Home

ଅନନ୍ତ ନାୟକ ହେଲେ ଜାତୀୟ ଏସ୍‌ଟି କମିଶନ ସଦସ୍ୟ

କେନ୍ଦୁଝର,୨୦।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୂର୍ବତନ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କୁ ଜାତୀୟ ଅନୁସୂଚିତ ଜନଜାତି କମିଶନ ଭାବେ ନିଯୁକ୍ତି ମିଳିଛି। ଏହାକୁ ନେଇ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଭାରତର ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏହି ମର୍ଯ୍ୟାଦାପୂର୍ଣ୍ଣ ପଦବୀ ମିଳିଛି।…

ପୁଣି ଘାରିଲା କୋଭିଡ୍‌ ଭୟ: ଓଡ଼ିଶାରେ ଲକ୍‌ଡାଉନ୍‌ ସମ୍ଭାବନାକୁ ଏଡାଇ ହେବନି ବୋଲି କହିଲେ ଡିଏମ୍‌ଇଟି

ଭୁବନେଶ୍ୱର,୨୦।୨(ବ୍ୟୁରୋ): ବର୍ତ୍ତମାନ ରାଜ୍ୟରେ କୋଭିଡ କେସ୍‌ ସଂଖ୍ୟା କମୁଛି। ଏବେ ଲକ୍‌ଡାଉନ୍‌ର ସମ୍ଭାବନା ନାହିଁ, ମାତ୍ର ସମ୍ଭାବନାକୁ ଏଡାଇ ହେବନି। କୋଭିଡ୍‌ର ସାମ୍ପ୍ରତିକ ସ୍ଥିତିକୁ ନେଇ ଏଭଳି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି। ଲୋକେ ନିଜେ ସଚେତନ ରହିଲେ, ଲକ୍‌ଡାଉନ୍‌କୁ ଏଡାଇ…

ମାଇକ୍‌ ଅନ୍‌ କରି ଶୋଇପଡ଼ିଲେ ମୌଲବୀ, ପରେ ଯାହା ଘଟିଲା ଶୁଣିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ହାସ୍‌ଟ୍ୟାଗ୍‌ ଶ୍ୱେତା ନାମରେ ଏକ ଅଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଯୁବତୀ ଅନ୍‌ଲାଇନ ମିଟିଂ ପରେ ମାଇକ୍‌ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଏହା ପରେ ତାଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ତାଙ୍କର ସମସ୍ତ ବ୍ୟକ୍ତିଗତ କଥା…

ଭାଜପା ନେତାଙ୍କୁ ବାଂଲାଦେଶୀ କହିଲା କଂଗ୍ରେସ

ମୁମ୍ବାଇ,୨୦।୨: କଂଗ୍ରେସକୁ ଭାଜପା ସଂଖ୍ୟାଲଘୁ ତୁଷ୍ଟିକରଣ ଦଳ ବୋଲି କହିଆସୁଥିଲା। ତେବେ ଏବେ କଂଗ୍ରେସ ଭାଜପା ଉପରେ ସଂଘ ଜେହାଦ ବୃଦ୍ଧି କରାଉଥିବା ଅଭିଯୋଗ ଆଣିଛି। ଉତ୍ତର ମୁମ୍ବାଇର ଭାଜପା ସଂଖ୍ୟାଲଘୁ ସେଲର ଅଧ୍ୟକ୍ଷ ରୁବେଲ ଶେଖ୍‌ଙ୍କୁ ମହାରାଷ୍ଟ୍ର କଂଗ୍ରେସ ପ୍ରବକ୍ତା…

ଏହି ଅଭିନେତ୍ରୀଙ୍କୁ ସରକାରୀ ଅଫିସର କରିବାକୁ ଚାହୁଁଥିଲେ ବାପା

‘ସିଟି ଲାଇଟ୍‌ସ୍‌’, ‘ଲଭ୍‌ ଗେମ୍‌ସ’ ପରି ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତ୍ରୀ ପତ୍ରଲେଖା ଫେବୃୟାରୀ ୨୦ରେ ନିଜର ୩୧ତମ ଜନ୍ମଦିନ ପାଳନ କରୁଛନ୍ତି। ମେଘାଳୟର ଶିଲଂରେ ସେ ଜନ୍ମଗ୍ରହଣ କରିଥିଲେ।ଅଭିନୟ ସାଙ୍ଗକୁ ଅଭିନେତା ରାଜକୁମାରଙ୍କ ସହ ରିଲେସନଶିପ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ…

ବିବାହର ୭ ବର୍ଷ ବିତିଲାଣି, ହେଲେ ବି ନବବିବାହିତାଙ୍କଠାରୁ କମ୍‌ ଲାଗନ୍ତି ନାହିଁ ଏହି ସେଲିବ୍ରିଟି ଯୋଡ଼ି

ବମ୍ବେ: ଟେଲି ପରଦାର ହିଟ୍‌ ଯୋଡ଼ି ମଧ୍ୟରୁ ରବି ଦୁବେ-ସରଗୁନ୍‌ ମେହେଟ୍ଟା ଅନ୍ୟତମ। ୧୨/୨୪ କରୋଲ ବାଗ୍‌ ଟେଲିଭିଜନ ଧାରାବାହିକ ସେଟ୍‌ରେ ସରଗୁନ୍‌ଙ୍କୁ ଭେଟିଥିଲେ ରବି। ପ୍ରଥମ ଦେଖାରେ ରବି ଖୁବ୍‌ ଶାନ୍ତ ସ୍ବଭାବର ପୁଅ ବୋଲି ସଗୁନ ଭାବିଥିଲେ। ଶୋ’ରେ…

ଆଖି ବୁଜିଲେ ପେଟ ବାହାରେ ପାକସ୍ଥଳୀ ଥିବା ଶିଶୁ

ବରଗଡ଼ ଅଫିସ,୨୦।୨: ବରଗଡ଼ ଜିଲା ପାଇକମାଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ପେଟ ବାହାରେ ପାକସ୍ଥଳୀ ରହିଥିବା ଅବସ୍ଥାରେ ଜନ୍ମ ନେଇଥିବା ନବଜାତ ଶିଶୁପୁତ୍ରଙ୍କ ଶନିବାର ସକାଳୁ କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପରିବାର ଲୋକେ ମୃତ ଶିଶୁପୁତ୍ରକୁ ଧରି…

୮୭ ଟଙ୍କାରେ ରାଜମହଲ ବିକିଦେଲେ ରାଜକୁମାର, ରାଜା ଆଣିଲେ ଅଭିଯୋଗ

ବର୍ଲିନ,୨୦।୨: ବର୍ଲିନର ଜଣେ ରାଜକୁମାର ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେବାରୁ ରାଜା ପୁଅ ନାଁରେ କେସ୍‌ କରିଛନ୍ତି। ଜର୍ମାନ ସହରର ହନୋଓ୍ବରର ରାଜା ଅର୍ନଷ୍ଟ ଅଗଷ୍ଟ ନିଜର ୧୩୫ କୋଠରି ବିଶିଷ୍ଟ ‘ମ୍ୟାରିନବର୍ଗ’ମହଲକୁ ୨୦୦୦…

ଭକ୍ତି ରାଜନୀତି: ଚାନ୍ଦିନି ଚୌକରେ ହନୁମାନ ଚାଳିଶା ପାଠ କଲେ ଏଏପି ନେତା

ନୂଆଦିଲ୍ଲୀ,୨୦।୨: ରାଜଧାନୀ ଦିଲ୍ଲୀରେ ଏବେ ଭକ୍ତି ରାଜନୀତି ଆରମ୍ଭ ହୋଇଛି। ଚାନ୍ଦିନି ଚୌକରେ ଥିବା ଏକ ହନୁମାନ ମନ୍ଦିରକୁ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ଭଙ୍ଗା ଯାଇଥିଲା। ମାତ୍ର ପୁରୁଣା ମନ୍ଦିରଠାରୁ କିଛି ଦୂରରେ ଏବେ ରାତାରାତି ନୂଆ ମନ୍ଦିର ନିର୍ମାଣ ହୋଇଯାଇଛି। ଶୁକ୍ରବାର…

ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବାରୁ ନିର୍ବାହୀଯନ୍ତ୍ରୀଙ୍କୁ ରିପୋର୍ଟ ତଲବ

ଭୋପାଳ,୨୦।୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ ମଶା କାମୁଡ଼ିବାରୁ ଜଣେ ପିଡବ୍ଲ୍ୟୁଡି ନିର୍ବାହୀ ଯନ୍ତ୍ରୀଙ୍କୁ ରିପୋର୍ଟ ତଲବ କରାଯିବା ସହିତ କାହିଁକି ତାଙ୍କର ୨ ବର୍ଷର ଦରମା ବୃଦ୍ଧି ରୋକା ଯିବ ନାହିଁ ସେ ନେଇ କାରଣ ଦର୍ଶାଅ ନୋଟିସ୍‌…

ଧାନ ଉଠାଣ ଦାବିରେ ତାତିଲେ ଚାଷୀ

ପଦ୍ମପୁର,୨୦।୨(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ତିନି ମାସ ବିତି ଯାଇଛି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟି ନାହିଁ। ଚାଷୀମାନେ ଧାନ ବିକ୍ରି କରି ସାରି ନ ଥିବାବେଳେ ବିଭିନ୍ନ ମଣ୍ଡିକୁ ବନ୍ଦ କରି ଦିଆଯାଇଛି। ଅନ୍ୟପକ୍ଷରେ…

ବିନା ହେଲମେଟରେ ସ୍ତ୍ରୀଙ୍କୁ ବାଇକ୍‌ରେ ବସାଇ ବୁଲିଲେ ବିବେକ: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁମ୍ବାଇ ପୋଲିସ

ବଲିଉଡ୍‌ ଅଭିନେତା ବିବେକ ଓବରୟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାଲେଣ୍ଟାଇନସ୍‌ ଡେ ଅବସରର, ଯାହା ଏବେ ସାମ୍ନାକୁ ଆସିଛି। ଏହି ଭିଡିଓ ପାଇଁ ବିବେକ ଏବେ ଅସୁବିଧାରେ ପଡ଼ିଯାଇଛନ୍ତି। ବାସ୍ତବରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?