Posted inଫୁରସତ

ମାଇକ୍‌ ଅନ୍‌ କରି ଶୋଇପଡ଼ିଲେ ମୌଲବୀ, ପରେ ଯାହା ଘଟିଲା ଶୁଣିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ହାସ୍‌ଟ୍ୟାଗ୍‌ ଶ୍ୱେତା ନାମରେ ଏକ ଅଡିଓ ଏବେ ଭାଇରାଲ ହେଉଛି। ଯେଉଁଥିରେ ଯୁବତୀ ଅନ୍‌ଲାଇନ ମିଟିଂ ପରେ ମାଇକ୍‌ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଏହା ପରେ ତାଙ୍କର ଜଣେ ବନ୍ଧୁଙ୍କ ଦ୍ୱାରା ତାଙ୍କର ସମସ୍ତ ବ୍ୟକ୍ତିଗତ କଥା ଲିକ୍‌ ହୋଇଯାଇଥିଲା।

ସେହିପରି ବର୍ତ୍ତମାନ ଜଣେ ମୌଲବୀ ସାହେବଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଶୁଣିଲେ ସ୍ପଷ୍ଟ ହେବ ମୌଲବୀ ମାଇକ୍‌ ବନ୍ଦ ନ କରି ଶୋଇ ଯାଇଛନ୍ତି ଆଉ ଜୋର୍‌ରେ ଘୁଙ୍ଗୁଡ଼ି ମାରୁଛନ୍ତି। ଏହା ଶୁଣି ଲୋକେ ହସି ହସି ବେଦମ ହୋଇଯାଉଛନ୍ତି।

@dapakiguy92 ନାମକ ଜଣେ ଟୁଇଟର ୟୁଜର ଏହାକୁ ଶେୟାର କରିଛନ୍ତି। ଏଥିରେ କ୍ୟାପଶନ ଲେଖିଛନ୍ତି, ମୌଲବୀ ସାହେବ ମାଇକ୍‌ ଅନ୍‌ କରି ଶୋଇ ଯାଇଛନ୍ତି। ଭିଡିଓଟି ଦେଖି ଲୋକେ ହସି ହସି ଗଡ଼ିବା ସହ ମଜାଳିଆ କମେଣ୍ଟ ସବୁ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଚାଳକରେ ରାସ୍ତାରେ ଗଡୁଛି ବାଇକ୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। କିଛି ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ...

ଇଏ ବି ମା’… ଅଳିଆ ଉଠାଇ ପୋଷୁଛନ୍ତି ଦିବ୍ୟାଙ୍ଗ ପୁଅର ପେଟ

ଭାରତର କିମ୍ବଦନ୍ତୀ କ୍ରିକେଟର ଭିଭିଏସ ଲକ୍ଷ୍ମଣ ପ୍ରାୟତଃ ସୋସିଆଲ ମିଡିଆରେ ପ୍ରେରଣାଦାୟୀ କାହାଣୀ ପୋଷ୍ଟ କରି ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏପରି ଜଣେ ମା’ଙ୍କ...

କନ୍ୟାଙ୍କ ପାଦ ଛୁଇଁଲେ ବର: କହିଲେ ହୃଦୟସ୍ପର୍ଶୀ କଥା

ଭାରତୀୟ ପରମ୍ପରା ଅନୁଯାୟୀ ବିବାହ ପରେ କନ୍ୟା ବରଙ୍କ ପାଦ ଛୁଇଁଥା’ନ୍ତି। କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ବହୁତ ଭାଇରାଲ ହେବାରେ ଲାଗିଛି।...

ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…

ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ...

ଗୋବର ଯୁଦ୍ଧ

କର୍ନାଟକ ଓ ତାମିଲନାଡୁ ସୀମାର ଏକ ଛୋଟିଆ ଗାଁ ହେଉଛି ଗୁମାତାପୁର। କିନ୍ତୁ ଏବେ ଏହି ଛୋଟ ଗାଁ ସାରା ପୃଥିବୀରେ ପରିଚିତି ଲାଭ କରିଛି।...

ଆଖିପିଛୁଳାକେ ଲୋକଙ୍କ ଉପରେ ଡେଇଁ ପଳାଇଲା ହରିଣ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

ପୋଷା ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ପାଳନ୍ତି ଏହି ଜନଜାତି…

ପୃଥିବୀର ବିଭିନ୍ନଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ସୁଦାନରେ ବାସ କରୁଥିବା ମୁନ୍ଦରୀ ଜନଜାତି ପୋଷା ଗୃହପାଳିତ ପ୍ରାଣୀଙ୍କୁ ନିଜ ସନ୍ତାନ ଭଳି ଲାଳନପାଳନ କରିଥାନ୍ତି।...

ମେନ୍ୟୁ କାର୍ଡ ମେଶିନ୍‌ କହିଥାଏ ଗ୍ରାହକଙ୍କ ପସନ୍ଦ

ବେଜିଂ: ସାଧାରଣତଃ ମନ ପସନ୍ଦର ଖାଦ୍ୟ ଖାଇବା ପାଇଁ ହୋଟେଲ ବା ରେଷ୍ଟୁରାଣ୍ଟରେ ମେନ୍ୟୁ କାର୍ଡ ଦେଖି ଅର୍ଡର ଦିଆଯାଇଥାଏ। ମାତ୍ର ଏହି ଖାଦ୍ୟ ସ୍ବାସ୍ଥ୍ୟପକ୍ଷେ...

Advertisement
Archives

Model This Week