ଚାଇନାରେ ଗତ ୩ ମାସରେ ୧୩୦ ସବ୍-ଭାରିଆଣ୍ଟ ତାଣ୍ଡବ: ନୂଆ ଆକ୍ରାନ୍ତଙ୍କ ମୁହଁ-ଜିଭରେ କଳାଦାଗ…
ବେଜିଂ,୨୪।୧୨ : ଚାଇନା ବର୍ତ୍ତମାନ ଏହାର ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। କରୋନା ମହାମାରୀର ନୂଆ ଲହର ଚାଇନାରେ ତାଣ୍ଡବ ସୃଷ୍ଟି କରିଛି। ପ୍ରତିଦିନ ଯେଉଁ ପ୍ରକାରର ମାମଲା କ୍ରମାଗତ ଭାବରେ ଚିହ୍ନଟ ହେଉଛି। ତାହା ଭୟଙ୍କର...
ପରିତ୍ୟକ୍ତ ଘରେ ଅଗ୍ନିକାଣ୍ଡ: ୨୦ ବରିଷ୍ଠ ନାଗରିକ ଜୀବନ୍ତ ଦଗ୍ଧ…
ମସ୍କୋ,୨୪।୧୨ : ରୁଷର କେମେରୋଭା ସହରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର-ଶନିବାର ବିଳମ୍ବିତ ରାତ୍ରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଏକ ପରିତ୍ୟକ୍ତ ଘରେ ବାସ କରୁଥିବା ୨୦ ବରିଷ୍ଠ ନାଗରିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସ୍ଥାନୀୟ ନ୍ୟୁଜ ଏଜେନ୍ସି...
ନିର୍ବାଚନ ଲଢ଼ିବାକୁ ଟ୍ରମ୍ପଙ୍କୁ ନ ମିଳୁ ଅନୁମତି: ଯାଞ୍ଚ୍ କମିଟିର ଦାବି…
ଓ୍ବାଶିଂଟନ,୨୪।୧୨ : ଆମେରିକାର କ୍ୟାପିଟୋଲ ହିଲ ହିଂସାର ଯାଞ୍ଚ କରୁଥିବା ପ୍ୟାନେଲ ତାଙ୍କ ରିପୋର୍ଟରେ ସୁପାରିଶ କରିଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆସନ୍ତା ରାଷ୍ଟ୍ରପତି ନିର୍ବାଚନରେ ଲଢ଼ିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ। ୮୫୪ ପୃଷ୍ଠାର...
ଦାଢ଼ି ରଖିଥିବା-ପଗଡ଼ି ବାନ୍ଧିଥିବା ଶିଖ୍ଙ୍କୁ ଆମେରିକା ମେରାଇନ କର୍ପସରେ ଅନୁମତି…
ଓ୍ବାଶିଂଟନ,୨୪।୧୨ : ଆମେରିକାର ଏକ କୋର୍ଟ ନୌସେନାରେ ନିଯୁକ୍ତି ପାଇଥିବା ଶିଖମାନଙ୍କୁ ଦାଢ଼ି ରଖିବା ଏବଂ ପଗଡ଼ି ବାନ୍ଧିବାକୁ ଅନୁମତି ଦେଇଛନ୍ତି। ଧାର୍ମିକ ଅନୁମତି ଦେବା ଦ୍ୱାରା ସମନ୍ବୟକୁ କ୍ଷୁର୍ଣ୍ଣ କରିବ ବୋଲି ଆବେଦନ କରାଇଥିବା ଯୁକ୍ତିକୁ ବିଚାରପତିମାନେ ଖାରଜ...
ଗ୍ୟାସ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ: ୨୦ ମୃତ
କେପ୍ ଟାଉନ୍,୨୪।୧୨: ସାଉଥ ଆଫ୍ରିକାର ବକ୍ସବର୍ଗ ସହରରେ ଶନିବାର ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓଆର୍ ଟେମ୍ବୋ ମେମୋରିଆଲ ହସ୍ପିଟାଲଠାରୁ କିଛି ମିଟର ଦୂରରେ ଥିବା ହସ୍ପିଟାଲ ରୋଡରେ ଏକ ଗ୍ୟାସ ଟ୍ୟାଙ୍କରରେ ହୋଇଥିବା ଜଣାପଡ଼ିଛି।...
ମାଇନସ୍ ୪୫ଡିଗ୍ରୀ ତଳକୁ ଖସିଲା ପାରଦ: ନ୍ୟୁୟର୍କରେ ଇମର୍ଜେନ୍ସି ଘୋଷଣା
ଶିକାଗୋ,୨୪ା୧୨: କରୋନା ସହିତ ବର୍ତ୍ତମାନ ଆମେରିକା ଶୀତଦିନିଆ ବାତ୍ୟା (ବମ୍ବ ସାଇକ୍ଲୋନ) ସହ ସଂଘର୍ଷ କରୁଛି। ବମ୍ବ ସାଇକ୍ଲୋନ ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ମୋଣ୍ଟାନା ରାଜ୍ୟରେ ଶୁକ୍ରବାର ତାପମାତ୍ରା ମାଇନସ୍ ୪୫ ଡିଗ୍ରୀକୁ ତଳକୁ ଖସିଆସିଛି। ସେହିପରି ଡେସ...
କରୋନା ମୃତକଙ୍କୁ ନେଇ ଚାଇନାର ଦାବି ଉପରେ ଉଠିଲା ପ୍ରଶ୍ନ, ଡିସେମ୍ବରର ସଂଖ୍ୟା ଚକିତ କରୁଛି
ବେଜିଂ,୨୪ ।୧୨: ଚାଇନାରେ କରୋନାର ସଂକ୍ରମଣ ଲଗାତାର ଜାରି ରହିଛି ହସ୍ପିଟାଲରେ ଯେଉଁଠି ସଂକ୍ରମିତ ରୋଗୀଙ୍କ ଲମ୍ବା ଲାଇନ ଲାଗିଛି ଏପଟେ ମୃତ୍ୟୁ ସଂଖ୍ୟା ବି ବେଳକୁ ବେଳ ବଢିବାରେ ଲାଗିଛି । କିଛି ମିଡିଆ ରିପୋର୍ଟରେ କୁହାଯାଇଛି କି...
ଯୁଦ୍ଧାବସାନ ଚାହାନ୍ତି ପୁଟିନ୍
ମସ୍କୋ/ଲଣ୍ଡନ,୨୪।୧୨: ୟୁକ୍ରେନ୍ ଯୁଦ୍ଧ ଶୀଘ୍ର ଶେଷ ହେବା ରୁଷିଆର ଲକ୍ଷ୍ୟ ବୋଲି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ କହିଛନ୍ତି। ଯେକୌଣସିମତେ ଯେତେ ଶୀଘ୍ର ଯୁଦ୍ଧ ଶେଷ ହେବ ସେତେ ଭଲ ବୋଲି ସେ ଖବରଦାତାମାନଙ୍କୁ କହିଛନ୍ତି। ତେବେ ସେମାନଙ୍କ ଉଦ୍ବେଗକୁ ୟୁକ୍ରେନ୍...
ଦିନକରେ ୩.୭ କୋଟି ସଂକ୍ରମିତ
ବେଜିଂ,୨୪।୧୨: ଚାଇନାରେ ଚଳିତ ସପ୍ତାହର ଗୋଟିଏ ଦିନରେ ପାଖାପାଖି ୩.୭ କୋଟି ଲୋକ କୋଭିଡ୍ ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହା ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ସର୍ବାଧିକ ସଂକ୍ରମଣ। ଡିସେମ୍ବର ମାସର ପ୍ରଥମ ୨୦ ଦିନରେ...
ବିମାନ ରାସ୍ତାରେ ବର୍ଷିଲା ବିଜୁଳି, ବିମାନର ଜରୁରୀ ଅବତରଣ
ୱାଶିଂଟନ,୨୪ ।୧୨: ଆମେରିକାର ସ୍ପିରିଟ ଏୟାର ଲାଇନ୍ସର ବିମାନ ଉପରେ ଆକାଶରୁ ବିଜୁଳି ପଡିବା ପରେ ଏହାର ଜରୁରୀ ଅବତରଣ କରାଯାଇଛି । ବିମାନଟି ଫିଲାଡେଲଫିୟାରୁ ଟେକଅପ କରି କ୍ୟାନକନ ଯାତ୍ରା କରୁଥିଲା । ଏହି ସମୟରେ ଚାଳକ ଦଳର...
ବିକିନି କିଲର୍ ମୁକ୍ତ
କାଠମାଣ୍ଡୁ,୨୪।୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫରାସୀ ସିରିଏଲ୍ କିଲର ଚାଲର୍ସ ଶୋଭରାଜ ଶୁକ୍ରବାର ନେପାଳ ଜେଲରୁ ମୁକ୍ତ ହୋଇଛନ୍ତି। ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଖଲାସ କରି ଫ୍ରାନ୍ସକୁ ପ୍ରତ୍ୟର୍ପଣ କରାଯାଇଛି। ୧୯୭୦ ଦଶକରେ ଏସିଆରେ ବହୁ ହତ୍ୟାକାଣ୍ଡର...
ପ୍ୟାରିସରେ ଆଖିବୁଜା ଗୁଳିମାଡ଼: ୨ ମୃତ,୪ ଆହତ
ପ୍ୟାରିସ,୨୩।୧୨: ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଶୁକ୍ରବାର ଏକ ଆକ୍ରମଣ ହୋଇଛି। କୁର୍ଦ୍ଦ ସାଂସ୍କୃତିକ କେନ୍ଦ୍ର ନିକଟରେ ଆଖିବୁଜା ଗୁଳିମାଡ଼ରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଆକ୍ରମଣର କାରଣ...
Archives


