ଅନ୍ତର୍ଜାତୀୟ

ବିମାନ ବନ୍ଦରରୁ ୟୁରାନିୟମ ମିଳିବା ନେଇ ଆତଙ୍କ…

ଲଣ୍ଡନ,୧୨।୧ : ପରମାଣୁ ବୋମା ତିଆରିରେ ବ୍ୟବହୃତ ୟୁରାନିୟମ ବ୍ରିଟେନର ହିଥ୍ରୋ ବିମାନବନ୍ଦରରୁ ମିଳିଥିବା ନେଇ ଆତଙ୍କ ସୃଷ୍ଟି ହୋଇଛି। ଏହି ଘଟଣା ପରେ ଅନେକ ଦେଶର ଅନୁସନ୍ଧାନକାରୀ ସଂସ୍ଥାକୁ ସତର୍କ କରାଯାଇଛି। ଦାବି ହେଉଛି ଯେ ଏହି ୟୁରାନିୟମ ପ୍ୟାକେଟ…

ନ୍ୟୁୟର୍କ ଟାଇମ୍ସର ସମ୍ପାଦକ ବ୍ଲାକ ହାଉନଶେଲଙ୍କ ପରଲୋକ

ନ୍ୟୁୟର୍କ,୧୨ ।୧: ‘ ଦ ନ୍ୟୁୟର୍କ ଟାଇମ୍ସର ‘ଅନ ପଲିଟିକ୍ସ’ ସମାଚାର ପତ୍ରର ସମ୍ପାଦକ ତଥା ପୂର୍ବରେ ‘ପଲିଟିକୋ’ରେ କିଛି ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭଳିଥିବା ଜଣାଶୁଣା ଜର୍ନାଲିଷ୍ଟ ବ୍ଲାକ ହାଉନଶେଲଙ୍କର ୱାଶିଂଟନରେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର…

ଉଜବେକିସ୍ତାନରେ ୧୮ ଶିଶୁଙ୍କ ମୃତ୍ୟୁ ପରେ ଡବ୍ଲୁଏଚଓର ଆଲର୍ଟ, କାଶ ହେଲେ ବ୍ୟବହାର କରନା କଫ ସିରପ

ନୂଆଦିଲ୍ଲୀ,୧୨ ।୧: ଉଜବେକିସ୍ତାନରେ ଭାରତ ନିର୍ମିତ କଫ ସିରପ ବ୍ୟବହାର କରି ୧୮ ଶିଶୁଙ୍କ ମୃତ୍ୟୁ ଘଟଣା ଏବେବି ଅସ୍ପଷ୍ଟ ରହିଛି । ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) କହିଛି ଭାରତର ମ୍ୟାରିୟନ ବାୟୋଟେକ ଦ୍ୱାରା ପ୍ରସ୍ତୁତ ୨ଟି କଫ…

ମଦ ପିଇବାର ନିରାପଦ ସୀମା ନାହିଁ

ନୂଆଦିଲ୍ଲୀ,୧୨।୧(ପି.ଟି.): ମଦ ପିଇବାର କୌଣସି ନିରାପଦ ସୀମା ନାହିଁ। ଯେତେ ଅଳ୍ପ ପରିମାଣର ମଦ ପିଇଲେ ବି ଏହା ଜଣକ ସ୍ବାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇପାରେ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି।…

ଭାରତୀୟ ବଂଶୋଦ୍ଭବ ରିଆଲିଟି ଶୋ’ ଷ୍ଟାର୍‌ଙ୍କୁ ୭୮ ମାସ ଜେଲ

ନ୍ୟୁୟର୍କ,୧୨।୧: ଦେଶବ୍ୟାପୀ ଟେଲିମାର୍କେଟିଂ ଜାଲିଆତି ସ୍କିମ୍‌ ଚଳାଇଥିବା ଭାରତୀୟ-ଆମେରିକୀୟ ରିଆଲିଟି ଟିଭି ଷ୍ଟାର ଜେନିଫର ଶାହାଙ୍କୁ ୭୮ ମାସ ଜେଲଦଣ୍ଡ ହୋଇଛି। ‘ରିଅଲ ହାଉସ୍‌ଓ୍ବାଇଭ୍ସ ଅଫ୍‌ ସଲ୍ଟ ଲେକ୍‌ ସିଟି’ରେ ଅଭିନୟ କରିଥିବା ୪୯ ବର୍ଷୀୟା ଶାହା ଟେଲିମାର୍କେଟିଂ ସହ ସମ୍ପୃକ୍ତ…

କାଲିଫର୍ନିଆରେ ବର୍ଷା ସାଙ୍ଗକୁ ଭୂସ୍ଖଳନ

କାଲିଫର୍ନିଆ,୧୨ ।୧: ଆମେରିକାର କାଲିଫର୍ନିଆରେ ଏବେ ଭିଷଣ ଥଣ୍ଡା ଅନୁଭୁତ ହେଉଛି । ଏହି ସମୟରେ ଏକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ର ଆଶଙ୍କା ଭିତରେ ସ୍ଥିତି ଆହୁରି ଖରାପ ହୋଇଯାଇଛି । ବନ୍ୟାପାଣି ସମ୍ପୂର୍ଣ୍ଣ ସହରରେ ମାଡି ଯାଇଛି । ଏହାକୁ ଦୃଷ୍ଟିରେ…

ଫାଷ୍ଟ ଲେଡିଙ୍କ ସଫଳ ଅସ୍ତ୍ରୋପଚାର, ବାହାରିଲା କ୍ୟାନସରର ଦୁଇଟି କୋଷିକା

ୱାଶିଂଟନ,୧୨ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନି ତଥା ଆମରିକାର ଫାଷ୍ଟ ଲେଡିଙ୍କର ହୋଇଛି ସଫଳ ଅସ୍ତ୍ରୋପଚାର । ତାଙ୍କ ଶରୀରରେ ବଢୁଥିବା କ୍ୟାନରରର ଦୁଇଟି କୋଷିକାକୁ ଡାକ୍ତରମାନେ ସଫଳତାପୂର୍ବକ ବାହାର କରି ଦେଇଛନ୍ତି । ଏବେ ସେ ବିପଦ…

‘ନାଟୁ ନାଟୁ’କୁ ଗୋଲ୍ଡେନ୍‌ ଗ୍ଲୋବ୍‌ ଆଓ୍ବାର୍ଡ

ଓ୍ବାଶିଂଟନ୍‌,୧୨।୧: ଗତବର୍ଷର ସୁପରହିଟ୍‌ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଗୀତ ‘ନାଟୁ ନାଟୁ’କୁ ‘ଗୋଲ୍ଡେନ୍‌ ଗ୍ଲୋବ୍‌’ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌ କାଟାଗୋରି ପାଇଁ ଏହି ପୁରସ୍କାର ଦିଆଯାଇଥିବାବେଳେ ଏହା ହେଉଛି ଭାରତୀୟ ମନୋରଞ୍ଜନ ଜଗତ ପାଇଁ ପ୍ରଥମ…

ପୃଥିବୀ ସଦୃଶ ଗ୍ରହ ଚିହ୍ନଟକଲା ନାସା

ଓ୍ବାଶିଂଟନ୍‌,୧୨।୧: ମହାକାଶର ଗ୍ରହ, ଉପଗ୍ରହ ଓ ତାରକା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା (ନାସା) ବୈଜ୍ଞାନିକଙ୍କ ଅନୁସନ୍ଧାନ ଜାରି ରହିଛି। ନିକଟରେ ନାସାର ଏକ ମିଶନ୍‌ ମହାକାଶରେ ଅବିକଳ ପୃଥିବୀ ସଦୃଶ ଏକ…

ଆଫଗାନିସ୍ତାନରେ ବୈଦେଶିକ ମନ୍ତ୍ରଣାଳୟର ଫାଟକ ନିକଟରେ ବୋମା ବିସ୍ଫୋରଣ, ୨୦ ମୃତ

କାବୁଲ,୧୧।୧: ଆଫଗାନିସ୍ତାନର କାବୁଲ ସ୍ଥିତ ବୈଦେଶିକ ମନ୍ତ୍ରଣାଳୟର ଫାଟକ ନିକଟରେ ବୁଧବାର ଅପରାହ୍ନରେ ଏକ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୨୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ବିମାନ ସେବା ଅଚଳ

ଓ୍ବାଶିଂଟନ,୧୧।୧: କମ୍ପ୍ୟୁଟର ତ୍ରୁଟି ଯୋଗୁ ଆମେରିକାରେ ଏୟାର ଟ୍ରାଫିକ କଣ୍ଟ୍ରୋଲରେ ବ୍ୟାଘାତ ସୃଷ୍ଟି ହୋଇଛି। ଫଳରେ ବିମାନ ସେବା ସାମୟିକ ପ୍ରଭାବିତ ହୋଇଛି। ପ୍ରାୟ ୧୨୦୦ରୁ ଅଧିକ ବିମାନ ଉଡାଣରେ ବିଳମ୍ବ ହୋଇଛି। ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଛନ୍ତି। ଏହା ଏକ…

ସୋଲେଦାର ସହର କାବୁ କରିବା ନେଇ ରୁଷିଆର ରଣନୀତି

କିଭ୍‌,୧୧ା୧: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବୁଧବାର ଶୂନଠୁ କମ୍‌ ତାପମାତ୍ରାରେ ସୋଲେଦାର ସହରକୁ କାବୁ କରିବା ପାଇଁ ଦୁଇ ଦେଶର ସେନା ମଧ୍ୟରେ ଏକ ଯୁଦ୍ଧ ଆରମ୍ଭ ହୋଇଥିଲା। ରୁଷିଆର ଓ୍ବାଗନର ସୈନ୍ୟମାନେ ପୂର୍ବ ୟୁକ୍ରେନର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri