ଗ,୩୧।୧୨ : ଦକ୍ଷିଣ କୋରିଆର ଆକାଶ ମାର୍ଗରେ ଡ୍ରୋନ ଉତକ୍ଷେପଣକୁ ନେଇ ଉତ୍ତେଜନା ବୃଦ୍ଧି ପାଇବା ପରେ ଉତ୍ତର କୋରିଆ ଶନିବାର ଏହାର ପୂର୍ବ ଜଳ କ୍ଷେତ୍ର ଆଡକୁ ତିନୋଟି ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଦକ୍ଷିଣ କୋରିଆର…
ମୂଳ ଭାରତୀୟ ଆଲୋକ ଶର୍ମାଙ୍କୁ ନାଇଟ ହୁଡ ସମ୍ମାନ…
ଲଣ୍ଡନ,୩୧।୧୨ : ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବାରେ ତାଙ୍କର ଅବଦାନ ପାଇଁ ବ୍ରିଟେନର ପୂର୍ବତନ ମୂଳ ଭାରତୀୟ ମନ୍ତ୍ରୀ ଆଲୋକ ଶର୍ମା କିଙ୍ଗ ଚାଲର୍ସ ତୃତୀୟଙ୍କ ଦ୍ୱାରା ଏଠାରେ ପ୍ରକାଶିତ ନୂତନ ବର୍ଷର ପ୍ରଥମ ସମ୍ମାନ ତାଲିକାରେ ତାଙ୍କୁ ନାଇଟ ହୁଡ…
ନୂଆବର୍ଷ ୨୦୨୩ରେ ବି ଶେଷ ହେବନି ଦେଶର ସମସ୍ୟା: ଋଷି ସୁନକ…
ଲଣ୍ଡନ,୩୧।୧୨ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଶନିବାର ତାଙ୍କର ପ୍ରଥମ ନୂତନ ବର୍ଷର ବାର୍ତ୍ତାରେ ଚେତାବନୀ ଦେଇଛନ୍ତି ଯେ ୨୦୨୩ ଶେଷ ସୁଦ୍ଧା ବ୍ରିଟେନର ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଅକ୍ଟୋବର ଶେଷରେ ଡାଉନ ଷ୍ଟ୍ରିଟରେ ନିଜର ଉଦବୋଧନକୁ…
Archives


