ଅନ୍ତର୍ଜାତୀୟ

ଗ୍ଲାକ୍ସୋ ୪୦ ବର୍ଷ ଧରି ଜେନେଟେକ ଔଷଧର କର୍କଟ ବିପଦ ସମ୍ପର୍କରେ ତଥ୍ୟ ଲୁଚାଇ ଥିଲା, ବିକ୍ରୟ ଉପରେ ଏଫଡିଏର ପ୍ରତିବନ୍ଧକ…

ଲଣ୍ଡନ,୧୬।୨ : ବ୍ରିଟେନର ପ୍ରସିଦ୍ଧ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲାକ୍ସୋ ସାରା ବିଶ୍ୱରେ ଅଲସର ଏବଂ ଗ୍ୟାସରୁ ମୁକ୍ତି ପ୍ରଦାନ ନାମରେ କର୍କଟ ଭଳି ଗୁରୁତର ରୋଗର ଆଶଙ୍କା ବଢ଼ାଇ ଚାଲିଥିଲା। ୧୯୭୮ରେ, କମ୍ପାନୀ ରାନିଟିଡାଇନ ନାମକ ଏକ ଅଣୁ ବିକଶିତ କଲା।…

ବାଇଡେନଙ୍କ ଉପରେ ବିପଦ ଘନେଇଲା, ଏଫବିଆଇର ତନାଘନା…

ଓ୍ବାଶିଂଟନ,୧୬।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ସମସ୍ୟା ବଢ଼ିବାରେ ଲାଗିଛି। ଗୁପ୍ତ ଡକ୍ୟୁମେଣ୍ଟ ସନ୍ଧାନରେ ଆମେରିକାର ଗୁପ୍ତଚର ଏଜେନ୍ସି ଏଫବିଆଇ ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ସର୍ଚ୍ଚ କରୁଛି। ତଥାପି, ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ। ସଦ୍ୟତମ ରିପୋର୍ଟ ଅନୁଯାୟୀ,…

ଅଲ କାଏଦାର ନୂଆ ମୁଖ୍ୟ ସୈଫ୍‌ ଆଦେଲ ଇରାନରେ ଲୁଚି ରହିଛନ୍ତି: ଆମେରିକା…

ଓ୍ବାଶିଂଟନ,୧୬।୨ : ସାରା ବିଶ୍ୱରେ ଆତଙ୍କ ବିସ୍ତାର କରୁଥିବା ଆତଙ୍କବାଦୀ ସଂଗଠନ ଅଲ-କାଏଦା ଏହାର ନୂତନ ମୁଖ୍ୟ ଚୟନ କରିଛି। ଗତ ବର୍ଷ ଜୁଲାଇରେ ଆମେରିକା ଦ୍ୱାରା ଡ୍ରୋନ ଷ୍ଟ୍ରାଇକରେ ଅଲ-କାଏଦା ମୁଖ୍ୟ ଆୟମାନ ଅଲ-ଜାବାହିରିଙ୍କୁ ହତ୍ୟା କରାଯିବା ପରେ ସୈଫ…

ଭାରତ ଆମର ପୁରାତନ ବନ୍ଧୁ: ଫିଜି ପ୍ରଧାନମନ୍ତ୍ରୀ…

ସୁଭା,୧୬।୨ : ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ଫିଜି ଗସ୍ତରେ ଅଛନ୍ତି। ସେଠାରେ ଗୁରୁବାର ଫିଜିର ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି। ଏକ ବୈଠକରେ ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ଏହି ବୈଠକ ପରେ ଭାରତୀୟ…

୩ ଲକ୍ଷ ଡଲାରରେ ଏଲ୍‌ଭିସ୍‌ଙ୍କ ଜେଟ୍‌ ନିଲାମ

ଓ୍ବାଶିଂଟନ୍‌, ୧୬।୨: ହଲିଉଡ୍‌ର ପ୍ରଖ୍ୟାତ ଅଭିନେତା ତଥା ଗୀତିକାର ଏଲଭିସ୍‌ ପ୍ରେସଲିଙ୍କ ପ୍ରାଇଭେଟ୍‌ ଜେଟ୍‌ ହୋଇଛି। ନ୍ୟୁମେକ୍ସିକୋର ରୋଜ୍‌ଓ୍ବେଲ୍‌ ଇଣ୍ଟରନ୍ୟାଶନାଲ ଏୟାର ସେଣ୍ଟରରେ ଏଲଭିସ୍‌ଙ୍କ ଜେଟ୍‌ ୪୦ ବର୍ଷ ଧରି ପଡ଼ିରହିଥିଲା। ଜାନୁୟାରୀ ୮ରେ ଫ୍ଲୋରିଡାରେ ଅନୁଷ୍ଠିତ ହୋଇଥିବା ‘ମେକସ କିଓିମି…

୨୨ ଲକ୍ଷ ଲୋକ ଘର ଛାଡ଼ିଲେଣି

ଆଙ୍କାରା/ଆଲୋପୋ, ୧୬।୨: ସପ୍ତାହକରୁ ଅଧିକ ଦିନ ଧରି ତୁର୍କୀ ଓ ସିରିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭୟଙ୍କରୀ ଭୂକମ୍ପ ଯୋଗୁ ପ୍ରଭାବିତ ଅଞ୍ଚଳରୁ ୨୨ ଲକ୍ଷ ଲୋକ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯାଇଛନ୍ତି। ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ହଜାର-ହଜାର…

ରୁଷିଆର ୪ ଯୁଦ୍ଧବିମାନ ଘଉଡ଼ାଇଲା ଆମେରିକା

ଓ୍ବାଶିଂଟନ,୧୬ା୨: ଆଲାସ୍କା ନିକଟରେ ୩ଟି ରୁଷୀୟ ଯୁଦ୍ଧବିମାନକୁ ଆମେରିକୀୟ ବାୟୁସେନା କାବୁ କରିବା ପରେ ଘଉଡ଼ାଇଦେଇଛି। ଗତ ୧୩ ତାରିଖରେ ରୁଷୀୟ ଏୟାରକ୍ରାଫ୍ଟଗୁଡ଼ିକୁ ଗୋଡ଼ାଇ ଗୋଡ଼ାଇ ଘେରିବା ପରେ ନିଜ ଅଞ୍ଚଳରୁ ବାହାର କରିଦେଇଥିବା ନେଇ ବୁଧବାର ନର୍ଦ୍ଦର୍ନ ଆମେରିକାନ୍‌ ଏରୋସ୍ପେଶ୍‌…

୩୦ ନିର୍ବାଚନକୁ ପ୍ରଭାବିତ କରିଛି ଇସ୍ରାଏଲ୍‌ ସଂସ୍ଥା

ପ୍ୟାରିସ୍‌,୧୬ା୨(ଆଇଏଏନ୍‌ଏସ୍‌): ଇସ୍ରାଏଲ୍‌ର ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଏଓ୍ବେର ଗୁପ୍ତଚରଗିରି ବିବାଦ ନ ଥମୁଣୁ ଏହି ଦେଶର କଣ୍ଟ୍ରାକ୍ଟରମାନଙ୍କ ଏକ ଟିମ୍‌ ବିଶ୍ୱର ୩୦ରୁ ଊର୍ଦ୍ଧ୍ୱ ନିର୍ବାଚନକୁ ପ୍ରଭାବିତ କରିଥିବା ଦାବି କରିଛି। ହ୍ୟାକିଂ, ଅନ୍ତର୍ଘାତୀ କାର୍ଯ୍ୟ ଓ ସୋସିଆଲ…

ଇରାନ ଡ୍ରୋନ ଉପରେ ପ୍ରତିବନ୍ଧକ ଲଗାଇବା ନଜର

ବ୍ରୁସଲେସ୍‌,୧୫ା୨: ୟୁରୋପୀୟ ସଂଘ (EU) ଖୁବ୍‌ଶୀଘ୍ର ରୁଷିଆ ସମେତ କେତେକ ଦେଶ ବିରୋଧରେ କଠୋର ପଦକ୍ଷେପ ନେଇପାରେ। ୟୁରୋପୀୟ ୟୁନିଅନ ଅନ୍ୟ କେତେକ ଦେଶ ବିରୋଧରେ ସମୁଦାୟ ୧୧ ବିଲିୟନ ୟୁରୋ ଉପରେ ନୂତନ କଟକଣା ଉପରେ ବିଚାର କରୁଛି। ଯାହା…

ଭୂମଧ୍ୟସାଗରରେ ବୁଡ଼ିଲା ବୋଟ୍‌ : ୭୩ ପ୍ରବାସୀ ମୃତ୍ୟୁ

ଜେନେଭା,୧୫ା୨:ଭୂମଧ୍ୟସାଗରର ଲିବ୍ୟା ଉପକୂଳରେ ଏକ ବୋଟ୍‌ ବୁଡ଼ିଯିବାରୁ ୭୩ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବୁଧବାର ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ୍‌ ଫର୍‌ ମାଇଗ୍ରେଶନ୍‌ (ଆଇଓଏମ୍‌) ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ବୋଟ୍‌ରେ ୮୦ ଜଣ ଥିଲେ। ମଙ୍ଗଳବାର ବୋଟ୍‌ଟି କସର ଆଲକାୟରରୁ ୟୁରୋପ ଅଭିମୁଖେ…

ଇମ୍ରାନଙ୍କୁ ଆଶ୍ୱସ୍ତି

ଇସଲାମାବାଦ,୧୫।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଆଶ୍ୱସ୍ତି। ଦେଶର ଆତଙ୍କବାଦ ବିରୋଧୀ କୋର୍ଟ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ ହାଇକୋର୍ଟ ସ୍ବାସ୍ଥ୍ୟଗତ ସମସ୍ୟାକୁ ନେଇ ର୍‌ ତାଙ୍କୁ କୋର୍ଟରେ ହାଜର ହେବାକୁ କିଛି ଦିନର ଅନୁମତି ଦେଇଛନ୍ତି।…

କାଙ୍ଗାଳ ହେବାକୁ ବସିଲାଣି ପାକିସ୍ତାନ, ଦେଶ ଛାଡ଼ୁଛନ୍ତି ଧନୀ

ଇସଲାମାବାଦ,୧୫।୨: ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡ଼ି ଚାଲିଛି। ଦେଶର ବାସିନ୍ଦା ଏବେ ଖାଦ୍ୟଶସ୍ୟ ଲାଗି ସଂଘର୍ଷ କରୁଛନ୍ତି। ପରିସ୍ଥିତି ଏଭଳି ଯେ କର୍ମଚାରୀଙ୍କୁ ଦରମା ଦେବା ଲାଗି ସରକାରଙ୍କ ପାଖରେ ଟଙ୍କା ନାହିଁ। ଅନେକ ଦିନ ଧରି ଦେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri